ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ ।

କନକ ବ୍ୟୁରୋ: ଚେକୋସ୍ଲୋଭାକିଆର ଟିଭି କଳାକାର କାମିଲ ବାର୍ତୋସେକ ଏଭଳି କାମ କରିଛନ୍ତି ଯାହା ସାରା ବିଶତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକାଶ ମାର୍ଗରୁ ହେଲିକପ୍ଟରରୁ ବର୍ଷା କରିଛିନ୍ତି ଲକ୍ଷ ଲକ୍ଷ ଟଙ୍କା । ଆକାଶମାର୍ଗରେ ଥାଇ ଏକ ହେଲିକପ୍ଟରରୁ ତଳେ ଅପେକ୍ଷାରତ ସମର୍ଥକମାନଙ୍କ ଉପରକୁ ୧୦ ଲକ୍ଷ ଡଲାର ଅର୍ଥ ବର୍ଷା କରିଛନ୍ତି। ସ୍ପେନୀୟ ଅପରାଧଭିତ୍ତିକ ଧାରାବାହିକ ‘ମନି ହାଇଷ୍ଟ୍‌’ ଢଙ୍ଗରେ ତାଙ୍କର ଏହି କାରନାମା ଚର୍ଚ୍ଚାର ବିଷୟ ହୋଇଛି। ବାର୍ତୋସେକ ସାମାଜିକ ଗଣମାଧ୍ୟମ ମାଧ୍ୟମରେContinue reading “ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ ।”

‘ମୋ ମୋଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଆଜି ଶୁଭାରମ୍ଭ । ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

କନକ ବ୍ୟୁରୋ: ଆଜି ଶୁଭାରମ୍ଭ ହେବ ‘ମୋ ମୋଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ । ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ । ‘ମୋ ମୋଟି ମୋ ଦେଶ’ ଅଭିଯାନରେ ଜଡ଼ିତ ବ୍ୟକ୍ତିମାନଙ୍କୁ ନୂଆଦିଲ୍ଲୀ ଯିବା ପାଇଁ ସୁବିଧା ପ୍ରଦାନ କରିବ ଏହି ସ୍ୱତନ୍ତ୍ର ଟ୍ରେନ । ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ଦିନContinue reading “‘ମୋ ମୋଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଆଜି ଶୁଭାରମ୍ଭ । ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ”

ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ଏକ ୱିକେଟରେ ହାରିଲା ବାବରଙ୍କ ଟିମ୍

କନକ ବ୍ୟୁରୋ : ଆଇସିସି ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଏକ ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ଏକ ୱିକେଟରେ ପରାସ୍ତ କରିଛି ସାଉଥ ଆଫ୍ରିକା । ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି । ଚେନ୍ନାଇରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ରଖିଥିଲା ପାକିସ୍ତାନ । ଦଳ ସୌଦ ସକୀଲ ୫୨ ରନ୍, ଅଧିନାୟକ ବାବର ଆଜମ ୫୦ ରନ୍ ଓContinue reading “ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ଏକ ୱିକେଟରେ ହାରିଲା ବାବରଙ୍କ ଟିମ୍”

ଗାଜାରେ ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୦୦ରୁ ଅଧିକ ମୃତ ।

କନକ ବ୍ୟୁରୋ: ଦିନକୁ ଦିନ ଭୟାବହ ହେଉଛି ଇସ୍ରାଏଲ ଓ ହମାସ୍ ଯୁଦ୍ଧ । ପାଖାପାଖି ୨ ସପ୍ତାହ ଧରି ଯୁଦ୍ଧ ଚାଲିଥିବାବେଳେ ଆଜି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି । ଗାଜା ସିଟିର ଅଲ-ଜାୟତୁନ ଅଞ୍ଚଳରେ ଏକ ଚାରି ମହଲା ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କContinue reading “ଗାଜାରେ ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୦୦ରୁ ଅଧିକ ମୃତ ।”

ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ

କନକ ବ୍ୟୁରୋ : ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ହେଲେ ଜମ୍ମୁ-କଶ୍ମୀର ପୁଲିସ ଡିଜି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଆଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି । ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଞ୍ଜନ ନଭେମ୍ବର ୧ ତାରିଖରୁ ଜମ୍ମୁ-କଶ୍ମୀର ପୁଲିସ ଡିଜି ଭାବ କାର୍ଯ୍ୟ କରିବେ । ସେ ଦିଲବାଗ ସିଂଙ୍କ ସ୍ଥାନ ନେବେ । ଦିଲବାଗ ୫ ବର୍ଷ ଧରି ଜମ୍ମୁ-କଶ୍ମୀରର ପୋଲିସ ମୁଖ୍ୟ ଦାୟିତ୍ୱରେ ଥିଲେ । ଆସନ୍ତାContinue reading “ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ”

କାଲିଠାରୁ ପବିତ୍ର କାର୍ତିକ ମାସ । ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା

କନକ ବ୍ୟୁରୋ : କାଲିଠାରୁ ପବିତ୍ର କାର୍ତିକ ମାସ ଆରମ୍ଭ ହେବ । ହବିଷ୍ୟାଳିମାନେ କାର୍ତିକ ବ୍ରତ ପାଳନ ଆରମ୍ଭ କରିବେ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ପୂର୍ବପ୍ରସ୍ତୁତି ଚାଲିଛି । ତେବେ ଯେତିକି ସଂଖ୍ୟାରେ ହବିଷ୍ୟାଳି ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଜିକୃତ ହୋଇଛନ୍ତି, ତା’ଠାରୁ ବହୁ ଅଧିକ ଅପେକ୍ଷାରେ ରହିଛନ୍ତି । ପୂର୍ବବର୍ଷ ଭଳି ଅନେକ ସିଧାସଳଖ ହବିଷ୍ୟାଳି ଶିବିରରେ ପହଞ୍ଚିଥିବା ବେଳେContinue reading “କାଲିଠାରୁ ପବିତ୍ର କାର୍ତିକ ମାସ । ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା”

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କର ହେବ ଶେଷକୃତ୍ୟ । ଏନେଇ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସଙ୍ଗୀତର ଯାଦୁଗର ସ୍ୱରୂପ ନାୟକ । ସ୍ୱରୂପ ନାୟକ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ସ୍ୱରୂପ ନାୟଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ ଶୁନ୍ୟସ୍ଥାନContinue reading “ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର”

କୁମାର ପୂର୍ଣ୍ଣିମାରେ ପଡ଼ୁଛି ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ନିଷେଧ । ସେପଟେ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ

କନକ ବ୍ୟୁରୋ : କୁମାର ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ । ଆଜି କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଜି ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ରାତି ୨ଟା ୨୪ ମିନିଟ୍Continue reading “କୁମାର ପୂର୍ଣ୍ଣିମାରେ ପଡ଼ୁଛି ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ନିଷେଧ । ସେପଟେ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ”

ଧରାପୃଷ୍ଠକୁ ଆସୁଛନ୍ତି ମା’ ଧନଦାତ୍ରୀ । ଗ୍ରହଣ ଲାଗୁଥିବାରୁ ଢେଙ୍କାନାଳରେ ସକାଳ ୮ଟାରୁ ୪ଟା ଭିତରେ ହେବ ମା’ ଗଜଲକ୍ଷ୍ମୀଙ୍କ ନୀତି

କନକ ବ୍ୟୁରୋ : ଆଜି ଧରାପୃଷ୍ଠକୁ ବିରାଜିବେ ମା’ ଧନଦାତ୍ରୀ । ମା’ ଗଜଲକ୍ଷ୍ମୀ ପୂଜା ପାଇଁ ସବୁଠି ଉତ୍ସବର ମାହୋଲ । ଢେଙ୍କାନାଳରେ ପ୍ରସ୍ତୁତି ଶେଷ । ଗ୍ରହଣ ଲାଗୁଥିବାରୁ ସକାଳ ୮ଟାରୁ ୪ଟା ଭିତରେ ମା’ଙ୍କ ଜୀବନ୍ୟାସ, ଚକ୍ଷୁଦାନ ଆଦି ନୀତି ସମ୍ପନ୍ନ ହେବ । ପୂଜା ପାଇଁ ମା’ଙ୍କ ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଶ ଦେଇଛନ୍ତି କାରିଗର । ବଡ଼ ବଡ଼ ତୋରଣ ସାଙ୍ଗକୁ ଆଲୋକ ମାଳାରେ ସଜେଇ ହୋଇଛି ଢେଙ୍କାନାଳ ସହରContinue reading “ଧରାପୃଷ୍ଠକୁ ଆସୁଛନ୍ତି ମା’ ଧନଦାତ୍ରୀ । ଗ୍ରହଣ ଲାଗୁଥିବାରୁ ଢେଙ୍କାନାଳରେ ସକାଳ ୮ଟାରୁ ୪ଟା ଭିତରେ ହେବ ମା’ ଗଜଲକ୍ଷ୍ମୀଙ୍କ ନୀତି”

କାର୍ତ୍ତିକ ମାସ ପୂର୍ବରୁ ଆମିଷ ମାଡ: ମାଛ, ମାଂସ ଦୋକାନରେ ଅସମ୍ଭାଳ ଭିଡ

କନକ ବ୍ୟୁରୋ: କାର୍ତିକ ମାସ ପୂବ ର୍ରୁ ଆମିଷ ବଜାରରେ ଭିଡ । ଦିନକ ପରେ କାର୍ତିକ ମାସ ଆରମ୍ଭ ହେଉଥିବାରୁ ଏବଂ ଆସନ୍ତାକାଲି କୁମାରପୂଣ୍ଣ ର୍ିମାରେ ଚନ୍ଦ୍ର ଗ୍ରହଣ ପଡୁଛି । ତେଣୁ ଘରେ ଆମିଷ ପଶି ପାରିବ ନାହିଁ । ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । କାର୍ତିକ ମାସ ଆରମ୍ଭ ପୂର୍ବରୁ ଶୁକ୍ରବାର ଶେଷ ଆମିଷ ବାର । ଶନିବାର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନିContinue reading “କାର୍ତ୍ତିକ ମାସ ପୂର୍ବରୁ ଆମିଷ ମାଡ: ମାଛ, ମାଂସ ଦୋକାନରେ ଅସମ୍ଭାଳ ଭିଡ”

Design a site like this with WordPress.com
Get started