ଗାଜାପଟ୍ଟି ଗ୍ରାଉଣ୍ଡ ଅପରେସନ୍: ହାମାସ ଆତଙ୍କବାଦୀଙ୍କୁ ଟନେଲରୁ ଟାଣି ବାହାରକରି ହତ୍ୟା କରାଯାଉଛି । ଇସମାଇଲ ହାନିୟେର ଗରମ ଭାଙ୍ଗିଗଲା

ଇସ୍ରାଏଲ୍ ଆର୍ମି (ଆଇଡିଏଫ୍) ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଶିକାର କରୁଛି ।  ଆତଙ୍କବାଦୀଙ୍କ ପାଇଁ ଟନେଲ ଦେଇ ଖସିଯିବା ମଧ୍ୟ କଷ୍ଟକର ହୋଇପଡିଛି । ହମାସ ମୁଖ୍ୟ ଇସମାଇଲ ହାନିୟେର ଗର୍ବ ଭାଙ୍ଗି ଯାଇଛି । ଗାଜା ଟନେଲ ଅପରେସନ : ଇସ୍ରାଏଲର ଗାଜା ଉପରେ ଭୟଙ୍କର ବୋମା ବିସ୍ଫୋରଣ ଜାରି ରହିଛି । ଅନ୍ୟପକ୍ଷରେ ହମାସ ମଧ୍ୟ ରକେଟ୍ ମାଡ଼ କରିଚାଲିଛି । ଏହି ସମୟରେ ଇସ୍ରାଏଲ ଗାଜାରେ ନିଜର ଗ୍ରାଉଣ୍ଡ ଅପରେସନ୍ କାର୍ଯ୍ୟକଳାପକୁContinue reading “ଗାଜାପଟ୍ଟି ଗ୍ରାଉଣ୍ଡ ଅପରେସନ୍: ହାମାସ ଆତଙ୍କବାଦୀଙ୍କୁ ଟନେଲରୁ ଟାଣି ବାହାରକରି ହତ୍ୟା କରାଯାଉଛି । ଇସମାଇଲ ହାନିୟେର ଗରମ ଭାଙ୍ଗିଗଲା”

୯୦ ଟଙ୍କାରେ ବିକ୍ରି ହେଲା ପିଆଜ, ବ୍ୟବସାୟୀ କହିଲେ ୧୦୦ ଟପିପାରେ ଦର ।

କନକ ବ୍ୟୁରୋ: ନବରାତ୍ରୀ ପରେ ପରେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ଶୁକ୍ରବାର ଦିଲ୍ଲୀ ବଜାରରେ ପିଆଜ କିଲୋ ୯୦ ଟଙ୍କା ଛୁଇଁଛି । ଏବଂ ଖୁବ୍ ଶୀଘ୍ର ଏହା ୧୦୦ ଟପିବ ବୋଲି ବ୍ୟବସାୟ କହିଛନ୍ତି । ଦିଲ୍ଲୀର ଆରକେ ପୁରମ୍ ଅଞ୍ଚଳରେ ପିଆଜ ଦର ୯୦ରେ ପହଞ୍ଚିବା ପରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ମଣ୍ଡିଗୁଡିକରେ କିଣା ଦର ଅଧିକ ପଡୁଥିବାରୁ ସେମାନଙ୍କୁ ମଧ୍ୟ ଉଚ୍ଚ ଦରରେ ବିକ୍ରିContinue reading “୯୦ ଟଙ୍କାରେ ବିକ୍ରି ହେଲା ପିଆଜ, ବ୍ୟବସାୟୀ କହିଲେ ୧୦୦ ଟପିପାରେ ଦର ।”

ଅଶାନ୍ତ ଗଞ୍ଜାମ । ଗୋଟିଏ ଦିନରେ ତିନ ଜଣଙ୍କୁ ହତ୍ୟା

କନକ ବ୍ୟୁରୋ: ଅଶାନ୍ତ ଗଞ୍ଜାମ । କଥା କଥାରେ ଫୁଟୁଛି ଗୁଳି । ଗତକାଲି ଗୋଟିଏ ଦିନରେ ଯାଇଛି ତିନି ଜଣଙ୍କ ଜୀବନ । କୌଣସି କାରଣକୁ ନେଇ ବୁଗୁଡ଼ା ଥାନା କରଚୁଲି ଗାଁର ସୁଶାନ୍ତ ପାତ୍ରଙ୍କୁ ହତ୍ୟା କରାଯାଇଛି । ଏବେ ସାମ୍ନାକୁ ଆସିଛି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଫୋନ୍ କଲ । ସଂଧ୍ୟା ୭ଟା ବେଳେ ସେ ତାଙ୍କ ଝିଅକୁ ଫୋନ୍ କରିଥିଲେ । ତାଙ୍କୁ ମାରିଦେବାକୁ ପଦ୍ମନାଭ ନାୟକ, ବାସୁ ନାୟକ ଓContinue reading “ଅଶାନ୍ତ ଗଞ୍ଜାମ । ଗୋଟିଏ ଦିନରେ ତିନ ଜଣଙ୍କୁ ହତ୍ୟା”

ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା : ୫୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପୋଲିସର ପଚରା ଉଚରା

କନକ ବ୍ୟୁରୋ : ଭୁବନେଶ୍ୱର ପଦ୍ମକେଶରପୁର ଓ କେଳାସାହି ଗଣ୍ଡଗୋଳ ଘଟଣାରେ ୫୦ରୁ ଅଧିକ ଲୋକଙ୍କୁ ଉଠାଇନେଲା ପୁଲିସ । ଗଣ୍ଡଗୋଳରେ ସମ୍ପୃକ୍ତି ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପୂର୍ବ ଶତ୍ରୁତାକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ପରସ୍ପରକୁ ବୋତଲ, ଢେଲା ପଥର ସହ ବୋମା ମାଡ କରିଥିଲେ । ଆକ୍ରମଣ ଓ ପ୍ରତି ଆକ୍ରମଣରେ ୨୦ରୁ ଅଧିକ ଲୋକContinue reading “ଭୁବନେଶ୍ୱର ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ଘଟଣା : ୫୦ରୁ ଅଧିକ ଲୋକଙ୍କୁ ଅଟକ ରଖି ପୋଲିସର ପଚରା ଉଚରା”

ଓଡିଶା ଆସିବେ ରାହୁଲ ଓ ପ୍ରିୟଙ୍କା ! ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ ।

କନକ ବ୍ୟୁରୋ : ଓଡିଶା ଗସ୍ତରେ ଆସିପାରନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଗସ୍ତରେ ଆସିବେ । ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ୫ଟି ରାଜ୍ୟରେ ନିର୍ବାଚନ ଶେଷ ପରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଚେଲ୍ଲା କୁମାର ସେ କହିଛନ୍ତି, ଆମେ ଅଲ୍ ଇଣ୍ଡିଆContinue reading “ଓଡିଶା ଆସିବେ ରାହୁଲ ଓ ପ୍ରିୟଙ୍କା ! ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ ।”

ଆମ ପରିବାର ଭିତରେ ମନୋମାଳିନ୍ୟ ହୋଇଛି, ରାଜନେତା ମାନେ ମୁଣ୍ଡ ପୁରାନ୍ତୁ ନାହିଁ । ପରିବାର କଥା ଆପୋଷ ସମାଧାନ କରିବୁ, ମନୋଜ ମିଶ୍ରଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ ।

କନକ ବ୍ୟୁରୋ :  ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ତେଜିଲାଣି ରାଜନୀତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିବା ସହ କହିଛନ୍ତି, ଯଦି ବାସନ୍ଦ ନ ଉଠିବ ତେବେ ଓଡ଼ିଶା ଭାଗ ଭାଗ ହୋଇଯିବ । ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନରସିଂହଙ୍କ ଏଭଳି ବୟାନ ପରେ ମୁହଁ ଖୋଲିଛନ୍ତି ଅଭିନେତା ଶ୍ରୀତମContinue reading “ଆମ ପରିବାର ଭିତରେ ମନୋମାଳିନ୍ୟ ହୋଇଛି, ରାଜନେତା ମାନେ ମୁଣ୍ଡ ପୁରାନ୍ତୁ ନାହିଁ । ପରିବାର କଥା ଆପୋଷ ସମାଧାନ କରିବୁ, ମନୋଜ ମିଶ୍ରଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ ।”

‘ନରସିଂହ ମିଶ୍ରଙ୍କ ମୁହଁରେ ଓଡିଶା ଭାଗ କଥା ଭଲ ଶୁଭିଲାନି’ : ଓଲିଉଡ୍ କଳିରେ ନରସିଂହଙ୍କ ହସ୍ତକ୍ଷେପକୁ ନେଇ କୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ଓଡିଶା ଦୁଇ ଭାଗ ହେବା କଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିବା ପରେ ଏହାକୁ ଗ୍ରହଣ କରିପାରିନାହାଁନ୍ତି ଅଭିନେତା ତଥା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ।  ଓଲିଉଡ୍  ବିବାଦ ଭିତରେ ନରସିଂହଙ୍କ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୁନା ତ୍ରିପାଠୀ । କୁନା ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ ମନୋଜ ମିଶ୍ରଙ୍କ ବିବାଦକୁ ନେଇ ଓଡିଶା ଭାଗ ଭାଗContinue reading “‘ନରସିଂହ ମିଶ୍ରଙ୍କ ମୁହଁରେ ଓଡିଶା ଭାଗ କଥା ଭଲ ଶୁଭିଲାନି’ : ଓଲିଉଡ୍ କଳିରେ ନରସିଂହଙ୍କ ହସ୍ତକ୍ଷେପକୁ ନେଇ କୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା”

ଅକ୍ଟୋବର ୩୧ରେ ପ୍ରସାରିତ ହେବ ଜୀ-ସାର୍ଥକରେ ପ୍ରସାରିତ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ । ଦ୍ୱିତୀୟ ସିଜନକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।

କନକ ବ୍ୟୁରୋ : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ଦର୍ଶକାଦୃତ ରିଅଲିଟି ଶୋ ‘ଦିଦି ନମ୍ବର -୧’ ପହଞ୍ଚିଛି ନିଜର ୫୦୦ତମ ଏପିସୋଡରେ, ଏହା ପ୍ରସାରିତ ହେବ ଆସନ୍ତା ଅକ୍ଟୋବର ୩୧ରେ ସନ୍ଧ୍ୟା ୫ରେ । ଜୀ ସାର୍ଥକର ଏହି ଲୋକପ୍ରିୟ ରିଅଲିଟି ଶୋ’ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହ ଏକ ନୂଆ ଆଶା ସୃଷ୍ଟି କରିଛି । ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ରContinue reading “ଅକ୍ଟୋବର ୩୧ରେ ପ୍ରସାରିତ ହେବ ଜୀ-ସାର୍ଥକରେ ପ୍ରସାରିତ ରିଅଲିଟି ଶୋ ‘ଦିଦି ନମ୍ବର -୧’ର ୫୦୦ତମ ଏପିସୋଡ । ଦ୍ୱିତୀୟ ସିଜନକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।”

କେରଳ ରାଲିରେ ହମାସ୍ ନେତା ଖାଲିଦଙ୍କ ନାରା । କହିଲେ ‘ବୁଲଡୋଜର ହିନ୍ଦୁତ୍ୱକୁ ଉପାଡି ପିଙ୍ଗିଦିଅ’ ।

କନକ ବ୍ୟୁରୋ: କେରଳ ମଲ୍ଲପୁରମ୍ ଠାରେ ପାଲେଷ୍ଟାଇନ ସମର୍ଥନରେ ବାହାରିଥିବା ରାଲିରେ ହମାସ୍ ନେତା ଖାଲିଦ୍ ମଶେଲଙ୍କ ଭର୍ଚୁଆଲ ନାରାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଶୁକ୍ରବାର ମଲ୍ଲପୁରମରେ ସଲିଡାରିଟି ଯୁବା ଆନ୍ଦୋଳନ ଦ୍ୱାରା ଆୟୋଜିତ ଯୁବା ପ୍ରତିରୋଧ ରାଲିରେ ଖାଲିଦ୍ ଭର୍ଚୁଆଲ ମୋଡରେ ଭାଗ ନେଇଥିଲା । ଏଥିରେ ଖାଲିଦ୍ କହିଛି ‘ବୁଲଡୋଜର ହିନ୍ଦୁତ୍ୱ ଓ ରଙ୍ଗଭେଦୀ ଇହୁଦୀବାଦକୁ ମୂଳରୁ ଉପାଡି ଫଙ୍ଗିଦିଅ’ ।Continue reading “କେରଳ ରାଲିରେ ହମାସ୍ ନେତା ଖାଲିଦଙ୍କ ନାରା । କହିଲେ ‘ବୁଲଡୋଜର ହିନ୍ଦୁତ୍ୱକୁ ଉପାଡି ପିଙ୍ଗିଦିଅ’ ।”

ଗଡ଼ିଲା ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନରୁ ଦିଲ୍ଲୀ ଗଲା ସଂଗୃହୀତ ପବିତ୍ର ମାଟି

କନକ ବ୍ୟୁରୋ : ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ଶୁଭାରମ୍ଭ ପାଇଁ ବିଶାଳ ଶୋଭାଯାତ୍ରା । କେନ୍ଦ୍ରମନ୍ତ୍ରୀ . ସାଂସଦ, ବରିଷ୍ଠ ବିଜେପି ନେତା ଓ କର୍ମୀ ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟିକୁ ଧରି ଶୋଭାଯାତ୍ରା କରିଛନ୍ତି । ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଛନ୍ତି । ‘ମୋContinue reading “ଗଡ଼ିଲା ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନରୁ ଦିଲ୍ଲୀ ଗଲା ସଂଗୃହୀତ ପବିତ୍ର ମାଟି”

Design a site like this with WordPress.com
Get started