ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିବସ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ।

କନକ ବ୍ୟୁରୋ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ୟ୍ୟକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରିଛନ୍ତି। ୨୨ ଜାନୁଆରି ୨୦୨୪ରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି- ‘ଜୟ ସିୟାରାମ ! ଆଜିର ଦିନ ବହୁତ ଭାବନାରେ ଭରିଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପଦାଧିକାରୀମାନେ ମତେ ମୋରContinue reading “ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିବସ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ।”

ଗାଜା ଉପରେ ଗ୍ରାଉଣ୍ଡ ଆଟାକ୍ କାହିଁକି ସ୍ଥଗିତ ରଖିଲା ଇସ୍ରାଏଲ ? ଆମେରିକାର ଭୂମିକା କଣ ?

  ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଗାଜା ଉପରେ ସମ୍ଭାବ୍ୟ ଆକ୍ରମଣକୁ ଇସ୍ରାଏଲ୍ ସ୍ଥଗିତ ରଖିଛି । ଏହି ଆକ୍ରମଣକୁ ବନ୍ଦ କରିବାକୁ ଇସ୍ରାଏଲ୍ ରାଜି ହୋଇଛି ।  ଯାହାଫଳରେ ଆମେରିକା ଆମେରିକାର ସୈନିକମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଅଞ୍ଚଳରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆରମ୍ଭ କରିପାରିବ । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ବଡ ଖବର ସାମନାକୁ ଆସିଛି ।  ଇସ୍ରାଏଲ୍ ଗାଜା ଉପରେ ଗ୍ରାଉଣ୍ଡ ଆଟାକ୍Continue reading “ଗାଜା ଉପରେ ଗ୍ରାଉଣ୍ଡ ଆଟାକ୍ କାହିଁକି ସ୍ଥଗିତ ରଖିଲା ଇସ୍ରାଏଲ ? ଆମେରିକାର ଭୂମିକା କଣ ?”

ବିରାଟଙ୍କୁ ନେଇ ବଡ ଭବିଷ୍ୟବାଣୀ, ୫ ନଭେମ୍ବରରେ ଭାଙ୍ଗିବ ସଚିନଙ୍କ ରେକର୍ଡ ! ଜାଣନ୍ତୁ କିଏ କଲା ଏଭଳି ଭବିଷ୍ୟବାଣୀ?

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ହିଁ ସଚିନଙ୍କ ଦିନିକିଆ ଶତକ ରେକର୍ଡ ଭାଙ୍ଗିବେ ବିରାଟ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକରୁ ମାତ୍ର ୫ ରନରୁ ବଞ୍ଚିତ ହୋଇଥିବା ବିରାଟ ଖୁବଶୀଘ୍ର ନିଜର ୫୦ତମ ଶତକ ପୂରା କରିବେ । ଏନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର । ଆସନ୍ତା ୫ ନଭେମ୍ବରରେ କୋହଲି ଦିନିକିଆରେ ୫୦ତମ ଶତକ ହାସଲ କରିବେ ବୋଲି କହିଛନ୍ତି ସୁନୀଲ । ଦିନିକିଆରେ ୫୦ତମContinue reading “ବିରାଟଙ୍କୁ ନେଇ ବଡ ଭବିଷ୍ୟବାଣୀ, ୫ ନଭେମ୍ବରରେ ଭାଙ୍ଗିବ ସଚିନଙ୍କ ରେକର୍ଡ ! ଜାଣନ୍ତୁ କିଏ କଲା ଏଭଳି ଭବିଷ୍ୟବାଣୀ?”

ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ହୋଟେଲ ମାଲିକ ସାଜନ ସାମଲ ଗୁରୁତର ଆହତ ।

କନକ ବ୍ୟୁରୋ: ହୋଟେଲ ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ । ଖଣ୍ଡା ଚୋଟରେ ଗୁରୁତର ହୋଟେଲ ମାଲିକ । ଭୁବନେଶ୍ୱର କଳିଙ୍ଗ ନଗର ଅଂଚଳରେ ଏପରି ଘଟଣା ଘଟିଛି ।ଗତକାଲି ରାତିରେ ଭସାଣ ଚାଲିଥିବା ବେଳେ କିଛି ଦୁର୍ବୃତ ଆସି ହୋଟେଲ ମାଲିକ ସାଜନ ସାମଲଙ୍କୁ ଆକ୍ରମଣ କରିଥିଲେ । ଦଶହରା ସମୟରେ ହୋଟେଲ ବନ୍ଦ ଥିବା ବେଳେ କିଛି ଦୁର୍ବୃତ ହୋଟେଲରେ ପଶି ଚୋରି କରିଥିଲେ । ସିସିଟିଭି ଦେଖି ସାଜନ ସମସ୍ତଙ୍କୁ ପୋଲିସ ଜିମା ଦେଇଥିଲେContinue reading “ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ହୋଟେଲ ମାଲିକ ସାଜନ ସାମଲ ଗୁରୁତର ଆହତ ।”

ମା’ଙ୍କୁ ବି ଛାଡିଲେନି ଲୁଟେରା । କେନ୍ଦ୍ରାପଡ଼ା ପଞ୍ଚୁୁବରାହୀ ମନ୍ଦିରରୁ ବଡ଼ ଧରଣର ଚୋରି । ସୁନା ଓ ରୂପା ଅଳଙ୍କାର ସହ ଦାନ ହୁଣ୍ଡି ଲୁଟିନେଲେ ।

କନକ ବ୍ୟୁରୋ: ମା’ଙ୍କୁ ବି ଛାଡ଼ିଲେନି ଲୁଟେରା । ମନ୍ଦିରରେ ପଶି ରୁପା ମୁକୁଟ, ରୁପା ହାର, ସୁନା ହାର, ସୁନା ଚିତା, ସୁନାର ମଥମଣି, ଦାନ ହୁଣ୍ଡିରେ ଥିବା ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଯାହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ରାଜନଗର ପଂଚୁବରାହୀ ମନ୍ଦିରରୁ ଗତକାଲି ରାତିରେ କେହି ଦୁର୍ବୃତ ପଶି ଠାକୁରାଣୀଙ୍କର ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଏନେଇ ମା’Continue reading “ମା’ଙ୍କୁ ବି ଛାଡିଲେନି ଲୁଟେରା । କେନ୍ଦ୍ରାପଡ଼ା ପଞ୍ଚୁୁବରାହୀ ମନ୍ଦିରରୁ ବଡ଼ ଧରଣର ଚୋରି । ସୁନା ଓ ରୂପା ଅଳଙ୍କାର ସହ ଦାନ ହୁଣ୍ଡି ଲୁଟିନେଲେ ।”

୩୧ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ । ୨୯ରେ ଓଡ଼ିଶା ଆସିବେ ରଘୁବର ଦାସ, କହିଲେ ଓଡ଼ିଶା ବିକାଶର ଶୀର୍ଷରେ ପହଁଚିବ

କନକ ବ୍ୟୁରୋ: ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ । ୨୯ ତାରିଖରେ ରାଜଭବନରେ ପହଂଚିବେ ରଘୁବର ଦାସ । ଓଡିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ । ୧୯୮୦ ମସିହାରୁ ଜନତାଙ୍କ ସେବା କରି ଆସୁଥିବା କହିଛନ୍ତିContinue reading “୩୧ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ । ୨୯ରେ ଓଡ଼ିଶା ଆସିବେ ରଘୁବର ଦାସ, କହିଲେ ଓଡ଼ିଶା ବିକାଶର ଶୀର୍ଷରେ ପହଁଚିବ”

ଛୁଟିରେ ଡାକ୍ତର, ରୋଗୀ ଦେଖିଲେ ବିଧାୟକ ।ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ।

କନକ ବ୍ୟୁରୋ: ସୁନ୍ଦରଗଡ଼ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର । ଫଳରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଜଣ ଡାକ୍ତର ନିଯୁକ୍ତ ରହିବା ନେଇ ନିୟମ ରହିଛି । ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ଦୁଇ ଜଣ ଡାକ୍ତର । ଏବେ ଦୁଇ ଜଣ ଯାକ ଡାକ୍ତର ହସ୍ପିଟାଲକୁ ଆସିନଥିବାରୁ ବନ୍ଦ ରହିଥିଲା ଓପିଡି । ହେଲେ ରୋଗୀଙ୍କ ଲମ୍ବା ଲାଇନ୍Continue reading “ଛୁଟିରେ ଡାକ୍ତର, ରୋଗୀ ଦେଖିଲେ ବିଧାୟକ ।ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ।”

ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ । ଆମେରିକାର ପରାମର୍ଶ ପରେ ଇସ୍ରାଏଲର ନିଷ୍ପତ୍ତି ।

କନକ ବ୍ୟୁରୋ: ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ । ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରଖିଥିବା ସୂଚନା ରହିଛି । ଏ ନେଇ ଆମେରିକାର ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ ନିଷ୍ପତି ନେଇଛି ଇସ୍ରାଏଲ । ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି । ହମାସକୁ ଇରାନ, ରୁଷ ସମେତ ଅନେକ ଦେଶ ସମର୍ଥନContinue reading “ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ । ଆମେରିକାର ପରାମର୍ଶ ପରେ ଇସ୍ରାଏଲର ନିଷ୍ପତ୍ତି ।”

ପୁଣି ବିଶ୍ୱକୁ ଭାଇରାସ ଛାଡିବ କି ଚୀନ୍! ଚୀନ୍ ବୈଜ୍ଞାନିକ ୮ଟି ଭାଇରସ୍ ଉପରେ ଗବେଷଣା କରୁଥିବା ସୂଚନା

କନକ ବ୍ୟୁରୋ: ପୁଣି ବିଶ୍ୱକୁ ଭାଇରାସ ଛାଡିବ କି ଚୀନ୍? ଚୀନର ବୈଜ୍ଞାନିକ ନିଜର ଏକ ଦ୍ୱୀପରେ ୮ଟି ନୂଆ ଭାଇରସ ଉପରେ ଗବେଷଣା କରିଛନ୍ତି । ଏହାପରେ ଏଭଳି ଏକ ଆଶଙ୍କା ପ୍ରକାଶ ପାଇଛି । କରୋନା ମହାମାରୀ ଚୀନର ଉହାନ ଲ୍ୟାବରୁ ବ୍ୟାପିଥିବା ବିଭିନ୍ନ ବୈଜ୍ଞାନିକ ସହିତ ଆମେରିକା ଭଳି ଦେଶ ଦାବି କରିଆସୁଛି । ଏହି ମହାମାରୀରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏପରି ସ୍ଥିତିରେ ପୁଣିଥରେContinue reading “ପୁଣି ବିଶ୍ୱକୁ ଭାଇରାସ ଛାଡିବ କି ଚୀନ୍! ଚୀନ୍ ବୈଜ୍ଞାନିକ ୮ଟି ଭାଇରସ୍ ଉପରେ ଗବେଷଣା କରୁଥିବା ସୂଚନା”

ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ନାମ ପରିବର୍ତ୍ତନକୁ ନେଇ NCERT ର ସ୍ପଷ୍ଟୀକରଣ

କନକ ବ୍ୟୁରୋ: ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ କୌଣସି ନିଷ୍ପତି ହୋଇନି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ସ୍କୁଲ ବହିରେ ନାମକରଣ ପରିବର୍ତନକୁ ସୁପାରିସ କରିଛି ଏନସିଇଆରଟିର ୭ ଜଣିଆ କମିଟି । ଏହାପରେ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନି । ଏନସିଇଆରଟି ଅଧ୍ୟକ୍ଷ ଦୀନେଶ ସକଲାନି କହିିଛନ୍ତି, ପିଲାଙ୍କୁ ଇଣ୍ଡିଆ ବଦଳରେ ଭାରତ ଲେଖିବା ଏବଂ ପ୍ରାଚୀନ ଇତିହାସ ବଦଳରେ ଶାସ୍ତ୍ରୀୟ ଇତିହାସ ପଢାଯିବାକୁ ନେଇContinue reading “ସ୍କୁଲବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ନାମ ପରିବର୍ତ୍ତନକୁ ନେଇ NCERT ର ସ୍ପଷ୍ଟୀକରଣ”

Design a site like this with WordPress.com
Get started