ବସ୍ ଗଡିବ ନା ପୁଣି ଧର୍ମଘଟ ? ମନ୍ତ୍ରୀ କହିଲେ ଆଲୋଚନା ସଫଳ, ଦ୍ୱନ୍ଦ୍ୱ ବଢ଼ାଇଲା ବସ୍ ମାଲିକ ସଂଘ

କନକ ବ୍ୟୁରୋ : ଘରୋଇ ବସ୍ ଧର୍ମଘଟ ଯୋଗୁଁ ହନ୍ତସନ୍ତ ହେବା ପରେ ଏବେ ସମସ୍ତଙ୍କ ନଜର ଅଟକିଛି ମାଲିକ ସଂଘ ଦେଇଥିବା ଡେଡଲାଇନ୍ ଉପରେ । ଆଉ ଏତିକିବେଳେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ପରିବହନ ମନ୍ତ୍ରୀଙ୍କ ସହ ଘରୋଇ ବସ୍ ମାଲିକ ସଂଘ ଆଲୋଚନା କରିଛି । ହେଲେ, ଆଲୋଚନାରୁ ବାହାରିପାରିନି ସମାଧାନର ବାଟ । ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଆଲୋଚନା ସଫଳ ହୋଇଛି । ଘରୋଇ ବସ୍ ମାଲିକ ସଂଘContinue reading “ବସ୍ ଗଡିବ ନା ପୁଣି ଧର୍ମଘଟ ? ମନ୍ତ୍ରୀ କହିଲେ ଆଲୋଚନା ସଫଳ, ଦ୍ୱନ୍ଦ୍ୱ ବଢ଼ାଇଲା ବସ୍ ମାଲିକ ସଂଘ”

ସାବଧାନ! ଗାଁ ପାଖରେ ବୁଲୁଛି ମହାବଳ ବାଘ: ବାଘ ପାଦ ଚିହ୍ନ ଦେଖି ଭୟଭୀତ ଗ୍ରାମବାସୀ

କନକ ବ୍ୟୁରୋ: ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘ । ବାଘର ପାଦ ଚିହ୍ନ ଦେଇ ଭୟଭିତ ଗ୍ରାମବାସୀ । ଆନ୍ଧ୍ର ଲୁଥୁର ଜଙ୍ଗଲରେ ମହାବଳ ବାଘ ଚଳପ୍ରଚଳ କରୁଥିବା ସନ୍ଦେହ କରି ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ବାଘଟି ଏବେ ସୀମାନ୍ତ ଅତିକ୍ରମ କରି ଆନ୍ଧ୍ରପ୍ରଦେଶକୁ ପଳାଇଥିବା ପାରଳାଖେମୁଣ୍ଡି ବନବିଭାଗ କହିଛି । ଲୁଥୁର ଜଙ୍ଗଲ ଭଗାବନ୍ଧ ଗାଁ ଇଲାକାରେ ବୁଲୁଥିବା ବେଳେ ସୁରକ୍ଷା ନେଇ ନଜର ରଖାଯାଇଛି । ବାଘ ଉପରେ ବନବିଭାଗରContinue reading “ସାବଧାନ! ଗାଁ ପାଖରେ ବୁଲୁଛି ମହାବଳ ବାଘ: ବାଘ ପାଦ ଚିହ୍ନ ଦେଖି ଭୟଭୀତ ଗ୍ରାମବାସୀ”

ଗାଁ ପୁଅର ବଡ ହୃଦୟ: ଗାଁରେ ଆଲୋକିକରଣ କରିବା ସହ ଭୂମିହୀନଙ୍କୁ ଦେଲେ ଜମି

କନକ ବ୍ୟୁରୋ: ଗାଁର ଚିତ୍ର ବଦଳେଇ ଦେଲେ ସୁନା ପୁଅ । ସେବାକୁ ବ୍ରତ କରିଛନ୍ତି ପ୍ରଭାତ । ଜମିଜମାକୁ ନେଇ ଆଜି କାଲି ଗାଁଠୁ ସହର ସବୁ ଆଡେ ବିବାଦ । ପରିବାର ମଧ୍ୟରେ କଳି । ଏପରିକି ଭାଈଭାଈ ମଧ୍ୟରେ ଗଣ୍ଢଗୋଳ ହେଉଛି । ତଥାପି ଏଯୁଗରେ ଏମିତି ବ୍ୟକ୍ତି ଅଛନ୍ତି ଯେ କି ଭୂମିହିନକୁ ଜମି ଯୋଗାଇ ଦେବା ସହ ନିଜ ଗାଁର ଚିତ୍ର ବଦଳାଇବାକୁ ଅଂଟା ଭିଡୁଛନ୍ତି । ଭୁମିହୀନଙ୍କ ପାଇଁContinue reading “ଗାଁ ପୁଅର ବଡ ହୃଦୟ: ଗାଁରେ ଆଲୋକିକରଣ କରିବା ସହ ଭୂମିହୀନଙ୍କୁ ଦେଲେ ଜମି”

ରାସ୍ତା ପାଲଟିଛି ବଡ ସମସ୍ୟା: ଖାଲଖମା ଭର୍ତି ରାସ୍ତାରେ ଗାଡି ଚଳାଇବାକୁ ଡରୁଛନ୍ତି ଚାଳକ

କନକ ବ୍ୟୁରୋ: ରାସ୍ତା ସାଜିଛି ମରଣଯନ୍ତା । ଏହି ରାସ୍ତାରେ ଯିବାକୁ ହେଲେ ଆପଣଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡିବ । କାରଣ କେଉଁ ମୂହୂର୍ତରେ କଣ ଅଘଟଣ ଘଟିବ ତାହା କହିବା ମୁସ୍କିଲ । ରାସ୍ତା କିପରି ମରଣକୁ ନିମନ୍ତ୍ରଣ ଦେଉଛି । ଯୁଆଡେ ଚାହିଁବେ କେବଳ ପଥର । ରାସ୍ତା ଉପରକୁ ବାହାରି ପଡିଛି ବଡବଡ ମେଟାଲ । ଆଉ ରାସ୍ତା ସାରା ଭର୍ତି ହୋଇଛି ବଡବଡ ଖାଲ । ମୟୂରଭଂଜ ଜିଲ୍ଲାContinue reading “ରାସ୍ତା ପାଲଟିଛି ବଡ ସମସ୍ୟା: ଖାଲଖମା ଭର୍ତି ରାସ୍ତାରେ ଗାଡି ଚଳାଇବାକୁ ଡରୁଛନ୍ତି ଚାଳକ”

ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ମିଳୁନାହାନ୍ତି ସ୍ୱାମୀ: ନିଖୋଜ ସ୍ୱାମୀଙ୍କ ପତା ଜାଣିବା ପାଇଁ ଫଟୋ ଧରି ଏ ସହରରୁ ସେ ସହର ବୁଲୁଛନ୍ତି ସ୍ତ୍ରୀ

କନକ ବ୍ୟୁରୋ: ସ୍ୱାମୀର ଫଟୋ ଧରି କେତେବେଳେ ସ୍ତ୍ରୀ ବୁଲୁଛି ତ ଆଉ କେତେବେଳେ ଭାଇର ଫଟୋ ଧରି ଏ ସହରରୁ ସେ ସହର ବୁଲୁଛି ସାନ ଭାଇ । କିନ୍ତୁ ନିଖୋଜ ବ୍ୟକ୍ତିଙ୍କ ପତା ମିଳୁନାହିଁ । ବାପାର ଆସିବା ବାଟକୁ ଚାହିଁବସିଛି ୬ବର୍ଷ ପୁଅ । ଦାଦନ ଖଟିବାକୁ ଯାଇ ଆଉ ଫେରି ନାହାନ୍ତି ଘରର ମୁରବି । ସାଥିରେ ଯାଇଥିବା ଗାଁର ୨ ବନ୍ଧୁ ଘରକୁ ଫେରିଲେ କିନ୍ତୁ ପରିବାର ପାଖକୁ ଫେରିଲେContinue reading “ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ମିଳୁନାହାନ୍ତି ସ୍ୱାମୀ: ନିଖୋଜ ସ୍ୱାମୀଙ୍କ ପତା ଜାଣିବା ପାଇଁ ଫଟୋ ଧରି ଏ ସହରରୁ ସେ ସହର ବୁଲୁଛନ୍ତି ସ୍ତ୍ରୀ”

ଦିନକ ପରେ ଧରାବତରଣ କରିବେ ଧନଦାତ୍ରୀ: ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି ଢେଙ୍କାନାଳ ସହର

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଦିନ ରାତି ଏକ କରି ହେଉଛି ମୃଣୟୀ ମୂର୍ତ୍ତି କାମ ସହ ସୂଉଚ୍ଚ ତୋରଣ ମଣ୍ଡପ ସାଜସଜ୍ଜା । ମିଳିତ ବଜାର କମିଟିର ଆଲୋଚନା ପରେ ପ୍ରଶାସନିକ ସ୍ତରରେ ବସିଲା ବୈଠକ । ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ପାଇଁ ସହଯୋଗ ଲୋଡିଲେ ଜିଲ୍ଲାପାଳ ଓ ଏସପି । ଗଣେଶ ବଜାର ପକ୍ଷରୁ ହୀରକ ଜୟନ୍ତୀ ପାଇଁ ଆସିଲା ଦେଢContinue reading “ଦିନକ ପରେ ଧରାବତରଣ କରିବେ ଧନଦାତ୍ରୀ: ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି ଢେଙ୍କାନାଳ ସହର”

ଉପ ଜିଲ୍ଲାପାଳ ଚାକିରି ଛାଡି ରାଜନୀତିରେ କଲେ ପ୍ରବେଶ । ହେଲେ ମିଳିଲା ନାହିଁ ବିଧାୟକ ଟିକେଟ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ପୂର୍ବ ଉପ ଜିଲ୍ଲାପାଳ ନିଶା ବାଙ୍ଗରେଙ୍କ ନିର୍ବାଚନ ଲଢିବା ନେଇ ଦେଖାଦେଇଥିବା ସମ୍ଭାବନା ଉପରେ ବିରାମ ଲାଗିଛି । କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍ ନାଥ ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ନିଶା ବାଙ୍ଗରେ ଚଳିତ ନିର୍ବାଚନ ଲଢିବେ ନାହିଁ । ଛିନ୍ଦୱାଡାରେ ନାମାଙ୍କନ ଭରିବା ପରେ କମଲନାଥ ମଞ୍ଚ ଉପରେ ଏହା ସ୍ପଷ୍ଟ କରିଛନ୍ତି । ସେContinue reading “ଉପ ଜିଲ୍ଲାପାଳ ଚାକିରି ଛାଡି ରାଜନୀତିରେ କଲେ ପ୍ରବେଶ । ହେଲେ ମିଳିଲା ନାହିଁ ବିଧାୟକ ଟିକେଟ”

କତରରେ ଭାରତୀୟ ନୌସେନାର ୮ଜଣ ପୂର୍ବ ଯବାନଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ । ବିଦେଶ ମନ୍ତ୍ରଣାଳୟ କହିଲା ଚକିତ କରିଦେବା ଭଳି ନିଷ୍ପତ୍ତି

କନକ ବ୍ୟୁରୋ : କତର ତରଫରୁ ଭାରତୀୟ ନୌସେନାର ୮ ଜଣ ପୂର୍ବ ଯବାନଙ୍କୁ କୋର୍ଟ ତରଫରୁ ଗୁରୁବାର ଦିନ ଗୁପ୍ତଚର ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାକୁ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି କି, ମୃତ୍ୟୁଦଣ୍ଡ ନିଷ୍ପତ୍ତି ଆମ ସମସ୍ତଙ୍କୁ ଚକିତ କରିଛି । ଏହାସହ ରାୟର ବିସ୍ତୃତ କପିକୁ ଆମେ ଅପେକ୍ଷା କରିଛୁ । ବିଦେଶ ମନ୍ତ୍ରଣାଳୟ କହିଛି କି, ରାୟ ଆସିବା ପରେContinue reading “କତରରେ ଭାରତୀୟ ନୌସେନାର ୮ଜଣ ପୂର୍ବ ଯବାନଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ । ବିଦେଶ ମନ୍ତ୍ରଣାଳୟ କହିଲା ଚକିତ କରିଦେବା ଭଳି ନିଷ୍ପତ୍ତି”

ମହିଳାଙ୍କ ଉପରେ ପଡିଗଲା ଗରମ କଫି । ଏବେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଦେବାକୁ ପଡିବ ୨୪ କୋଟି ଟଙ୍କାର କ୍ଷତିପୂରଣ

କନକ ବ୍ୟୁରୋ : ଦୁର୍ଘଟଣା ସହ ଅନ୍ୟ କିଛି ଘଟଣା ପାଇଁ କୋର୍ଟଙ୍କ ତରଫରୁ ଦାୟୀ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥାଏ । ହେଲେ ଏକ କଫି କପ ପଡିଯିବା କାରଣରୁ କେବେ କୌଣସି କୋର୍ଟ କାହା ଉପରେ କ୍ଷତିପୂରଣ ଆଦେଶ ଦେଇଥିବା ଆପଣ ଶୁଣି ନଥିବେ । ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ ଆଉଟଲେଟ ମାଲିକଙ୍କୁ ଏବେ ଏହି କାରଣରୁ ପାଖାପାଖି ୨୪ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶContinue reading “ମହିଳାଙ୍କ ଉପରେ ପଡିଗଲା ଗରମ କଫି । ଏବେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଦେବାକୁ ପଡିବ ୨୪ କୋଟି ଟଙ୍କାର କ୍ଷତିପୂରଣ”

ପୁଣିଥରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ଆଶାବାଦୀ ମହମ୍ମଦ ମୋକିମ: କହିଲେ, ମୁଁ କଂଗ୍ରେସ ସହ ଅଛି, ରହିଥିବି

କନକ ବ୍ୟୁରୋ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ଖୁବଶୀଘ୍ର ନିଲମ୍ବନ ଆଦେଶ ହଟାଇପାରେ । ପୁଣିଥରେ ସେ ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ମହମ୍ମଦ ମୋକିମ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି । ଦଶହରା ପୂଜା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ମୋକିମ ଗୋଟିଏ ସ୍ଥାନରେ ପାଖାପାଖି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିରୁ ଶରତଙ୍କ ସହିତ ମୋକିମଙ୍କର ସଂପର୍କରେ ପରିବର୍ତନ ହେଉଥିବା ଚର୍ଚା ହେଉଛିContinue reading “ପୁଣିଥରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ଆଶାବାଦୀ ମହମ୍ମଦ ମୋକିମ: କହିଲେ, ମୁଁ କଂଗ୍ରେସ ସହ ଅଛି, ରହିଥିବି”

Design a site like this with WordPress.com
Get started