କନକ ବ୍ୟୁରୋ: ବିଜୟନଗରମ ଟ୍ରେନ୍ ଦୁର୍ଘଟଣା ପରେ ଭୟଭୀତ ହୋଇପଡ଼ିଛନ୍ତି ଯାତ୍ରୀ । ଟ୍ରେନ୍ରେ ଯାତ୍ରା କରିବାକୁ ଡରୁଛନ୍ତି । ଦୁର୍ଘଟଣା ପରେ ଆଜି ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବିଶେଷକରି ଯାତ୍ରୀମାନେ ଟ୍ରେନ୍ ଟିକେଟ୍ କ୍ୟାନସେଲ୍ କରିବାକୁ କାଉଣ୍ଟରରେ ଧାଡ଼ି ଲଗାଇଛନ୍ତି । ଟିକେଟ୍ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି ଯାତ୍ରୀମାନେ । ଯେଉଁଭଳି ଭାବେ ଟ୍ରେନ୍ରେ ଦୁର୍ଘଟଣା ଘଟୁଛି, ଆଉ ଲୋକଙ୍କ ଜୀବନ ଯାଉଛି, ତାକୁ ନେଇ ଯାତ୍ରୀ ଭୟଭୀତ ଅଛନ୍ତିContinue reading “ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣା ପରେ ଟ୍ରେନରେ ଯିବାକୁ ଡରୁଛନ୍ତି ଯାତ୍ରୀ । ଟିକେଟ୍ ଟଙ୍କା ଫେରାଇନେବାକୁ ଷ୍ଟେସନ୍ ଟିକେଟ୍ କାଉଣ୍ଟରରେ ଭିଡ । “
Tag Archives: News
ଅସହାୟ ଅବସ୍ଥାରେ ୪ ପିଲାଙ୍କ ସହ ବାସନ୍ତି । କେବେ ପଡିବ ପ୍ରଶାସନର ନଜର?
କନକ ବ୍ୟୁରୋ: ୫ ପାଞ୍ଚଟା ଛୋଟ ଛୁଆ, ସାହା ବୋଲି କେହି ନାହିଁ । ବାପା ଆରପାରିକୁ ଚାଲିଗଲା ପରେ ଏମାନଙ୍କ ପାଇଁ ମା’ ହିଁ ସବୁ କିଛି । ଘୋର ଅଭାବରେ ମା’ ମାଗିଯାଚି ଏମାନଙ୍କୁ ବଞ୍ଚାଇରଖିଛି । ହେଲେ ଏତେ ଦୁଃଖ ଭିତରେ ରହିଥିବା ଏ ପରିବାର ଉପରେ ପ୍ରଶାସନର ନଜର ପଡୁନାହିଁ ଯାହା ସବୁଠୁ କ୍ଷୋଭର ବିଷୟ । କାମାକ୍ଷାନଗର କଙ୍କଡାହାଡ ବ୍ଲକ ଝିଲି ଗାଁର ରୁହନ୍ତି ବାସନ୍ତି ଦେହୁରୀ । ଦେଢContinue reading “ଅସହାୟ ଅବସ୍ଥାରେ ୪ ପିଲାଙ୍କ ସହ ବାସନ୍ତି । କେବେ ପଡିବ ପ୍ରଶାସନର ନଜର?”
ନିର୍ବାଚନ ପ୍ରଚାର ବେଳେ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ । ପେଟରେ ଛୁରୀ ଭୁଷିଲେ ଅଜ୍ଞାତ ବ୍ୟକ୍ତି ।
କନକ ବ୍ୟୁରୋ: ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସାଂସଦ କୋଥା ପ୍ରଭାକର ରେଡ୍ଡିଙ୍କ ପେଟରେ ଛୁରାମାଡ଼ ହୋଇଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଦିପେଟ ଜିଲ୍ଲାର ଦୌଲତାବାଦ ମଣ୍ଡଳର ସୁରାମପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ କୋଥାଙ୍କୁ ସିକନ୍ଦରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଥା ତେଲେଙ୍ଗାନାରContinue reading “ନିର୍ବାଚନ ପ୍ରଚାର ବେଳେ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ । ପେଟରେ ଛୁରୀ ଭୁଷିଲେ ଅଜ୍ଞାତ ବ୍ୟକ୍ତି ।”
ସାମିଙ୍କ ରନଅପକୁ ନେଇ ଗାଭାସ୍କରଙ୍କ ବୟାନ । ଚିତା ଶିକାର କରିବାକୁ ଦୌଡୁଛି, ଦେଖିବାକୁ ଭାରି ଭଲ ଲାଗୁଛି ।
କନକ ବ୍ୟୁରୋ : ନିଜର ଘାତକ ବୋଲିଂ ଜରିଆରେ ଇଂଲଣ୍ଡକୁ ଧରାଶାୟୀ କରିଛନ୍ତି ମହମ୍ମଦ ସାମି । କେବଳ ଏତିକି ନୁହେଁ ଭାରତକୁ ବିଶ୍ୱକପରେ ଲଗାତାର ୬ଷ୍ଠ ବିଜୟ ଭେଟି ଦେବା ପଛର ନାୟକ ସାଜିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪ ୱିକେଟ ଅକ୍ତିଆର କରି ସାମି ଆଗାମୀ ମ୍ୟାଚରେ ଚୂଡାନ୍ତ ଏକାଦଶରେ ନିଜର ସ୍ଥାନ ଏକପ୍ରକାର ପକ୍କା କରିଛନ୍ତି । ଅଥାର୍ତ ଆଗାମୀ ମ୍ୟାଚ୍ ଗୁଡିକରେ ସାମିଙ୍କୁ ଚୂଡାନ୍ତContinue reading “ସାମିଙ୍କ ରନଅପକୁ ନେଇ ଗାଭାସ୍କରଙ୍କ ବୟାନ । ଚିତା ଶିକାର କରିବାକୁ ଦୌଡୁଛି, ଦେଖିବାକୁ ଭାରି ଭଲ ଲାଗୁଛି ।”
ସ୍ପଞ୍ଜ ବମ୍ : ଫେଣରେ ଭର୍ତ୍ତି ହେଇଯିବ ହମାସର ସୁଡ଼ଙ୍ଗ ସବୁ : ଇସ୍ରାଏଲର ବ୍ରହ୍ମାସ୍ତ୍ର
ଇସ୍ରାଏଲ ବର୍ତ୍ତମାନ ଗାଜାରେ ହାମାସର ଟନେଲ ସବୁ ବନ୍ଦ କରିବାକୁ ଏକ ନୂତନ ଧରଣର ଅସ୍ତ୍ର ସ୍ପଞ୍ଜ ବୋମା ବ୍ୟବହାର କରିବାକୁ ଯାଉଛି। ଏଗୁଡ଼ିକ ହେଉଛି ଏପରି ବୋମା ଯାହା ବିସ୍ଫୋରଣ ହେଲେ ଏଥିରୁ ବହୁ ପରିମାଣର ରାସାୟନିକ ଫେଣ ବାହାରିଥାଏ । କିଛି ସମୟ ପରେ ଏହି ଫେଣ ସବୁ ପଥର ପରି କଠିନ ହୋଇଯାଏ । ଏହି ବୋମାକୁ ଏକ ବଡ ପ୍ଲାଷ୍ଟିକ୍ ବ୍ୟାଗରେ ରଖାଯାଏ । ଯାହା ମଝିରେ ଗ୍ରେନେଡର ପିନ ପରିContinue reading “ସ୍ପଞ୍ଜ ବମ୍ : ଫେଣରେ ଭର୍ତ୍ତି ହେଇଯିବ ହମାସର ସୁଡ଼ଙ୍ଗ ସବୁ : ଇସ୍ରାଏଲର ବ୍ରହ୍ମାସ୍ତ୍ର”
ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ମୂଳ କାରଣ ଖୋଜିବାକୁ ଦେଲେ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ଶୋକପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଆନ୍ଧ୍ର ସରକାର । ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟର ମୃତଯାତ୍ରୀଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ।Continue reading “ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ମୂଳ କାରଣ ଖୋଜିବାକୁ ଦେଲେ ନିର୍ଦ୍ଦେଶ ।”
ଟାୟାର ଫାଟି ରାସ୍ତା କଡକୁ ଖସିପଡିଲା ବସ୍ । ୨ ଯାତ୍ରୀ ଗୁରୁତର, ୧୦ରୁ ଅଧିକ ଆହତ ।
କନକ ବ୍ୟୁରୋ: ଟାୟାର ଫାଟିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ସରକାରୀ ବସ୍ । ବରଗଡ଼ରୁ ନବରଙ୍ଗପୁର ଯାଉଥିବା ବେଳେ ଅଧାବାଟରେ ଫାଟିଲା ବସ୍ ଟାୟାର । ଭାରସାମ୍ୟ ହରାଇ ବିଲ ଭିତରେ ପଶିଗଲା ବସ୍ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଗୁରୁତର ଆହତ ହୋଇଥିବା ୨ଜଣଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଅବସ୍ଥା ଠିକ୍ ଥିବା ସୂଚନାContinue reading “ଟାୟାର ଫାଟି ରାସ୍ତା କଡକୁ ଖସିପଡିଲା ବସ୍ । ୨ ଯାତ୍ରୀ ଗୁରୁତର, ୧୦ରୁ ଅଧିକ ଆହତ ।”
ସିଗନାଲ ଓଭରସୁଟିଂ ପାଇଁ ହୋଇଛି ଦୁର୍ଘଟଣା । ରେଲୱେର ପ୍ରାଥମିକ ସୂଚନା ପରେ ସନ୍ଦେହ ଘେରରେ ଲୋକପାଇଲଟଙ୍କ ଭୂମିକା
କନକ ବ୍ୟୁରୋ: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଳ ବିଭାଗର ତଦନ୍ତକୁ ଆଧାର କରି ବିଜୟନଗର ପ୍ରଶାସନର ସୂଚନା ଦେଇଛିି । କହିଛନ୍ତି ରାୟଗଡ଼ ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଡ୍ ସିଗନାଲ ପାଇ ଟ୍ରାକ ଉପରେ ଅଟକି ଥିଲା ପଲାସା ପାସେଞ୍ଜର ଟ୍ରେନ । ରାୟଗଡ଼ା ବିଶାଖାପାଟଣା ପାସେଂଜରକୁ ମଧ୍ୟ ରେଡ୍ ସିଗନାଲ ଦିଆଯାଇଥିଲା । ରେଡ୍ ସିଗନାଲକୁ ଅଣ ଦେଖା କରିଥିଲେ ରାୟଗଡ଼ା ଲୋକୋ ପାଏଲଟContinue reading “ସିଗନାଲ ଓଭରସୁଟିଂ ପାଇଁ ହୋଇଛି ଦୁର୍ଘଟଣା । ରେଲୱେର ପ୍ରାଥମିକ ସୂଚନା ପରେ ସନ୍ଦେହ ଘେରରେ ଲୋକପାଇଲଟଙ୍କ ଭୂମିକା”
ଟ୍ରେନ୍ ଦୁର୍ଘଟଣାକୁ ନେଇ ତେଜିଲା ରାଜନୀତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି
କନକ ବ୍ୟୁରୋ: ବାହାନଗା ପରି ବିଜୟନଗରମ୍ରେ ଘଟିଛି ଦୁର୍ଘଟଣା । ଦୁଇଟି ଯାକ ଦୁର୍ଘଟଣାରେ ସିଗନ୍ନାଲ ତ୍ରୁଟି ମୁଖ୍ୟ କାରଣ ପାଲଟିଛି ବୋଲି ଉଭୟ ରେଲୱେ ଓ ବିଜୟନଗରମ୍ ପ୍ରଶାସନ ପ୍ରାଥମିକ ରିପୋର୍ଟ ଅନୁସାରେ କହିଛି । କଂଗ୍ରେସ କହିଛି ବାହାନଗା ଘଟଣାର କିଭଳି ପୁନାରାବୃତି ନହେବ ସେତେବେଳେ ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ କହିଥିଲେ । କିନ୍ତୁ ଦୁର୍ଘଟଣାର ୪ ମାସ ପରେ ସମାନ ପ୍ରକାର ଦୁର୍ଘଟଣା ଘଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏସଓପିContinue reading “ଟ୍ରେନ୍ ଦୁର୍ଘଟଣାକୁ ନେଇ ତେଜିଲା ରାଜନୀତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ପିସିସି ସଭାପତି”
ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ଶେଷ ପରେ ସଂଧ୍ୟା ସୁଦ୍ଧା ଗଡି଼ବ ଟ୍ରେନ୍ : ସିପିଆରଓଙ୍କ ସୂଚନା
କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ୫୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୂର୍ବତଟ ରେଳପଥର ସିପିଆରଓ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ମରାମତି କାମ ଚାଲିଛି । ଅପରାହ୍ନ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ଏବଂContinue reading “ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ଶେଷ ପରେ ସଂଧ୍ୟା ସୁଦ୍ଧା ଗଡି଼ବ ଟ୍ରେନ୍ : ସିପିଆରଓଙ୍କ ସୂଚନା”