କନକ ବ୍ୟୁରୋ : ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ । ମଙ୍ଗଳବାର ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଉତର ଗାଜାର ସୀମାରେ ପ୍ରବେଶ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଗୁରୁବାର ସ୍ଥଳପଥରୁ ଆକ୍ରମଣ ଆରମ୍ଭ ହୋଇଛି । ଗାଜା ଭିତରେ ପ୍ରବେଶ କରିବା ହମାସ ଆତଙ୍କବାଦିଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରିଛି ଇସ୍ରାଏଲ ସେନା । ଆମେରିକାର ବାରଣ ସତେ ଇସ୍ରାଏଲ ଗାଜାର ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ।Continue reading “ଯୁଦ୍ଧର ୨୦ଦିନରେ ଗାଜାର ସ୍ଥଳପଥରେ ପଶିଲା ଇସ୍ରାଏଲ ସେନା । ହମାସ କମାଣ୍ଡର, ଆତଙ୍କୀଙ୍କ ଠିକଣା ସହ ଟ୍ୟାଙ୍କ ଧ୍ୱଂସ”
Tag Archives: News
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଯୁଦ୍ଧର କାରଣ: ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର
କନକ ବ୍ୟୁରୋ : ଯୁଦ୍ଧକୁ ପୂରିଛି ୨୦ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ହୁଏତ ଆଗାମୀ ଦିନରେ ଭାରତ ଓ ଆମେରିକା ସମ୍ପର୍କ ବିବାଦଘେରକୁ ଆସିପାରେ । ବାଇଡେନ କହିଛନ୍ତି ଜି-୨୦ ସମ୍ମିଳନୀରେ…. ‘ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର୍’ ଘୋଷଣାରେ ବିଚଳିତ ହୋଇପଡିଛି ହମାସ -ତେଣୁ ବିଚଳିତ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଛି -ଧିରେ ଧିରେ ଏହା ଯୁଦ୍ଧର ରୂପContinue reading “ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବଡ଼ ବୟାନ । ଯୁଦ୍ଧର କାରଣ: ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର”
କ୍ୟାସ ଫର କ୍ୱେରି ମାମଲାରେ ବଢ଼ିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ଅକ୍ଟୋବର ୩୧ରେ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଗୁରୁବାର ବସିଛି ଏଥିକ୍ସ କମିଟି ବୈଠକ । ବୈଠକରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଅଭିଯୋଗକାରୀ ତଥା ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋହୀଙ୍କୁ ପ୍ରଶ୍ନ ପଚାରିଛି ଏଥିକ୍ସ କମିଟି । ମାମଲାକୁ ନେଇ ସେମାନେ ନିଜ ନିଜ ପକ୍ଷ ରଖିଛନ୍ତି । ଏଥିସହ ମାମଲାରେ ଅକ୍ଟୋବର ୩୧ରେ ଟିଏମସି ସାଂସଦ ମୋହୁଆ ମୋଇତ୍ରାଙ୍କୁ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ କୁହାଯାଇଛି । ଅଭିଯୋଗ ରହିଛି ଯେ ଲୋକସଭାରେContinue reading “କ୍ୟାସ ଫର କ୍ୱେରି ମାମଲାରେ ବଢ଼ିଲା ମହୁଆ ମୋଇତ୍ରାଙ୍କ ଅଡୁଆ । ଅକ୍ଟୋବର ୩୧ରେ ଏଥିକ୍ସ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ”
ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ରାଜ୍ୟର ନେତା, ମନ୍ତ୍ରୀଙ୍କ ଠିକଣାରେ ଇଡିର ଚଢ଼ାଉ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପୁଅଙ୍କୁ ଇଡିର ସମନ
କନକ ବ୍ୟୁରୋ : ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ହଲଚଲ ହୋଇଛି ରାଜ୍ୟରାଜନୀତି । ଗୁରୁବାର ଗେହଲଟ ସରକାରଙ୍କ ଅନେକ ନେତା, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ଠିକଣାୋ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ଜେରା ପାଇଁ ଇଡି ସମନ ମଧ୍ୟ ପଠାଇଛି । ରାଜସ୍ଥାନର ଜୟପୁର ହେଉ ଅବା ନୂଆଦିଲ୍ଲୀରେ ଥିବା ଇଡିContinue reading “ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ରାଜ୍ୟର ନେତା, ମନ୍ତ୍ରୀଙ୍କ ଠିକଣାରେ ଇଡିର ଚଢ଼ାଉ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପୁଅଙ୍କୁ ଇଡିର ସମନ”
ଉଡ଼ିଲା ଷ୍ଟମ୍ପ୍, ବୁଲିଲା ଖଣ୍ଡା । ହସ୍ପିଟାଲ ବେଡରେ ହୋଟେଲ ମାଲିକ
କନକ ବ୍ୟୁରୋ : ହଠାତ ହୋଟେଲ ଭିତରକୁ ଧସେଇ ପସୁଛନ୍ତି କିଛି ଦୁବୃର୍ତ । ହାତରେ ଅଛି କ୍ରିକେଟ ଷ୍ଟମ୍ପ, ଖଣ୍ଡା ଆଉ ଅଂଟାରୁ କାଢ଼ୁଛନ୍ତି ମାରଣାସ୍ତ୍ର । କେହି କିଛି ବୁଝିବା ଆଗରୁ ୧୦ରୁ ଅଧିକ ଦୁର୍ବୃତ ହୋଟେଲର ପାର୍କିଂରେ ପଶି ଖଣ୍ଡା ବୁଲାଇବା ଆରମ୍ଭ କରିଦେଲେ । ଆଉ କିଛି ଦୁର୍ବୃତ ଗେଟ୍ ବାହାରେ ଜଗି ରହିଥିଲେ । ମାଡ଼ ମାରିବା ପୂର୍ବରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ହୋଟେଲ ଭିତରେ ଧସେଇ ପସିଲେ,Continue reading “ଉଡ଼ିଲା ଷ୍ଟମ୍ପ୍, ବୁଲିଲା ଖଣ୍ଡା । ହସ୍ପିଟାଲ ବେଡରେ ହୋଟେଲ ମାଲିକ”
ବ୍ୟବସ୍ଥାର ଗୁମ ଖୋଲିଦେଲା ଟ୍ରଲି । ଅସୁସ୍ଥ ବାପାଙ୍କୁ ଟ୍ରଲିରେ ବସାଇ ୩୫ କିଲୋମିଟର ଆଣିଲା ଝିଅ
କନକ ବ୍ୟୁରୋ : ଅଭାବୀ ପରିବାରରେ ମୁଖିଆ ହଠାତ୍ ଅସୁସ୍ଥ ହୋଇପଡିଲେ ଭାଙ୍ଗି ପଡେ ପରିବାର । ହେଲେ ସାହାସ ହାରନ୍ତି ନାହିଁ ପୁଅ-ଝିଅ । ଡାକ୍ତରଖାନାକୁ ଯିବା ପାଇଁ ପାଖରେ କୌଣସି ସାଧନ ନଥିଲେ ଟ୍ରଲିରେ ବି ବାପାଙ୍କୁ ଡାକ୍ତରଖାନା ଆଣିପାରେ ଜଣେ ଝିଅ । ସେମିତି ଏକ କାହାଣୀ ଆସିଛି ଭଦ୍ରକରୁ । ବାପା ମାଆଙ୍କୁ ଟ୍ରଲିରେ ବସାଇ ଘର ଠାରୁ ୩୫ କିଲୋମିଟର ଦୂର ଭଦ୍ରକ ଡାକ୍ତରଖାନାକୁ ଆଣିଛି ୧୪ ବର୍ଷର ଝିଅContinue reading “ବ୍ୟବସ୍ଥାର ଗୁମ ଖୋଲିଦେଲା ଟ୍ରଲି । ଅସୁସ୍ଥ ବାପାଙ୍କୁ ଟ୍ରଲିରେ ବସାଇ ୩୫ କିଲୋମିଟର ଆଣିଲା ଝିଅ”
ସେବାୟତଙ୍କ କଳି ପାଇଁ ନୀତିକାନ୍ତି ବନ୍ଦ । ଦୁଇଦିନ ହେଲା ଓପାସରେ ଲିଙ୍ଗରାଜ
କନକ ବ୍ୟୁରୋ : ବୁଧବାରଠାରୁ ପ୍ରଭୁ ଲିଙ୍ଗରାଜ ଓପାସରେ । ଗତକାଲି ସକାଳୁ ସିଂହଦ୍ୱାର ଫିଟା ନୀତି ହୋଇଛି । ମଙ୍ଗଳ ଆଳତୀ ବନ୍ଦ ରହିିଛି । ବ୍ରାହ୍ମଣ ନିଯୋଗର ପତ୍ରୀ ସେବକ, ପୂଜା ପଣ୍ଡା ନିଯୋଗଙ୍କ ଅନୁପସ୍ଥିତି ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ପ୍ରଶାସନ ବି ନିଦାବିଷ୍ଣୁ ସାଜିଛି । ଆଉ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଭକ୍ତ ଆଣିଥିବା ଭୋଗ ଲାଗି ହେଉଚି । ହେବେ ଦିନକୁContinue reading “ସେବାୟତଙ୍କ କଳି ପାଇଁ ନୀତିକାନ୍ତି ବନ୍ଦ । ଦୁଇଦିନ ହେଲା ଓପାସରେ ଲିଙ୍ଗରାଜ”
ତୀବ୍ର ହେଉଛି କଳାକାରଙ୍କ କଳି । ପଶ୍ଚିମ ବନାମ ପୂର୍ବ ଓଡି଼ଶା!
କନକ ବ୍ୟୁରୋ : ବାବୁସାନଙ୍କ ଅଭିନୀତ ମାଲ୍ୟଗିରି ଫିଲ୍ମର ପୋଷ୍ଟରକୁ ଚିରିବା ଓ ପୋଡିବାର ଚିତ୍ର ବଲାଙ୍ଗିରରୁ ସାମ୍ନାକୁ ଆସିଛି । କଂଟାବାଂଜି ଆଲିସାନ ସିନେମା ହଲରେ ଓଡିଆ ଫିଲ୍ମ ରିଲିଜ୍ କରାଇ ନଦେବାକୁ ଧମକ ଦେଇଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ଏଥିସହ ଫିଲ୍ମ ହଲ ବାହାରେ ନୂଆ ଫିଲ୍ମ ମାଲ୍ୟଗିରିର ଯେଉଁ ପୋଷ୍ଟର ଲାଗିଥିଲା ତାକୁ ଚିରି ଦିଆଯାଇଛି । ସାରା ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବୟକଟ୍ କରିବାକୁ ମୋର୍ଚ୍ଚା ଚେତାବନୀContinue reading “ତୀବ୍ର ହେଉଛି କଳାକାରଙ୍କ କଳି । ପଶ୍ଚିମ ବନାମ ପୂର୍ବ ଓଡି଼ଶା!”
ନିଯୁକ୍ତି ପାଇବା ପରେ ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଭି.କେ ପାଣ୍ଡିଆନ, ମୋ ଓଡିଶା ନବୀନ ଓଡିଶାକୁ ସୁଦୃଢ କରିବାକୁ ପରିକଳ୍ପନା
କନକ ବ୍ୟୁରୋ : ଅବସର ଥିଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଭର୍ଚୁଆଲ ମୋଡରେ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ନବ ନିଯୁକ୍ତ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ନୂଆ ନିଯୁକ୍ତି ପାଇବା ପରେ ପାଣ୍ଡିଆନ ପ୍ରଥମ ଥର ପାଇଁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ କାର୍ଯ୍ୟକ୍ରମରେ ଅଭିଭାଷଣContinue reading “ନିଯୁକ୍ତି ପାଇବା ପରେ ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଭି.କେ ପାଣ୍ଡିଆନ, ମୋ ଓଡିଶା ନବୀନ ଓଡିଶାକୁ ସୁଦୃଢ କରିବାକୁ ପରିକଳ୍ପନା”
ଖୁବଶୀଘ୍ର କଟକ ବାରବାଟୀ ବିଧାୟକଙ୍କ ଉପରୁ ନିଲମ୍ବନ ହଟାଇପାରେ କଂଗ୍ରେସ । ପୁଣିଥରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ଆଶାବାଦୀ
କନକ ବ୍ୟୁରୋ : ମନ ମିଶିଲା, ଏବେ ନିଲମ୍ବନ ବି ହଟିବ । ଦଶହରା ପୂଜା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ମହମ୍ମଦ ମୋକିମ ମଂଚରେ ପାଖାପାଖି ଛିଡା ହେବା ପରେ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ମୋକିମଙ୍କ ବୟାନ । କୁହାଯାଉଛି, ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ଖୁବଶୀଘ୍ର ନିଲମ୍ବନ ଆଦେଶ ହଟାଇପାରେ । ପୁଣିଥରେ ସେ ୨୦୨୪Continue reading “ଖୁବଶୀଘ୍ର କଟକ ବାରବାଟୀ ବିଧାୟକଙ୍କ ଉପରୁ ନିଲମ୍ବନ ହଟାଇପାରେ କଂଗ୍ରେସ । ପୁଣିଥରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ଆଶାବାଦୀ”