କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୨୦ ଦିନରୁ ଅଧିକ ହେବ ଯୁଦ୍ଧ ଲାଗି ରହିଛି । ହମାସକୁ ନିପାତ କରିବାକୁ ଇସ୍ରାଏଲ ପଣ କରିଛି । ଯେଉଁଥିପାଇଁ ଗାଜା ପଟିରେ ଥିବା ହମାସର ଆଡ୍ଡା ଉପରେ ଲଗାତାର ରକେଟ ମାଡ କରୁଛି । ଅନ୍ୟପଟେ ହମାସ ଓ ଲେବାନନରୁ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରୁଛନ୍ତି । ଏସବୁ ଭିତରେ ଇରାନ ଇସ୍ରାଏଲକୁ ଖୋଲାଖୋଲି ଧମକ ଦେଇଛି ।Continue reading “ଗାଜାରେ ପାଦ ରଖିଲେ, ଇସ୍ରାଏଲ ସେନାକୁ ସେଠାରେ ପୋତିଦେବୁ । ଯୁଦ୍ଧ ଭିତରେ ଇସ୍ରାଏଲକୁ ଧମକ ଦେଲା ଇରାନ । “
Tag Archives: News
ଚୀନ ଓ ଜାପାନକୁ ପଛରେ ପକାଇବାକୁ ନାରାୟଣ ମୂର୍ତ୍ତି ଦେଲେ ନୂଆ ପ୍ରସ୍ତାବ । କହିଲେ ସପ୍ତାହକୁ କରିବାକୁ ପଡିବ ୭୦ ଘଣ୍ଟା କାମ
କନକ ବ୍ୟୁରୋ : ଯେତେବେଳେ ସାରା ବିଶ୍ୱରେ ଶ୍ରମିକର ଶ୍ରମ ନିର୍ଘଣ୍ଟ କମୁଛି ଓ ଆହୁରି କମାଇବାକୁ ବ୍ୟବସ୍ଥା କରାଯାଉଛି ସେତେବେଳେ ଇନଫୋସିସର ସହଯୋଗୀ ପ୍ରତିଷ୍ଠାତା ଭାରତ ସରକାରଙ୍କୁ ଏକ ନୂଆ ପରାମର୍ଶ ଦେଇଛନ୍ତି । ଭାରତରେ ସରକାରୀ ସଂସ୍ଥା ହେଉ କି ବେସରକାରୀ ସଂସ୍ଥା ହେଉ ସେଠାରେ କାମ କରୁଥିବା ଶ୍ରମିକ ଠାରୁ ଅଫିସରଙ୍କ ପର୍ଯ୍ୟନ୍ତ ସର୍ବାଧିକ ୮ ରୁ ୯ ଘଣ୍ଟା କାମ କରିବାର ନିୟମ ରହିଛି । ହେଲେ ବିଶିଷ୍ଠ ଆଇଟି କମ୍ପାନୀContinue reading “ଚୀନ ଓ ଜାପାନକୁ ପଛରେ ପକାଇବାକୁ ନାରାୟଣ ମୂର୍ତ୍ତି ଦେଲେ ନୂଆ ପ୍ରସ୍ତାବ । କହିଲେ ସପ୍ତାହକୁ କରିବାକୁ ପଡିବ ୭୦ ଘଣ୍ଟା କାମ”
ପୁଅକୁ ବିକିବାକୁ ବସଷ୍ଟାଣ୍ଡରେ ବସିଛି ବାପା । ୬ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଲଗାଇଲେ ସେଲ୍ ।
କନକ ବ୍ୟୁରୋ: ବେଳେବେଳେ ମଣିଷର ଏଭଳି ପ୍ରତିକୂଳ ପରିସ୍ଥିତି ଆସେ ଯେତେବେଳେ ସ୍ୱପ୍ନରେ ବି ଭାବିନଥିବା କାମକୁ କରିବାକୁ ବାଧ୍ୟ ହୁଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଲିଗଡ ରୋଡବେଜ୍ ପାଖ ବସଷ୍ଟାଣ୍ଡ ପାଖ ଫୁଟପାଥରେ । ଯାହା ସେଠିକାର ବାଟୋଇଙ୍କୁ ଭାବବିହ୍ୱଳ କରିଛି । ‘ପୁଅ ନବ ପୁଅ, ମୁଁ ମୋ ପୁଅକୁ ବିକ୍ରି କରିବାକୁ ଚାହୁଁଛି’: ଜଣେ ଅସହାୟ ବାପାର ଏଭଳି ଡାକ ସମସ୍ତଙ୍କ ଆଖିକୁ ଓଦା କରିଦେଇଛି ।Continue reading “ପୁଅକୁ ବିକିବାକୁ ବସଷ୍ଟାଣ୍ଡରେ ବସିଛି ବାପା । ୬ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଲଗାଇଲେ ସେଲ୍ । “
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ହରଭଜନଙ୍କ ବଡ ବୟାନ । କହିଲେ, ସିରାଜଙ୍କୁ ଦିଅ ବିଶ୍ରାମ, ଏହି ଚାମ୍ପିୟନ ଖେଳାଳୀଙ୍କୁ ମିଳୁ ସୁଯୋଗ ।
କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ୫ଟି ମ୍ୟାଚରୁ ୫ଟିରେ ବିଜୟୀ ହେବା ଏବେ ପର୍ଯ୍ୟନ୍ତ ଅପରାଜେୟ ରହିଛି ରୋହିତ ବାହିନୀ । ଏହାସହ ସେମିଫାଇନାଲ ଆଡକୁ ପାଦ ବଢାଉଛି ମେନ୍ ଇନ୍ ବ୍ଲୁ । ଇଂଲଣ୍ଡ ବିପକ୍ଷରେ ଥିବା ଆଗାମୀ ମ୍ୟାଚରେ ବିଜୟୀ ହେଲେ ଭାରତକୁ ସେମିଫାଇନାଲ ଟିକେଟ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯିବ । ଆସନ୍ତା ୨୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ବିଜୟର ଛକା ମାରିବାକୁContinue reading “ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ହରଭଜନଙ୍କ ବଡ ବୟାନ । କହିଲେ, ସିରାଜଙ୍କୁ ଦିଅ ବିଶ୍ରାମ, ଏହି ଚାମ୍ପିୟନ ଖେଳାଳୀଙ୍କୁ ମିଳୁ ସୁଯୋଗ । “
ଏବେ ଶତ୍ରୁଙ୍କ ପତିଟି ପାଦ ଉପରେ ରହିବ ସିଆରପିଏଫର ନଜର । ଯୋଗଦେବେ ୬୫୯ ଗୁଇନ୍ଦା ଅଧିକାରୀ, ଗୃହମନ୍ତ୍ରଣାଳୟ ଦେଲା ମଞ୍ଜୁରୀ
କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଅର୍ଦ୍ଧସାମରିକବଳର ଗୁଇନ୍ଦା ବିଭାଗକୁ ଆହୁରି ମଜବୁତ କରିବା ପାଇଁ ଖୁବଶୀଘ୍ର ସିଆରପିଏଫରେ ୬୫୯ ଜଣ ଅଧିକାରୀ ଯୋଗ ଦେବାକୁ ଯାଉଛନ୍ତି । ସେମାନଙ୍କୁ ଜମ୍ମୁ-କାଶ୍ମୀରର ନକ୍ସଲ ପ୍ରଭାବିତ ଅଞ୍ଚଳ ସହ ଦେଶର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯିବ । ଏନେଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଇଣ୍ଟେଲିଜେନ୍ସ ଗ୍ରେଡ ପାଇଁ ୬୫୯ ଜଣ ଗୁଇନ୍ଦା ଅଧିକାରୀ ନିଯୁକ୍ତିକୁ ଗୃହମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।Continue reading “ଏବେ ଶତ୍ରୁଙ୍କ ପତିଟି ପାଦ ଉପରେ ରହିବ ସିଆରପିଏଫର ନଜର । ଯୋଗଦେବେ ୬୫୯ ଗୁଇନ୍ଦା ଅଧିକାରୀ, ଗୃହମନ୍ତ୍ରଣାଳୟ ଦେଲା ମଞ୍ଜୁରୀ”
ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତନ ସମାବେଶ । ଜାନକୀ ବଲ୍ଲବ ସ୍ମୃତି ଉଦ୍ୟାନ ଠାରୁ ହାବେଳି ପଡ଼ିଆ ପର୍ଯ୍ୟନ୍ତ କର୍ମୀଙ୍କ ଶୋଭାଯାତ୍ରା
କନକ ବ୍ୟୁରୋ : ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତନ ସମାବେଶ । ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନ ଠାରୁ ଆରମ୍ଭ ହୋଇ ହାବେଳି ପଡ଼ିଆ ପର୍ଯ୍ୟନ୍ତ ଏହି ସମାବେଶ କରିବେ କର୍ମୀ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କ ସମେତ କଂଗ୍ରେସର ବରିଷ୍ଠ କର୍ମକର୍ତା ସାମିଲ ହେବେ । ଜାନକୀ ବଲ୍ଲଭ ଉଦ୍ୟାନ ଠାରେ ଧିରେ ଧିରେ କର୍ମୀଙ୍କ ଗହଳି ଦେଖାଦେଲାଣି । ଜଟଣୀ ବିଧାୟକ ସୁର ରାଉତରାୟ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ବିଭିନ୍ନ ସାଂସ୍କୃତିକContinue reading “ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତନ ସମାବେଶ । ଜାନକୀ ବଲ୍ଲବ ସ୍ମୃତି ଉଦ୍ୟାନ ଠାରୁ ହାବେଳି ପଡ଼ିଆ ପର୍ଯ୍ୟନ୍ତ କର୍ମୀଙ୍କ ଶୋଭାଯାତ୍ରା”
ଇତିହାସ ରଚିଲେ ହମାଇରା ମୁସ୍ତାକ୍ । ବ୍ରିଟିଶ ଏନଡ୍ୟୁରାନ୍ସ ଚାମ୍ପିୟନସିପ କାର୍ ରେସରେ ପ୍ରଥମ ଭାରତୀୟ ମହିଳା ଭାବେ ଅଂଶଗ୍ରହଣ କଲେ ।
କନକ ବ୍ୟୁରୋ: ଦେଶ ପାଇଁ ଗୌରବ ଆଣିଲେ କାଶ୍ମୀର ଲଳନା ହମାଇରା ମୁସ୍ତାକ୍ । ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରୁ ଆସିଥିବା ହୁମାଇରା ମୁସ୍ତାକ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବେ ଲଣ୍ଡନରେ ଆୟୋଜିତ ପ୍ରସିଦ୍ଧ ବ୍ରିଟିଶ ଏନଡ୍ୟୁରାନ୍ସ ଚାମ୍ପିୟନସିପରେ ଅଂଶଗ୍ରହଣ କରିଛନ୍ତି। ଧୈର୍ୟ୍ୟ ଓ ଦକ୍ଷତାର କଠିନ ପରୀକ୍ଷା ପାଇଁ ଜଣାଶୁଣା ଏହି ସମ୍ମାନଜନକ ଚାମ୍ପିୟନସିପରେ ପାରମ୍ପରିକ ଭାବେ ପୁରୁଷ ରେସରଙ୍କ ପ୍ରାଧାନ୍ୟ ରହିଛି। କିନ୍ତୁ ହୁମାଇରା ମୁସ୍ତାକଙ୍କ ଦୃଢ଼ ସଂକଳ୍ପ, ପ୍ରତିଭାContinue reading “ଇତିହାସ ରଚିଲେ ହମାଇରା ମୁସ୍ତାକ୍ । ବ୍ରିଟିଶ ଏନଡ୍ୟୁରାନ୍ସ ଚାମ୍ପିୟନସିପ କାର୍ ରେସରେ ପ୍ରଥମ ଭାରତୀୟ ମହିଳା ଭାବେ ଅଂଶଗ୍ରହଣ କଲେ ।”
ଘର ଉପରେ ମାଡିଗଲା ଡମ୍ପର । ଅଳ୍ପକେ ବର୍ତ୍ତିଲା ୧୦ ଜୀବନ
କନକ ବ୍ୟୁରୋ : ଭାରସାମ୍ୟ ହରାଇ ଘର ଉପରେ ଚଢ଼ିଗଲା ଡମ୍ପର । ଅଳ୍ପକେ ବର୍ତିଲା ଘରେ ଥିବା ଲୋକଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ବଡ଼ ପୋଖରୀ- ତୁଡ଼ିଗଡ଼ିଆ ରାସ୍ତାରେ ଘଟିଛି ଅଘଟଣ । ଡମ୍ପର ରାସ୍ତାରେ ଯାଉଥିବା ବେଳେ ୨ଟି ଘର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲା ୧୦ ଜଣଙ୍କ ଜୀବନ । ତେବେ ଡମ୍ପରଟି ଦୁଇଟି ଘର ଉପରେ ଚଢ଼ି ଯିବାରୁ ବ୍ୟାପକContinue reading “ଘର ଉପରେ ମାଡିଗଲା ଡମ୍ପର । ଅଳ୍ପକେ ବର୍ତ୍ତିଲା ୧୦ ଜୀବନ”
ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍ । ଇରାନକୁ ସମର୍ଥନ କରୁଥିବା ଆତଙ୍କୀ ସଂଗଠନର ଠିକଣା ଉପରେ ଆକ୍ରମଣ
କନକ ବ୍ୟୁରୋ : ହମାସ- ଇସ୍ରାଏଲ ଯୁଦ୍ଧର ପ୍ରଭାବ ଏବେ ଅନ୍ୟ ଦେଶରେ । ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା । ଗୋଟିଏ ପଟେ ଉତର ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଉତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଆକ୍ରମଣ ପରେ ଆମେରିକା ପ୍ରତିଆକ୍ରମଣ କରିଛି । ପୂର୍ବ ସିରିଆରେ ଥିବା ଇରାନର ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପର କେତକContinue reading “ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍ । ଇରାନକୁ ସମର୍ଥନ କରୁଥିବା ଆତଙ୍କୀ ସଂଗଠନର ଠିକଣା ଉପରେ ଆକ୍ରମଣ”
ରାଜ୍ୟରେ ଶୀତ ରୁତୁର ପ୍ରବେଶ । ଚା’ ଦୋକାନରେ ଲୋକଙ୍କ ଭିଡ
କନକ ବ୍ୟୁରୋ : ରାଜ୍ୟରେ ଶୀତ ରୁତୁ ପ୍ରବେଶ କରିଛି । କୋରାପୁଟରେ ପହିଲି ଶୀତ ଅନୁଭୂତ ହୋଇଛି । ଜିଲ୍ଲାର ଲମତାପୁଟ, ଦସମନ୍ତପୁର, କୋରାପୁଟ, ନନ୍ଦପୁର ଅଂଚଳରେ ପ୍ରଥମ ଶୀତ ଅଳ୍ପ ଅଳ୍ପ ଅନୁଭୂତ ହୋଇଛି । ଚା’ ଦୋକାନରେ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡContinue reading “ରାଜ୍ୟରେ ଶୀତ ରୁତୁର ପ୍ରବେଶ । ଚା’ ଦୋକାନରେ ଲୋକଙ୍କ ଭିଡ”