ରାଉରକେଲା ଏଏସଆଇ ଲୁଗୁନଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ସିବିଆଇ ତଦନ୍ତ ପାଇଁ ଦାବି

କନକ ବ୍ୟୁରୋ: ରାଉରକେଲା ଏଏସଆଇ ଆଲିସ ନରୀମ ଲୁଗୁନଙ୍କ ମୃତ୍ୟୁ ଘଟଣା । ସିବିଆଇ ତଦନ୍ତ ଦାବିରେ ଲୁଗୁନ୍ଙ୍କ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର । ଅକ୍ଟୋବର ୧ରେ ଡ୍ୟୁଟିରେ ଥିବା ସମୟରେ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ହୋଇଥିଲା । ହେଲେ ପୋଲିସ ପକ୍ଷରୁ ଦିଆଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଅସନ୍ତୁଷ୍ଟ ଅଛନ୍ତି ଏଏସଆଇଙ୍କ ପରିବାର । ଲୁଗୁନ୍ଙ୍କContinue reading “ରାଉରକେଲା ଏଏସଆଇ ଲୁଗୁନଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ସିବିଆଇ ତଦନ୍ତ ପାଇଁ ଦାବି”

ପାର୍ବଣ ପରେ ବଢ଼ିଲା ରାଜଧାନୀର ବାୟୁ ପ୍ରଦୁଷଣ । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ସମସ୍ୟା ଆଗକୁ ଦୀପାବଳୀ ଆସୁଥିବାରୁ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ: ରାଜଧାନୀରେ ପ୍ରଦୂଷଣ ମାତ୍ରା ମଡୋରେଟ୍ ଅର୍ଥାତ୍ ଅତ୍ୟଧିକ ଖରାପ କି ଭଲ ନୁହେଁ ସ୍ଥିତିରେ ରହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ନିରଞ୍ଜନ ମଲ୍ଲିକ କହିଛନ୍ତି । ପାର୍ବଣ ବେଳେ ରାବଣ ପୋଡି ହୋଇଥିଲା । ଏହି ସମୟରେ ଟିକିଏ ପ୍ରଦୂଷଣ ବଢିଛି । ହେଲେ ଏହା ମଡୋରେଟରେ ରହିଛି । ଅର୍ଥାତ ୧୦୧ରୁ ୨୦୦ ମଝିରେ ରହିଛି । ତେଣୁ ଟିକିଏ ନିଶ୍ୱାସ ପ୍ରଶ୍ୱାସରେ ନେବାରେ ଅସୁବିଧା ହୋଇଛି ।Continue reading “ପାର୍ବଣ ପରେ ବଢ଼ିଲା ରାଜଧାନୀର ବାୟୁ ପ୍ରଦୁଷଣ । ଛୋଟ ପିଲା ଓ ବୟସ୍କଙ୍କ ପାଇଁ ସମସ୍ୟା ଆଗକୁ ଦୀପାବଳୀ ଆସୁଥିବାରୁ ବଢ଼ିଲା ଚିନ୍ତା ।”

ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସାକ୍ଷାତକାର । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ।

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦେଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ । ଆଦାନୀ, ପୁଲୱାମା ପ୍ରସଙ୍ଗ ସମେତ ମଣିପୁର ହିଂସା କଥା ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଉପ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ୨୦୨୪ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଲେଖିକି ଦେଉଛନ୍ତି ତୃତୀୟ ଥର ପାଇଁ ମୋଦୀ ସରକାର କ୍ଷମତାରେ ବସିବେContinue reading “ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ସହ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସାକ୍ଷାତକାର । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା ।”

ଅଶୋକ ଗେହଲଟଙ୍କ ପୁଅକୁ ଇଡିର ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ୍ । କହିଲେ ଇଡି ଏବେ ସାରା ଦେଶରେ ଆତଙ୍କ ଖେଳାଉଛି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହା ମୋ ପୁଅ କିମ୍ବା ପିସିସି ମୁଖ୍ୟଙ୍କ ପ୍ରଶ୍ନ ନୁହେଁ, ଏବେ ଇଡି ସାରା ଦେଶରେ ଆତଙ୍କ ଖେଳାଉଛି । କଂଗ୍ରେସ ତରଫରୁ ଗତକାଲି ୨ଟି ଗ୍ୟାରେଣ୍ଟି ଘୋଷଣା କରିଛି । ଏହାକୁ ନଜରରେ ରଖି ବିଜେପି ସରକାର କଂଗ୍ରେସ ପଛରେ ଇଡି ଲଗେଇ ଦେଇଛିContinue reading “ଅଶୋକ ଗେହଲଟଙ୍କ ପୁଅକୁ ଇଡିର ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ୍ । କହିଲେ ଇଡି ଏବେ ସାରା ଦେଶରେ ଆତଙ୍କ ଖେଳାଉଛି”

ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡି ସମନ । ଶୁକ୍ରବାର ବୈଭବଙ୍କୁ ହାଜର ହେବାକୁ ନୋଟିସ ।

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଅଛି । ଆଉ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ଇଡି ସମନ କରିଛି । ନିଜେ ଅଶୋକ ଗେହଲଟ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି । ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ ଏବଂ ଗରିବଙ୍କୁ ଲାଭ ମିଳୁବୋଲି ବିଜେପି ଚାହୁଁନାହିଁ । ତେଣୁ ଇଡିକୁ ବ୍ୟବହାର କରାଯାଉଛି ବୋଲି ଅଶୋକ ଗେହଲଟ ଅଭିଯୋଗContinue reading “ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡି ସମନ । ଶୁକ୍ରବାର ବୈଭବଙ୍କୁ ହାଜର ହେବାକୁ ନୋଟିସ ।”

‘ରେଲୱେ ମ୍ୟାନ୍’ ଟିଜର ରିଲିଜ: ଆର ମାଧବନ୍ ଏବଂ ବାବିଲ ଖାନଙ୍କ ୱେବ୍ ସିରିଜ୍ କହିବ ଭୋପାଳ ଗ୍ଯାସ ଦୁର୍ଘଟଣାର ଦୁଃଖ ।

ନେଟଫ୍ଲିକ୍ସରେ ‘ରେଲୱେ ମ୍ୟାନ୍’ ନାମକ ଏକ ନୂଆ ୱେବ୍ ସିରିଜ୍ ଆସିବାକୁ ଯାଉଛି । ଏଥିରେ ମୁଖ୍ୟ ଭୂମିକାରେ କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନ୍ ଅଭିନୟ କରିଛନ୍ତି। ମର୍ମତୁନ୍ଦ ଭୋପାଲ ଗ୍ଯାସ ଦୁର୍ଘଟଣା ଉପରେ ଆଧାରିତ ଏହି ୱେବ୍ ସିରିଜ୍ । କେ.କେ ମେନନ୍, ଆର ମାଧବନ୍, ଦିବ୍ୟେନ୍ଦୁ ଶର୍ମା ଏବଂ ବାବିଲ୍ ଖାନଙ୍କ ନୂଆ ୱେବ୍ ସିରିଜ୍ ‘ରେଲୱେ ମ୍ୟାନ୍’ ଆସିବାକୁ ଯାଉଛି ।  ନିର୍ମାତାମାନେ ଟିଜର ଭିଡିଓContinue reading “‘ରେଲୱେ ମ୍ୟାନ୍’ ଟିଜର ରିଲିଜ: ଆର ମାଧବନ୍ ଏବଂ ବାବିଲ ଖାନଙ୍କ ୱେବ୍ ସିରିଜ୍ କହିବ ଭୋପାଳ ଗ୍ଯାସ ଦୁର୍ଘଟଣାର ଦୁଃଖ ।”

ସରିଲା ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ: ମନ୍ତ୍ରୀ କହିଲେ, ସଂଘ ସହ ସଫଳ ହେଲା ଆଲୋଚନା

କନକ ବ୍ୟୁରୋ: ସରିଲା ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ । ବୈଠକ ସରିବା ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ । କହିଲେ, ସଂଘ ସହ ଆଲୋଚନା ସଫଳ ହୋଇଛି । ତାଙ୍କ ଦାବି ହେଉଛି ବ୍ଲକରୁ ଜିଲ୍ଲାକୁ ଗଡିବ ଲ କ୍ଷ୍ମୀ ବସ । ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୧ ତାରିଖ ଭିତରେ ଲିଖିତ ଦାବି ଦେବ ସଂଘ । ଆଗକୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚାଲିବContinue reading “ସରିଲା ମନ୍ତ୍ରୀଙ୍କ ସହ ବସ ମାଲିକ ସଂଘର ବୈଠକ: ମନ୍ତ୍ରୀ କହିଲେ, ସଂଘ ସହ ସଫଳ ହେଲା ଆଲୋଚନା”

ପୋଲିସ ଜୁଆଡିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଜୁଆଡିଙ୍କ ପାଥରମାଡରେ ପୁଲିସ କର୍ମୀ ଆହତ ।

କନକ ବ୍ୟୁରୋ: ପୋଲିସ ଜୁଆଡ଼ିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପୋଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଲେ ଜୁଆଡ଼ି । ଦିଗପହଣ୍ଡି କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ା ଗାଁରେ ଘଟିଛି ଏହି ଘଟଣା । ଟିକରପଡ଼ା ବଡ଼ସାହି କଲ୍ୟାଣ ମଣ୍ଡପରେ ଜୁଆଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଚଢ଼ାଉ କରିଥିଲା । କିଛି ଜୁଆଡ଼ିଙ୍କୁ ପୋଲିସ କାବୁ କରି ଥାନା ଗାଡ଼ିରେ ନେବା ପାଇଁ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । ଜୁଆଡ଼ିଙ୍କ ଟେକାପଥରContinue reading “ପୋଲିସ ଜୁଆଡିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଜୁଆଡିଙ୍କ ପାଥରମାଡରେ ପୁଲିସ କର୍ମୀ ଆହତ ।”

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା, ୩୧ ପରେ ସ୍ୱାଭାବିକ ଭାବେ ଗାଡ଼ି ଗଡ଼ିବ ନା ପୁଣି ଧର୍ମଘଟକୁ ଓହ୍ଲାଇବ ସଂଘ. ବୈଠକ ପରେ ବାହାରିପାରେ ନିଷ୍କର୍ଷ

କନକ ବ୍ୟୁରୋ: ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ । ବସ୍ ମାଲିକ ସଂଘର ଦାବି ଉପରେ ଖାରବେଳ ଭବନରେ ଆଲୋଚନା କରାଯାଉଛି । ଆଜି ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରିବହନ ମନ୍ତ୍ରୀ । ଯେଉଁଥି ପାଇଁ ଆସନ୍ତା ୩୧ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଥିଲା ଘରୋଇ ବସ ମାଲିକ ସଂଘ । ଗତ ୨୦Continue reading “ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା, ୩୧ ପରେ ସ୍ୱାଭାବିକ ଭାବେ ଗାଡ଼ି ଗଡ଼ିବ ନା ପୁଣି ଧର୍ମଘଟକୁ ଓହ୍ଲାଇବ ସଂଘ. ବୈଠକ ପରେ ବାହାରିପାରେ ନିଷ୍କର୍ଷ”

ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଭୟରେ ଘରୁ ବାହାରିପାରୁନାହାନ୍ତି ଲୋକେ ।

କନକ ବ୍ୟୁରୋ: ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଏବେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଜୀବ । ଖାଦ୍ୟ ଅନ୍ୱେଷଣ ପାଇଁ ଗାଁରେ ପଶୁଛନ୍ତି ହାତୀପଲ । କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ପୁଣି କେତେବେଳେ ଘରଦ୍ୱାର ଭାଙ୍ଗୁଛନ୍ତି । ଅନେକ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ବଲାଙ୍ଗୀର ତୁରେକେଲା ବ୍ଲକ ଡମଣି ଚୁଆ ଗାଁରେ ଦନ୍ତାହାତୀ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇContinue reading “ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଭୟରେ ଘରୁ ବାହାରିପାରୁନାହାନ୍ତି ଲୋକେ ।”

Design a site like this with WordPress.com
Get started