କନକ ବ୍ୟୁରୋ: ଭୁବନେଶ୍ୱର କେୟାର ହସ୍ପିଟାଲ ପାଳନ ହେଲା ବିଶ୍ୱ ଷ୍ଟ୍ରୋକ୍ ଦିବସ । ପ୍ରତିବର୍ଷ ୨୯ ଅକ୍ଟୋବରରେ ପାଳନ ହୁଏ ବିଶ୍ୱ ଷ୍ଟ୍ରୋକ୍ ଦିବସ । ଏବର୍ଷର ଥିମ ‘ଟୁଗେଦର ୱୁଇ ଆର ଗ୍ରେଟର ଦେନ୍ ଷ୍ଟ୍ରୋକ୍’ । ଏହି ଅବସରରେ ଆଜି ଏକ ମିନି ୱାକାଥନର ଆୟୋଚନ କରିଥିଲେ କେୟାର ହସ୍ପିଟାଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଖାଦ୍ୟ ପ୍ରଣାଳୀରେ ପରିବର୍ତନContinue reading ” ଭୁବନେଶ୍ୱର କେୟାର ହସ୍ପିଟାଲରେ ପାଳିତ ହେଲା ବିଶ୍ୱ ଷ୍ଟ୍ରୋକ୍ ଦିବସ । ଏଥର ଥିମ୍ ‘ଟୁଗେଦର୍ ୱି ଆର୍ ଗ୍ରେଟର ଦ୍ୟାନ୍ ଷ୍ଟ୍ରୋକ୍’ । “
Tag Archives: News
୨୦୧୮ରେ ୧୩ ଘଣ୍ଟା ବିଳମ୍ବରେ ଚାଲିଥିଲା ଟ୍ରେନ୍ । ଏବେ ୬୦ ହଜାର ଟଙ୍କା ଜରିମାନା ଦେବାକୁ ରେଳବାଇକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ୨୦୧୮ରେ ‘ଚେନ୍ନାଇ-ଆଲ୍ଲେପ୍ପି ଏକ୍ସପ୍ରେସ୍’ ୧୩ ଘଣ୍ଟା ବିଳମ୍ବରେ ଚାଲିବାରୁ ଜଣେ ଯାତ୍ରୀ ସମ୍ମୁଖୀନ ହୋଇଥିବା ଅସୁବିଧାର କ୍ଷତିପୂରଣ ବାବଦକୁ ୬୦ ହଜାର ଟଙ୍କା ଦେବା ପାଇଁ ଶୁକ୍ରବାର ଦିନ ଖାଉଟି ଅଦାଲତ ଭାରତୀୟ ରେଳବାଇକୁ ଆଦେଶ ଦେଇଛନ୍ତି। କଥା ହେଉଛି, କାର୍ତ୍ତିକ ମୋହନ ନାମକ ବ୍ୟକ୍ତି ଚେନ୍ନାଇର ‘ବସ୍ ଲିମିଟେଡ୍’ରେ ଡେପୁଟି ମ୍ୟାନେଜର୍ ଭାବେ କାର୍ୟ୍ୟ କରନ୍ତି। ୨୦୧୮ ମେ ୬ ତାରିଖ ଦିନ ସେ ଏର୍ଣ୍ଣାକୁଲମ୍ରୁ ଚେନ୍ନାଇ ଯାଉଥିଲେ। ଅଫିସ୍ରେ ଗୁରୁତ୍ବପୂର୍ଣ୍ଣ ବୈଠକContinue reading “୨୦୧୮ରେ ୧୩ ଘଣ୍ଟା ବିଳମ୍ବରେ ଚାଲିଥିଲା ଟ୍ରେନ୍ । ଏବେ ୬୦ ହଜାର ଟଙ୍କା ଜରିମାନା ଦେବାକୁ ରେଳବାଇକୁ ନିର୍ଦ୍ଦେଶ ।”
କେରଳରେ ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ଇନସେଡିଅରୀ ଡିଭାଇସ୍ ଏବଂ IED, ଟିଫିନ୍ ବକ୍ସରେ ରଖାଯାଇଥିଲା ବୋମା ।
କନକ ବ୍ୟୁରୋ: କେରଳ ଏର୍ଣ୍ଣାକୁଲମ୍ ସ୍ଥିତ କନଭେନସନ୍ ସେଣ୍ଟରରେ ଇଶାଇଙ୍କ ପ୍ରାର୍ଥନା ସଭାରେ ହୋଇଥିବା ଭୟଙ୍କର ବିସ୍ଫୋରଣର ପ୍ରାଥମିକ ଯାଞ୍ଚ ତଥ୍ୟ ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏ, ଓ କେରଳ ପୁଲିସ । ଘଟଣାର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ, ବିସ୍ଫୋରଣ ପାଇଁ ଇନସେଣ୍ଡାରୀ ଡିଭାଇସ୍ ଓ ଇମ୍ପ୍ରୋଭାଇଜ୍ ଏକ୍ସପ୍ଲୋସିଭ୍ ଡିଭାଇସ୍Continue reading “କେରଳରେ ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ଇନସେଡିଅରୀ ଡିଭାଇସ୍ ଏବଂ IED, ଟିଫିନ୍ ବକ୍ସରେ ରଖାଯାଇଥିଲା ବୋମା ।”
ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ସାରା ରାତି ଚାଲିଲା ଜୁଆ ଖେଳ
କନକ ବ୍ୟୁରୋ : ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ଚାଲିଛି । ଛୋଟ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ଜୁଆ ଖେଳୁଛନ୍ତି । ଆଉ ଏହି ଘଟଣା କହୁଛି ଗଞ୍ଜାମ ଲୋକଙ୍କ ମଧ୍ୟରେ ଜୁଆ ଖେଳକୁ ନେଇ କେତେ ଉତ୍ସାହ ରହିଛି । ଅନେକ ଏହି ଖେଳରେ ଟଙ୍କା ଲଗାଇ ଯଦିଓ ବାଜି ଜିତୁଛନ୍ତି ଆଉ କିଛି ସର୍ବସ୍ୱାନ୍ତ ହେଉଛନ୍ତି । ପାର୍ବଣ ବେଳେ ଜୁଆ ଖେଳ ଅଧିକ ଚାଲିଥିବାContinue reading “ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ସାରା ରାତି ଚାଲିଲା ଜୁଆ ଖେଳ”
ନଭେମ୍ବର ୯ରେ କଂଗ୍ରେସ କରିବ ସଂକୀର୍ତନ ସତ୍ୟାଗ୍ରହ । ସକାଳ ୯ରୁ ଦିନ ୧୨ଟା ଯାଏ ଦୀପ ଜାଳି ଘଂଟ ବଜାଇ ସବୁ ଜଗନ୍ନାଥ ମନ୍ଦିର ଆଗରେ କରିବ ପ୍ରତିବାଦ
କନକ ବ୍ୟୁରୋ : କଂଗ୍ରେସ କରିବ ସଂକୀର୍ତନ ସତ୍ୟାଗ୍ରହ । ଆସନ୍ତା ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଂଟ ଘଂଟା ବଜାଇ ଆନ୍ଦୋଳନ କରିବ ଦଳ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନContinue reading “ନଭେମ୍ବର ୯ରେ କଂଗ୍ରେସ କରିବ ସଂକୀର୍ତନ ସତ୍ୟାଗ୍ରହ । ସକାଳ ୯ରୁ ଦିନ ୧୨ଟା ଯାଏ ଦୀପ ଜାଳି ଘଂଟ ବଜାଇ ସବୁ ଜଗନ୍ନାଥ ମନ୍ଦିର ଆଗରେ କରିବ ପ୍ରତିବାଦ”
ଭାରତ-ଇଂଲଣ୍ଡ ମୁକାବିଲା: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ହେବ ହୋଇଭୋଲ୍ଟେଜ ମୁକାବିଲା । ଏହି ମ୍ୟାଚରେ ଟସ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତ ଏକ ବଡ ସ୍କୋର କରିବା ଲକ୍ଷ୍ୟରେ ରହିବ । କାରଣ ଆଜିର ମ୍ୟାଚ ଜିତି ଭାରତ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ରହିଛି । ଭାରତ ବିଶ୍ୱକପରେ ଏବେ ଯାଏଁ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇନଥିବା ବେଳେ ଇଂଲଣ୍ଡContinue reading “ଭାରତ-ଇଂଲଣ୍ଡ ମୁକାବିଲା: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ”
ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ଏସବିଆଇ କଲା ବ୍ରାଣ୍ଡ ଆମ୍ବାସଡର । ଜାଣନ୍ତୁ ବ୍ୟାଙ୍କ ତରଫରୁ ମିଳିଲା କେଉଁ ଦାୟିତ୍ୱ
କନକ ବ୍ୟୁରୋ : ଦିପାବଳୀ ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ମିଳିଛି । ପବ୍ଲିକ ସେକ୍ଟରରେ ସବୁଠାରୁ ବଡ ବ୍ୟାଙ୍କ ତରଫରୁ ରବିବାର ଦିନ ଏହା ଘୋଷଣା କରାଯାଇଛି । ବ୍ୟାଙ୍କ ତରଫରୁ ଧୋନୀ ମାର୍କେଟିଂ ଓ ବିଜ୍ଞାପନ ଦାୟିତ୍ୱ ସମ୍ଭାଳିବେ ବୋଲି କୁହାଯାଇଛି । ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି କି, ଧୋନୀଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ସାମିଲContinue reading “ବରିଷ୍ଠ କ୍ରିକେଟ ଖେଳାଳୀ ମହେନ୍ଦ୍ର ସିଂ ଧୋନୀଙ୍କୁ ଏସବିଆଇ କଲା ବ୍ରାଣ୍ଡ ଆମ୍ବାସଡର । ଜାଣନ୍ତୁ ବ୍ୟାଙ୍କ ତରଫରୁ ମିଳିଲା କେଉଁ ଦାୟିତ୍ୱ”
ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡମେମ୍ବରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ,ସମସ୍ତଙ୍କୁ ଦିଆଯିବ ପ୍ରଶିକ୍ଷଣ ,ଖର୍ଚ୍ଚ ହେବ ୨ହଜାର କୋଟି
କନକ ବ୍ୟୁରୋ: ଓଡ଼ିଶା ବିପର୍ଯ୍ୟୟ ପ୍ରସମନ ଦିବସ । ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁ୍ତ ରହିଛି । ଏହାର ଭିତ୍ତିଭୂମି ପାଇଁ ୨ ହଜାର କୋଟି ଖର୍ଚ୍ଚ ହେବ । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡମେମ୍ବରଠୁ ନେଇ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରଶିକ୍ଷଣ ନେବେ । ସବୁ ଗାଁରେ ୧୦Continue reading “ପ୍ରତିଘରୁ ସୃଷ୍ଟି ହେବେ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡମେମ୍ବରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ,ସମସ୍ତଙ୍କୁ ଦିଆଯିବ ପ୍ରଶିକ୍ଷଣ ,ଖର୍ଚ୍ଚ ହେବ ୨ହଜାର କୋଟି”
‘ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଲଞ୍ଚ୍ ହେବ ନୂଆ ସଂଗଠନ ‘ମେରା ଯୁବା ଭାରତ’
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୬ ତମ ଏପସୋଡ ମାଧ୍ୟମରେ ଲୋକମାନଙ୍କୁ ଲୋକାଲ ଜିନିଷ କଣିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବାକୁ ଯାଉଛି । ଏହି ସଂଗଠନର ନାମ ରହିଛି ମେରା ଯୁବା ଭାରତ । ଏହି ସଂଗଠନ ଦେଶର ଯୁବକମାନଙ୍କୁContinue reading “‘ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଲଞ୍ଚ୍ ହେବ ନୂଆ ସଂଗଠନ ‘ମେରା ଯୁବା ଭାରତ’”
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ: ଏକ ପୁରୁଣା ମାମଲାରେ ଭୁବନେଶ୍ୱର ମହିଳା ଥାନା ଗିରଫ କରିଥିବା ସୂଚନା
କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ । ପ୍ରଦୀପଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ସୂଚନା ଅନୁସାରେ ଦୌଡରାଣୀ ଦୂତୀ ଚାନ୍ଦ କରିଥିବା ଅଭିଯୋଗ ଆଧାରରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି ପୋଲିସ । ପ୍ରଦୀପଙ୍କ ଓକିଲ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, ଦୂତୀ ଚାନ୍ଦ ପ୍ରାୟ ୨ବର୍ଷ ତଳେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ମାମଲା କୋର୍ଟରେ ପହଁଚିଥିଲା । ପ୍ରଦୀପContinue reading “ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଗିରଫ: ଏକ ପୁରୁଣା ମାମଲାରେ ଭୁବନେଶ୍ୱର ମହିଳା ଥାନା ଗିରଫ କରିଥିବା ସୂଚନା”