କନକ ବ୍ୟୁରୋ: ଓଲିଉଡ ଷ୍ଟାରଙ୍କ ଭିତରେ କଳି ଆଜି ଆଉପାଦେ ଆଗେଇଛି । କାରଣ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ ମହାନ୍ତି । ଗତକାଲି ୟୁସିସିସି ଆଗରେ ଯେଉଁ ଅଭିଯୋଗ ରଖିଥିଲେ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାଏ, ସେହି କଥାକୁ ଭିଡିଓରେ ଦୋହରାଇଛନ୍ତି ଅନୁଭବ । ରାମ ଫିଲ୍ମକୁ ସମ୍ବଲପୁରରେ ମନୋଜ ମିଶ୍ର ରିଲିଜ କରାଇ ଦେଉନଥିବା କହିଛନ୍ତି ଅନୁଭବ । ଅଭିନେତା ଅନୁଭବ ମହାନ୍ତିContinue reading “ଆଗକୁ ବଢୁଛି କଳାକାରଙ୍କ କଳି । ଅରିନ୍ଦମ ଓ ଅନୁଭବ ବନାମ ମନୋଜ ମିଶ୍ର”
Tag Archives: News
ବନ୍ଦୋବସ୍ତ ଜମି ବିବାଦକୁ ନେଇ କଳି । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ
କନକ ବ୍ୟୁରୋ: ଗୋଟିଏ ପଟେ ଦୁର୍ଗାପୂଜାରେ ମାଙ୍କୁ ପୂଜା କରାଯାଇ ବିଦାୟ ଦିଆଯାଉଛି । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମାଆ । ସେପଟେ ଯୋଗମାୟାଙ୍କ ସ୍ୱାମୀ ପ୍ରଭୁ ଲିଙ୍ଗରାଜ ଓପାସରେ ଅଛନ୍ତି । ଭସାଣୀ ଦିନରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ସକାଳୁ ସିଂହଦ୍ୱାର ଖୋଲାନୀତି ହୋଇଛି । ମଙ୍ଗଳ ଆଳତୀ କରାଯାଇନାହିଁ । ମଙ୍ଗଳ ଆଳତୀ ଠାରୁ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁContinue reading “ବନ୍ଦୋବସ୍ତ ଜମି ବିବାଦକୁ ନେଇ କଳି । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ”
ମୋବାଇଲରେ ବାଜୁଛି ଆଲାର୍ମ । ଥରି ଉଠୁଛି ଫୋନ । ସ୍କ୍ରିନରେ ସତର୍କ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆସିବ ମେସେଜ
କନକ ବ୍ୟୁରୋ: ଓଡିଶାର ମୋବାଇଲ ବ୍ୟବହାରକାରୀଙ୍କ ନିକଟକୁ ଦିନ ତମାମ ଆସିଥିଲା ଜରୁରୀକାଳୀନ ସତର୍କ ସୂଚନାର ବାର୍ତ୍ତା । ଉଭୟ ଓଡିଆ ଓ ଇଂରାଜୀରେ ଆସିଥିଲା ବାର୍ତ୍ତା । ମେସେଜ ଆସିବା କ୍ଷଣି ସାଇରନ୍ ବାଜିବା ଭଳି କିଛି ଶବ୍ଦ କରିଥିଲା । ମୋବାଇଲ୍ ଭ୍ରାଇବ୍ରେସନ ହୋଇଥିଲା । ଯେଉଁଥିରେ ଲାଲ ରଙ୍ଗର ଏମରଜେନ୍ସି ଆଲଟ ର୍ ସହିତ ଏକ୍ସଟ୍ରିମ୍ ବୋଲି ଉଲ୍ଲେଖ ରହିଥିଲା । ଗୋଟିଏ ଗୋଟିଏ ମୋବାଇଲକୁ ପ୍ରାୟ ୨ରୁ ୪ଥର ମେସେଜ ଆସିଥିଲାContinue reading “ମୋବାଇଲରେ ବାଜୁଛି ଆଲାର୍ମ । ଥରି ଉଠୁଛି ଫୋନ । ସ୍କ୍ରିନରେ ସତର୍କ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆସିବ ମେସେଜ”
କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ? ନିଯୁକ୍ତିକୁ ନେଇ ବିରୋଧୀ-ଶାସକ କଥା କଟାକଟି
କନକ ବ୍ୟୁରୋ: ବେଶ କିଛି ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ରହି ଆସୁଥିଲେ ଭି.କେ.ପାଣ୍ଡିଆନ । ସରକାରୀ କାର୍ଯ୍ୟକ୍ରମରେ, ସମୀକ୍ଷା ବୈଠକରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହି ଟିକନିକ ବୁଝୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗସ୍ତ କରି ଅଭିଯୋଗ ଗ୍ରହଣ କରିଥିଲେ । କିନ୍ତୁ ଏବେ ସେ ଚାକିରିରୁ ଅବସର ନେଇଛନ୍ତି ଓ ନୂଆ ନିଯୁକ୍ତି ପାଇଛନ୍ତି । ହେଲେ, ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ କିଏ ହେବେ? କଣ ରହିବContinue reading “କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ? ନିଯୁକ୍ତିକୁ ନେଇ ବିରୋଧୀ-ଶାସକ କଥା କଟାକଟି “
ମେଲାଣି ନେଉଛନ୍ତି ମା’ । ଚାଲିଛି ମା’ଙ୍କ ଭସାଣ ପର୍ବ । ଶୋଭାଯାତ୍ରାରେ ନେଉଛନ୍ତି ବିଦାୟ
କନକ ବ୍ୟୁରୋ: ପାରମ୍ପରିକ ନାଚ-ଗୀତରେ ପ୍ରକମ୍ପିତ ହେଉଛି ପରିବେଶ । ମା’ଙ୍କ ଆଗରେ ଲମ୍ବା ଶୋଭଯାତ୍ରା । ଧାଡ଼ି ବାନ୍ଧି ଆଗକୁ ବଢ଼ୁଛି ଗୋଟିଏ ପରେ ଗୋଟିଏ ମେଢ଼ । ଭସାଣୀ ଦେଖିବା ପାଇଁ ରାସ୍ତାରେ ରୁଣ୍ଡ ହୋଇଛନ୍ତି ଶ୍ରଦ୍ଧାଳୁ । ସରିଛି ଶାରଦୀୟ ଦଶହରା । ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ ଦୁର୍ଗା । ପୂଜାର ଅନ୍ତିମ ପର୍ବ ଭସାଣ ପାଇଁ ଚଳଚଞ୍ଚଳ ପୂରା ପରିବେଶ । ରାଜଧାନୀ ଭୁବନେଶ୍ୱର ଏବଂ ଐତିହ୍ୟ ସହର କଟକରେContinue reading “ମେଲାଣି ନେଉଛନ୍ତି ମା’ । ଚାଲିଛି ମା’ଙ୍କ ଭସାଣ ପର୍ବ । ଶୋଭାଯାତ୍ରାରେ ନେଉଛନ୍ତି ବିଦାୟ”
ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ସୁପାରିସ କଲା ଏନସିଇଆରଟି ପ୍ୟାନେଲ୍
କନକ ବ୍ୟୁରୋ: ଦେଶର ନାଁ ଇଣ୍ଡିଆ ନା’ ଭାରତ, ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଚାଲିଥିବା ବେଳେ ବଡ଼ ନିଷ୍ପତି ନେଇଛି ଏନସିଇଆରଟି । ଏଣିକି ପିଲାମାନଙ୍କୁ ଦେଶର ନାମ ଇଣ୍ଡିଆ ନୁହେଁ ଭାରତ ପଢ଼ାଯିବ । ଏନସିଇଆରଟି ବହିରେ ଦେଶର ନାମ କେବଳ ଭାରତ ଲେଖାଯିବ । ଏ ନେଇ ଶିକ୍ଷା ମନ୍ତ୍ରାଳୟକୁ ସୁପାରିସ୍ କରିଛି ଏନସିଇଆରଟିର ୭ ଜଣିଆ କମିଟି । ସର୍ବସମ୍ମତିକ୍ରମେ ଏପରି ଐତିହାସିକ ନିଷ୍ପତି ନିଆଯାଇଛି । ଏନସିଇଆରଟି ବହିରେ ଦେଶରContinue reading “ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ଲେଖାଯିବ ‘ଭାରତ’ । ସୁପାରିସ କଲା ଏନସିଇଆରଟି ପ୍ୟାନେଲ୍”
ବିଶ୍ୱକପରେ ମାକ୍ସୱେଲଙ୍କ ଧୂଆଁଧାର ବ୍ୟାଟିଂ । ନେଦରଲ୍ୟାଣ୍ଡ ବିରୋଧରେ ୪୪ ବଲରେ ଶତକ
କନକ ବ୍ୟୁରୋ : ଚଳିତ ବଶ୍ୱକପରେ ଭିନ୍ନ ଭିନ୍ନ ପ୍ରକାରର ନିଆରା ଖେଳ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଦିଲ୍ଲୀରେ ଚାଲିଥିବା ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାକ୍ସୱେଲଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି । ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା । ଏହି କ୍ରମରେ ଦଳ ୫୦ ଓଭର ଖେଳି ୮ ୱିକଟେ ହରାଇ ୩୯୯ ରନ କରିବାରେ ସଫଳ ହୋଇଛି । ହେଲେ ସବୁଠାରୁContinue reading “ବିଶ୍ୱକପରେ ମାକ୍ସୱେଲଙ୍କ ଧୂଆଁଧାର ବ୍ୟାଟିଂ । ନେଦରଲ୍ୟାଣ୍ଡ ବିରୋଧରେ ୪୪ ବଲରେ ଶତକ”
ବାଲେଶ୍ୱର ସିମୁଳିଆରେ ଧୁମଧାମରେ ପାଳିତ ହେଲା ଆଦିବାସୀଙ୍କ କରମା ପୂଜା । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ
କନକ ବ୍ୟୁରୋ : ବାଜୁଛି ମାଦଳ । ଆଉ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଆଦିବାସୀ । କରମା ପୂଜା ଅବସରରେ ସମସ୍ତେ ମସଗୁଲ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବଣା ଗାଁରେ ଅନୁଷ୍ଠିତ ହୋଇଛି ଆଦିବାସୀଙ୍କ କରମା ପୂଜା । କରମା ପୂଜା ପାଇଁ ଆଦିବାସୀ ମାନେ ପ୍ରଥମେ ନଦୀରୁ ବାଲି ଆଣି ସେଥିରେ ମୁଗ ଗଜା କରନ୍ତି । ମୁଗ ଗଜା ହେବା ପରେ କଇଁ ଗଛର ଡାଳ ପୋତି ତାକୁContinue reading “ବାଲେଶ୍ୱର ସିମୁଳିଆରେ ଧୁମଧାମରେ ପାଳିତ ହେଲା ଆଦିବାସୀଙ୍କ କରମା ପୂଜା । ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେ ଆଦିବାସୀ”
ଜୀବନ ଜିଇବାକୁ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡ଼ା ଗରଦପୁରର ଜ୍ଞାନରଂଜନ । ଭଙ୍ଗା କ୍ୟାବିନରେ ଚାଲିଛି ଦିବ୍ୟାଙ୍ଗଙ୍କ ଟେଲରିଂ ସେଂଟର
କନକ ବ୍ୟୁରୋ : ଦିବ୍ୟାଙ୍ଗ ଜ୍ଞାନରଂଜନଙ୍କ ସଂଘର୍ଷମୟ କାହାଣୀ । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଭଦକମଳ ଗାଁରେ ଜ୍ଞାନରଂଜନଙ୍କ ଘର । ଯିଏ ପିଲାଦିନୁ ପୋଲିଓ ରୋଗରେ ଆକ୍ରାନ୍ତ । ଚାଲିବାକୁ ଶକ୍ତି ନାହିଁ । ତିନି ଚକିଆ ସାଇକେଲରେ ଚାଲିଛି ତାଙ୍କ ଜୀବନର ରଥ । ତଥାପି ଅନ୍ୟଉପରେ ନିର୍ଭର ନକରି ନିଜେ ରୋଜଗାର କରିବା ପାଇଁ ଜାରି ରଖିଛନ୍ତି ଉଦ୍ୟମ । ଏହି ଭଙ୍ଗା ଦଦରା କ୍ୟାବିନରେ ଚାଲିଛି ତାଙ୍କ ସିଲେଇ ସେଂଟର ।Continue reading “ଜୀବନ ଜିଇବାକୁ ସଂଘର୍ଷ କରୁଛନ୍ତି କେନ୍ଦ୍ରାପଡ଼ା ଗରଦପୁରର ଜ୍ଞାନରଂଜନ । ଭଙ୍ଗା କ୍ୟାବିନରେ ଚାଲିଛି ଦିବ୍ୟାଙ୍ଗଙ୍କ ଟେଲରିଂ ସେଂଟର”
ପରମ୍ପରା ଆଳରେ ପାର୍ବଣ ବେଳେ ଗଂଜାମରେ ବଢୁଛି ଜୁଆ ଖେଳର ଆସର । ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୫୦ ଜଣଙ୍କ ନାଁରେ ମାମଲା ରୁଜୁ କଲାଣି ପୋଲିସ
କନକ ବ୍ୟୁରୋ : ପରମ୍ପରା ଆଳର ପାର୍ବଣରେ ବଢୁଛି ଜୁଆ ଖେଳର ଆସର । ସେ ପରିତ୍ୟକ୍ତ ଘର ହେଉ ଅବା ନିଛାଟିଆ ସ୍ଥାନ ଅଥବା ଗାଁର ଚଉରା ମୁଳ କି ଘର ବାରଣ୍ଡା ସବୁଠି ଜମୁଛି ଜୁଆ ଖେଳ । କିଏ ଖେଳେ ସତରଞି ତ ପୁଣି କିଏ ପାଲି ଘୁଡି ପୁଣି କିଏ ତାସ ଖେଳ ଏବଂ କିଏ କଉଡି ଖେଳରେ ମଜିଥାନ୍ତି । ଯୁବ ସମାଜ ଏହି ଖେଳରେ ଲକ୍ଷ ଲକ୍ଷ ଟଙ୍କାContinue reading “ପରମ୍ପରା ଆଳରେ ପାର୍ବଣ ବେଳେ ଗଂଜାମରେ ବଢୁଛି ଜୁଆ ଖେଳର ଆସର । ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୫୦ ଜଣଙ୍କ ନାଁରେ ମାମଲା ରୁଜୁ କଲାଣି ପୋଲିସ”