ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା : ୧୦ଟି ଟ୍ରେନ ବାତିଲ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା ପରେ ୧୦ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ସେହିପରି ୩ଟି ଟ୍ରେନକୁ ଆଂଶିକ ବାତିଲ ଓ ୧୦ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ପଲାସା- ବିଶାଖପାଟଣା ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ କୋବ୍ରା ଏକ୍ସପ୍ରେସ, ପଲାସା –ବିଶାଖପାଟନମ ସ୍ପେଶିଆଲ ଟ୍ରେନ, ବିଶାଖପାଟନମ-ପାରାଦୀପ ଏକ୍ସପ୍ରେସ, ପାରାଦୀପ ବିଶାଖପାଟନମ ଏକ୍ସପ୍ରେସ ବାତିଲ କରାଯାଇଛି । କୋବ୍ରା-ବିଶାଖାପାଟନମ ଏକ୍ସପ୍ରେସ , ରାୟଗଡା ବିଶାଖାପାଟନମ ପାସେଞ୍ଜର, ବିଜୟନଗରମ-ବିଶାଖାପାଟନମContinue reading “ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା : ୧୦ଟି ଟ୍ରେନ ବାତିଲ”

ଆନ୍ଧ୍ର ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା । ୧୩ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ସୂଚନା

କନକ ବ୍ୟୁରୋ : ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଓଡିଶା ସୀମାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଜିଲ୍ଲା ବିଜୟନଗରମ୍ ଜିଲ୍ଲା କାଣ୍ଟାକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି । ରେଳ ବିଭାଗ ପକ୍ଷରୁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଓ ୨୯ ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି । ହେଲେ ବେସରକାରୀ ଭାବେ ଟ୍ରେନ ଦୁର୍ଘଟଣାରେ ବର୍ତମାନContinue reading “ଆନ୍ଧ୍ର ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା । ୧୩ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ସୂଚନା”

ପୁଣି ବାହାନଗା ଟ୍ରେନ ଟ୍ରାଜେଡିର ପୁନରାବୃତ୍ତି । ଆନ୍ଧ୍ର ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା । ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ସୂଚନା

କନକ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡିର ଦୁଃଖ ମନରୁ ଲିଭି ନଥିବା ବେଳେ ପୁଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଜିଲ୍ଲା ବିଜୟନଗରମ୍ ଜିଲ୍ଲା କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟ୍ରେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ସରକାରୀ ସୂତ୍ରରୁ ଏହି ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଓ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ତେବେ ଅସମର୍ଥିତ ସୂତ୍ରରୁContinue reading “ପୁଣି ବାହାନଗା ଟ୍ରେନ ଟ୍ରାଜେଡିର ପୁନରାବୃତ୍ତି । ଆନ୍ଧ୍ର ଓଡ଼ିଶା ସୀମାରେ ପରସ୍ପର ସହ ୨ଟି ଟ୍ରେନ୍ ଧକ୍କା । ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ସୂଚନା”

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହେଲେ ମୋଦୀ । ଟ୍ରେନ୍ ଦୁର୍ଘଟଣାର ତଥ୍ୟ ନେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର କଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆଲମଣ୍ଡା ଓ କାଣ୍ଟକାପାଲିରେ ଘଟିଥିବା ଏହି ଦୁର୍ଘଟଣାର ସ୍ଥିତି ଉପରେ ନଜର ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତା ସହିତ ଆହତମାନଙ୍କର ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି ମୋଦୀ ।Continue reading “ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହେଲେ ମୋଦୀ । ଟ୍ରେନ୍ ଦୁର୍ଘଟଣାର ତଥ୍ୟ ନେଲେ ପ୍ରଧାନମନ୍ତ୍ରୀ”

ସିଗନାଲ ଓଭରସୁଟିଂରୁ ଦୁଇ ଟ୍ରେନ୍ ଭିତରେ ଦୁର୍ଘଟଣା । ଦୁଇଟି ବଗି ସହ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ୍ । ଏକାଧିକ ଲୋକ ଆହତ ସୂଚନା ।

କନକ ବ୍ୟୁରୋ: ବିଶାଖାପାଟଣା-ପଲାସାକୁ ଧକ୍କା ଦେଲା ବିଶାଖାପଟାଣା-ରାୟଗଡା ଟ୍ରେନ୍ । ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା-କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଟ୍ରେନ୍ ଦୁର୍ଘଟଣା ପଛରେ ମନୁଷ୍ୟକୃତ ଭୁଲ, ସିଗନାଲ ଓଭରସୁଟିଂ ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ଭାବେ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତେବେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଆରମ୍ଭContinue reading “ସିଗନାଲ ଓଭରସୁଟିଂରୁ ଦୁଇ ଟ୍ରେନ୍ ଭିତରେ ଦୁର୍ଘଟଣା । ଦୁଇଟି ବଗି ସହ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ୍ । ଏକାଧିକ ଲୋକ ଆହତ ସୂଚନା ।”

ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ୬ ଯାତ୍ରୀଙ୍କ ମୃତ୍ୟୁ ନେଇ ସରକାରୀ ସୂତ୍ରରୁ ସୂଚନା

କନକ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛ ପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା ଫଳରେ ଦୁଇଟି ବଗିContinue reading “ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା । ୬ ଯାତ୍ରୀଙ୍କ ମୃତ୍ୟୁ ନେଇ ସରକାରୀ ସୂତ୍ରରୁ ସୂଚନା”

ଓଡିଶା-ଆନ୍ଧ୍ର ସୀମାରେ ବଡ ଟ୍ରେନ୍ ଦୁର୍ଘଟଣା । ୧୦ରୁ ଅଧିକ ମୃତ,  ଏକାଧିକ ଆହତ ।

କନକ ବ୍ୟୁରୋ: ପୁଣି ବଡ ଟ୍ରେନ୍ ଅଘଟଣ । ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିଶାଖାପାଟଣାଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ୍ ସିଗନାଲ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ରହିଥିଲା । ସେତିକିContinue reading “ଓଡିଶା-ଆନ୍ଧ୍ର ସୀମାରେ ବଡ ଟ୍ରେନ୍ ଦୁର୍ଘଟଣା । ୧୦ରୁ ଅଧିକ ମୃତ,  ଏକାଧିକ ଆହତ ।”

ନଡିଆ କତାରେ ତିଆରି ହେଉଛି ଘରକରଣା ସାମଗ୍ରୀ । ସାକ୍ଷୀଗୋପାଳରୁ କଞ୍ଚାମାଲ ନେଇ କତା ପାପୋଛ ବୁଣୁଛନ୍ତି ଜଳେଶ୍ୱର ଅଞ୍ଚଳର ମହିଳା

କନକ ବ୍ୟୁରୋ: ନଡ଼ିଆ କତାରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ । ବିଶେଷକରି ପାପୋଛ, ମ୍ୟାଟ୍, କତା କଣ୍ଢେଇ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ପୁରୀ ସାକ୍ଷୀଗୋପାଳ ଅଞ୍ଚଞ୍ଚଳରୁ ନଡ଼ିଆ କତା କିଣି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହି କାମ ଦ୍ୱାରା ସ୍ୱାବଲମ୍ବୀ ହୋଇଛନ୍ତି ବାଲେଶ୍ୱର ଭୋଗରାଇ ଅଞ୍ଚଳର ୨୦୦ରୁ ଅଧିକ ମହିଳା । ଏଥିପାଇଁ ମହିଳା ମାନେ ମିଶନ ଶକ୍ତି ଓ ଓରମାସ ପକ୍ଷରୁ ୬ ମାସିଆContinue reading “ନଡିଆ କତାରେ ତିଆରି ହେଉଛି ଘରକରଣା ସାମଗ୍ରୀ । ସାକ୍ଷୀଗୋପାଳରୁ କଞ୍ଚାମାଲ ନେଇ କତା ପାପୋଛ ବୁଣୁଛନ୍ତି ଜଳେଶ୍ୱର ଅଞ୍ଚଳର ମହିଳା”

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଟ୍ରେନର କିଛି ବଗି ଲାଇନଚ୍ୟୁତ

କନକ ବ୍ୟୁରୋ: ପୁଣି ଟ୍ରେନ୍ ଅଘଟଣ । ଲାଇନଚ୍ୟୁତ୍ ହେଲା ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ । ବିଜୟନଗରମର ଆଲମୋଣ୍ଡା ଷ୍ଟେସନ୍ ନିକଟରେ ଟ୍ରେନଟି ଲାଇନଚ୍ୟୁତ୍ ହୋଇଛି । ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ବିଶାଖାପାଟଣା-ରାୟଗଡା ଟ୍ରେନ୍ କଣ ପାଇଁ ଲାଇନଚ୍ୟୁତ ହେଲା? ଏଥିରେ କେତେଜଣ ଯାତ୍ରୀ ଆହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନି । ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ବିଜୟନଗରମ୍ ଆଲମୋଣ୍ଡା ଷ୍ଟେସନ ନିକଟରେContinue reading “ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଟ୍ରେନର କିଛି ବଗି ଲାଇନଚ୍ୟୁତ”

ଗୁଣୁପୁରର ଗେଣ୍ଡୁଫୁଲ ଚାଷୀ ପୀତବାସ । ପାରମ୍ପରିକ ଚାଷ ବଦଳରେ ୪ବର୍ଷ ହେଲା କରୁଛନ୍ତି ଫୁଲ ଚାଷ । ଦୈନିକ ୫୦ କିଲୋରୁ ଅଧିକ ଫୁଲ କରୁଛନ୍ତି ଅମଳ

କନକ ବ୍ୟୁରୋ: ଧାନ ଓ କପା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ଯୁବ ଚାଷୀ ପୀତବାସ ଶବର । କିଛି ଭିନ୍ନ ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଛନ୍ତି ଫୁଲ ଚାଷ । ନିଜ ଗାଁରେ ରହି ସ୍ୱଳ୍ପ ସମ୍ବଳରେ ଗେଣ୍ଡୁ ଫୁଲ ଚାଷକରି ନିଜର ଆର୍ଥିକ ସ୍ଥିତିରେ ଆଣିପାରିଛନ୍ତି ଉନ୍ନତି । ଯୁବଚାଷୀଙ୍କ ନିଆରା ପ୍ରୟାସ । ଏକର ଏକର ଜମିରେ କରିଛନ୍ତି ଗେଣ୍ଡୁଫୁଲ ଚାଷContinue reading “ଗୁଣୁପୁରର ଗେଣ୍ଡୁଫୁଲ ଚାଷୀ ପୀତବାସ । ପାରମ୍ପରିକ ଚାଷ ବଦଳରେ ୪ବର୍ଷ ହେଲା କରୁଛନ୍ତି ଫୁଲ ଚାଷ । ଦୈନିକ ୫୦ କିଲୋରୁ ଅଧିକ ଫୁଲ କରୁଛନ୍ତି ଅମଳ”

Design a site like this with WordPress.com
Get started