କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ସେନା ତରଫରୁ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଛି । ଏହି କ୍ରମରେ ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି । ଏହାର ପ୍ରଭାବ ହମାସ ଚରମପନ୍ଥୀଙ୍କ ବ୍ୟତୀତ ଗାଜାର ସାଧାରଣ ଲୋକଙ୍କ ଉପରେ ପଡିଛି । କେବଳ ସେତିକି ନୁହେଁ ଗାଜାକୁ ଯେଉଁମାନେ ସହାୟତା ଯୋଗାଉଛନ୍ତି ସେମାନଙ୍କୁ ଇସ୍ରାଏଲ ମଧ୍ୟ ଧମକ ଦେଉଛି ।Continue reading “ଇସ୍ରାଏଲର ଧମକ ପରେ ବି ଏଲନ ମସ୍କଙ୍କ ଘୋଷଣା । ଗାଜାକୁ ସହାୟତା ସହ ଇଣ୍ଟରନେଟ ସେବା ଯୋଗାଇବେ ଏଲନ ମସ୍କ”
Tag Archives: News
ତେଜୁଛି ଓଲିଉଡ୍ କଳି । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ବିଜେପି ବିଧାୟକ ମୁକେଶ ମହଲିଙ୍ଗ
କନକ ବ୍ୟୁରୋ: କଳାକାର କଳିକୁ ନେଇ ତେଜୁଛି ରାଜନୀତି । ତେଜୁଛି ବୟାନବାଜି । ଏବେ ବୟାନ ରଖିଛନ୍ତି ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ମୁକେଶ ମହାଲିଙ୍ଗ । କହିଛନ୍ତି ମନୋଜ ମିଶ୍ର ପଶ୍ଚିମ ଓଡ଼ିଶାର ଜଣେ ବଡ଼ କଳାକାର । କଳାକାରଙ୍କର କୌଣସି ସୀମା ସରହଦ ନଥାଏ । ଘଟଣାର ତୁରନ୍ତ ସମାଧାନ କରିବା ସହ ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ।Continue reading “ତେଜୁଛି ଓଲିଉଡ୍ କଳି । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ବିଜେପି ବିଧାୟକ ମୁକେଶ ମହଲିଙ୍ଗ”
ରୋଗିଣା ମା’କୁ ପିଟିଲେ ପୁଅ, ବୋହୂ । ସିସିଟିଭି ଫୁଟେଜ ଖୋଜି ସତ ସାମ୍ନାକୁ ଆଣିଲେ ଝିଅ । ଓକିଲ ପୁଅକୁ ବାନ୍ଧିଲା ପୋଲିସ ।
କନକ ବ୍ୟୁରୋ: ମାକୁ ମାଡ ମାରି ଗିରଫ ହେଲା ଓକିଲ ପୁଅ । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପ୍ରଘଟ ହୋଇଛି ପଂଜାବର ଏହି ଛାତିଥରା ଘଟଣା । ଘର ଭିତରେ ବୃଦ୍ଧାଙ୍କୁ ମାଡ ମାରିଛନ୍ତି ତାଙ୍କ ପୁଅ, ବୋହୂ ଏବଂ ନାତି । ରୋଗୀଣା ମାଙ୍କୁ ଏଭଳି ମାଡ ମାରିବା ବେଳେ ବି ଟିକିଏ ପଶ୍ଚାତାପ କରୁନି ପୁଅ । ଆଉ ବୋହୂ ଏବଂ ନାତି କଥା ଛାଡନ୍ତୁ । ମିଳିଥିବା ସୂଚନା ଅନୁସାରେContinue reading “ରୋଗିଣା ମା’କୁ ପିଟିଲେ ପୁଅ, ବୋହୂ । ସିସିଟିଭି ଫୁଟେଜ ଖୋଜି ସତ ସାମ୍ନାକୁ ଆଣିଲେ ଝିଅ । ଓକିଲ ପୁଅକୁ ବାନ୍ଧିଲା ପୋଲିସ ।”
ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ଏବେବି ଲୋକଙ୍କ ଭିତରେ ରହିଛି ମହାବାତ୍ୟାର ଲୋମଟାଙ୍କୁରା ସ୍ମୃତି
କନକ ବ୍ୟୁରୋ : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ଆଜିକୁ ଠିକ୍ ୨୪ ବର୍ଷ ତଳେ ରାଜ୍ୟରେ ତାଣ୍ଡବ ରଚିଥିଲା ମହାବାତ୍ୟା । ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଆଜି ବି ଛାତି ଥରିଉଠେ । ସେଦିନର ଘଟଣା ମନେପକାଇଲେ ଲୋମ ଟାଙ୍କୁରୀ ଉଠେ । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ଧ୍ୱଂସଲୀଳା ରଚିଥିଲା ମେଘ ସାଙ୍ଗକୁ ପବନContinue reading “ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ଏବେବି ଲୋକଙ୍କ ଭିତରେ ରହିଛି ମହାବାତ୍ୟାର ଲୋମଟାଙ୍କୁରା ସ୍ମୃତି”
୧୮ ଜଣଙ୍କୁ ହତ୍ୟା କରିବାର ଦୁଇଦିନ ପରେ, ଆମେରିକୀୟ ହତ୍ୟାକାରୀର ଆତ୍ମହତ୍ୟା
କନକ ବ୍ୟୁରା: ଆମେରିକାର ମେଇନ୍ ରାଜ୍ୟରେ ଏକ ଗୁଳିକାଣ୍ଡରେ ୧୮ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହାର ଦୁଇଦିନ ପରେ ହତ୍ୟାକାରୀର ମୃତଦେହ ମିଳିଛି ବୋଲି ଶୁକ୍ରବାର ରାଜ୍ୟର ଗଭର୍ଣ୍ଣର କହିଛନ୍ତି। ୪୦ ବର୍ଷୀୟ ଆର୍ମି ରିଜର୍ଭିଷ୍ଟ ରବର୍ଟ କାର୍ଡ ଗଣହତ୍ୟା ଘଟାଇବା ପରେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ତା’ର ମୃତଦେହ ସ୍ଥାନୀୟ ସମୟ ରାତି ୭ଟା ୪୫ରେ ମିଳିଥିଲା ବୋଲି ମେଇନ୍ ଜନସୁରକ୍ଷା କମିସନର ମାଇକ୍ ସୌଚୁକ୍ କହିଛନ୍ତି। ବୁଧବାର ସନ୍ଧ୍ୟାରେ ସହରରContinue reading “୧୮ ଜଣଙ୍କୁ ହତ୍ୟା କରିବାର ଦୁଇଦିନ ପରେ, ଆମେରିକୀୟ ହତ୍ୟାକାରୀର ଆତ୍ମହତ୍ୟା”
ଆଜିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ । ପୂଣ୍ୟ ମାସରେ ହବିଷ ପାଇଁ ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା କାର୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ବି ଗହଳିରେ ଭରି ଉଠିଛି । ସବୁ ମାସ ମଧ୍ୟରେ କାର୍ତିକ ମାସ ଶ୍ରେଷ୍ଠ ମାସ ହୋଇଥିବାରୁ ହବିଷ୍ୟାଳିମାନେ ମାସଟେ ଧରି କାର୍ତିକ ବ୍ରତ ପାଳନ କରନ୍ତି । କାର୍ତିକ ବ୍ରତ ପାଇଁ ପୁରୀରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତିକ ବ୍ରତ ପାଳନ କରୁଥିବାContinue reading “ଆଜିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ । ପୂଣ୍ୟ ମାସରେ ହବିଷ ପାଇଁ ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼”
ଢେଙ୍କନାଳରେ ଚାଲିଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆକର୍ଷଣୀୟ ଆଲୋକମାଳ ଓ ତୋରଣରେ ଝଲସୁଛି ସହର
କନକ ବ୍ୟୁରୋ : ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜା । ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଢେଙ୍କାନାଳ ସହର । ଲକ୍ଷ୍ମୀପୂଜା ପାଇଁ ସଜେଇ ହୋଇଛି ପୂରା ସହର । ପ୍ରାୟ ୫ କିଲୋମିଟର ଅଞ୍ଚଳ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି । ବିଭିନ୍ନ ପ୍ରକାର ଲାଟ ସାଙ୍ଗକୁ ତୋରଣ ମଧ୍ୟ ଆକର୍ଷଣୀୟ ହୋଇଛି । ଗ୍ରହଣ ଯୋଗୁଁ ପୂଜା ନୀତିକାନ୍ତିରେ ପରିବର୍ତନ ହୋଇଛି ସତ, କିନ୍ତୁ ସହରବାସୀଙ୍କ ମନରେ ଉତ୍ସାହ ପୂର୍ବଭଳି ରହିଛି ।Continue reading “ଢେଙ୍କନାଳରେ ଚାଲିଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆକର୍ଷଣୀୟ ଆଲୋକମାଳ ଓ ତୋରଣରେ ଝଲସୁଛି ସହର”
କୁମାର ପୂର୍ଣ୍ଣିମାରେ ଦୃଶ୍ୟମାନ ହେଲା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ
କନକ ବ୍ୟୁରୋ : କୁମାର ପୂର୍ଣ୍ଣିମାରେ ଦୃଶ୍ୟମାନ ହେଲା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ରାତି ଗୋଟାଏ ୪ ମିନିଟ ୫୫ ସେକେଣ୍ଡରୁ ୨ ଟା ୨୪ ମିନିଟ ୨ ସେକେଣ୍ଡ ଯାଏ ଦୃଶ୍ୟମାନ ଗ୍ରହଣର ସ୍ପର୍ଷ ଦେଖିବାକୁ ମିଳିଥିଲା । ଗ୍ରହରଣ ଅବଧି ୧ ଘଂଟା ୧୯ ମିନିଟ ୭ ସେକେଣ୍ଡ ଥିଲା । ଭାରତ ସମେତ ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ । ଶାସ୍ତ୍ର ଅନୁସାରେ,Continue reading “କୁମାର ପୂର୍ଣ୍ଣିମାରେ ଦୃଶ୍ୟମାନ ହେଲା ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏସିଆ, ୟୁରୋପ, ଆଫ୍ରକା, ଆମେରିକା ସହ ବିଭିନ୍ନ ମହାଦେଶରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ”
ଆଜି ଭାରତ ଇଂଲଣ୍ଡ ମ୍ୟାଚ । ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ଟିମ ଇଣ୍ଡିଆ
କନକ ବ୍ୟୁରୋ : ଆଜି ଲକ୍ଷେ୍ମøରେ ଭାରତ ଇଂଲଣ୍ଡ ମୁକାବିଲା । ଆଜିର ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଇଂଲଣ୍ଡ ଚଳିତ ବିଶ୍ୱକପରେ ସବୁଠୁ ଖରାପ ପଦର୍ଶନ ଜାରି ରଖିଛି । କିନ୍ତୁ ଦଳରେ ଭଲ ଖେଳାଳି ରହିଥିବାରୁ କୌଣସି ସମୟରେ ଇଂଲଣ୍ଡ ଫର୍ମକୁ ଫେରିବାର ଆଶଙ୍କା ରହିଛି । ତେଣୁContinue reading “ଆଜି ଭାରତ ଇଂଲଣ୍ଡ ମ୍ୟାଚ । ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟରେ ଟିମ ଇଣ୍ଡିଆ”
ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ପରେ ନରମିଲା ହମାସ । ସବୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦେଲା ପ୍ରସ୍ତାବ
କନକ ବ୍ୟୁରୋ : ୨୩ ଦିନରେ ପହଞ୍ଚିଛି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ । ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ତେଣୁ ଗାଜାରେ ଅତର୍କିତ ଆକ୍ରମଣ ଜାରି କରିଛି ଇସ୍ରାଏଲ ସେନା । ଇସ୍ରାଏଲ ସେନାର ବଡ଼ ଧରଣଣ ଆକ୍ରମଣ ପରେ ହମାସ ବୁଝାବଣା ପାଇଁ ପ୍ରସ୍ତାବ ଦେଇଛି । ହମାସ କବଳରେ ଥିବା ପଣବନ୍ଦଙ୍କୁ ମୁକ୍ତି କରିବାକୁ ପ୍ରତିଶୁତି ଦେଇଛି ହାମସ । ଏହା ବଦଳରେ ସମସ୍ତ ଇସ୍ରାଏଲ ଜେଲରେ ଥିବାContinue reading “ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ପରେ ନରମିଲା ହମାସ । ସବୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦେଲା ପ୍ରସ୍ତାବ”