କନକ ବ୍ୟୁରୋ : ହରିଆଣାରେ ପ୍ରଥମେ କୃଷକ ଆନ୍ଦୋଳନ ଓ ପରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଏହି ଦୁଇଟି ପ୍ରସଙ୍ଗ ଜାତୀୟ ସ୍ତରରେ ବିଜେପିର ଛବିକୁ ଖରାପ କରିଛି । ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହରିଆଣାର ସମସ୍ତ ବର୍ଗର ଭୋଟରଙ୍କୁ ସନ୍ତୋଷ୍ଟ କରିବାକୁ ବିଜେପି ଏକ ନୂଆ ଚାଲ ଖେଳିଛି । ପାର୍ଟି ତରଫରୁ ଶୁକ୍ରବାର ଦିନ ଓବିସି ସମୁଦାୟଙ୍କ ନେତୃତ୍ୱ ନେଉଥିବା ନାଏବ ସିଂ ସୈନୀଙ୍କୁ ରାଜ୍ୟ ଅଧ୍ୟକ୍ଷ ଭାବେ ମନୋନୀତ କରିଛିContinue reading “ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ବଡ ଝଟକା । ନାଏବ ସିଂ ସୈନୀଙ୍କୁ ମିଳିଲା ରାଜ୍ୟ ଅଧ୍ୟକ୍ଷ ପଦ”
Tag Archives: News
ପିଲାଙ୍କ ପାଇଁ ହେବ କ୍ୟାନସର ହସ୍ପିଟାଲ । ୧୫୦କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର
କନକ ବ୍ୟୁରୋ : ପିଲାଙ୍କ ପାଇଁ ହେବ କ୍ୟାନସର ହସ୍ପିଟାଲ । ଜଟଣୀ ନାଇଜର ପରିସରରେ ଆଉ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଂଟରରେ ଏହି ପେଡିଆଟ୍ରିକ କ୍ୟାନସର ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ୧୫୦କୋଟି ଟଙ୍କା ଖର୍ଚ୍ଚ କରିବେ । ନିର୍ମାଣ ପାଇଁ ୮୦କୋଟି ଓ ଉପକରଣ କ୍ରୟ ପାଇଁ ୭୦କୋଟି ଟଙ୍କା ବ୍ୟୟ କରାଯିବ । ହସ୍ପିଟାଲ ପାଖରେ ଧର୍ମଶାଳା ନିର୍ମାଣContinue reading “ପିଲାଙ୍କ ପାଇଁ ହେବ କ୍ୟାନସର ହସ୍ପିଟାଲ । ୧୫୦କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର”
ହାରିଗଲା ପାକିସ୍ତାନ , ପଡିଆରେ ଚିଡିଗଲେ ବାବର! ଡିଆରଏସକୁ ନେଇ କହିଲେ ଏମିତି କଥା ।
କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜିତ ହୋଇ ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡି ସାରିଛି ପାକିସ୍ତାନ । ଚେନ୍ନାଇରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ମାତ୍ର ୧ ୱିକେଟରେ ବାଜିମାତ କରିଥିଲା ଦକ୍ଷିଣ ଆଫ୍ରିକା ଦଳ । ତେବେ ଏହି ମ୍ୟାଚ ଯେଉଁଭଳି ରୋମାଞ୍ଚକର ଥିଲା ଠିକ୍ ସେହିଭଳି ବିବାଦୀୟ ମଧ୍ୟ ଥିଲା । ମ୍ୟାଚରେ ଡିଆରଏସକୁ ନେଇ ବିବାଦ ଦେଖିବାକୁ ମିଳିଛି । ମ୍ୟାଚର ୪୬ ତମ ଓଭରରେContinue reading “ହାରିଗଲା ପାକିସ୍ତାନ , ପଡିଆରେ ଚିଡିଗଲେ ବାବର! ଡିଆରଏସକୁ ନେଇ କହିଲେ ଏମିତି କଥା ।”
ଗ୍ରହଣ ପୂର୍ବରୁ ପାକ ତ୍ୟାଗକୁ ନେଇ ଜ୍ୟୋତିଷ-ହେତୁବାଦୀଙ୍କ ଭିନ୍ନ ମତ । ଜ୍ୟୋତିଷ କହିଲେ, ୪ଟା ୫ ମିନିଟରୁ ପାକ ତ୍ୟାଗ , ଅପରାହ୍ନ ୪ଟା ପୂର୍ବରୁ କରିବେ ଚନ୍ଦ୍ରପୂଜା ।
କନକ ବ୍ୟୁରୋ: କୁମାର ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ । ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଜି ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ଛାଡ଼ିବ । ଅର୍ଥାତ୍ ଗ୍ରହଣ ସ୍ପର୍ଶରContinue reading “ଗ୍ରହଣ ପୂର୍ବରୁ ପାକ ତ୍ୟାଗକୁ ନେଇ ଜ୍ୟୋତିଷ-ହେତୁବାଦୀଙ୍କ ଭିନ୍ନ ମତ । ଜ୍ୟୋତିଷ କହିଲେ, ୪ଟା ୫ ମିନିଟରୁ ପାକ ତ୍ୟାଗ , ଅପରାହ୍ନ ୪ଟା ପୂର୍ବରୁ କରିବେ ଚନ୍ଦ୍ରପୂଜା ।”
‘ମୁଁ ଜଣେ କଳାକାର, ଟୁଟୁ ନାୟକଙ୍କୁ ମୁଁ ବ୍ୟାନ୍ କରୁଛି’: ପ୍ରେସମିଟ୍ କରି ଏଭଳି କହିଲେ ମନୋଜ ମିଶ୍ର
କନକ ବ୍ୟୁରୋ: ଓଲିଉଡ୍ କଳି ଘନେଇବା ପରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ‘ଟୁଟୁ ମିଶ୍ର ତାଙ୍କୁ ବ୍ୟାନ୍ କରିଥିଲେ ଏବେ ସେ ନିଜେ ଟୁଟୁ ନାୟକଙ୍କୁ ବ୍ୟାନ୍ କରିଛନ୍ତି ବୋଲି କହିଛନ୍ତି ମନୋଜ୍ ମିଶ୍ର । ମନୋଜ ମିଶ୍ର କହିଛନ୍ତି ଯେ, ‘ବ୍ୟାନ୍ ନେଇ ମୋତେ କିଛି ଚିଠି ଆସିନି। ମୁଁ ଜଣେ କଳାକାର, ଟୁଟୁ ନାୟକ ମୋତେ କ’ଣContinue reading “‘ମୁଁ ଜଣେ କଳାକାର, ଟୁଟୁ ନାୟକଙ୍କୁ ମୁଁ ବ୍ୟାନ୍ କରୁଛି’: ପ୍ରେସମିଟ୍ କରି ଏଭଳି କହିଲେ ମନୋଜ ମିଶ୍ର”
୫୧ ହଜାର ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରି । ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର
କନକ ବ୍ୟୁରୋ : ଦେଶର ୫୧ ହଜାର ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ଦେଇଛନ୍ତି । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଏହି ରୋଜଗାର ମେଳା ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପାରଦର୍ଶି କରିବ । ଏହାଦ୍ୱାରା ଦେଶର ଯୁବକମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଉପରେ ଭରସା ଆସିଛି । #WATCH | Delhi: PM Modi says, “…Continue reading “୫୧ ହଜାର ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରି । ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର”
ବ୍ରେନ ଷ୍ଟ୍ରୋକର କାରଣ କଣ? ଏଥିରୁ ମୁକୁଳିବେ କିପରି, ଜାଣନ୍ତୁ
କନକ ବ୍ୟୁରୋ : ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି । ଓଡିଶାରେ ଏହାର ମୁକାବିଲା କିପରି କରାଯାଇପାରିବ ସେନେଇ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କୁ ଏକାଠି କରି ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଇଏଫଆଇ ଫାଉଣ୍ଡେସନ ତଥା ଓଡିଶା ଲାଇଭ ଓ ସ୍ୱାସ୍ଥ୍ୟ ପ୍ଲସର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାୟContinue reading “ବ୍ରେନ ଷ୍ଟ୍ରୋକର କାରଣ କଣ? ଏଥିରୁ ମୁକୁଳିବେ କିପରି, ଜାଣନ୍ତୁ “
ହମାସ- ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ । ଭୋଟ ଦେବାରୁ ନିବୃତ ରହିଲା ଭାରତ
କନକ ବ୍ୟୁରୋ : ହମାସ- ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ଭାରତ ଏହି ପ୍ରସଙ୍ଗରେ ଭୋଟ ଦେବାରୁ ନିବୃତ ରହିଛି । ଜାତିସଂଘରେ ଥିବା ମୋଟ ୧୯୩ ଦେଶ ମଧ୍ୟରୁ ୧୨୦ ଦେଶ ଯୁଦ୍ଧ ବନ୍ଦ ଉପରେ ମତଦାନ କରିଥିବା ବେଳେ ୧୪ ଦେଶ ଏହା ବିରୋଧରେ ଭୋଟ ଦେଇଛନ୍ତି । ଭାରତ ସମେତ ୪୫ ଦେଶ ଭୋଟ ଦେବାରୁ ନିବୃତ ରହିଛନ୍ତି । ସେପଟେ ଗାଜାରେ ପ୍ରବେଶContinue reading “ହମାସ- ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ । ଭୋଟ ଦେବାରୁ ନିବୃତ ରହିଲା ଭାରତ”
ଇଡି ଗିରଫ କରିବା ପରେ ବଢିଲା ମନ୍ତ୍ରୀଙ୍କ ବ୍ଳଡପ୍ରେସର୍ । କୋର୍ଟରେ ଚେତାଶୂନ୍ୟ ହୋଇ ପଡିଗଲେ ।
କନକ ବ୍ୟୁରୋ: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ରିମାଣ୍ଡ ଶୁଣାଣି ସମୟରେ ବାଙ୍କଶାଲ କୋର୍ଟରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି । ମଲ୍ଲିକଙ୍କୁ ଇଡି ଗିରଫ କରିବା ସହ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲା । ଏହି ଘଟଣାକୁ ନେଇ ମନ୍ତ୍ରୀଙ୍କ ରକ୍ତଚାପ ବଢିଯାଇଥିଲା ଏବଂ କୋର୍ଟରେ ହାଜର ହେବାବେଳେ ସେContinue reading “ଇଡି ଗିରଫ କରିବା ପରେ ବଢିଲା ମନ୍ତ୍ରୀଙ୍କ ବ୍ଳଡପ୍ରେସର୍ । କୋର୍ଟରେ ଚେତାଶୂନ୍ୟ ହୋଇ ପଡିଗଲେ ।”
ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । ନଷ୍ଟ ହେବାକୁ ବସିଛି ଏକର ଏକର ଧାନ ଫସଲ
କନକ ବ୍ୟୁରୋ : ଚାଷୀଙ୍କୁ ଚକଡ଼ା ପୋକ ଚିନ୍ତା । ବାଲେଶ୍ୱର ନୀଳଗିରି ଉପଖଣ୍ଡରେ ଏକର ଏକର ଚାଷ ଜମିରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ବାରମ୍ବାର କୀଟନାଶକ ପକାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା କହିଛନ୍ତି ଚାଷୀ । ଚକଡ଼ା, ପତ୍ରଗୁଣ୍ଡି ଓ ନଳୀ ପୋକ ଲାଗି ଫସଲ ନଷ୍ଟ ହେଉଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଚାଷୀ ମୁଣ୍ଡରେ ଚଡ଼କContinue reading “ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । ନଷ୍ଟ ହେବାକୁ ବସିଛି ଏକର ଏକର ଧାନ ଫସଲ”