କନକ ବ୍ୟୁରୋ: ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ପୀଠ ସୁବର୍ଣ୍ଣପୁର । ଏଠାରେ ତନ୍ତ୍ର ପଦ୍ଧତିରେ ବିଭିନ୍ନ ଦେବାଦେବୀଙ୍କୁ ପୁଜା କରାଯାଇଥାଏ । ସେହିପରି ନିଆଁର ଜ୍ୱଳନ୍ତା ଅଙ୍ଗାରରେ ଚାଲିବା ଦେଖିବାକୁ ମିଳେ ସୁବର୍ଣ୍ଣପୁରର ଖଦାଳପଡା ନିଆଁ ମଡା ବଳି ବା କଇଁ ଫୁଲ ଯାତ୍ରାରେ । ନିଆଁ ଉପରେ ବରୁଆ ମାନେ ଚାଲିବା ପରେ ଶହ ଶହ ଶ୍ରଦ୍ଧାଳୁ ନିର୍ଭୟରେ ଚାଲିଥାନ୍ତି ଏହି ନିଆଁ ଉପରେ। ଆଉ ଏହି ଯାତ୍ରା ଦେଖିବାକୁ ଆଖପାଖ ଅଂଚଳରୁ ଲୋକଙ୍କContinue reading “ତନ୍ତ୍ର-ମନ୍ତ୍ରର ପୀଠ ସୁବର୍ଣ୍ଣପୁରର ନିଆରା ପରମ୍ପରା: ସବୁବେଳେ ପୂଜାପାଠକୁ ନେଇ ଚର୍ଚ୍ଚାରେ ସୁବର୍ଣ୍ଣପୁର ସହର”
Tag Archives: News
ଜନଶୁଣାଣି ଶିବିରରେ ଅଭିଯୋଗ କରିପାରିଲେନି ଅଭିଯୋଗକାରୀ: ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିରି ଦେଲେ ଅଭିଯୋଗ ଚିଠି
କନକ ବ୍ୟୁରୋ: ଜନଶୁଣାଣି ଶିବିରରେ ଅଭିଯୋଗ କରିପାରିଲେନି ଅଭିଯୋଗକାରୀ । ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗପତ୍ର ଚିରି ଫୋପାଡିଛନ୍ତି ଅଭିଯୋଗକାରୀ । ବାଲେଶ୍ୱର ବସ୍ତା ବ୍ଲକରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣି ଶିବିରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅଭିଯୋଗ ଶୁଣାଣି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦିନ ୧ଟାରେ ଶିବିର କାର୍ଯ୍ୟକ୍ରମ ଶେଷ ହୋଇଯାଇଥିଲା । ଯାହାଫଲରେ ଅଭିଯୋଗ ନେଇ ଆସିଥିବା ଲୋକେ ଅଭିଯୋଗ ପତ୍ର ଚିରି ଫୋପାଡି ଦେଇଥିଲେ ।Continue reading “ଜନଶୁଣାଣି ଶିବିରରେ ଅଭିଯୋଗ କରିପାରିଲେନି ଅଭିଯୋଗକାରୀ: ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିରି ଦେଲେ ଅଭିଯୋଗ ଚିଠି”
ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଛାଡିଥିଲେ ଭିଟାମାଟି: ବୁଡି ଅଂଚଳରେ ରହି ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ବିସ୍ଥାପିତ
କନକ ବ୍ୟୁରୋ: କେବେ ସରିବ ଇନ୍ଦ୍ରାବତୀ ସେତୁ ନିର୍ମାଣ କାମ । ଯେଉଁମାନେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ନିଜ ଭିଟା ମାଟି, ଘରଦ୍ବାର, ସୁନାର ଫସଲ ଦେଉଥିବା କ୍ଷେତ ଛାଡି ଦେଲେ ସେମାନଙ୍କର ବିକାଶ ଆଜି ପର୍ୟ୍ୟନ୍ତ ହୋଇପାରିଲା ନାହିଁ । ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହୋଇ ଦୁଇ ଦଶନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ନିଜ ଭିଟା ମାଟି ଛାଡିଥିବା ଲୋକଙ୍କ ଗମନା ଗମନ ପାଇଁ ବ୍ରିଜ ଟିଏ ମଧ୍ୟ ନିର୍ମାଣ ହୋଇContinue reading “ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଛାଡିଥିଲେ ଭିଟାମାଟି: ବୁଡି ଅଂଚଳରେ ରହି ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ବିସ୍ଥାପିତ”
ଜମିରେ ନାହିଁ ପାଣି, ଧାନ ଗଛ ଧରି ଜିଲ୍ଲା ମୁଖ୍ୟାଳୟରେ ପହଂଚିଲେ ଚାଷୀ: ମାଲକାନଗିରିରେ ହଜାର ହଜାର ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ମରୁଡି ଘୋଷଣା ଦାବୀ ନେଇ ଚାଷୀଙ୍କ ବିକ୍ଷୋଭ । ହାତରେ ଧାନ ଗଛ ନେଇ ମାଲକାନଗିରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ ହଜାର ହଜାର ଚାଷୀ । ଚଳିତ ବର୍ଷ ଅମଳ ପୁର୍ବରୁ ସ୍ୱଳ୍ପ ବୃଷ୍ଟି ଯୋଗୁ ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଢେପ ଜମିରେ ଚାଷ କରିଥିବା ଚାଷୀମାନଙ୍କ ଧାନ ସମ୍ପୁର୍ଣ ନଷ୍ଟ ହୋଇ ଯାଇଛି । କେନାଲରେ ପାଣି ଛଡାContinue reading “ଜମିରେ ନାହିଁ ପାଣି, ଧାନ ଗଛ ଧରି ଜିଲ୍ଲା ମୁଖ୍ୟାଳୟରେ ପହଂଚିଲେ ଚାଷୀ: ମାଲକାନଗିରିରେ ହଜାର ହଜାର ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ “
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତେଜିଲା ରାଜନୀତି: ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ କରିବେ ନବୀନ
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାକୁ ଆସନ୍ତା୧,ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ୟ୍ୟକ୍ରମ ରହିଛି। ସେ ଭବାନୀପାଟଣାରେ ହୋଇଥିବା ନବ ନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ପ୍ର ଉଦଘାଟନ ସହ ଓ ନବ ନିର୍ମିତ ବସଷ୍ଟାଣ୍ଡ, ଲକ୍ଷ୍ମୀ ବସର ଲୋକାର୍ପିତା କାର୍ୟ୍ୟକ୍ରମ କରିବେ । କିନ୍ତୁ ଜିଲ୍ଲା ରେ ବିଭିନ୍ନ ପ୍ରକାର ସମସ୍ୟା ରହିଥିଲେ ବି ଖାଲି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲାର ବିକାଶ କଥା ମନେ ପଡେ ବୋଲି ବିରୋଧୀContinue reading “ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତେଜିଲା ରାଜନୀତି: ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ କରିବେ ନବୀନ”
ସ୍ୱାମୀଙ୍କ ମୃତ୍ୟୁର ଦେଢବର୍ଷ ପରେ ବି ମିଳୁନି ବିଧବା ଭତା: ୪ ଛୁଆଙ୍କର ନାହିଁ ରାସନକାର୍ଡ
କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁର ଦେଢବର୍ଷ ପରେ ବି ମିଳୁନି ବିଧବା ଭତା । ୪ ଛୁଆଙ୍କର ନାହିଁ ରାସନକାର୍ଡ । ବାପାଙ୍କ ଅନ୍ତେ ସରକାର ପକ୍ଷରୁ ମାଆକୁ ମିଳୁଥିବା ୫ କେଜି ଚାଉଳରେ ମାସେ ଚଳୁଛନ୍ତି ୫ ପ୍ରାଣୀ କୁଟୁମ୍ବ । ଭଙ୍ଗା ଚାଳିଆ ଭିତରେ ଭୋକ ଉପାସରେ ଛଟପଟ ହେଉଛନ୍ତି କୁନି କୁନି ଶିଶୁ । ଢେଙ୍କାନାଳ କଙ୍କଡାହାଡରୁ ଦେଖିବା ବାସନ୍ତି ଦେହୁରୀଙ୍କ ଦୁଃଖଭରା କାହାଣୀ । ଗରିବ ଦୁଃଖୀ ମହିଳାଙ୍କୁ ସରକାରଙ୍କ ଉପହାସContinue reading “ସ୍ୱାମୀଙ୍କ ମୃତ୍ୟୁର ଦେଢବର୍ଷ ପରେ ବି ମିଳୁନି ବିଧବା ଭତା: ୪ ଛୁଆଙ୍କର ନାହିଁ ରାସନକାର୍ଡ”
ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍ । ପରୀକ୍ଷା ମୂଳକ ଭାବେ ଗୋଟିଏ ଟ୍ରାକ୍ରେ ଚାଲିଲା ଟ୍ରେନ୍ । ପରେ ଗଡିଲା ପ୍ରଶାନ୍ତି ଏକ୍ସପ୍ରେସ ।
କନକ ବ୍ୟୁରୋ: ବିଜୟନଗରମରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍ । ପରୀକ୍ଷା ମୂଳକ ଭାବେ ଗୋଟିଏ ଟ୍ରାକରେ ଟ୍ରେନ୍ ଚଳାଚଳ ହୋଇଛି । ପ୍ରଥମେ ମାଲବୁହା ଟ୍ରେନ୍ ପରୀକ୍ଷା ମୂଳକ ଭାବେ ଚାଲିଥିଲା । ଏହା ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ଡା ଷ୍ଟେସନରୁ ଛାଡ଼ିଥିଲା । ଦୁର୍ଘଟଣା ପରେ ଜୋରଦାର ହୋଇଥିଲା ରେସ୍କ୍ୟୁ ଅପରେସନ । ଦୁର୍ଘଟଣାରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଟ୍ରେନର ଟ୍ରାକ ଉପରେ ପଡ଼ିଥିବାContinue reading “ଦୁର୍ଘଟଣାର ୨୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍ । ପରୀକ୍ଷା ମୂଳକ ଭାବେ ଗୋଟିଏ ଟ୍ରାକ୍ରେ ଚାଲିଲା ଟ୍ରେନ୍ । ପରେ ଗଡିଲା ପ୍ରଶାନ୍ତି ଏକ୍ସପ୍ରେସ ।”
ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ । ରଘୁବର ଦାସଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ଶପଥପାଠ ।
କନକ ବ୍ୟୁରୋ: ରାଜଭଜନରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । କଡ଼ା ସୁରକ୍ଷା ଭିତରେ ରାଜଭବନରେ ପହଂଚିବା ପରେ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ କମିଶନର ସୁନୀଲ ବଂଶଲ ଉପସ୍ଥିତ ଥିଲେ । ଏହା ପୂର୍ବରୁ ରାଜ୍ୟପାଳ ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ଜଗାଦର୍ଶନ କରିଥିଲେ । ସେଠାରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନContinue reading “ରାଜଭବନରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ । ରଘୁବର ଦାସଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ଶପଥପାଠ ।”
ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଏବଂ ରକେଟକୁ ଆକାଶରେ ହିଁ ଧ୍ବଂସ କରିଦେବ : ଇସ୍ରାଏଲର ଆଇରନ ଡୋମ ପରି ପ୍ରଣାଳୀ ନିର୍ମାଣ କରୁଛି ଭାରତ
ହାମାସ ରକେଟରୁ ନିଜକୁ ରକ୍ଷା କରିବା ପାଇଁ ଇସ୍ରାଏଲ ଆଇରନ୍ ଡୋମ୍ ନିର୍ମାଣ କରିଛି । ଏହା ହେଉଛି ଏକ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଆକାଶମାର୍ଗରୁ ଆସୁଥିବା ରକେଟ୍ଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଥାଏ । ସେହିଭଳି ଭାରତ ମଧ୍ୟ ନିଜର ଆଇରନ୍ ଡୋମ୍ ନିର୍ମାଣ କରୁଛି। ଭାରତ ୪୦୦ କିଲୋମିଟର ପରିସରର ସ୍ୱଦେଶୀ ଲଙ୍ଗ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ (LRSAM) ତିଆରି କରୁଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭୂପୃଷ୍ଠରୁ ଆକାଶକୁ ମାରିବାରେ ସକ୍ଷମContinue reading “ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଏବଂ ରକେଟକୁ ଆକାଶରେ ହିଁ ଧ୍ବଂସ କରିଦେବ : ଇସ୍ରାଏଲର ଆଇରନ ଡୋମ ପରି ପ୍ରଣାଳୀ ନିର୍ମାଣ କରୁଛି ଭାରତ”
ଦୁର୍ଘଟଣା ରୁଟରେ ପୁଣି ଚାଲିଲା ଟ୍ରେନ୍ । ମାଲବାହୀ ଟ୍ରେନ ପରେ ଗଡିଲା ପ୍ରଶାନ୍ତି ଏକ୍ସପ୍ରେସ୍ ।
କନକ ବ୍ୟୁରୋ: ଆନ୍ଧ୍ର ସୀମା ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ହୋଇଥିବା ଟ୍ରାକରେ ପୁଣି ଚାଲିଲା ଟ୍ରେନ୍ । ପ୍ରଥମେ ଏକ ମାଲବାହୀ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚାଲିଛି । ଏହା ଆଲମଣ୍ଡା ଷ୍ଟେସନ୍ ଦେଇ ଗତି କରିବା ପରେ ପ୍ରଶାନ୍ତି ଏକ୍ସପ୍ରେସ୍ ମଧ୍ୟ ଚାଲିଛି । #WATCH | Andhra Pradesh | The first train plies on the railway track after restoration at the spot of Vizianagaram trainContinue reading “ଦୁର୍ଘଟଣା ରୁଟରେ ପୁଣି ଚାଲିଲା ଟ୍ରେନ୍ । ମାଲବାହୀ ଟ୍ରେନ ପରେ ଗଡିଲା ପ୍ରଶାନ୍ତି ଏକ୍ସପ୍ରେସ୍ ।”