ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ: ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ

କନକ ବ୍ୟୁରୋ: ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ ସ୍ୱରୂପ । ବହୁ ଓଡିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ପରଲୋକରେ ସାରା ଓଲିଇଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । The post ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ: ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ first appeared onContinue reading “ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ: ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ”

କେଉଁ ଆଇନର ସାହାଯ୍ୟରେ ଭାରତ କତାରରେ ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀ ମାନଙ୍କୁ ରକ୍ଷା କରିପାରିବ ?

କତାରରେ ୮  ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଦଣ୍ଡରୁ ରକ୍ଷା କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଆଇନଗତ ବିକଳ୍ପ ଉପରେ ବିଚାର କରୁଛି । ଏହାପୂର୍ବରୁ, ଇଟାଲୀ ମେରାଇନ୍ସ ମାମଲାରେ ଭାରତ କିଛି ଆଇନ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲା । ଆସନ୍ତୁ ଜାଣିବା କେଉଁ ସାହାଯ୍ୟରେ ଭାରତ ସରକାର କତାରରେ ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀ ମାନଙ୍କୁ ବଞ୍ଚାଇ ପାରିବେ। କତାରରେ ଭାରତର ଆଠ ଜଣ ନାଗରିକଙ୍କୁContinue reading “କେଉଁ ଆଇନର ସାହାଯ୍ୟରେ ଭାରତ କତାରରେ ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀ ମାନଙ୍କୁ ରକ୍ଷା କରିପାରିବ ?”

ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼ । ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା

କନକ ବ୍ୟୁରୋ : ନବୀନ ନିବାସରେ ଭିଡ । ଫାଇଭ ଟି ଚେୟାରମ୍ୟାନ ଭି.କେ ପାଣ୍ଡିଆନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭିଡ ଲାଗିଛି । ବିଭିନ୍ନ ସରକାରୀ କର୍ମଚାରୀ ସଂଘ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ସଂଘ, ଆଟସସୋର୍ସିଂ ସଂଘ, ସଚିବାଳୟ ସେବା ସଂଘର କର୍ମକର୍ତା ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଭେଟଘାଟ ସମୟରେ ନିଜ ନିଜର ସମସ୍ୟା ଜଣାଇଥିବା ଜଣାପଡିଛି । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଛନ୍ତି ଭି କେ ପାଣ୍ଡିଆନContinue reading “ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼ । ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା”

୨୪ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ଆରମ୍ଭ ହେଲା ଭୋଟର ସଂଶୋଧନ ପ୍ରକ୍ରିୟା । ଡିସେମ୍ବର ୯ ତାରିଖ ଯାଏ କରିପାରିବେ ଆବେଦନ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ଭୋଟର ତାଲିକା ସଂଶୋଧନ । ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସଂଶୋଧନ ପାଇଁ ଡିସେମ୍ବର ୯ ତାରିଖ ଯାଏ ଆବେଦନ କରିପାରିବେ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଲୋକେ ଆବେଦନ କରିପାରିବେ । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମContinue reading “୨୪ ନିର୍ବାଚନ ପୂର୍ବରୁ ଶେଷ ଥର ପାଇଁ ଆରମ୍ଭ ହେଲା ଭୋଟର ସଂଶୋଧନ ପ୍ରକ୍ରିୟା । ଡିସେମ୍ବର ୯ ତାରିଖ ଯାଏ କରିପାରିବେ ଆବେଦନ”

ଲିଙ୍ଗରାଜ ମନ୍ଦିର ବିବାଦ ଘଟଣାରେ ନୂଆ ମୋଡ । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂଜାପଣ୍ଡା ଓ ବ୍ରହ୍ମଣ ନିଯୋଗ

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ବିବାଦ ଘଟଣାରେ ନୂଆ ମୋଡ । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂଜାପଣ୍ଡା ଓ ବ୍ରହ୍ମଣ ନିଯୋଗ । ବିବାଦର ସମାଧାନ ନହେବାରୁ ବୋର୍ଡରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଲିଖିତ ଭାବେ ଦେବତୋର କମିସନଙ୍କୁ ଇସ୍ତଫା ପତ୍ର ଦେଇଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ କହିଛନ୍ତି । ସେପଟେ ତିନି ଦିନ ହେଲା ଖାଡା ଉପାସରେ ମହାପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ୨Continue reading “ଲିଙ୍ଗରାଜ ମନ୍ଦିର ବିବାଦ ଘଟଣାରେ ନୂଆ ମୋଡ । ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂଜାପଣ୍ଡା ଓ ବ୍ରହ୍ମଣ ନିଯୋଗ”

ସିନେମାର ଚର୍ଚ୍ଚା ଉପରେ ଭାରିପଡିଲାଣି ଅଭିନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ । କେବେ ତୁଟିବ ଏହି ଓଲିଉଡ କଳି

କନକ ବ୍ୟୁରୋ : କେବେ ତୁଟିବ କଳାକାର କଳି? ଫିଲ୍ମକୁ ନେଇ ଯେତିିକି ଚର୍ଚ୍ଚା ନାହିଁ ତାଠୁ ବଳିଗଲାଣି ଅଭିନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ଅନୁଭବ ମହାନ୍ତି । ରାମ ଫିଲ୍ମକୁ ସମ୍ବଲପୁରରେ ମନୋଜ ମିଶ୍ର ରିଲିଜ କରାଇ ଦେଉନଥିବା ଅନୁଭବ କହିଥିଲେ । ଗୋଟିଏ ଫିଲ୍ମକୁ ରିଲିଜ କରାଇନଦେଇ ପଶ୍ଚିମ ଓ ପୂର୍ବ ଓଡିଶାକୁ ଭାଗଭାଗ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେContinue reading “ସିନେମାର ଚର୍ଚ୍ଚା ଉପରେ ଭାରିପଡିଲାଣି ଅଭିନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ । କେବେ ତୁଟିବ ଏହି ଓଲିଉଡ କଳି”

ଆକ୍ରମଣ ପାଇଁ ୨ ବର୍ଷ ତଳୁ ଯୋଜନା କରିଥିଲା ହମାସ୍ : କେବଳ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରିଥିଲା, ମୋସାଦ୍ ସେମାନଙ୍କ କଲକୁ ଇଣ୍ଟରସେପ୍ଟ କରିପାରିଲା ନାହିଁ

ମୋସାଦ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମଧ୍ୟରେ ବହୁତ ଯୋଗାଯୋଗ ଅଛି ଏବଂ ତଥ୍ୟ ଆଦାନପ୍ରଦାନ ହୁଏ କିନ୍ତୁ  ଏଥର ଉଭୟ ଏଜେନ୍ସି ହମାସର ଯୋଜନା ଆଗରେ ଫେଲ ହୋଇଗଲେ । ୭ ଅକ୍ଟୋବରରେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ହୋଇଥିଲା । ଏହା ପରେ, ଶହ ଶହ ସଂଖ୍ୟାରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କଲେ ଏବଂ ତାଙ୍କ ଆକ୍ରମଣରେ ପ୍ରାୟ ୧୫୦୦  ଇସ୍ରାଏଲୀୟ ନିହତ ହୋଇଥିଲେ । ୨୨୪ ଜଣଙ୍କୁContinue reading “ଆକ୍ରମଣ ପାଇଁ ୨ ବର୍ଷ ତଳୁ ଯୋଜନା କରିଥିଲା ହମାସ୍ : କେବଳ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରିଥିଲା, ମୋସାଦ୍ ସେମାନଙ୍କ କଲକୁ ଇଣ୍ଟରସେପ୍ଟ କରିପାରିଲା ନାହିଁ”

ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ସିଡିପିଓଙ୍କ ଆକ୍ରମଣ ଅଭିଯୋଗ । ଥାନାରେ ଲିଖିତ ଅଭିଯୋଗ କଲେ ସୁପରଭାଇଜର ସୁବାସିନୀ

କନକ ବ୍ୟୁରୋ : ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ସିଡିପିଓଙ୍କ ଆକ୍ରମଣ ଅଭିଯୋଗ । ଏପରି ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ବଡ଼ଚଣା ଆଇସିଡିଏସ ଅଫିସରେ । ଅଭିଯୋଗ ଅନୁଯାୟୀ ଗତକାଲି ଦିନ ୩ଟା ସମୟରେ ସୁପରଭାଇଜର ସୁବାସିନୀ ଅଫିସରେ ବସି କିଛି ସହ କର୍ମୀଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ସିଡିପିଓ ଭଗବତୀ ଗୁରୁ ତାଙ୍କ ନିକଟକୁ ଆସି ଗାଳି ଗୁଲଜ କରିବା ସହ ଗୋଇଠା, ବିଧା ମାରିବା ସହ ତୁଟି ଟାଣି ତଳେ ପକାଇContinue reading “ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ସିଡିପିଓଙ୍କ ଆକ୍ରମଣ ଅଭିଯୋଗ । ଥାନାରେ ଲିଖିତ ଅଭିଯୋଗ କଲେ ସୁପରଭାଇଜର ସୁବାସିନୀ”

ଓଡ଼ିଶାକୁ ଭୁଲି ପାରିବେନି ଗଣେଶୀ ଲାଲ, ଗଣେଶୀ ଲାଲଙ୍କୁ ଭୁଲି ପାରିବନି ଓଡ଼ିଶା । ଭାବବିହ୍ୱଳ ପରିବେଶ ଭିତରେ ବିଦାୟ ନେଲେ ରାଜ୍ୟପାଳ

କନକ ବ୍ୟୁରୋ : ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଦାୟ ପୂର୍ବରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଦାୟୀକାଳୀନ ଶୁଭେଚ୍ଛା ଜଣାଯାଇଛି । ଗତକାଲି ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟପାଳ କହିଥିଲେ, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛିContinue reading “ଓଡ଼ିଶାକୁ ଭୁଲି ପାରିବେନି ଗଣେଶୀ ଲାଲ, ଗଣେଶୀ ଲାଲଙ୍କୁ ଭୁଲି ପାରିବନି ଓଡ଼ିଶା । ଭାବବିହ୍ୱଳ ପରିବେଶ ଭିତରେ ବିଦାୟ ନେଲେ ରାଜ୍ୟପାଳ”

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଭୋଟ କେନ୍ଦ୍ରକୁ ଆସିବା ପାଇଁ ପଠାଯିବ ଗାଡି

କନକ ବ୍ୟୁରୋ : ଆଗକୁ ଆସୁଛି ନିର୍ବାଚନ । ଆଜିଠୁ ଆରମ୍ଭ ହେଲା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ପ୍ରେସମିଟ୍ କରି ନିର୍ବାଚନ ଅଧିକାରୀ କହିଛନ୍ତି, ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ବୁଥ ସଂଖ୍ୟା ମଧ୍ୟ ବଢିଛି । ଆମେ ଚାହୁଁଛୁ ସମସ୍ତଙ୍କ ନାଁ ଭୋଟର ତାଲିକାରେ ରହୁ । ୧୮ବର୍ଷର ହୁଅନ୍ତୁ କିମ୍ବା ୮୦ ବର୍ଷର ସମସ୍ତଙ୍କ ନାଁ ଭୋଟର ଲିଷ୍ଟରେ ରହିବା ଦରକାର । ôଆଜିଠୁ ସ୍ୱତନ୍ତ୍ର ସଂକ୍ଷପ୍ତ ସଂଶୋଧନ ପ୍ରକ୍ରିୟାContinue reading “ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଭୋଟ କେନ୍ଦ୍ରକୁ ଆସିବା ପାଇଁ ପଠାଯିବ ଗାଡି”

Design a site like this with WordPress.com
Get started