କନକ ବ୍ୟୁରୋ : ଯଦି ପ୍ରଥମ ପତ୍ନୀ ଜୀବିତ ଥିବେ ତେବେ ଆସାମର ସରକାରଙ୍କ ଅଧିନସ୍ଥ କୌଣସି କର୍ମଚାରୀ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ୨ୟ ବିବାହ କରିପାରିବେ ନାହିଁ । ଏଭଳି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଆସାମ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ୨ୟ ବିବାହ ପାଇଁ ଧାର୍ମିକ ପ୍ରତିବନ୍ଧକ ନଥିଲେ ମଧ୍ୟ ସରକାରୀ ଚାକିରିଆଙ୍କୁ ସରକାରଙ୍କଠୁ ଅନୁମତି ନେବାକୁ ପଡିବ । ଏଭଳି ନିଷ୍ପତି ପଛର ପେନସନ ଏକContinue reading “ଆସାମ ସରକାରଙ୍କ ନୂଆ ନିୟମ, ଏଣକି ରାଜ୍ୟ ସରକାରଙ୍କ ଅନୁମତି ବିନା ସରକାରୀ କର୍ମଚାରୀ କରିପାରିବେନି ୨ୟ ବିବାହ”
Tag Archives: News
ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତିବର୍ଷା । ନିର୍ବାଚନୀ ଇସ୍ତାହାର ରାଜ୍ୟବାସୀଙ୍କୁ ୫ ପ୍ରତିଶ୍ରୁତି
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଗେହଲଟ ସରକାରଙ୍କ ମାଷ୍ଟରଷ୍ଟ୍ରୋକ । ନିର୍ବାଚନୀ ଇସ୍ତାହାରରେ ଦେଲେ ୫ ପ୍ରତିଶ୍ରୁତି । ଏକ କୋଟି ୫୦ ଲକ୍ଷ ପରିବାରକୁ ୫ଶହ ଟଙ୍କାର ରୋଷେଇ ଗ୍ୟାସ, ଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧୦ହଜାର ଟଙ୍କା, ୨ଟଙ୍କା କିଲୋରେ ଗୋବର ଘଷି, ସରକାରୀ କଲେଜର ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷ ମାଗଣାରେ ଲ୍ୟାପଟପ ଓ ଟ୍ୟାବଲେଟ, ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମାରାଶି, ଓପିଏସ ଗ୍ୟାରେଟିଂ ଦେଇଛନ୍ତି ଗେହଲଟContinue reading “ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତିବର୍ଷା । ନିର୍ବାଚନୀ ଇସ୍ତାହାର ରାଜ୍ୟବାସୀଙ୍କୁ ୫ ପ୍ରତିଶ୍ରୁତି”
ଭାରତୀୟ ନୌସେନାର ୮ଜଣ ପୂର୍ବ ଅଧିକାରୀଙ୍କୁ କାତାରକୋର୍ଟଙ୍କ ମୃତ୍ୟୁ ଦଣ୍ଡ ଶୁଣାଣୀ ଘଟଣା । କେନ୍ଦ୍ର ସରକାରଙ୍କୁ ଦୋଷୀ କହିଲେ କଂଗ୍ରେସ ନେତା ମନିଷ ତିୱାରୀ
କନକ ବ୍ୟୁରୋ : ଗୁରୁବାର ଯେବେ ଅର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ୮ ଜଣ ଭାରତୀୟ ପୂର୍ବତନ ସେନାଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କାତାରର ମିଲିଟାରୀ କୋର୍ଟ ସେତେବେଳଠୁ ଉଠୁଛି ପଡୁଛି ଦେଶ । ଏହି ଅଧିକାରୀ କିଏ? ଏମାନଙ୍କ ଦୋଷ କ’ଣ? ଏଭଳି ସଜା କାହିଁକି ଦିଆଗଲା? ଅଭିଯୋଗ ପଛର କାରଣ କ’ଣ? ଏହା କେତେ ସତ କେତେ ମିଛ? ଏମିତି ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ଭାରତ ସରକାରContinue reading “ଭାରତୀୟ ନୌସେନାର ୮ଜଣ ପୂର୍ବ ଅଧିକାରୀଙ୍କୁ କାତାରକୋର୍ଟଙ୍କ ମୃତ୍ୟୁ ଦଣ୍ଡ ଶୁଣାଣୀ ଘଟଣା । କେନ୍ଦ୍ର ସରକାରଙ୍କୁ ଦୋଷୀ କହିଲେ କଂଗ୍ରେସ ନେତା ମନିଷ ତିୱାରୀ”
ଗ୍ରାଉଣ୍ଡ ଅପରେସନକୁ ଅନୁମତି ନମିଳିବା ପରେ ଇସ୍ରାଏଲର ସର୍ଜିକାଲ ଷ୍ଟ୍ରାଇକ୍ । ଗାଜା ସୀମାରେ ଘେରି ରହିଛନ୍ତି ୩ରୁ ୪ଲକ୍ଷ ଇସ୍ରାଏଲ ସେନା
କନକ ବ୍ୟୁରୋ : ଏହି ଦୃଶ୍ୟ ହିଁ ବୟାନ କରୁଛି ଯେବେ ଆମେରିକା ପ୍ରତିଶୋଧ ପରାୟଣ ହୁଏ ସେତେବେଳେ ପରିଣାମ କେତେ ଭୟଙ୍କର ହୁଏ । ଗୋଟେ ପଟେ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ହଠାତ ସିରିଆ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଗୁରୁବାର ରାତିରେ ହୋଇଥିବା ଏୟାରଷ୍ଟ୍ରାଇକରେ ମାଟିରେ ମିଶିଛି ଇରାନ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ । ଗ୍ରୁପରେ ଏକାଧିକ ଠିକଣା ଧ୍ୱଂସ ହୋଇଥିବା ସୂଚନା ରହିଛି । ସେପଟେContinue reading “ଗ୍ରାଉଣ୍ଡ ଅପରେସନକୁ ଅନୁମତି ନମିଳିବା ପରେ ଇସ୍ରାଏଲର ସର୍ଜିକାଲ ଷ୍ଟ୍ରାଇକ୍ । ଗାଜା ସୀମାରେ ଘେରି ରହିଛନ୍ତି ୩ରୁ ୪ଲକ୍ଷ ଇସ୍ରାଏଲ ସେନା”
ପାଇକଗଡରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ: ସଭା ମଂଚରୁ ସରକାରଙ୍କୁ ଟାର୍ଗେଟ
କନକ ବ୍ୟୁରୋ: ଖୋର୍ଦ୍ଧାରେ ପରିବର୍ତନ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଦଳ ଅଭିଯାନ ଆରମ୍ଭ କରିଛି । ପାଇକମାଟିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା । କହିଛନ୍ତି ଏବେ ସରକାର ପରିବର୍ତନର ସମୟ ଆସିଯାଇଛି । ଏହାରି ଭିତରେ ପିସିସି ସଭାପତି ସଭାରେ ଘୋଷଣା କରିଛନ୍ତି, ଜଟଣୀ ଆସନରୁ ପୁଣି ସୁରବାବୁ ଲଢିବେ । ପୂର୍ବରୁContinue reading “ପାଇକଗଡରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ: ସଭା ମଂଚରୁ ସରକାରଙ୍କୁ ଟାର୍ଗେଟ “
ନିରବିଗଲା ପ୍ରଖ୍ୟାତ ସଙ୍ଗୀତକାର ସ୍ୱରୂପ ନାୟକଙ୍କ ସ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସ୍ୱରର ସୌଦାଗର
କନକ ବ୍ୟୁରୋ: ନିରବି ଯାଇଛି ସାରସ୍ୱତ ସଙ୍ଗୀତ ସାଧକ ସ୍ୱରୂପ ନାୟକଙ୍କ ସ୍ୱର । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସଙ୍ଗୀତର ଯାଦୁଗର ସ୍ୱରୂପ ନାୟକ । ସେ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ସ୍ୱରୂପ ନାୟଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଅପୁରଣୀୟ ଶୁନ୍ୟସ୍ଥାନ ସୃଷ୍ଟି କରିଛି । ୭୦ରୁ ଅଧିକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସ୍ୱରୂପଙ୍କ ଦେହାନ୍ତ ଖବର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇContinue reading “ନିରବିଗଲା ପ୍ରଖ୍ୟାତ ସଙ୍ଗୀତକାର ସ୍ୱରୂପ ନାୟକଙ୍କ ସ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସ୍ୱରର ସୌଦାଗର”
ଟଙ୍କାଟିଏ ନେଇ ନଥିଲେ ଋଣ: ଗାଁରେ ଖୋଲିଲେ ଅଫିସ୍, ଏବେ ଛିଡା କରିଛନ୍ତି ୩୯ ହଜାର କୋଟିର କମ୍ପାନୀ
କନକ ବ୍ୟୁରୋ: ଅନେକ ଆଇଟି ଇଞ୍ଜିନିୟରଙ୍କ ସ୍ୱପ୍ନ ଥାଏ କୌଣସି ବିଦେଶ କମ୍ପାନୀରେ ଭଲ ଚାକିରିଟିଏ କରିବାକୁ । ଭଲ ସାଲାରୀରେ ଜୀବନ ବିତାଇବାକୁ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଦରମାରେ ସନ୍ତୁଷ୍ଟ ନଥାନ୍ତି । ନିଜ ଦେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଟାଣି ଆଣେ ନିଜ ମାଟିକୁ । ଆମେ ଆଜି ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କ ସଫଳତାର କାହାଣୀ ଶୁଣାଇବୁ ଯିଏ ଆମେରିକାରେ ଚାକିରି ଛାଡିContinue reading “ଟଙ୍କାଟିଏ ନେଇ ନଥିଲେ ଋଣ: ଗାଁରେ ଖୋଲିଲେ ଅଫିସ୍, ଏବେ ଛିଡା କରିଛନ୍ତି ୩୯ ହଜାର କୋଟିର କମ୍ପାନୀ”
ଚନ୍ଦ୍ର ଗ୍ରହଣ ପାଇଁ ବାବା ଆଖଣ୍ଡଳମଣିଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ । ଭୋର ୪ଟାରେ ଦ୍ୱାରଫିଟା, ଅପରାହ୍ଣ ୪ଟାରେ ପଡିବ ପହୁଡ
କନକ ବ୍ୟୁରୋ : ଆସନ୍ତାକାଲି ଶନିବାର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଆରଡି ପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଭୋର ୪ଟାରେ ଦ୍ୱାର ଫିଟାନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯିବ । ବାବାଙ୍କୁ ସଜେଇବା ପରେ ପହିଲି ଭୋଗ ଲାଗି କରାଯିବ । ସମସ୍ତ ନୀତିକାନ୍ତି ମଧ୍ୟାହ୍ନ ୧୧ଟାରୁ ୧୨ଟାContinue reading “ଚନ୍ଦ୍ର ଗ୍ରହଣ ପାଇଁ ବାବା ଆଖଣ୍ଡଳମଣିଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ । ଭୋର ୪ଟାରେ ଦ୍ୱାରଫିଟା, ଅପରାହ୍ଣ ୪ଟାରେ ପଡିବ ପହୁଡ”
ଆଉ ଶୁଭିବନି ସ୍ୱରୂପଙ୍କ ସ୍ୱର: କଥାରେ ତାଙ୍କର ହସ ଥିଲା, ସ୍ୱର ତାଙ୍କର ନିରବିଗଲା…
କନକ ବ୍ୟୁରୋ: ତାଙ୍କ ଦେହାନ୍ତର ଖବର ଶୁଣି ଗାଁ ଆଜି ଖାଁ ଖାଁ… ଗାଁ ମଝିରେ ଚାନ୍ଦିନୀର ଗୀତ ଶୁଭୁନି, କି କୂଅରୁ ପାଣି କାଢୁ କାଢୁ ଆଜି କିଏ ଓଦା ହେଉନି । ବରଂ ସ୍ୱରୂପ ଦା’ଙ୍କ ଗଲା ପରେ ପରେ ଆଖିର ଲୁହରେ ଓଦା ହେଉଛନ୍ତି ସମସ୍ତେ । ଗାଁ ମଝିଟାରେ ସ୍ୱରୂପଙ୍କ ସଙ୍ଗୀତକୁ ମନେ ପକାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ବାବୁ ଦା’ଙ୍କ ପ୍ରଶଂସକ । ଓଡିଆ ସଙ୍ଗୀତ ଜଗତକୁ କାଳଜୟୀ ସଙ୍ଗୀତContinue reading “ଆଉ ଶୁଭିବନି ସ୍ୱରୂପଙ୍କ ସ୍ୱର: କଥାରେ ତାଙ୍କର ହସ ଥିଲା, ସ୍ୱର ତାଙ୍କର ନିରବିଗଲା…”
ଗଜପତି ଗୁମ୍ମାରେ ଜନପ୍ରତିନିଧି ମାଗୁଛନ୍ତି ସହାୟତା । ବର୍ଷାରେ ଘର ଭାଙ୍ଗି ଯିବା ପରେ ରୋଷେଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୱାର୍ଡ ମେମ୍ବର
କନକ ବ୍ୟୁରୋ : ବର୍ଷା ହେଲା ମୁଣ୍ଡ ଉପରେ ଥିବା ଭରସାର ଛାତଟି ଭାଙ୍ଗିଗଲା । ଲଗାଣ ବର୍ଷାରେ ଘରର ୯୦ ପ୍ରତିଶତ ଭାଙ୍ଗି ଯିବା ପରେ ରୋଷେଇ ଘରେ ରନ୍ଧାବଢା ଠାରୁ ଶୁଆବସା ସବୁ କରୁଛନ୍ତି ଜଣେ ନିର୍ବାଚିତ ଜନପ୍ରତିନିଧି । ମୁଣ୍ଡ ଗୁଂଜିବାକୁ ଘରଟିଏ ନଥିବାରୁ ସାହାଯ୍ୟ ନିମନ୍ତେ ଅଫିସରୁ ଅଫିସ ଦୌଡୁଥିଲେ ବି କେହି ଶୁଣୁନାହାନ୍ତି । ବର୍ଷା ଯୋଗୁଁ ବାସହରା ହୋଇ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ଗଜପତି ଗୁମ୍ମା ବ୍ଲକContinue reading “ଗଜପତି ଗୁମ୍ମାରେ ଜନପ୍ରତିନିଧି ମାଗୁଛନ୍ତି ସହାୟତା । ବର୍ଷାରେ ଘର ଭାଙ୍ଗି ଯିବା ପରେ ରୋଷେଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୱାର୍ଡ ମେମ୍ବର”