ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ, ଓଟିଡିସିକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ : ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ । ଓଟିଡିସି ପରିଚାଳକଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । କେରଳ, ବେଙ୍ଗାଲୁରୁ, ଗୁଜରାଟର ଆର୍ଟ ଅଫ୍ ଲିଭିଂ ଏବଂ କୋଏମ୍ବାଟୁରର ଇଶା ଯୋଗ ସଂସ୍ଥାନକୁ ଯାଇଁ ତାଲିମ ଓ ପ୍ରଶିକ୍ଷଣ ନେବେ ଡାକ୍ତର । ଚାପ, ସମୟ ପରିଚାଳନା ଏବଂ ରୋଗୀଙ୍କ ପ୍ରତି ଆହୁରି ସହନଶୀଳ ହେବା ନେଇ ଡାକ୍ତର ମାନେ ତାଲିମ ନେବେContinue reading “ଚିକିତ୍ସକଙ୍କୁ ମାନସିକ ଚାପରୁ ମିଳିବ ମୁକ୍ତି । ୨୨୦ଡାକ୍ତର ବୁଲିବେ ରାଜ୍ୟ ବାହାରର ପ୍ରମୁଖ ସ୍ଥାନ, ଓଟିଡିସିକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ”

ବିଶ୍ୱକପ୍ କ୍ରମରେ ପାକିସ୍ତାନ ପୂର୍ବ କ୍ୟାପଟେନଙ୍କ ବଡ ଖୋଲାସା । କହିଲେ ୫ ମାସ ହେବ ଖେଳାଳୀ ପାଇ ନାହାଁନ୍ତି ଦରମା

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ପାକିସ୍ତାନ ଟିମ୍ ପାଖାପାଖି ସେମିଫାଇନାଲରୁ ବାଦ ପଡିବାକୁ ଯାଉଛି । ଗତ ୪ଟି ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ବିଶ୍ୱକପରେ ପାକିସ୍ତାନ ମୋଟ ୬ଟି ମ୍ୟାଚ ଖେଳି ୨ ଟି ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିଛି । ଭାରତ ଓ ଆଫଗାନିସ୍ତାନ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଟିମକୁ ନିଜ ଦେଶରେ ଜୋରଦାର ବିରୋଧ ସହ ସମାଲୋଚନା କରାଯାଉଛି ।Continue reading “ବିଶ୍ୱକପ୍ କ୍ରମରେ ପାକିସ୍ତାନ ପୂର୍ବ କ୍ୟାପଟେନଙ୍କ ବଡ ଖୋଲାସା । କହିଲେ ୫ ମାସ ହେବ ଖେଳାଳୀ ପାଇ ନାହାଁନ୍ତି ଦରମା”

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବରପୁତ୍ରଙ୍କୁ ଅସମ୍ମାନ: ନବକୃଷ୍ଣ ଚୌଧୁରୀଙ୍କ ନାଁକୁ କରାଗଲା ବିକୃତ

କନକ ବ୍ୟୁରୋ: ବରପୁତ୍ରଙ୍କୁ ଅସମ୍ମାନ । ଭୁବନେଶ୍ୱରରେ ଆୟୋଜିତ ଅମୃତ କଳସ ଯାତ୍ରାରେ ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନାଁକୁ ବିକୃତ କରାଯାଇଛି । ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ବିଶାଳ ଶୋଭାଯାତ୍ରା ଭୁବନେଶ୍ୱରରେ ଚାଲିଥିବାବେଳେ ରାସ୍ତା ମଝିରେ ବରପୁତ୍ରଙ୍କ ଫଟୋ ଲାଗିଛି । ଆଉ ଏହାରି ଭିତରେ ରହିଛି ନବକୃଷ୍ଣ ଚୌଧୁରୀଙ୍କ ଫଟୋ । କିନ୍ତୁ ବିଡମ୍ବନାର କଥା ଏହି ଫଟୋରେ ନବକୃଷ୍ଣ ଚୌଧୁରୀଙ୍କ ବଦଳରେ ଲେଖାଯାଇଛିContinue reading “ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବରପୁତ୍ରଙ୍କୁ ଅସମ୍ମାନ: ନବକୃଷ୍ଣ ଚୌଧୁରୀଙ୍କ ନାଁକୁ କରାଗଲା ବିକୃତ”

ଭି.କେ.ପାଣ୍ଡିଆନଙ୍କୁ ନେଇ ବେଶ୍ ଉତ୍ସାହିତ ବିଜେଡି ନେତା: ବିଧାୟକ ସୁଧୀର ସାମଲ କହିଲେ, ଖୁବଶୀଘ୍ର ବଦଳିିବାକୁ ଯାଉଛି ଓଡିଶାର ସିଷ୍ଟମ

କନକ ବ୍ୟୁରୋ: ଭି.କେ.ପାଣ୍ଡିଆନଙ୍କୁ ନେଇ ବେଶ୍ ଉତ୍ସାହିତ ବିଜେଡି ନେତା । ପାଣ୍ଡିଆନ ରାଜନୀତିରେ ଯୋଗ ଦେଇନଥିଲେ ବି ତାଙ୍କୁ ଜଣଙ୍କ ପରେ ଜଣେ ବିଜେଡି ନେତା ପ୍ରଶଂସା କରିବାରେ ଲାଗିଛନ୍ତି । ପୂର୍ବରୁ ବହୁ ବରିଷ୍ଠ ନେତା ପାଣ୍ଡିଆନଙ୍କ ଦକ୍ଷତାକୁ ପ୍ରଶଂସା କରିଥିବାବେଳେ, ଆଜି ଆଉ ପାଦେ ଆଗେଇ ଯାଇଛନ୍ତି ବିଧାୟକ ସୁଧୀର ସାମଲ । ବିଜେଡି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି, ଖୁବଶୀଘ୍ର ଓଡିଶାର ସିଷ୍ଟମ ବଦଳିବାକୁ ଯାଉଛି । ସମ୍ପୂର୍ଣ୍ଣContinue reading “ଭି.କେ.ପାଣ୍ଡିଆନଙ୍କୁ ନେଇ ବେଶ୍ ଉତ୍ସାହିତ ବିଜେଡି ନେତା: ବିଧାୟକ ସୁଧୀର ସାମଲ କହିଲେ, ଖୁବଶୀଘ୍ର ବଦଳିିବାକୁ ଯାଉଛି ଓଡିଶାର ସିଷ୍ଟମ”

ଏଥିକ୍ସ କମିଟି ତରଫରୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ । କମିିଟି କହିଲା ଏହାପରେ ବଦଳା ଯାଇପାରିବନାହିଁ ତାରିଖ

କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ଯାଂଚ କରୁଥିବା ଲୋକସଭାର ଏଥିକ୍ସ କମିଟି ଦ୍ୱିତୀୟ ନୋଟିସ ପଠାଇଛି । ପ୍ରଥମ ନୋଟିସରେ ମହୁଆଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ଆଦେଶ ଦିଆଯାଇଥିଲା । ମାତ୍ର କିଛି କାରଶ ଦର୍ଶାଇ ମହୁଆ ଏହି ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି ଉତ୍ତର ରଖିଥିଲେ । ଏବେ ଏଥିକ୍ସ କମିଟିContinue reading “ଏଥିକ୍ସ କମିଟି ତରଫରୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ । କମିିଟି କହିଲା ଏହାପରେ ବଦଳା ଯାଇପାରିବନାହିଁ ତାରିଖ”

“ତୋ ଯୋଗୁ ମୁଁ ଭାରତ-ପାକ୍ ମ୍ୟାଚ୍ ମିସ୍ କଲି”  ଗାର୍ଲଫ୍ରେଣ୍ଡ ସହ ବ୍ରେକଅପ୍ ଅଡ଼ିଓ ଭାଇରାଲ

  ଭାଇରାଲ୍ ବ୍ରେକଅପ୍ ମେସେଜ୍: ଏବେ ସୋସିଆଲ ମେଡ଼ିଆରେ ଏକ  ଅଡିଓ ମେସେଜ୍ ବହୁତ ଭାଇରାଲ୍ ହେବାରେ ଲାଗିଛି । ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।  କିଛି ଲୋକ ପୁଅ ପକ୍ଷ ନେଉଛନ୍ତି ତ କିଛି ଲୋକ ଝିଅ ପକ୍ଷ ନେଉଛନ୍ତି । ସୋସିଆଲ ମିଡିଆ ଭାଇରାଲ ନ୍ୟୁଜ୍: ସୋସିଆଲ ମିଡିଆ ଯୁଗରେ ବ୍ୟକ୍ତିଗତ ଜୀବନର ଅନେକ ବିଷୟରେ  ସାମ୍ନାକୁ ଆସିଯାଉଛି କିମ୍ବା ଜାଣିଶୁଣି ଅଣାଯାଉଛି ।  ପ୍ରାୟତ ପ୍ରେମିକ-ପ୍ରେମିକାଙ୍କ ଚାଟ୍Continue reading ““ତୋ ଯୋଗୁ ମୁଁ ଭାରତ-ପାକ୍ ମ୍ୟାଚ୍ ମିସ୍ କଲି”  ଗାର୍ଲଫ୍ରେଣ୍ଡ ସହ ବ୍ରେକଅପ୍ ଅଡ଼ିଓ ଭାଇରାଲ”

ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନରେ ହେଲା ଚନ୍ଦ୍ରପୂଜା: ୪ଟା ୫ ମିନିଟ୍ ପୂର୍ବରୁ ଲକ୍ଷ୍ମୀ ପୂଜା ସାରିବାକୁ ଜ୍ୟୋତିଷ ଦେଇଥିଲେ ପରାମର୍ଶ

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣ ପାଇଁ ତରବରିଆ ଚନ୍ଦ୍ରପୂଜା । କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବରେୁ ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ ଲକ୍ଷ୍ମୀ ପୂଜା ସାରିବାକୁ ଜ୍ୟୋତିଷ ଦେଇଥିଲେ ପରାମର୍ଶ । ଏହି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ସନ୍ଧ୍ୟାରେ ବନ୍ଦ ରହିବ ମାଙ୍କ ଦର୍ଶନ । ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪Continue reading “ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନରେ ହେଲା ଚନ୍ଦ୍ରପୂଜା: ୪ଟା ୫ ମିନିଟ୍ ପୂର୍ବରୁ ଲକ୍ଷ୍ମୀ ପୂଜା ସାରିବାକୁ ଜ୍ୟୋତିଷ ଦେଇଥିଲେ ପରାମର୍ଶ”

ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତଙ୍କ ଉନ୍ମକ୍ତ କାଣ୍ଡ: ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ: ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତଙ୍କ ଉନ୍ମକ୍ତ କାଣ୍ଡ । ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଥାନା ଅଧିକାରୀ ମିନି ଭୋଇଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ତେବେ ମିନି ଭୋଇ କୌଶଳକ୍ରମେ ଖସିଯାଇଥିଲେ ସୁଦ୍ଧା ତାଙ୍କ ବେକ ଓ ହାତରେ ଆଘାତ ଲାଗିଛି । ବିଶୋଇ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଯାଇଛି । ଘଟଣାରେ ଅଭିଯୁକ୍ତ ସୁଶାନ୍ତ ଦେଓଙ୍କ ବିରୋଧରେ ମାମଲା ରୁଜୁ ହୋଇଛିContinue reading “ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତଙ୍କ ଉନ୍ମକ୍ତ କାଣ୍ଡ: ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ”

ଉତ୍ତର ପ୍ରଦେଶରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର ! ଯୋଗୀ ସରକାର ଜାରି କଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ଏନେଇ କାମ ଆରମ୍ଭ ହୋଇଯାଇଛି । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି ସେମାନଙ୍କ ଟ୍ରାକ୍ ରେକର୍ଡ ଦେଖି ସେମାନଙ୍କୁ ଅବସର ଦିଆଯିବ ।Continue reading “ଉତ୍ତର ପ୍ରଦେଶରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର ! ଯୋଗୀ ସରକାର ଜାରି କଲେ ନିର୍ଦ୍ଦେଶ”

‘ଅଗ୍ନିବୀର’ ଚାକିରି ଛାଡି ଯାଇଥିଲେ ୟୁକ୍ରେନ : ପଇସା ମିଳିବା ତ ଦୂରର କଥା ଲାସ୍ ବି ଆସିପାରୁନି  

ନେପାଳର ସାହସୀ ଗୋର୍ଖା ସୈନିକମାନେ ୟୁକ୍ରେନରେ ରୁଷ ପକ୍ଷରୁ ଲଢେଇ କରୁଛନ୍ତି । ନେପାଳର ଏହି ସୈନିକମାନେ ଉପଯୁକ୍ତ ଟଙ୍କା ପାଉନାହାଁନ୍ତି କିମ୍ବା ଜୀବନ ହରାଇବା ପରେ ମଧ୍ୟ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇ ପାରୁନାହିଁ । ଏହି କାରଣରୁ ସେମାନଙ୍କ ପରିବାର ଚିନ୍ତାରେ ଅଛନ୍ତି । ଭାରତୀୟ ସେନାର ‘ଅଗ୍ନିବୀର’ ଚାକିରି ଛାଡି ନେପାଳର ଗୋର୍ଖା ସୈନିକମାନେ ଏବେ ରୁଷ-ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି । ଏହି ଗୋର୍ଖାମାନେ ସେଠି ବହୁ ସଂଖ୍ୟାରେ ପ୍ରାଣ ହରାଉଛନ୍ତି କିନ୍ତୁContinue reading “‘ଅଗ୍ନିବୀର’ ଚାକିରି ଛାଡି ଯାଇଥିଲେ ୟୁକ୍ରେନ : ପଇସା ମିଳିବା ତ ଦୂରର କଥା ଲାସ୍ ବି ଆସିପାରୁନି  “

Design a site like this with WordPress.com
Get started