କନକ ବ୍ୟୁରୋ: ବଢୁଛି ଓଲିଉଡ୍ କଳି । ଅଭିନେତା ମନୋଜ ମିଶ୍ର ଓ ଅରିନ୍ଦମଙ୍କ କଳି ଭିତରେ ପଶିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଓଲିଉଡ୍କୁ ଭାଗ ଭାଗ ନକରିବା ପାଇଁ ସେ ଅପିଲ କରିଛନ୍ତି । ମନୋଜ ମିଶ୍ରଙ୍କ ବିରୋଧରେ ଅରିନ୍ଦମ ଯେଉଁ ଅଭିଯୋଗ ଆଣିଥିଲେ, ସେହି କଥାକୁ ଦୋହରାଇଛନ୍ତି ଅନୁଭବ । ଅରିନ୍ଦମ ଓ ଅନୁଭବ ଅଭିନୀତ ରାମ ଫିଲ୍ମକୁ ମନୋଜ ମିଶ୍ର ସମ୍ବଲପୁରରେ ରିଲିଜ୍ କରାଇଦେଉନଥିବା ଅଭିଯୋଗ କରିଛନ୍ତି । ଅଭିନେତା ଜିତୁContinue reading “ଅଭିନେତା ଅରିନ୍ଦମ୍ ଓ ମନୋଜ ମିଶ୍ରଙ୍କ କଳିରେ ପଶିଲେ ଅନୁଭବ ମହାନ୍ତି । ଭିଡିଓ ପୋଷ୍ଟ କରି କହିଲେ, ଓଲିଉଡ଼କୁୁ କରନାହିଁ ଭାଗଭାଗ ।”
Tag Archives: News
ହମାସ ଉପରେ ସହାନୁଭୂତି ଦେଖାଇ ଇସ୍ରାଏଲ କ୍ରୋଧର ଶିକାର ଜାତିସଂଘ ମୁଖ୍ୟ । ଇସ୍ରାଏଲ କହିଲା ତୁରନ୍ତ ବହିଷ୍କାର କର
ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ଇସ୍ରାଏଲ୍ କ୍ରୋଧିତ ହୋଇଛି । ଇସ୍ରାଏଲ-ହାମାସ ଉପରେ ମିଳିତ ଜାତିସଂଘର ଆଲୋଚନା ବେଳେ ରାଷ୍ଟ୍ରଦୂତ ଗିଲାଦ ଏର୍ଡେନ୍ ଗୁଟେରସଙ୍କ ଇସ୍ତଫା ଦାବି କରିଥିଲେ। ଜାତିସଂଘର ମହାସଚିବଙ୍କୁ ହଟାଇବାର ପଦ୍ଧତି କ’ଣ ଏଠାରେ ଆମେ ଆପଣଙ୍କୁ କହିବୁ । ହାମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲର ମନୋଭାବ ଦିନକୁ ଦିନ କଠୋର ହେବାରେ ଲାଗିଛି । ନିର୍ଣ୍ଣାୟକ ଯୁଦ୍ଧ ଜାରି ରହିବ ବୋଲି ବେଞ୍ଜାମିନ୍ ନେତାନ୍ୟାହୁ ସରକାରContinue reading “ହମାସ ଉପରେ ସହାନୁଭୂତି ଦେଖାଇ ଇସ୍ରାଏଲ କ୍ରୋଧର ଶିକାର ଜାତିସଂଘ ମୁଖ୍ୟ । ଇସ୍ରାଏଲ କହିଲା ତୁରନ୍ତ ବହିଷ୍କାର କର”
ଏବେ ପିଲାମାନେ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ପିଲା ପଢିବେ ଭାରତ । ପ୍ରସ୍ତାବକୁ କମିଟି ଦେଲା ମଞ୍ଜୁରୀ
କନକ ବ୍ୟୁରୋ : ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ପ୍ୟାନେଲ ତରଫରୁ ସମସ୍ତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି କମିଟିର ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନିଆଯାଇଛି । ଏନସିଇଆରଟି ପୁସ୍ତକର ଆଗାମୀ ସେଟରେ ଏହି ପରିବର୍ତ୍ତନ ନଜରକୁ ଆସିବ । ସୂଚନା ଥାଉ କି, ଏହି ପ୍ରସ୍ତାବ କିଛିମାସ ପୂର୍ବରୁ ଦିଆଯାଇଥିଲା । ଏବେ ଏହା ଔପଚାରିକ ସମର୍ଥନContinue reading “ଏବେ ପିଲାମାନେ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ପିଲା ପଢିବେ ଭାରତ । ପ୍ରସ୍ତାବକୁ କମିଟି ଦେଲା ମଞ୍ଜୁରୀ”
ମା’ଙ୍କୁ ମେଲାଣି ଦେବାବେଳେ କୋହ ସମ୍ଭାଳିପାରିଲେନି ପୂଜକ । ମା’ଙ୍କ ପାଦ ତଳେ ପଡି ବାହୁନି କାନ୍ଦିଲେ । କଟକରୁ ଆସିଛି ନିଆରା ଦୃଶ୍ୟ ।
କନକ ବ୍ୟୁରୋ: ବିଦାୟ ନେଉଛନ୍ତି ମା ଜଗତଜନନୀ । ନବରାତ୍ରୀର ଅନ୍ତିମ ଦିନରେ ଦଶମୀ ପୂଜା ପରେ ଗତକାଲି ମାଙ୍କ ବିସର୍ଜନ ହୋଇଥିଲା । ଆଉ ତାପରେ ପରମ୍ପରା ମୁତାବକ ମାଙ୍କୁ ମେଲାଣି ଦିଆଯାଉଛି । କିନ୍ତୁ ମାଙ୍କୁ ବିଦାୟ ବେଳର ଏକ ନିଆରା ଦୃଶ୍ୟ ଆସିଛି କଟକରୁ । ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ମାଙ୍କ ପୂଜାରେ ନିୟୋଜିତ ପୂଜାରୀ ଭାବବିହ୍ୱଳ ହୋଇପଡିଛନ୍ତି । ଆଖିର ଲୁହକୁ ରୋକି ପାରୁ ନାହାନ୍ତି । ଝିଅକୁContinue reading “ମା’ଙ୍କୁ ମେଲାଣି ଦେବାବେଳେ କୋହ ସମ୍ଭାଳିପାରିଲେନି ପୂଜକ । ମା’ଙ୍କ ପାଦ ତଳେ ପଡି ବାହୁନି କାନ୍ଦିଲେ । କଟକରୁ ଆସିଛି ନିଆରା ଦୃଶ୍ୟ ।”
ଜାତିସଂଘ ମୁଖ୍ୟଙ୍କ ବୟାନକୁ ନେଇ ଇସ୍ରାଏଲର ପ୍ରତିକ୍ରିୟା । କହିଲା, ପଦରେ ରହିବାର ଯୋଗ୍ୟତା ନାହିଁ, ତୁରନ୍ତ ଦିଅନ୍ତୁ ଇସ୍ତଫା
କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ହେଉ କି ଇସ୍ରାଏଲ ଦ୍ୱାରା ହମାସ ଚରମପନ୍ଥୀ ସଂଗଠନ ଉପରେ ଚଳାଇଥିବା ଆକ୍ରମଣ ହେଉ । ଏସବୁ ଭିତରେ ସାଧାରଣ ମଣିଷର ଜୀବନ ଓ ଜୀବୀକା ଉଭୟ ଦୁର୍ବିର୍ଶହ ହୋଇ ପଡୁଛି । ଏହାକୁ ନେଇ କିଛିଦିନ ତଳେ ଜାତିସଂଘ ମୁଖ୍ୟଙ୍କର ଏକ ବୟାନ ଆସିଥିଲା । ସେ କହିଥିଲେ ଯେ, ଅର୍ନ୍ତରାଷ୍ଟ୍ରୀୟ ଆଇନର ଯେଭଳି ଉଲଙ୍ଘନ ହେଉଛି ତାହାକୁ ନେଇ ସେ ଚିନ୍ତିତContinue reading “ଜାତିସଂଘ ମୁଖ୍ୟଙ୍କ ବୟାନକୁ ନେଇ ଇସ୍ରାଏଲର ପ୍ରତିକ୍ରିୟା । କହିଲା, ପଦରେ ରହିବାର ଯୋଗ୍ୟତା ନାହିଁ, ତୁରନ୍ତ ଦିଅନ୍ତୁ ଇସ୍ତଫା”
ହମାସକୁ ସମାପ୍ତ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଦେଇଛନ୍ତି ମେଗା ଯୋଜନା । ଜାଣନ୍ତୁ ମାକ୍ରୋନ୍ କିପରି ଆତଙ୍କବାଦୀଙ୍କୁ ଶେଷ କରିବାକୁ ଚାହୁଁଛନ୍ତି
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ମଙ୍ଗଳବାର ଇସ୍ରାଏଲ ଗସ୍ତର ଯାଇଥିଲେ । ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ସେ ଇସ୍ରାଏଲ ପରିଦର୍ଶନ କରିବାରେ ପଞ୍ଚମ ବିଦେଶୀ ନେତା ଅଟନ୍ତି । ଏହି ଗସ୍ତ ସମୟରେ ମାକ୍ରୋନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିଥିଲେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମଙ୍ଗଳବାର ଦିନ ଦିନିକିଆ ଗସ୍ତରେ ଇସ୍ରାଏଲ ଯାଇ ତେଲ ଅଭିବରେ ପହଞ୍ଚିଥଲେ । ଏହି ସମୟରେ ସେ ଅକ୍ଟୋବର ୭ ରେ ହାମାସ ଆକ୍ରମଣରେContinue reading “ହମାସକୁ ସମାପ୍ତ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଦେଇଛନ୍ତି ମେଗା ଯୋଜନା । ଜାଣନ୍ତୁ ମାକ୍ରୋନ୍ କିପରି ଆତଙ୍କବାଦୀଙ୍କୁ ଶେଷ କରିବାକୁ ଚାହୁଁଛନ୍ତି”
ଆପଣଙ୍କ ମୋବାଇଲରେ ଆସୁଛି କି emergency alert ? ଭାରତ ସରକାର କାହିଁକି ପଠାଉଛନ୍ତି ଏଭଳି ମେସେଜ୍?
କନକ ବ୍ୟୁରୋ: ଆଜି ସକାଳୁ ସକାଳୁ ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି । ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଚିନ୍ତାରେ ପଡୁଛନ୍ତି । ସୂଚନା ଅନୁସାରେ ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା । ଏହି ବ୍ୟବସ୍ଥାରେContinue reading “ଆପଣଙ୍କ ମୋବାଇଲରେ ଆସୁଛି କି emergency alert ? ଭାରତ ସରକାର କାହିଁକି ପଠାଉଛନ୍ତି ଏଭଳି ମେସେଜ୍?”
ଡଙ୍ଗାରେ ବସି ବାହୁଡିଲେ ମା’ ଜଗଜ୍ଜନନୀ । ମା’ ଦୁର୍ଗାଙ୍କ ବିରଳ ଭସାଣୀ ଉତ୍ସବ ।
କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ମା’ ଦୁର୍ଗାଙ୍କ ବିରଳ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଭସାଣ ପାଇଁ ଡଙ୍ଗାରେ ଗଲେ ମା’ । ରାଜନଗର ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ହଂସୁଆ ନଦୀରେ ଅନୁଷ୍ଠିତ ହୋଇଥାଏ । ଦେବୀ ଘରେ ମା’ ଦୁର୍ଗାଙ୍କୁ ଗୋପାଳମାନେ କାନ୍ଧରେ ବୋହି ନେଇ ହଂସୁଆ ନଦୀ କୂଳକୁ ଯାଇଥାନ୍ତି । ପାରମ୍ପରିକ ବାଦ୍ୟ ଓ ସଂକୀର୍ତନ ମାଧ୍ୟମରେ ମା’ଙ୍କୁ ହଂସୁଆ ନଦୀ ପର୍ଯ୍ୟନ୍ତ ନିଆଯାଇଥାଏ । ସେଠାରେ ସୁସଜ୍ଜିତContinue reading “ଡଙ୍ଗାରେ ବସି ବାହୁଡିଲେ ମା’ ଜଗଜ୍ଜନନୀ । ମା’ ଦୁର୍ଗାଙ୍କ ବିରଳ ଭସାଣୀ ଉତ୍ସବ ।”
“ନର୍କରୁ ଫେରିଲା ପରି ଅନୁଭବ ହେଉଛି” । ହମାସ କବଳରୁ ମୁକ୍ତ ହୋଇଥିବା ମହିଳା ଜଣକ ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରି ଏମିତି କହିଲେ ।
ଇସ୍ରାଏଲ-ହମାସ୍ ଯୁଦ୍ଧ : ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିପାରେ ହମାସ । ଇଜିପ୍ଟ ଏବଂ ରେଡକ୍ରସର ଅନ୍ତର୍ଜାତୀୟ କମିଟି ଏହି ପ୍ରୟାସରେ ନିୟୋଜିତ ଅଛନ୍ତି । ଇସ୍ରାଏଲ ଦାବି କରିଛି ଯେ ବର୍ତ୍ତମାନ ଅତି କମରେ ୨୨୦ ଜଣ ସାଧାରଣ ନାଗରିକ ହମାସ ଦ୍ଵାରା ପଣବନ୍ଦୀ ଅଛନ୍ତି । ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହମାସ ବର୍ତ୍ତମାନ ବନ୍ଧକମାନଙ୍କୁ ମୁକ୍ତ କରିବା ଆରମ୍ଭ କରିଛି । ସୋମବାର ସନ୍ଧ୍ୟାରେContinue reading ““ନର୍କରୁ ଫେରିଲା ପରି ଅନୁଭବ ହେଉଛି” । ହମାସ କବଳରୁ ମୁକ୍ତ ହୋଇଥିବା ମହିଳା ଜଣକ ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରି ଏମିତି କହିଲେ ।”
ଟ୍ରେନ୍ ଲାଇନ୍ ପାରି ହେଲାବେଳେ ୩ ଶିଶୁଙ୍କ ଉପରେ ଚଢିଗଲା ଟ୍ରେନ୍ । ମୃତକଙ୍କ ମଧ୍ୟରୁ ୨ ଶିଶୁ ଥିଲେ ଦିବ୍ୟାଙ୍ଗ ।
କନକ ବ୍ୟୁରୋ: ତାମିଲନାଡୁର ଚେଙ୍ଗଲପଟ୍ଟୁର ଉରାପକ୍କମ୍ ରେଳ ଷ୍ଟେସନରେ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ୩ ଶିଶୁଙ୍କ ଉପରେ ଚଢିଗଲା ଟେନ୍ । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତୁୃ୍ୟ ହୋଇଛି । ଟ୍ରେନ୍ ଧକ୍କାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତ ଶିଶୁଙ୍କ ମଧ୍ୟରୁ ୨ଜଣ ଦିବ୍ୟାଙ୍ଗ ଥିବା ଜଣାପଡିଛି । ସୂଚନା ମୁତାବକ, ୩ ଶିଶୁ ରେଲୱେ ଟ୍ରାକ୍ କଡରେ ଖେଳୁଥିଲେ ଏବଂ ଘରକୁ ଯିବାକୁ ଟ୍ରାକ୍ ପାରିContinue reading “ଟ୍ରେନ୍ ଲାଇନ୍ ପାରି ହେଲାବେଳେ ୩ ଶିଶୁଙ୍କ ଉପରେ ଚଢିଗଲା ଟ୍ରେନ୍ । ମୃତକଙ୍କ ମଧ୍ୟରୁ ୨ ଶିଶୁ ଥିଲେ ଦିବ୍ୟାଙ୍ଗ ।”