ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦଶମ ନିଯୁକ୍ତି ମେଳାରେ ଦେଶର ୫୧ ହଜାର ଯୁବକଙ୍କୁ ବାଂଟିଛନ୍ତି ନିଯୁକ୍ତିପତ୍ର । ଏହି ଯୁବବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗରେ ଦିଆଯାଇଛି ନିଯୁକ୍ତି । ଦିଲ୍ଲୀର ନ୍ୟାସନାଲ ମିଡିଆ ସେଂଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡ଼ିଓ କନଫରେନିଂ୍ସ ମାଧ୍ୟମରେ ଯୋଗଦେଇ ବାଂଟିଛନ୍ତି ନିଯୁକ୍ତିପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ସାରା ଦେଶର ୩୭ଟି ସ୍ଥାନରେ ଏହିContinue reading “ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର”

ନିର୍ବାଚନୀ ଋତୁରେ ସରଗରମ ରାଜନୀତି: କଂଗ୍ରେସ କହିଲା ଛତିଶଗଡରେ ଦଳ କ୍ଷମତାକୁ ଆସିଲେ କେଜିରୁ ପିଜି ଯାଏଁ ମିଳିବ ମାଗଣା ଶିକ୍ଷା

କନକ ବ୍ୟୁରୋ: ନିର୍ବାଚନ ଋତୁରେ ଜୋରଦାର ଚାଲିଛି ପ୍ରଚାର । ଶନିବାର ଛତିଶଗଡରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରିଛନ୍ତି । କାଙ୍କେରରେ ଆୟୋଜିତ ସଭାରେ ଯୋଗ ଦେଇ ରାହୁଲ ରାଜ୍ୟବାସୀଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ସରକାରକୁ ପୁଣି ଥରେ ଫେରିଲେ କେଜିରୁ ପିଜି ଯାଏଁ ।ମାଗଣା ଶିକ୍ଷା ଦିଆଯିବ । ଛତିଶଗଡର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦିଆଯିବ । ଏଥିସହ ଗୌତମ ଆଡାନୀ ଓ ବିଜେପି ସରକାରଙ୍କ ବନ୍ଧୁତାContinue reading “ନିର୍ବାଚନୀ ଋତୁରେ ସରଗରମ ରାଜନୀତି: କଂଗ୍ରେସ କହିଲା ଛତିଶଗଡରେ ଦଳ କ୍ଷମତାକୁ ଆସିଲେ କେଜିରୁ ପିଜି ଯାଏଁ ମିଳିବ ମାଗଣା ଶିକ୍ଷା”

ସତ ମାନିଲେ ମହୁଆ ମୋଇତ୍ରା: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ଲୋକସଭା ଆଇଡି ପାସୱାର୍ଡ ଦେଇଥିବା ସ୍ୱୀକାର କଲେ ଟିଏମସି ସାଂସଦ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଆସିଛି ନୂଆ ମୋଡ଼ । ଅଭିଯୋଗ ଘେରରେ ଥିବା ଟିଏମସି ସାଂସଦ ମୋହୁଆ ମୋଇତ୍ରା ଶେଷରେ ସତ ମାନିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ସେ ଆଇଡି ପାସୱାର୍ଡ ଦେଇଥିବା ସ୍ୱିକାର କରିଛନ୍ତି । କିନ୍ତୁ ତା ବଦଳରେ ସେ କୌଣସି ଲାଂଚ କି ଉପହାର ନେଇନଥିବା କହିଛନ୍ତି । ସେପଟେ ଏଥିକ୍ସ କମିଟି ମୋହୁଆଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କହିଛି । କାର୍ଯ୍ୟବ୍ୟସ୍ତତାContinue reading “ସତ ମାନିଲେ ମହୁଆ ମୋଇତ୍ରା: ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ଲୋକସଭା ଆଇଡି ପାସୱାର୍ଡ ଦେଇଥିବା ସ୍ୱୀକାର କଲେ ଟିଏମସି ସାଂସଦ”

ଇସ୍ରାଏଲ ସେନାର ବଡ ଖୁଲାସା: ଗାଜାର ସବୁଠୁ ବଡ ହସ୍ପିଟାଲ ତଳେ ଅଣ୍ଡରଗ୍ରାଉଣ୍ଡ ଶିବିର କରି ଯୁଦ୍ଧ ପରିଚାଳନା କରୁଛି ହମାସ

କନକ ବ୍ୟୁରୋ: ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ତେଣୁ ଗାଜାରେ ଅତର୍କିତ ଆକ୍ରମଣ ଜାରି କରିଛି ଇସ୍ରାଏଲ ସେନା । ଏହା ଭିତରେ ଚାଂଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସପିଟାଲରେ ତଳେ ରହିଛି ହମାସ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା । ଯାହା ଅସ୍ତ୍ରଶସ୍ତ୍ରରେ ଭରପୂର ରହିଛି । ଏନେଇ ଏକ ପ୍ରତିକାତ୍ମକ ଭିଡିଓ ଜାରି କର ସୂଚନା ଦେଇଛି ଇସ୍ରାଏଲ ସେନା । ଆଇଡିଏଫ କହିଛି ଏହାContinue reading “ଇସ୍ରାଏଲ ସେନାର ବଡ ଖୁଲାସା: ଗାଜାର ସବୁଠୁ ବଡ ହସ୍ପିଟାଲ ତଳେ ଅଣ୍ଡରଗ୍ରାଉଣ୍ଡ ଶିବିର କରି ଯୁଦ୍ଧ ପରିଚାଳନା କରୁଛି ହମାସ”

ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲେ ଭାରତ ସମେତ ୪୫ ଦେଶ

କନକ ବ୍ୟୁରୋ: ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ଭାରତ ଏହି ପ୍ରସଙ୍ଗରେ ଭୋଟ ଦେବାରୁ ନିବୃତ ରହିଛି । ଜାତିସଂଘରେ ଥିବା ମୋଟ ୧୯୩ ଦେଶ ମଧ୍ୟରୁ ୧୨୦ ଦେଶ ଯୁଦ୍ଧ ବନ୍ଦ ଉପରେ ମତଦାନ କରିଥିବା ବେଳେ ୧୪ ଦେଶ ଏହା ବିରୋଧରେ ଭୋଟ ଦେଇଛନ୍ତି । ଭାରତ ସମେତ ୪୫ ଦେଶ ଭୋଟ ଦେବାରୁ ନିବୃତ ରହିଛନ୍ତି । ସେପଟେ ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେContinue reading “ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲେ ଭାରତ ସମେତ ୪୫ ଦେଶ”

କାଲିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ ।  ହବିଷ ପାଇଁ ପୁରୀରେ ଜମିଲା ଭିଡ,  ଅଣପଞ୍ଜିକୃତ   ହବିଷ୍ୟାଳୀଙ୍କ ଭିଡ଼ ଯୋଗୁଁ ନାକେଦମ୍ ହେଲା ପ୍ରଶାସନ

କନକ ବ୍ୟୁରୋ : ରାତି ପାହିଲେ  ପୁରୀରେ ଆରମ୍ଭ ହେବ କାର୍ତିକ ବ୍ରତ ।  ଆଉ ଶ୍ରୀକ୍ଷେତ୍ରରେ  ବ୍ରତ ପାଳନ  କରିବାକୁ ହଜାର ହଜାର ହବିଷ୍ୟାଳି ଭିଡ ଜମାଇଲେଣି । ତେବେ ଶିବିରଗୁଡିକରେ ପଞ୍ଜୀକୃତ ଓ ଅଣପଞ୍ଜିକୃତ  ହବିଷ୍ୟାଳିଙ୍କ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଶାସନ କୌଣସି ସଠିକ ଉତର ନ ଦେବାରୁ  ଶିବିରରୁ ଶିବିରକୁ ବୁଲି ନାକେଦମ ହୋଇଛନ୍ତି  ବିଭିନ୍ନ ସ୍ଥାନରୁ ଆସିଥିବା ହିବଷ୍ୟାଳି ।  ପ୍ରଶାସନ ପକ୍ଷରୁ ମାତ୍ର ୩ ହଜାରContinue reading “କାଲିଠୁ ଆରମ୍ଭ ହେଉଛି କାର୍ତିକ ବ୍ରତ ।  ହବିଷ ପାଇଁ ପୁରୀରେ ଜମିଲା ଭିଡ,  ଅଣପଞ୍ଜିକୃତ   ହବିଷ୍ୟାଳୀଙ୍କ ଭିଡ଼ ଯୋଗୁଁ ନାକେଦମ୍ ହେଲା ପ୍ରଶାସନ”

ମାନସିକ ଚାପରୁ କିପରି ଡାକ୍ତରଙ୍କୁ ମିଳିବ ମୁକ୍ତି? ରାଜ୍ୟ ବାହାରେ ଦିଆଯିବ ପ୍ରଶିକ୍ଷଣ

କନକ ବ୍ୟୁରୋ : ଡାକ୍ତରଙ୍କ ପାଖରେ ରୋଗୀଙ୍କ ଲମ୍ବା ଲାଇନ । ରୋଗୀଙ୍କ ସମସ୍ୟା ବୁଝିବା ସହ ସୁସ୍ଥ ହେବା ପାଇଁ ଦେଉଛନ୍ତି ପରାମର୍ଶ । ଏହି ଦୃଶ୍ୟ ହେଉଛି ଭୁବନେଶ୍ୱର କ୍ୟାପିଟଲ ହସପିଟାଲର । ସରକାରୀ ହେଊ କି ବେସରକାରୀ ସବୁ ଡାକ୍ତରଖାନାରେ ସମାନ ଅବସ୍ଥା । କେଉଁଠି ରୋଗୀଙ୍କ ଲମ୍ବା ଲାଇନ ତ ପୁଣି କେଉଁଠି ଜଙ୍ଗଲ ପାହାଡ ଡେଇଁ ଅପହଁଚ ଇଲାକାରେ ରୋଗୀସେବା ପାଇଁ ଯାଉଛନ୍ତି ଡାକ୍ତରୀ ଦଳ । କାର୍ଯ୍ୟଚାପ ଯୋଗୁଁContinue reading “ମାନସିକ ଚାପରୁ କିପରି ଡାକ୍ତରଙ୍କୁ ମିଳିବ ମୁକ୍ତି? ରାଜ୍ୟ ବାହାରେ ଦିଆଯିବ ପ୍ରଶିକ୍ଷଣ”

ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ ।  ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ : ତାରିଖ ଅକ୍ଟୋବର ୨୬ । ସମୟ ସଂଧ୍ୟା ପାଖାପାଖି ୭ଟା । ବିନା ୟୁନିଫର୍ମରେ ଥାନାରେ ବସିଛନ୍ତି ମହିଳା ଆଇଆଇସି ମିନି ଭୋଇ ଏବଂ ତାଙ୍କ ପାଖରେ ଜଣେ ଛିଡା ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ମନ୍ଦିରରୁ ଚୋରି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ । ଥାନାରେ ଏକୁଟିଆ ଆଇଆଇସି ଥିଲେ ଏବଂ ନିଜ କାମ କରୁଥିଲେ । କେହି କିଛି ବୁଝିବା ପୂର୍ବରୁ ହଠାତ ଆଇଆଇସିଙ୍କ ବେକରେ ବ୍ଲେଡ୍ ମାରିଥିଲାContinue reading “ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତର ଉନ୍ମକ୍ତ କାଣ୍ଡ ।  ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ”

ପୂର୍ବ ଚମକ ଫେରି ପାଇବ କି କଂଗ୍ରେସ ? ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସିଲାଣି । ସବୁ ଦଳ ମଧ୍ୟ ସଜବାଜ ହେଲେଣି । ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ବୋଲି ଭୋଟରଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହେଲାଣି । ଏଣୁ ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବାକୁ ଓଡିଶା ଆସିବେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଉଭୟ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ବୁଥ କମିଟି ଗଠନ ଶେଷ ହେବା ପରେ ରାହୁଲ, ପ୍ରିୟଙ୍କାଙ୍କ ସହ କଂଗ୍ରେସ ସଭାପତିContinue reading “ପୂର୍ବ ଚମକ ଫେରି ପାଇବ କି କଂଗ୍ରେସ ? ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା”

ଶେଷ ପର୍ଯ୍ୟାୟରେ ପହଁଚିଲା ଅମୃତ ମହୋତ୍ସବ । ପବିତ୍ର ମାଟି ନେଇ ଦିଲ୍ଲୀ ଅଭିମୁଖେ ଗଡ଼ିଲା ଟ୍ରେନ୍

କନକ ବ୍ୟୁରୋ : ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା । ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟି କଳସକୁ ଧରି ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ, ସାଂସଦ, ବରିଷ୍ଠ ନେତା ଓ କର୍ମୀ । ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରୀୟ ଏକତା, ଦେଶ ପ୍ରେମ ଓ ଭାତୃତ୍ୱContinue reading “ଶେଷ ପର୍ଯ୍ୟାୟରେ ପହଁଚିଲା ଅମୃତ ମହୋତ୍ସବ । ପବିତ୍ର ମାଟି ନେଇ ଦିଲ୍ଲୀ ଅଭିମୁଖେ ଗଡ଼ିଲା ଟ୍ରେନ୍”

Design a site like this with WordPress.com
Get started