କନକ ବ୍ୟୁରୋ: ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି । ଏହାରି ଭିତରେ ତିନି ଦିନ ହେଲା ଓପାସରେ ମହାପ୍ରଭୁ ଲିଙ୍ଗରାଜ । ତେବେ ଆଜି ବିବାଦର ସମାଧାନ ହେବା ନେଇ ଆଶା ରଖିଛନ୍ତି ସେବାୟତ ଓ ମନ୍ଦିର ପ୍ରଶାସନ । ଏନେଇ ଅତିରିକ୍ତ ଦେବୋତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥାContinue reading “ତିନି ଦିନ ହେଲା ଉପାସରେ ମହାପ୍ରଭୁ ଲିଙ୍ଗରାଜଙ୍କ । ଜମି ବିବାଦକୁ ନେଇ ନୀତି ବିଭ୍ରାଟ । କେବେ ବାହାରିବ ସମାଧାନ ବାଟ?”
Tag Archives: News
ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ । ଛାରଖାର ହୋଇଗଲା ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆଡ୍ଡା, ଆମେରିକା କହିଲା ଆତ୍ମରକ୍ଷା ପାଇଁ କରିଛୁ ଆକ୍ରମଣ ।
କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ସିରିଆ ଉପରେ ଏୟାରଷ୍ଟ୍ରାଇକ କରିଛି ଆମେରିକା । ଗତ ସପ୍ତାହରେ ସିରିଆରେ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ଉଭୟ ଡ୍ରୋନ ଓ ମିସାଇଲ ଜରିଆରେ ଏହି ଆକ୍ରମଣ ହୋଇଥିଲା । ଯାହାର ଜବାବ ଏବେ ଦେଇଛି ଆମେରିକା । ଆତ୍ମରକ୍ଷା ପାଇଁ ଏହି ଏୟାରଷ୍ଟ୍ରାଇକ କରାଯାଇଥିବା କହିଛି ଆମେରିକା । ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବାContinue reading “ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ । ଛାରଖାର ହୋଇଗଲା ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆଡ୍ଡା, ଆମେରିକା କହିଲା ଆତ୍ମରକ୍ଷା ପାଇଁ କରିଛୁ ଆକ୍ରମଣ ।”
ହାଇକୋର୍ଟଙ୍କ ଛାଟ ପରେ କଟକରେ ଶେଷ ହେଲା ରାସ୍ତା କାମ । କିନ୍ତୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ।
କନକ ବ୍ୟୁରୋ: କଟକ ରାସ୍ତା କାମ ପାଇଁ ସରିଲା ଡେଡଲାଇନ । ହେଲେ ରାସ୍ତା ମରାମତି ନାଁ ହରିଲୁଟ ଅଭିଯୋଗ ହୋଇଛି । ପୂଜା ପାଇଁ କଟକର ସମସ୍ତ ରାସ୍ତା କାର୍ଯ୍ୟ ଅକ୍ଟୋବର ୨୬ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଜଣେ ସହରବାସୀଙ୍କ ଆବଦେନ ଆଧାରରେ କୋର୍ଟ ରାସ୍ତା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ଆବେଦନକାରୀContinue reading “ହାଇକୋର୍ଟଙ୍କ ଛାଟ ପରେ କଟକରେ ଶେଷ ହେଲା ରାସ୍ତା କାମ । କିନ୍ତୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ।”
ପୂର୍ବ ଶତ୍ରୁତାରୁ ରାଜଧାନୀରେ ଫୁଟିଲା ବୋମା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁରରେ ଅଘଟଣ ; ଜଣେ ଗୁରୁତର, ୨୦ରୁ ଅଧିକ ଚିକିତ୍ସାଧିନ
କନକ ବ୍ୟୁରୋ: ରାଜଧାନୀରେ ଫୁଲିଲା ବୋମା ଓ ଉଡିଲା ବୋତଲ । ମଞ୍ଚେଶ୍ୱର ଥାନା ପଦ୍ମପୋଖରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ । ରାତି ୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚାଲିଲା ସଂଘର୍ଷ । ଆକ୍ରମଣ ଓ ପ୍ରତିଆକ୍ରମଣରେ ଜଣେ ଯୁବକ ଗୁରୁତର, ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତିି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି । କୌଣସିContinue reading “ପୂର୍ବ ଶତ୍ରୁତାରୁ ରାଜଧାନୀରେ ଫୁଟିଲା ବୋମା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁରରେ ଅଘଟଣ ; ଜଣେ ଗୁରୁତର, ୨୦ରୁ ଅଧିକ ଚିକିତ୍ସାଧିନ”
ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱଦେଶୀ ଏଟିଏସର ଶୁଭାରମ୍ଭ । ଦେଶର ପ୍ରଥମ ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ୍ ଅଟୋମେସନ ସିଷ୍ଟମ
କନକ ବ୍ୟୁରୋ : ଏଣିକି ନୂଆ ଟାୱାରରୁ ହେବ ବିମାନ ପରିଚାଳନା । ଦେଶର ପ୍ରଥମ ବିମାନବନ୍ଦର ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଏୟାର ଟ୍ରାଫିକ୍ କଂଟ୍ରୋଲ(ଏଟିଏସି) ଟାୱାରର ସଫଳ ପରୀକ୍ଷଣ ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ୪୦ ବର୍ଷର ପୁୁରୁଣା ଏୟାର ଟ୍ରାଫିକ୍ କଂଟ୍ରୋଲ(ଏଟିଏସି) ଟାୱାର ବନ୍ଦ ହୋଇଛି । ଏବେ ନୁଆ ଏଟିଏସି ଟାୱାରରୁ ବିମାନ ପରିଚାଳନା ଆରମ୍ଭ ହୋଇଛି । ଯାହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଭାରତୀୟContinue reading “ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱଦେଶୀ ଏଟିଏସର ଶୁଭାରମ୍ଭ । ଦେଶର ପ୍ରଥମ ଏୟାର ଟ୍ରାଫିକ ମ୍ୟାନେଜମେଣ୍ଟ୍ ଅଟୋମେସନ ସିଷ୍ଟମ “
କୁମାର ପୂର୍ଣ୍ଣମାରେ ବଢିଛି ଜୁୁଆର ଆସର । ୬ଟି ଜୁଆ ଆଡା ଉପରେ ଚଢାଉ କରି ୩୬ ଜୁଆଡିଙ୍କୁ ଗିରଫ କଲା ପୋଲିସ
କନକ ବ୍ୟୁରୋ: କୁମାର ପୂର୍ଣ୍ଣିମା ପାଇଁ ଗଂଜାମରେ ଜମିଲାଣି ଜୁଆ ଆସର । ଜୁଆ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଗଂଜାମ ପୋଲିସ । ଗତ ୨୪ ଘଂଟାରେ ୬ଟି ଜୁଆଆଡା ୩୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ । ମୋବାଇଲ ଓ ବାଇକ ସହ ୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଦିଗପହଣ୍ଡି କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ା ଗାଁରେ ପୋଲିସ ଜୁଆଡ଼ିଙ୍କ ମଧ୍ୟରେContinue reading “କୁମାର ପୂର୍ଣ୍ଣମାରେ ବଢିଛି ଜୁୁଆର ଆସର । ୬ଟି ଜୁଆ ଆଡା ଉପରେ ଚଢାଉ କରି ୩୬ ଜୁଆଡିଙ୍କୁ ଗିରଫ କଲା ପୋଲିସ”
ରାତି ପାହିଲେ ଗଜଲକ୍ଷ୍ମୀ ପୂଜା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
କନକ ବ୍ୟୁରୋ : ରାତି ପାହିଲେ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଂଚଳ ହେଲାଣି ଢେଙ୍କାନାଳ ସହର । ମୃଣ୍ମୟୀ ମୂର୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ସାଜସଜା କାମରେ ଲାଗିପଡିଛନ୍ତି କାରିଗର ଓ ପୂଜା କମିଟି କର୍ମକର୍ତା । ମୂର୍ତିରେ ରଙ୍ଗ କାମ ଚାଲିଥିବା ବେଳେ ଚାନ୍ଦି ମେଢ଼ ପ୍ରସ୍ତୁତContinue reading “ରାତି ପାହିଲେ ଗଜଲକ୍ଷ୍ମୀ ପୂଜା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି”
ହାତୀ ଆକ୍ରମଣରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ଆତଙ୍କିତ ଅବସ୍ଥାରେ ଗାଁ ଲୋକେ
କନକ ବ୍ୟୁରୋ : ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ । ଗଞ୍ଜାମ ଭଞ୍ଜନଗର ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଭଞ୍ଜନଗର ଉତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗୁଣ୍ଡରିବାଡି ନିକଟରେ ହାତୀ ଆକ୍ରମଣ କରିଛି । ଆକ୍ରମଣରେ ଚାଷୀ ଟୁନା ଗୌଡଙ୍କ ମୃତ୍ୟୁ ହୋଇଛି । ଗତ କାଲି ରାତି ୮ ଟା ସମୟରେ ୧୭ ଟିକିଆ ହାତୀ ପଲ ଗତକାଲି ରାତି ଖାଦ୍ୟ ଅନ୍ୱେଷଣରେ ଗାଁ ଆଡକୁ ଆସିଥିଲେ । ଏହି ସମୟରେContinue reading “ହାତୀ ଆକ୍ରମଣରେ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ଆତଙ୍କିତ ଅବସ୍ଥାରେ ଗାଁ ଲୋକେ”
ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନିଜ ଦେଶର ନିତେଶ କୁମାରଙ୍କୁ ହରାଇଲେ ।
କନକ ବ୍ୟୁରୋ: ପ୍ରମୋଦ ଭଗତ ଏକକ ସ୍ୱର୍ଣ୍ଣ ପଦକ । ଏକକ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ୩ ଟି ପଦକ ହାସଲ କରିଛନ୍ତି ଏସିଆନ ଗେମ୍ ଗେମ୍ସ ରେ ପ୍ରମୋଦ । ୨୦୧୦ରେ ଏକକContinue reading “ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନିଜ ଦେଶର ନିତେଶ କୁମାରଙ୍କୁ ହରାଇଲେ ।”
ଆସନ୍ତାକାଲି କୁମାରପୂର୍ଣ୍ଣିମା ସହ ଚନ୍ଦ୍ରଗ୍ରହଣ । କେମିତି ପାଳିବେ ଲୋକଙ୍କ ମଧ୍ୟରେ ବଢିଲା ଦ୍ୱନ୍ଦ୍ୱ
କନକ ବ୍ୟୁରୋ : ଆଉ ଦିନକ ପରେ କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଞ୍ଜୁଳାContinue reading “ଆସନ୍ତାକାଲି କୁମାରପୂର୍ଣ୍ଣିମା ସହ ଚନ୍ଦ୍ରଗ୍ରହଣ । କେମିତି ପାଳିବେ ଲୋକଙ୍କ ମଧ୍ୟରେ ବଢିଲା ଦ୍ୱନ୍ଦ୍ୱ”