୨୦୨୪ ନିର୍ବାଚନ ପାଇଁ କସରତ: ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ, ଡିସେମ୍ବର ୯ ପର୍ଯ୍ୟନ୍ତ କରିହେବ ଆବେଦନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜିଠୁ ଆରମ୍ଭ ହୋଇଯାଛି ଭୋଟର ତାଲିକା ସଂଶୋଧନ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଲୋକେ ଭୋଟର ତାଲିକାରେ ପଞ୍ଜୀକରଣ କିମ୍ବା ସଂଶୋଧନ ପାଇଁ ଆବେଦନ କରିପାରିବେ । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୧୮ବର୍ଷ ହୋଇଥିଲେ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଭୋଟ୍ ପରିଚୟ ପତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିପରି ଏ ନେଇContinue reading “୨୦୨୪ ନିର୍ବାଚନ ପାଇଁ କସରତ: ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ, ଡିସେମ୍ବର ୯ ପର୍ଯ୍ୟନ୍ତ କରିହେବ ଆବେଦନ”

ପିଆଜ କିଣିଲେ ବୋହୁଛି ଲୁହ: ମାସକ ଭିତରେ ଦାମ ହେଲାଣି ଦୁଇ ଗୁଣା

କନକ ବ୍ୟୁରୋ: ପିଆଜର ଦର ଆଖିଲେ ଲୁହ ଆଣି ଦେଇଛି । ମାସକ ଭିତରେ ପିଆଜର ଦର ଦୁଇ ଗୁଣା ବୃଦ୍ଧିପାଇଛିି । ଖୁଚୁରା ବଜାରରେ ପିଆଜ କିଲୋ କେଉଁଠି ୫୦ ଟଙ୍କା ତ କେଉଁଠି ୬୦ ଟଙ୍କା ହେଲାଣି । ରୋଷେଇ ଶାଳର ଆବଶ୍ୟକ ସାମଗ୍ରୀ ପିଆଜର ଏଭଳି ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି । ସେପଟେ ଚାହିଦା ମୁତାବକ ଯୋଗାଣ ହେଉନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ । ଏଥିପାଇଁ ଉଭୟ ରାଜ୍ୟ ଓContinue reading “ପିଆଜ କିଣିଲେ ବୋହୁଛି ଲୁହ: ମାସକ ଭିତରେ ଦାମ ହେଲାଣି ଦୁଇ ଗୁଣା”

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ: ଗାଁ ହୋଇଗଲା ପୁରୁଷ ଶୂନ୍ୟ

କନକ ବ୍ୟୁରୋ: ରାଜଧାନୀରେ ଗୋଷ୍ଠୀ ସଂଘର୍ଷ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ଗାଁ । ମଚେଂଶ୍ୱର ଥାନା ପଦ୍ମକେଶରପୁର ଓ କେଳାସାହିର ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଛି । ଟେକା ପଥର ସହ ବୋମା ମାଡ ହୋଇଛି । ଦୁଇ ସାହିରେ ଏବେ ବି ଚାପା ଉତେଜନା ରହିଛି । ଶାନ୍ତି ଫେରାଇ ଆଣିବାକୁ ବ୍ୟାପକ ପୁଲିସ ମୂତୟନ ହେବା ସହ ୧୪୪ଧାରା ଜାରି କରିଛି ପ୍ରଶାସନ । ଆଉ ଗିରଫଦାରୀ ଭୟରେ ପୂରା ଗାଁ ହୋଇଯାଇଛିContinue reading “ଗୋଷ୍ଠୀ ସଂଘର୍ଷରୁ ବୋମାମାଡ: ଗାଁ ହୋଇଗଲା ପୁରୁଷ ଶୂନ୍ୟ”

କେବେ ତୁଟିବ ଓଲିଉଡ୍ କଳି? ମନୋଜଙ୍କୁ କ୍ଷମା ମାଗିଲେ ବାବୁସାନ୍

କନକ ବ୍ୟୁରୋ: ଓଲିଉଡ ଷ୍ଟାରଙ୍କ ବିବାଦରେ ଆଉ ଜଣେ ସୁପରଷ୍ଟାର ପ୍ରବେଶ କରିଛନ୍ତି । ବିବାଦର ସମାଧାନ ବାଟ ଧରି କଳି ତୁଟାଇବାକୁ ଆଗକୁ ଆସିଛନ୍ତି ବାବୁସାନ । ମନୋଜ ମିଶ୍ରଙ୍କୁ କ୍ଷମା ମାଗି ସେ ବିବାଦକୁ ଆଗକୁ ନବଢାଇବାକୁ ଅନୁରୋଧ କରିଛନ୍ତି । ମନୋଜ ମିଶ୍ରଙ୍କୁ ବାସନ୍ଦ ପରଠୁ ଆରମ୍ଭ ହୋଇଥିବା ଏହି ବିବାଦ ତେଜିବାରେ ଲାଗିଛି । ସେପଟେ ବିବାଦର ସମାଧାନ ପାଇଁ ସାମ୍ନାକୁ ଆସିଛନ୍ତି ବଲିଉଡ ଓଡିଆ ଆସୋସିଏସନର ପ୍ରତିଷ୍ଠାତା ସଂଜୟ ମହାକୁଡContinue reading “କେବେ ତୁଟିବ ଓଲିଉଡ୍ କଳି? ମନୋଜଙ୍କୁ କ୍ଷମା ମାଗିଲେ ବାବୁସାନ୍”

ବଡ଼ ପରଦାକୁ ଆସିବ ସୀମା-ସଚିନଙ୍କ ପ୍ରେମକାହାଣୀ । ସିନେମା ‘କରାଚିଠୁ ନୋଏଡ଼ା’ର ପ୍ରଥମ ଟ୍ରେଲର ଜାରି

କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ କାହାଣୀକୁ ନେଇ ପ୍ରସ୍ତୁତ ସିନେମା ‘କରାଚି ଟୁ ନୋଏଡା’ର ଟ୍ରେଲର ରିଲିଜ ହୋଇଛି । ନୋଏଡାରେ ରହୁଥିବା ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡି ନିଜ ୪ ଛୁଆଙ୍କୁ ଧରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ତିଆରି ହୋଇଛି ଏହି ଫିଲ୍ମ । ରିଲିଜ ହୋଇଥିବା ୩ ମିନିଟ୍ ଟ୍ରେଲରରେ ଦମଦାର ଡାଇଲଗ ରହିଛି । ତେବେ ଏହି ସିନେମାରେ ସୀମା ହାଇଦରଙ୍କContinue reading “ବଡ଼ ପରଦାକୁ ଆସିବ ସୀମା-ସଚିନଙ୍କ ପ୍ରେମକାହାଣୀ । ସିନେମା ‘କରାଚିଠୁ ନୋଏଡ଼ା’ର ପ୍ରଥମ ଟ୍ରେଲର ଜାରି”

ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼: ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ କର୍ମଚାରୀ ସଂଘର କର୍ମକର୍ତା

କନକ ବ୍ୟୁରୋ: ନବୀନ ନିବାସରେ ନବନିଯୁକ୍ତ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା । ସେପଟେ ଭିକେ ପାଣ୍ଡିଆନଙ୍କୁ ଭେଟିବା ଓ ଶୁଭେଚ୍ଛା ଜଣାଇବା ଘଟଣାକୁ ନେଇ ବୟାନବାଜି ତେଜିଛି । ନବୀନ ନିବାସରେ ଦେଖିବାକୁ ମିଳିଥିଲା ଗହଳି । ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତାମାନେ ନବୀନ ନିବାସରେ ଭିଡ ଜମାଇଥିଲେ । ନୂଆ ନିଯୁକ୍ତି ପାଇଥିବା ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଥିଲେContinue reading “ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼: ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ କର୍ମଚାରୀ ସଂଘର କର୍ମକର୍ତା”

ଉଚ୍ଚଶିକ୍ଷା ପ୍ରତି କମୁଛି ଆଗ୍ରହ: ବୈଷୟିକ ଶିକ୍ଷା ଲାଗି ବଢୁଛି ପ୍ରତିଯୋଗିତା, ପାଠ ଶେଷରେ ଚାକିରି ଆଶାରେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଉଚ୍ଚଶିକ୍ଷାପ୍ରତି ପିଲାଙ୍କ ଆଗ୍ରହ କମୁଛି । ସାମସ ପୋର୍ଟାଲରୁ ଏହି ଉଦବେଗଜନ ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମରେ ପ୍ରାୟ ୯୦ ହଜାର ସିଟ ଖାଲି ପଡିଛି । ଅନ୍ୟପଟେ ବିଏଡ୍, ଏମଏଡ୍ ଏବଂ ଆଇଟିଆଇ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବଢିବାରେ ଲାଗିଛି । ପାଠପଢା ପରେ ଶୀଘ୍ର ଚାକିରୀ ପାଇବା ପାଇଁ ପାରମ୍ପରିକ ଶିକ୍ଷା ବଦଳରେ ବୈଷୟିକ ଓ ପେସାଦାର ଶିକ୍ଷା ପ୍ରତି ଅଧିକାଂଶContinue reading “ଉଚ୍ଚଶିକ୍ଷା ପ୍ରତି କମୁଛି ଆଗ୍ରହ: ବୈଷୟିକ ଶିକ୍ଷା ଲାଗି ବଢୁଛି ପ୍ରତିଯୋଗିତା, ପାଠ ଶେଷରେ ଚାକିରି ଆଶାରେ ଛାତ୍ରଛାତ୍ରୀ”

ପାର୍ବଣ ଋତୁରେ ପିଆଜ ଦର ତାତି । ଦୁର୍ଗା ପୂଜା ସରୁ ସରୁ ଦିଲ୍ଲୀ ଏନସିଆର ସମେତ ବିଭିନ୍ନ ରାଜ୍ୟରେ ପିଆଜ କିଲୋ ହେଲା ୨୦ରୁ ୮୦ ଟଙ୍କାକୁ ବୃଦ୍ଧି

କନକ ବ୍ୟୁରୋ : ପୁଣି ଥରେ ପିଆଜ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଦେଶର ଅନେକ ରାଜ୍ୟରେ ପିଆଜ ଗୋଟେ କିଲୋର ଦାମ ୮୦ରୁ ଅଧିକ ଟଙ୍କା ରହିଛି । ନବରାତ୍ର ଓ ଦୁର୍ଗାପୂଜା ସମୟରେ ପିଆଜ କିଲୋ ୨୦ରୁ ୩୦ ଟଙ୍କା ରହିଥିବାବେଳେ ପୂଜା ସରୁସରୁ ହଠାତ ବଢିଛି ଦର । ଦିଲ୍ଲୀ ଏନସିଆରରରେ ସରକାର କିଲୋପ୍ରତି ୨୫ଟଙ୍କା ଦରରେ ବିକିବାକୁ ନିଷ୍ପତି ନେଇଛନ୍ତି । କିଛି ଦିନ ପୂର୍ବରୁ ଟମାଟୋର ଆକାଶଛ୍ରୁଅାଁContinue reading “ପାର୍ବଣ ଋତୁରେ ପିଆଜ ଦର ତାତି । ଦୁର୍ଗା ପୂଜା ସରୁ ସରୁ ଦିଲ୍ଲୀ ଏନସିଆର ସମେତ ବିଭିନ୍ନ ରାଜ୍ୟରେ ପିଆଜ କିଲୋ ହେଲା ୨୦ରୁ ୮୦ ଟଙ୍କାକୁ ବୃଦ୍ଧି”

ଜାପାନ-ଚୀନ-ଆମେରିକାକୁ ପଛରେ ପକାଇବାକୁ ନାରାୟଣ ମୂର୍ତି ଦେଲେ ନୂଆ ଫମୂର୍ଲା । କହିଲେ ଘରୋଇ-ସରକାରୀ କର୍ମଚାରୀଙ୍କ ନିର୍ଘଣ୍ଟ କାର୍ଯ୍ୟ ସମୟର ବୃଦ୍ଧି ଆବଶ୍ୟକ

କନକ ବ୍ୟୁରୋ : ଚୀନ ଜାପାନକୁ ପଛରେ ପକାଇବାକୁ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତି ଦେଲେ ଫମୂର୍ଲା । ।ଯେତେବେଳେ ସାରା ବିଶ୍ୱରେ କର୍ମଚାରୀଙ୍କ କାମ କରିବା ସମୟ କମାଇବାକୁ ବ୍ୟବସ୍ଥା କରାଯାଉଛି ସେତେବେଳେ ମୂର୍ତି ନୂଆ ଫମୂର୍ଲା ଦେଇଛନ୍ତି । ଭାରତରେ ସରକାରୀ ହେଉ କି ବେସରକାରୀ ସଂସ୍ଥା । ବିଶେଷ କରି ଯୁବକର୍ମଚାରୀ ୮ଘଂଟା ବଦଳରେ ୧୨ଘଂଟା କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୂର୍ତି କହିଛନ୍ତି ଦେଶର ଯୁବବର୍ଗ ସପ୍ତାହକୁ ୭୦Continue reading “ଜାପାନ-ଚୀନ-ଆମେରିକାକୁ ପଛରେ ପକାଇବାକୁ ନାରାୟଣ ମୂର୍ତି ଦେଲେ ନୂଆ ଫମୂର୍ଲା । କହିଲେ ଘରୋଇ-ସରକାରୀ କର୍ମଚାରୀଙ୍କ ନିର୍ଘଣ୍ଟ କାର୍ଯ୍ୟ ସମୟର ବୃଦ୍ଧି ଆବଶ୍ୟକ”

ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି: ତିନି ଦିନ ପରେ ଲାଗି ହେଲା ଭୋଗ

କନକ ବ୍ୟୁରୋ: ତିନି ପରେ ଓପାସ ରହିବା ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତି ସ୍ୱାଭାବିକ ହୋଇଛି । ହେଲେ ସେବାୟତଙ୍କ ବିବାଦର କୌଣସି ସମାଧାନ ହୋଇନାହିଁ । ଏହାର ପ୍ରତିବାଦରେ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଟ୍ରଷ୍ଟିବୋର୍ଡରୁ ଇସ୍ତଫା ଦେଇଛନ୍ତି । ଆଉ କହିଛନ୍ତି ମହାପ୍ରଭୁଙ୍କ ନୀତିକାନ୍ତି ନିଜ ଅନୁସାରେ କରିବେ । ଅର୍ଥାତ୍ ତାଙ୍କ ଇଛା ଅନୁସାରେ ଠାକୁରଙ୍କ ସେବା କରିବେ । ତେଣୁ ଆଗକୁ ପୂଜାପାର୍ବଣରେ ନୀତି ବିଶୃଙ୍ଖଳା ହେବାର ଆଶଙ୍କାContinue reading “ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି: ତିନି ଦିନ ପରେ ଲାଗି ହେଲା ଭୋଗ”

Design a site like this with WordPress.com
Get started