କନକ ବ୍ୟୁରୋ : ବାଲ୍ୟ ବିବାହ ପାଇଁ ପ୍ରସ୍ତୁତି ହୋଇଥିଲା । ହଠାତ୍ ପହଂଚିଗଲେ ପ୍ରଶାସନିକ ଅଧିକାରୀ । ଫେରାର ହୋଇଗଲେ ବର ଓ କନ୍ୟା ପକ୍ଷ । ମନ୍ଦିର ପରିସରରେ ପଡି ରହିଲା ବାଲ୍ୟ ବିବାହ । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ମାଆ ଦଶମଲ୍ଲୀ ଠାକୁରାଣୀ ପୀଠରେ । ଗୋପ ଥାନା ଅଂଚଳର ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଙ୍କ ବିବାହ ପାଇଁ ବ୍ୟବସ୍ଥା ହୋଇଥିଲା । ଜଗତସିଂହପୁର ଜିଲ୍ଲାର ଜଣେ ଯୁବକଙ୍କContinue reading “ଗୋପର ମାଆ ଦଶମଲ୍ଲୀ ଠାକୁରାଣୀ ପୀଠରେ ଚାଲିଥିଲା ବାଲ୍ୟ ବିବାହ ପାଇଁ ପ୍ରସ୍ତୁତି । ପହଂଚିଲେ ପ୍ରଶାସନିକ ଅଧିକାରୀ, ଛତ୍ର ଭଙ୍ଗ ଦେଲେ ବର ଓ କନ୍ୟା ପକ୍ଷ”
Tag Archives: News
ଦଳ ଓ କାଠିକୁଟାରେ ପୋଖରୀ ଭର୍ତି । ସରକାରୀ କାଗଜରେ ସଫା କରାଯାଇଥିବା ଦର୍ଶାଇ ସରକାରୀ ଅର୍ଥ ହରିଲୁଟ
କନକ ବ୍ୟୁରୋ : ଅନାବନା ଲଟା ଓ ଘାସ ଭର୍ତି ଏହି ପୋଖରୀ କୁଆଡେ ଗତ ମାସ ଅଗଷ୍ଟ ମାସରେ ପୁନଃରୁଦ୍ଧାର କରାଯାଇଛି । ୨୦୨୦ ମସିହାରେ ଖୋଳା ଯାଇଥିବା ପୋଖରୀ ପୁନଃରୁଦ୍ଧାର ଆଳରେ ଜିଆରଏସ୍ ଓ ଜେଇ ପ୍ରାୟ ୪ ଲକ୍ଷ ଟଙ୍କା ବିଲ କରି ନେଇଥିବା ଅଭିଯୋଗ ହୋଇଛି । ଜବକାର୍ଡଧାରୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଗେଞ୍ଜେରାପଲ୍ଲୀ ପୋଖରୀ କାମ ବାବଦରେ ଶ୍ରମିକଙ୍କ ଆକାଉଂଟକୁ ୪ଲକ୍ଷ ଟଙ୍କାContinue reading “ଦଳ ଓ କାଠିକୁଟାରେ ପୋଖରୀ ଭର୍ତି । ସରକାରୀ କାଗଜରେ ସଫା କରାଯାଇଥିବା ଦର୍ଶାଇ ସରକାରୀ ଅର୍ଥ ହରିଲୁଟ”
ରେଳ ଧାରଣାରେ କେମିତି ମଲା ହାତୀ । ରେଳ ବିଭାଗର ଆସିଷ୍ଟାଂଡ ଇଂଜିନିୟର ଅପରେସନ୍ ଖୋର୍ଦ୍ଧା ଡିଭିଜନକୁ କାରଣ ଦର୍ଶାଅ ନୋଟିସ
କନକ ବ୍ୟୁରୋ : ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଲୱେ ବିଭାଗକୁ କାରଣ ଦର୍ଶାଅ ନୋଟିସ । ଗତ ୨୫ ତାରିଖରେ ସକାଳୁ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ୫ ଦିନ ଭିତରେ ଜବାବ୍ ରଖିବାକୁ ଆସିଷ୍ଟାଂଡ ଇଂଜିନିୟର ଅପରେସନ୍ ଖୋର୍ଦ୍ଧା ଡିଭିଜନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଯେହେତୁ ହାତୀ ମରିଥିବା ଜାଗାରେ ଟ୍ରାକ ସିଧା ଓ ସମତୁଲ ଜାଗାରେContinue reading “ରେଳ ଧାରଣାରେ କେମିତି ମଲା ହାତୀ । ରେଳ ବିଭାଗର ଆସିଷ୍ଟାଂଡ ଇଂଜିନିୟର ଅପରେସନ୍ ଖୋର୍ଦ୍ଧା ଡିଭିଜନକୁ କାରଣ ଦର୍ଶାଅ ନୋଟିସ”
ଭତା ଟଙ୍କା ବି ହେଉଛି ବାଟମାରଣା । ଯୋଗ୍ୟ ହିତାଧିକାରୀଙ୍କୁ ଭତା ମିଳୁନଥିବା ଅଭିଯୋଗ, ଉତେଜନା ପରେ ଥାନାରେ ପହଂଚିଲା ମାମଲା
କନକ ବ୍ୟୁରୋ : ଭତା ପାଇଁ ଥାନାରେ ମାମଲା ପହଁଚିବ ଏକଥା, ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସେମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ । ଅଣକା ପଂଚାୟତାର ଏକାଧିକ ଗାଁର ପ୍ରାୟ ୬୦ରୁ ଅଧିକ ହିତାଧିକାରୀ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି, ଗତ କିଛି ମାସ ହେଲା ସେମାନଙ୍କୁ ଭତା ଟଙ୍କା ମିଳୁନି । ଏନେଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀକୁ ପଚାରିବାରୁ ସେଠାରେ ଥିବାContinue reading “ଭତା ଟଙ୍କା ବି ହେଉଛି ବାଟମାରଣା । ଯୋଗ୍ୟ ହିତାଧିକାରୀଙ୍କୁ ଭତା ମିଳୁନଥିବା ଅଭିଯୋଗ, ଉତେଜନା ପରେ ଥାନାରେ ପହଂଚିଲା ମାମଲା”
ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଉଜ୍ୱଳ ପ୍ରତିଭାଙ୍କୁ ହରାଇଲା ରାଜ୍ୟ
କନକ ବ୍ୟୁରୋ : ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ତଥା ଅଭିନେତା ସ୍ୱରୂପ ନାୟକଙ୍କ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସଙ୍ଗୀତ ନିର୍ଦ୍ଦେଶନାରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ବିଶେଷContinue reading “ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଉଜ୍ୱଳ ପ୍ରତିଭାଙ୍କୁ ହରାଇଲା ରାଜ୍ୟ”
ଯୋଗାଣ ଶୃଙ୍ଖଳାରେ ଏହାର ଉଲ୍ଲେଖନୀୟ ଶକ୍ତି ପରିଚାଳନା ଓ ନିରାପତା ଡିଜିଟାଇଜେସନ ପାଇଁ ବେଦାନ୍ତକୁ ପୁରସ୍କାର ପ୍ରଦାନ କରାଯାଇଛି
କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଇଣ୍ଡଷ୍ଟ୍ରୀର ଆଇକ୍ୟୁ ନ୍ୟାସନାଲ ଓ ଆଂଚଳିକ ଉତ୍କର୍ଷ ଅଭ୍ୟାସ ପ୍ରତିଯୋଗିତା ତଥା ଶକ୍ତି ପରିଚାଳନାରେ ଉତ୍କର୍ଷତା ଲାଗି ଜାତୀୟ ପୁରସ୍କାରରେ ସମ୍ମାନଜନକ କନଫେଡେରେସନ ଅଫ ଇଣ୍ଡଷ୍ଟ୍ରି ଦ୍ୱାରା ସମ୍ମାନିତ ହୋଇଛି । କମ୍ପାନି ଏହାର ପ୍ରକଳ୍ପ ଯୋଗାଣ ଚେନ ଅପରେସନ ଓ ସେଫ୍ଟି ଡିଜିଟାଇଜେସନ ଅଫ ଇଣ୍ଡଷ୍ଟ୍ରି ପାଇଁ ଦୁଇଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି ଓ ଧାତୁ, ଶକ୍ତି, ଇଂଜିନିୟରିଂ, କାଗଜ ପରିContinue reading ” ଯୋଗାଣ ଶୃଙ୍ଖଳାରେ ଏହାର ଉଲ୍ଲେଖନୀୟ ଶକ୍ତି ପରିଚାଳନା ଓ ନିରାପତା ଡିଜିଟାଇଜେସନ ପାଇଁ ବେଦାନ୍ତକୁ ପୁରସ୍କାର ପ୍ରଦାନ କରାଯାଇଛି”
ସୂର୍ଯ୍ୟକୁମାର ହେବେ ଅଧିନାୟକ ଏବଂ ଲକ୍ଷ୍ମଣ ସାଜିବେ କୋଚ୍! ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବଡ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ ।
କନକ ବ୍ୟୁରୋ : ୨୦୨୩ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜରେ ଅନେକ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯିବ । ସେହିଭଳି କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ବ୍ରେକ ଦିଆଯିବ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଳାଇବ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ ଇଣ୍ଡିଆରContinue reading “ସୂର୍ଯ୍ୟକୁମାର ହେବେ ଅଧିନାୟକ ଏବଂ ଲକ୍ଷ୍ମଣ ସାଜିବେ କୋଚ୍! ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବଡ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ ।”
କପିଲଦେବ ସିଂ ହତ୍ୟା ମାମଲାରେ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲଦଣ୍ଡ । ୫ଲକ୍ଷ ଟଙ୍କା ଜରିମାନା
କନକ ବ୍ୟୁରୋ : ମାଫିଆ ମୁଖତାର ଅନସାରୀଙ୍କୁ ଗାଜିପୁର ଏମପି-ଏମଏଲଏ କୋର୍ଟ ଗ୍ୟାଙ୍ଗଷ୍ଟର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । କୋର୍ଟରେ ଦୋଷୀ ମୁଖତାର ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି । ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ସୋନୁ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାସହ ସୋନୁ ଯାଦବ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏମପି-ଏମଏଲଏ କୋର୍ଟ ୨୬ ଅକ୍ଟୋବରରେ ମାଫିଆContinue reading “କପିଲଦେବ ସିଂ ହତ୍ୟା ମାମଲାରେ ମୁଖତାର ଅନସାରୀକୁ ୧୦ ବର୍ଷ ଜେଲଦଣ୍ଡ । ୫ଲକ୍ଷ ଟଙ୍କା ଜରିମାନା”
ଧାରଣାରେ ବସିଲେ ଆଇସିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ୍ ଦରମା, ଓ ଲିଙ୍ଗଗତ ଅସମାନତା ବିରୋଧରେ ନେଲେ ମହିଳାଙ୍କ ନେତୃତ୍ୱ
କନକ ବ୍ୟୁରୋ : ଆଇସିଲ୍ୟାଣ୍ଡରେ ଏବେ ମହିଳାଙ୍କୁ କମ୍ ଦରମା ମିଳିବା ଓ ଲିଙ୍ଗ ଆଧାରିତ ହିଂସାକୁ ସମାପ୍ତ କରିବାକୁ ଆନ୍ଦୋଳନ ତେଜିଛି । ସବୁଠାରୁ ବଡ କଥା ହେଉଛି ଏହି ଆନ୍ଦୋଳନରେ ମହିଳାଙ୍କ ନେତୃତ୍ୱ ନେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ କ୍ୟାଟରିନ୍ ଜାକୋବସଡୋଟର । ଅନ୍ୟ ମହିଳା କର୍ମୀଙ୍କ ସହ ସେ ଆନ୍ଦୋଳନରେ ବସିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ ଏହି ସମୟରେ ଆଇସିଲ୍ୟାଣ୍ଡରେ ହଜାର ହଜାର ମହିଳା ପୁରୁଷଙ୍କ ତୁଳନାରେ କମ୍ ବେତନ, ଲିଙ୍ଗଗତ ହିଂସାକୁContinue reading “ଧାରଣାରେ ବସିଲେ ଆଇସିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ । ପୁରୁଷଙ୍କ ତୁଳନାରେ ମହିଳାଙ୍କୁ କମ୍ ଦରମା, ଓ ଲିଙ୍ଗଗତ ଅସମାନତା ବିରୋଧରେ ନେଲେ ମହିଳାଙ୍କ ନେତୃତ୍ୱ”
ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଉପାସ ରହିବା ପରେ ଲାଗି ହେଲା ଭୋଗ ।
କନକ ବ୍ୟୁରୋ: ଆରମ୍ଭ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି । ୩ ଦିନ ଉପାସ ରହିବା ପରେ ଆଜି ଲାଗି ହେଲା ଭୋଗ । ଟ୍ରଷ୍ଟ ବୋର୍ଡରୁ ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ଇସ୍ତଫା ଦେବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ଜମି ବିବାଦ ତଥା ସେବା ପାଇଁ ସେବାୟତଙ୍କୁ ଦିଆଯାଇଥିବା ଜମି ଉପରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଦୁଇ ସେବାୟକ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଆରମ୍ଭContinue reading “ସ୍ୱାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ୩ ଦିନ ଉପାସ ରହିବା ପରେ ଲାଗି ହେଲା ଭୋଗ ।”