କନକ ବ୍ୟୁରୋ: ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଳ ବିଭାଗର ତଦନ୍ତକୁ ଆଧାର କରି ବିଜୟନଗର ପ୍ରଶାସନର ସୂଚନା ଦେଇଛିି । କହିଛନ୍ତି ରାୟଗଡ଼ ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ରେଡ୍ ସିଗନାଲ ପାଇ ଟ୍ରାକ ଉପରେ ଅଟକି ଥିଲା ପଲାସା ପାସେଞ୍ଜର ଟ୍ରେନ । ରାୟଗଡ଼ା ବିଶାଖାପାଟଣା ପାସେଂଜରକୁ ମଧ୍ୟ ରେଡ୍ ସିଗନାଲ ଦିଆଯାଇଥିଲା । ରେଡ୍ ସିଗନାଲକୁ ଅଣ ଦେଖା କରିଥିଲେ ରାୟଗଡ଼ା ଲୋକୋ ପାଏଲଟContinue reading “ସିଗନାଲ ଓଭରସୁଟିଂ ପାଇଁ ହୋଇଛି ଦୁର୍ଘଟଣା । ବିଜୟନଗରମ ପ୍ରଶାସନ କହିଲା, ରାୟଗଡ଼ା ପାସେଞ୍ଚର ଟ୍ରେନର ଲୋକୋ ପାଇଲଟଙ୍କ ପାଇଁ ଘଟିଛି ଦୁର୍ଘଟଣା ।”
Tag Archives: News
ସୁପ୍ରିମକୋର୍ଟରୁ ମନୀଷ ସିସୋଦିୟାଙ୍କୁ ମିଳିଲାନି ଜାମିନ୍, ଆଗାମୀ ୩ ମାସ ଯାଏଁ ମଧ୍ୟ ଜାମିନ୍ ପାଇବା ରାସ୍ତା ବନ୍ଦ
କନକ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଜାମିନ ଅବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ଓ ଇଡି ଦ୍ୱାରା ସିସୋଦିୟାଙ୍କ ବିରୋଧରେ ଯାଞ୍ଚ କରାଯାଇଥିବା ମାମଲା ଗୁଡିକ ଉପରେ ଜଷ୍ଟିସ୍୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସଭିଏନ୍ ଭଟ୍ଟଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ଓ ସିସୋଦିୟାଙ୍କ ବିରୋଧରେ ଥିବା ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଆଇ ଏବଂ ଇଡିକୁ ପ୍ରଶ୍ନ କରିଥିଲେ । ଅବକାରୀ ଦୁର୍ନୀତିରେContinue reading “ସୁପ୍ରିମକୋର୍ଟରୁ ମନୀଷ ସିସୋଦିୟାଙ୍କୁ ମିଳିଲାନି ଜାମିନ୍, ଆଗାମୀ ୩ ମାସ ଯାଏଁ ମଧ୍ୟ ଜାମିନ୍ ପାଇବା ରାସ୍ତା ବନ୍ଦ”
ମୋବାଇଲ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଆହତ ଛାତ୍ରୀ : ଚଳନ୍ତା ଅଟୋରୁ ପଡ଼ିଯାଇଥିଲେ କୀର୍ତ୍ତି ସିଂ
ନିଜର ମୋବାଇଲ ଫୋନ ବଞ୍ଚାଇବାକୁ ଯାଇ ଆହତ ହୋଇଥିବା ଗାଜିଆବାଦର ସାହସୀ ଛାତ୍ରୀ କୀର୍ତ୍ତି ସିଂ ଘଟଣାର ଦୁଇ ଦିନ ପରେ ଆଖି ବୁଜିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଲୁଟେରାମାନଙ୍କ ସହ ଲଢି ଆହତ ହୋଇଥିବା ସାହସୀ ଛାତ୍ରୀ କିର୍ତ୍ତୀ ସିଂ ଜୀବନ ଯୁଦ୍ଧରେ ହାରି ଯାଇକହନ୍ତି । ଗାଜିଆବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ଘଟଣାର ୪୮ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ।Continue reading “ମୋବାଇଲ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଆହତ ଛାତ୍ରୀ : ଚଳନ୍ତା ଅଟୋରୁ ପଡ଼ିଯାଇଥିଲେ କୀର୍ତ୍ତି ସିଂ”
ଜିଓ ଫୋନର ନୂଆ ଟେକ୍ନୋଲୋଜି “ଜିଓ ଗ୍ଳାସ” : ସ୍କ୍ରିନ ହେଇଯିବ ୧୦୦ ଇଞ୍ଚର ଡିସପ୍ଲେ
ରିଲାଏନ୍ସ ଜିଓ ଏକ ନୂତନ ସ୍ମାର୍ଟ ଗ୍ଲାସ୍ (ଜିଓ ଗ୍ଲାସ୍) ପ୍ରଦର୍ଶନ କରିଛି । ଜିଓ ଗ୍ଲାସ୍ ହେଉଛି ଏକ ଭବିଷ୍ୟତୀୟ ଉତ୍ପାଦ ଯାହା ଆପଣଙ୍କୁ ସ୍ମାର୍ଟଫୋନକୁ ୧୦୦ ଇଞ୍ଚ ଭର୍ଚୁଆଲ୍ ସ୍କ୍ରିନରେ ପରିଣତ କରିଦେଇପାରିବ । ଇଣ୍ଡିଆନ ମୋବାଇଲ୍ କଂଗ୍ରେସ-2023 ରେ ରିଲାଏନ୍ସ ଜିଓ ଏକ ନୂତନ ସ୍ମାର୍ଟ ଗ୍ଲାସ୍ ଜିଓ ଗ୍ଲାସ୍ ପ୍ରଦର୍ଶନ କରିଥିଲା । ଜିଓ ଗ୍ଳାସ ହେଉଛି ଏକ ଭବିଷ୍ୟତୀୟ ଉତ୍ପାଦ ଯାହା ଆପଣଙ୍କୁ ସ୍ମାର୍ଟଫୋନକୁ ୧୦୦ ଇଞ୍ଚ ଭର୍ଚୁଆଲ୍ ସ୍କ୍ରିନରେContinue reading “ଜିଓ ଫୋନର ନୂଆ ଟେକ୍ନୋଲୋଜି “ଜିଓ ଗ୍ଳାସ” : ସ୍କ୍ରିନ ହେଇଯିବ ୧୦୦ ଇଞ୍ଚର ଡିସପ୍ଲେ”
ବିବାଦର ସମାଧାନ ପାଇଁଁ ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ । ସମାଧାନ ପୂର୍ବରୁ ସର୍ତ୍ତ ରଖିଲେ ମନୋଜ
କନକ ବ୍ୟୁରୋ : କଳାକାର କଳିର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ର ରଖିଲେ ସର୍ତ । ପ୍ରଥମେ ମାଇଣ୍ଡ ଗେମକୁ ସମସ୍ତ ହଲରେ ପୁଣି ଥରେ ରିଲିଜ କରାଯାଉ । ପରେ ତାଙ୍କ ଉପରେ ଯେଉଁ ୨ ବର୍ଷର ବାସନ୍ଦ ଲାଗିଛି ତାହା ପ୍ରତ୍ୟାହାର ହେଉ । ଗତକାଲି ଅଭିନେତା ଅରିନ୍ଦମ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅପିଲ କରିଥିଲେ । ଏହା ପରେ ମନୋଜ ମିଶ୍ର ଏକ ଭିଡିଓ ଜାରି କରି ନିଜରContinue reading “ବିବାଦର ସମାଧାନ ପାଇଁଁ ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଅପିଲ । ସମାଧାନ ପୂର୍ବରୁ ସର୍ତ୍ତ ରଖିଲେ ମନୋଜ “
ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ହେଉଛି ଆମର ପ୍ରାଥମିକତା
କନକ ବ୍ୟୁରୋ : ଓଡିଶାରେ ନବ ନିଯୁକ୍ତ ରାଜ୍ୟପାଳ । ପୁରୀରେ ପହଞ୍ଚି ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ସେ କହିଛନ୍ତି, ଶ୍ରୀଜିଉଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛି । ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି । ସମସ୍ତଙ୍କର ବିକାଶ ହେଉ, ସମସ୍ତେ ଖୁସିରେ ରୁହନ୍ତୁContinue reading “ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କଲେ ରାଜ୍ୟପାଳ । କହିଲେ, ଓଡିଶାର ବିକାଶ ହେଉଛି ଆମର ପ୍ରାଥମିକତା”
ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ ।
କନକ ବ୍ୟୁରୋ :ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ । ଆସନ୍ତାକାଲି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଶପଥଗ୍ରହଣ ପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପୂର୍ବରୁ ଆଜି ଟାଟାନଗରରୁ ପୁରୁଷୋତ୍ତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଥିଲେ ରଘୁବର ଦାସ । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେବା ପରେContinue reading “ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ ।”
ଶୀତଲ ଦେବୀଙ୍କ ପ୍ରତିଭାରେ ମୁଗ୍ଧ ହେଇ ଆନନ୍ଦ ମହିନ୍ଦ୍ରା କହିଲେ ଆମ କମ୍ପାନୀର ଯେଉଁ ବି ଗାଡି ତମର ପସନ୍ଦ ହେଉଛି ତମେ ନେଇଯାଅ
ବ୍ୟବସାୟ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା ମଧ୍ୟ ଶୀତଲ୍ ଦେବୀଙ୍କ ପ୍ରତିଭାରେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ସେ X(ଟ୍ଵିଟର) ରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଶୀତଲ ଦେବୀ ଜଣେ ପ୍ରକୃତ ଯୋଦ୍ଧା। ସେ ଶିତଲ ଦେବୀଙ୍କୁ ଏକ କଷ୍ଟୋମାଇଜ୍ କାର୍ ଉପହାର ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ପାରା ଏସିଆନ୍ ଗେମ୍ସ: ୧୬ ବର୍ଷ ବୟସ୍କା ଶିତଲ ଦେବୀ ବିଶ୍ୱକୁ ଦେଖାଇଦେଲେ ଯେ ବାଧା କେବଳ ଏକ ଭ୍ରମ ।Continue reading “ଶୀତଲ ଦେବୀଙ୍କ ପ୍ରତିଭାରେ ମୁଗ୍ଧ ହେଇ ଆନନ୍ଦ ମହିନ୍ଦ୍ରା କହିଲେ ଆମ କମ୍ପାନୀର ଯେଉଁ ବି ଗାଡି ତମର ପସନ୍ଦ ହେଉଛି ତମେ ନେଇଯାଅ”
ଦୁର୍ଘଟଣା ପାଇଁ ୪୫ଟି ଟ୍ରେନ୍ ବାତିଲ୍ । ଟ୍ରେନ ଚଳାଚଳ ସ୍ୱାଭାବିକ୍ କରିବାକୁ ଜୋରଦାର ହୋଇଛି ମରାମତି କାର୍ଯ୍ୟ
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ୪୫ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି । ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି । ବିଶାଖାପାଟଣାରୁ ଯିବାକୁ ଥିବା ବିଶାଖାପାଟଣା-ପଲାସା ପାସେଞ୍ଜର ଓ ପଲାସାରୁ ଛାଡିବାକୁ ଥିବା ପଲାସା-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା-ତିରୁପତି ଓ ତିରୁପତିରୁContinue reading “ଦୁର୍ଘଟଣା ପାଇଁ ୪୫ଟି ଟ୍ରେନ୍ ବାତିଲ୍ । ଟ୍ରେନ ଚଳାଚଳ ସ୍ୱାଭାବିକ୍ କରିବାକୁ ଜୋରଦାର ହୋଇଛି ମରାମତି କାର୍ଯ୍ୟ”
ମିଳିଲା ୧୧ ମୃତକଙ୍କ ପରିଚୟ । ମୃତକଙ୍କ ମଧ୍ୟରେ ୯ ପୁରୁଷ, ୨ ମହିଳା, ସହାୟତା ଘୋଷଣା କଲା ରେଳ ବିଭାଗ
କନକ ବ୍ୟୁରୋ : ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି । ସମସ୍ତଙ୍କ ଘର ଆନ୍ଧ୍ରପ୍ରଦେଶ । ଏବେ ବି ୨ ଜଣଙ୍କର ପରିଚୟ ମିଳିନାହିଁ । ତେବେ ମୃତକ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ । ସେପଟେ ବିଜୟନଗରମ୍ ଜିଲ୍ଲା କାଂଟକାପାଲ୍ଲୀ ଷ୍ଟେସନContinue reading “ମିଳିଲା ୧୧ ମୃତକଙ୍କ ପରିଚୟ । ମୃତକଙ୍କ ମଧ୍ୟରେ ୯ ପୁରୁଷ, ୨ ମହିଳା, ସହାୟତା ଘୋଷଣା କଲା ରେଳ ବିଭାଗ”