କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ନିଜ ଭିଟାମାଟିକୁ ଫେରି କଫି ଚାଷ ପ୍ରତି ମନବଳାଇଥିଲେ ଯୁବ ଇଂଜିନିୟର ସମ୍ବିତ ପଣ୍ଡା । କିଛି ନୂଆ କରିବାର ଆଶା ନେଇ ନିଜ ଘରେ ଆରମ୍ଭ କରିଥିଲେ କଫି ପ୍ରୋସେସିଂ ୟୁନିଟ । ଏକ ଭିନ୍ନ ସ୍ୱାଦ ପାଇଁ ସେ ତିଆରି କରିଛନ୍ତି ଏକ ଅଲଗା ମିଶ୍ରଣ । ଯାହାକୁ ଆରବିକା କଫି ଏ୧ ନାମରେ ନାମିତ କରିଛନ୍ତି । ନିଜର ଫାର୍ମରୁ ଅମଳ ହେଉଥିବା କଫି ମଞିକୁContinue reading “ଇଞ୍ଜିନିୟରରୁ ସଫଳ କଫି ଚାଷୀ । ନିଜ ଘରେ ବସାଇଛନ୍ତି କଫି ପ୍ରୋସେସିଂ ୟୁନିଟ । ୧୦ ରୁ ୧୨ଟି ପରିବାରକୁ ଦେଇଛନ୍ତି ରୋଜଗାର”
Tag Archives: News
ପ୍ରଦୀପ ପ୍ରଧାନ ଗିରଫ । ପୋଲିସକୁ ଧନ୍ୟବାଦ ଦେଲେ ଦୂତୀ । ନିନ୍ଦା କଲେ ସୂଚନା ଅଧିକାର କର୍ମୀ
କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଏକ ପୁରୁଣା ମାମଲାରେ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଅଲିମ୍ପିଆନ ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ପୁରୁଣା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୀପ ପ୍ରଧାନ ଗିରଫ ପୋଲିସକୁ ଧନ୍ୟବାଦ ଦେଲେ ଦୂତୀ ନିନ୍ଦା କଲେ ସୂଚନା ଅଧିକାର କର୍ମୀ ପ୍ରଦୀପଙ୍କ ଓକିଲଙ୍କ କହିବା ଅନୁସାରେ,Continue reading “ପ୍ରଦୀପ ପ୍ରଧାନ ଗିରଫ । ପୋଲିସକୁ ଧନ୍ୟବାଦ ଦେଲେ ଦୂତୀ । ନିନ୍ଦା କଲେ ସୂଚନା ଅଧିକାର କର୍ମୀ”
ସମ୍ବିତ-ବସନ୍ତଙ୍କ ମଧ୍ୟରେ ଚାଲିଛି କି ଶୀତଳଯୁଦ୍ଧ? କର୍ମୀ ସମାବେଶ କରି ଦେଖାଇଲେ ପତିଆରା
କନକ ବ୍ୟୁରୋ: ଦୁଇଟି ସମାନ୍ତରାଳ କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଏନଏସି ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ । ରାବଣପୋଡି ଓ କୁମାର ଉତ୍ସବ କାର୍ଯ୍ୟକ୍ରମ ଜରିଆରେ ପତିଆରାର ପ୍ରଦର୍ଶନ ହୋଇଛି । ରାବଣପୋଡି ଉତ୍ସବରେ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ବସନ୍ତ ବିଶ୍ୱାଳଙ୍କୁ ଦେଖିବାକୁ ମିଳିନଥିଲା । ସମାନ୍ତରାଳ ଭାବେ କୁମାର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବସନ୍ତ ବିଶ୍ୱାଳ । ଏଥିରେContinue reading “ସମ୍ବିତ-ବସନ୍ତଙ୍କ ମଧ୍ୟରେ ଚାଲିଛି କି ଶୀତଳଯୁଦ୍ଧ? କର୍ମୀ ସମାବେଶ କରି ଦେଖାଇଲେ ପତିଆରା”
କଳାକାର କଳି ଭିତରେ ଅରିନ୍ଦମଙ୍କ ପ୍ରେସମିଟ୍ । ଆଲୋଚନା କରିବାକୁ ଦେଲେ ପରାମର୍ଶ । ସେପଟେ ଉକ୍ରଳ ସିନେ ଚାମ୍ବର ଅଫ୍ କମର୍ସର ବୈଠକ ।
କନକ ବ୍ୟୁରୋ: କଳାକାରଙ୍କ କଳିକୁ ନେଇ ପଶ୍ଚିମଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିବାଦର ଚିତ୍ର ସାମନାକୁ ଆସିବା ପରେ ସାରା ରାଜ୍ୟରେ ଏହା ପ୍ରମୁଖ ପ୍ରସଙ୍ଗ ପାଲଟିଛି । ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ କଳି, ଏତେ ବଡ ରୂପ ନେଇପାରେ ତାହା ସମସ୍ତଙ୍କୁ ଚକିତ କରିଛି । କଳାକାର ଓ ପ୍ରଯୋଜକମାନେ ବିବାଦ ନକରି କେମିତି ଶିଳ୍ପ ଆଗକୁ ବଢ଼ିବ, ଭଲ ଫିଲ୍ମ ଆସିବ ସେContinue reading “କଳାକାର କଳି ଭିତରେ ଅରିନ୍ଦମଙ୍କ ପ୍ରେସମିଟ୍ । ଆଲୋଚନା କରିବାକୁ ଦେଲେ ପରାମର୍ଶ । ସେପଟେ ଉକ୍ରଳ ସିନେ ଚାମ୍ବର ଅଫ୍ କମର୍ସର ବୈଠକ ।”
ପ୍ରାର୍ଥନା ସଭାରେ ଫୁଟିଲା ବୋମା । କେରଳ ଏର୍ଣ୍ଣାକୁଲମରେ ଭୟଙ୍କର ବିସ୍ଫୋରଣ । ଅଘଟଣରେ ଜଣେ ମୃତ, ୪୦ରୁ ଅଧିକ ଆହତ
କନକ ବ୍ୟୁରୋ: ଜଣେ ହମାସ୍ କମାଣ୍ଡର କେରଳରେ ଏକ ରାଲିକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିବାର ଦୁଇ ଦିନ ପରେ ଘଟିଛି ଭୟଙ୍କର ବୋମା ବିସ୍ଫୋରଣ । ଏର୍ଣ୍ଣାକୁଲମରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଏକ ପ୍ରାର୍ଥନା ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ୩ଟି ବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣଙ୍କର ଜୀବନ ଯାଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । କଲାମାସେରି କନଭେନସନ ସେଂଟରରେ ପ୍ରାର୍ଥନା ସଭାରେ ପ୍ରାୟ ଦୁଇ ହଜାର ଲୋକ ଏକାଠିContinue reading “ପ୍ରାର୍ଥନା ସଭାରେ ଫୁଟିଲା ବୋମା । କେରଳ ଏର୍ଣ୍ଣାକୁଲମରେ ଭୟଙ୍କର ବିସ୍ଫୋରଣ । ଅଘଟଣରେ ଜଣେ ମୃତ, ୪୦ରୁ ଅଧିକ ଆହତ”
ଶ୍ରୀମନ୍ଦିରରେ ଶାଳୀନତା ପୋଷାକ ପରିଧାନ ପାଇଁ କରାଯାଉଛି ସଚେତନ । ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ । ଆଜି କିଛି ଶ୍ରଦ୍ଧାଳୁଙ୍କୁ ମିଳିଲାନି ପ୍ରବେଶ ଅନୁମତି
କନକ ବ୍ୟୁରୋ: ହାଫ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇ ଦେଲେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଗଲେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ପାଇଁ ସଚେତନତା ଚାଲିଥିବା ବେଳେ ସିଂହଦ୍ୱାର ନିକଟରେ ଆଜି ଏପରି ଘଟିଥିଲା । ଭକ୍ତଙ୍କୁ ଧୋତି ପିନ୍ଧାଇ ଶ୍ରୀମନ୍ଦିରର ପରମ୍ପରା ଓ ନିୟମ ସଂପର୍କରେ ନିୟମ ସଂପର୍କରେ ଜଣାଇଛନ୍ତି ସେବାୟତ । ନୂଆ ବର୍ଷରେ ଡ୍ରେସ କୋଡ୍ କଡ଼ାକଡ଼ି ହେବ, ତେବେ ଆଜି ସାମୟିକ ଭାବେ କଟକଣା ଲାଗୁ କରାଯାଇଛି ।Continue reading “ଶ୍ରୀମନ୍ଦିରରେ ଶାଳୀନତା ପୋଷାକ ପରିଧାନ ପାଇଁ କରାଯାଉଛି ସଚେତନ । ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ । ଆଜି କିଛି ଶ୍ରଦ୍ଧାଳୁଙ୍କୁ ମିଳିଲାନି ପ୍ରବେଶ ଅନୁମତି “
ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ସାରା ରାତି ଚାଲିଲା ଜୁଆ ଖେଳ । କିଛି ଲୋକ ବାଜି ଜିତିଥିବାବେଳେ ଆଉ କିଛି ହେଲେ ସର୍ବସ୍ୱାନ୍ତ ।
କନକ ବ୍ୟୁରୋ: କୁମାରପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲା ଉତ୍ସବମୁଖର ହୋଇଛି । ଚନ୍ଦ୍ରଗ୍ରହଣ ଉତ୍ସାହକୁ ସାମାନ୍ୟ ଫିକା କରିଥିବାବେଳେ ଦିନ ଓ ରାତି ତମାମ ଘରେ ଘରେ ଚାଲିଛି ତାସ୍ ଖେଳ । ସମସ୍ତେ ତାସ, ପାଲି ଓ କଉଡି ଖେଳର ମଜା ଉଠାଇଛନ୍ତି । ବିଭିନ୍ନ ସାହି, ସାହିଛକ ଗୁଡିକରେ ପାଲି ଓ ତାସଖେଳର ଆସର ଜମିଥିଲା । କେତେକ ଜାଗାରେ ପରମ୍ପରା ରକ୍ଷା ପାଇଁ ତାସ ଖେଳ ହୋଇଥିବାବେଳେ ଅନେକ ଜାଗାରେ ଖୁଲମଖୁଲ୍ଲା ଜୁଆଖେଳ ହୋଇଛିContinue reading “ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ସାରା ରାତି ଚାଲିଲା ଜୁଆ ଖେଳ । କିଛି ଲୋକ ବାଜି ଜିତିଥିବାବେଳେ ଆଉ କିଛି ହେଲେ ସର୍ବସ୍ୱାନ୍ତ । “
କଂଗ୍ରେସ କରିବ ରାଜ୍ୟବ୍ୟାପୀ ସଂକୀର୍ତନ ସତ୍ୟାଗ୍ରହ । ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ଦାବିରେ ପୁଣି ଥରେ ଚେତାବନୀ ଦେଲା କଂଗ୍ରେସ
କନକ ବ୍ୟୁରୋ: ଆସନ୍ତା ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିବ କଂଗ୍ରେସ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କାର୍ତିକ ମାସରେ ପୁରୀରେ ଭକ୍ତଙ୍କ ଭିଡ଼ ଜମୁଛି,Continue reading “କଂଗ୍ରେସ କରିବ ରାଜ୍ୟବ୍ୟାପୀ ସଂକୀର୍ତନ ସତ୍ୟାଗ୍ରହ । ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ଦାବିରେ ପୁଣି ଥରେ ଚେତାବନୀ ଦେଲା କଂଗ୍ରେସ”
ଓଲିଉଡ୍ କଳିରେ ତେଜିଲା ପୂର୍ବ-ପଶ୍ଚିମ ରାଜନୀତି । ନରସିଂହଙ୍କ ପରେ ମନୋଜଙ୍କ ସମର୍ଥନରେ ବାହାରିଲେ ବିଜେପି ବିଧାୟକ । ରାଜ୍ୟର ଏକତା ବଜାୟ ରଖିବାକୁ ପରାମର୍ଶ ଦେଲେ ବରିଷ୍ଠ ନେତା
କନକ ବ୍ୟୁରୋ: ଗତ କିଛି ଦିନ ହେଲା ଓଡିଆ ଚଳଚିତ୍ର ଜଗତରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି । ପ୍ରଯୋଜକ-ପ୍ରଯୋଜକ ମଧ୍ୟରେ ବିବାଦ ପରେ ଏବେ ଅଭିନେତା ଓ ଅଭିନେତାଙ୍କ କଳି ଚରମ ସୀମାରେ ପହଁଚିଛି । ବିବାଦ ଏତେ ବଢ଼ିଛି ଯେ, ଏହା ଏବେ ରାଜନୀତିର ରୂପ ନେଉଛି । ଏପରିକି କଥା ଏବେ ସାଢ଼େ ଚାରିକୋଟି ଓଡିଆଙ୍କୁ ଭାଗ ଭାଗ କରିବା ଯାଏଁ ପହଞ୍ଚିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟାContinue reading “ଓଲିଉଡ୍ କଳିରେ ତେଜିଲା ପୂର୍ବ-ପଶ୍ଚିମ ରାଜନୀତି । ନରସିଂହଙ୍କ ପରେ ମନୋଜଙ୍କ ସମର୍ଥନରେ ବାହାରିଲେ ବିଜେପି ବିଧାୟକ । ରାଜ୍ୟର ଏକତା ବଜାୟ ରଖିବାକୁ ପରାମର୍ଶ ଦେଲେ ବରିଷ୍ଠ ନେତା”
ଇଂଲଣ୍ଡ ବିପକ୍ଷରେ ଭାରତର ସ୍କୋର ୨୨୯ । ବିଜୟ ପାଇଁ ଇଂଲଣ୍ଡକୁ ଆବଶ୍ୟକ ୨୩୦ ରନ୍ ।
କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଇଂନିସରେ ଭାରତର ସ୍କୋର ୨୨୯ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ଆଜି ୨୩୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ୍ ଇଣ୍ଡିଆ । ତେବେ ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଦଳର ଅଧିନାୟକ ଜୋସ୍ ବଟଲର । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ କିନ୍ତୁ ଦଳକୁ ମିଳିଥିଲା ଝଟକା । ଶୁଭମନ୍Continue reading “ଇଂଲଣ୍ଡ ବିପକ୍ଷରେ ଭାରତର ସ୍କୋର ୨୨୯ । ବିଜୟ ପାଇଁ ଇଂଲଣ୍ଡକୁ ଆବଶ୍ୟକ ୨୩୦ ରନ୍ ।”