ଫିଲ୍ମକୁ ନେଇ ନୁହେଁ, ବିବାଦକୁ ନେଇ ଚର୍ଚ୍ଚାରେ ଓଲିଉଡ । ବ୍ୟକ୍ତିଗତ ବିବାଦକୁ ନେଇ ମୁହଁମୁହିଁ ଦୁଇ ଅଭିନେତା । କେବେ ସୁଧୁରିବ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି?

କନକ ବ୍ୟୁରୋ: ଓଲିଉଡ଼ର ପିଛା ଛାଡୁନି ବିବାଦ । ଓଡ଼ିଆ ଫିଲ୍ମ ଦୁନିଆ, ଭଲ ଖବରକୁ ନେଇ ଯେତିକି ଚର୍ଚ୍ଚାରେ ରହୁନି , ତାଠୁ ଅଧିକ ବିବାଦକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛି । କେତେବେଳେ ଓଲିଉଡ ତାରକାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଝଡ଼ ଉଠୁଛି, ତ ଆଉ କେତେବେଳେ କାଷ୍ଟିଂକାଉଚ୍ ଭଳି ବିବାଦ ଉଠୁଛି । ଆଉ ଏସବୁ ଭିତରେ ଓଡ଼ିଆ ଫିଲ୍ମରେ ଆଂଚଳିକ ବାଦକୁ ନେଇ ଦୁଇ ତାରକା ମୁହାଁମୁହିଁ ହୋଇଛନ୍ତି । କୌଣସିContinue reading “ଫିଲ୍ମକୁ ନେଇ ନୁହେଁ, ବିବାଦକୁ ନେଇ ଚର୍ଚ୍ଚାରେ ଓଲିଉଡ । ବ୍ୟକ୍ତିଗତ ବିବାଦକୁ ନେଇ ମୁହଁମୁହିଁ ଦୁଇ ଅଭିନେତା । କେବେ ସୁଧୁରିବ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି?”

ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭିଡିଓ କରି ଟଙ୍କା ମାଗିଲେ ୫ ଦୁର୍ବୃତ୍ତ ।

କନକ ବ୍ୟୁରୋ: ସ୍ୱାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରତିବାଦ କରିବାରୁ ସ୍ୱାମୀକୁ ମାଡ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଚଂଳରେ । କେନାଲ ରାସ୍ତାରେ ବିବହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଯାଜପୁର ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ଗତ ଶୁକ୍ରବାରଦିନ ଏକ ମଟର ସାଇକେଲରେ ଭୁବନକୁ ଆସି ସଂଧ୍ୟାରେ ଘରକୁ ଫେରୁଥିଲେ । ଆଉ ଏହି ସମୟରେ କେନାଲ ରାସ୍ତାରେ ୩ଜଣContinue reading “ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭିଡିଓ କରି ଟଙ୍କା ମାଗିଲେ ୫ ଦୁର୍ବୃତ୍ତ ।”

ଗାଜାରେ ପଣବନ୍ଦୀ ଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ । ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ସୂଚନା ମାଗିଲା ଇସ୍ରାଏଲ୍ , ପୁରସ୍କାର ଦେବାକୁ ଘୋଷଣା

କନକ ବ୍ୟୁରା: ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ । ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ସୂଚନା ମାଗିଛି ଇସ୍ରାଏଲ୍ । ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ପୁରସ୍କାର ଓ ସୁରକ୍ଷା ଦେବା ପାଇଁ ଘୋଷଣା କରାଯାଇଛି । ଏହି ପ୍ରଚାରପତ୍ରରେ କୁହାଯାଇଛି- ଇସ୍ରାଏଲ୍ ସେନା ଆପଣଙ୍କୁ ତଥା ଆପଣଙ୍କୁ ସୁରକ୍ଷା ଯୋଗାଇବାରେ ସର୍ବାଧିକପ୍ରାୟ କରିବ । ଏମିତି କି ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ପାଇବେ । ପଣବନ୍ଦୀଙ୍କ ସମ୍ପର୍କରେ ସୂଚନାContinue reading “ଗାଜାରେ ପଣବନ୍ଦୀ ଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ । ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ସୂଚନା ମାଗିଲା ଇସ୍ରାଏଲ୍ , ପୁରସ୍କାର ଦେବାକୁ ଘୋଷଣା”

ବିଶ୍ୱକପରେ ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା । ୪ର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଭାରତ ପଛରେ ପହଞ୍ଚିଲା । ଆରମ୍ଭରୁ ବାଂଲାଦେଶର ବିପର୍ଯ୍ୟୟ

କନକ ବ୍ୟୁରୋ: ବିଶ୍ୱକପରେ ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା । ବେକାର ଗଲା ବାଂଲାଦେଶ ବ୍ୟାଟର ମହମ୍ମୁଦୁଲ୍ଲାଙ୍କ ଶତକୀୟ ଇନିଂସ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭରୁ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ମହମ୍ମଦୁଲ୍ଲା ଏକମାତ୍ର ବ୍ୟାଟର ଯିଏକି ଦଳ ପାଇଁ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିଲେ । ଆଗ ଓ ପଛଧାଡ଼ିର ବ୍ୟାଟରମାନେ ଜଣଙ୍କ ପରେ ଜଣେ ଆଉଟ୍ ହୋଇ ପାଭଲିନ ଫେରି ଯାଉଥିବା ବେଳେ ମହମ୍ମଦୁଲ୍ଲା ସ୍ଥିର ଓ ଉପସ୍ଥିତContinue reading “ବିଶ୍ୱକପରେ ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା । ୪ର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଭାରତ ପଛରେ ପହଞ୍ଚିଲା । ଆରମ୍ଭରୁ ବାଂଲାଦେଶର ବିପର୍ଯ୍ୟୟ”

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଆଜି ବୈଠକ । ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଲ’ କମିଶନ ରଖିବେ ପ୍ରସ୍ତାବ ।

କନକ ବ୍ୟୁରୋ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବା ସମ୍ଭାବନା ଉପରେ ବିଚାରବିମର୍ଶ ଜାରି ରହିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଆଜି ଲ କମିସନଙ୍କୁ ଭେଟିବେ । କମିସନର ଅଧ୍ୟକ୍ଷ ଜଷ୍ଟିସ୍ ରିତୁରାଜ ଅବସ୍ତି ରହିଛନ୍ତି । ଲ’ କମିସନ ମଧ୍ୟ ଏକକାଳୀନ ନିର୍ବାଚନକୁ ସମ୍ଭବ କରିବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ବିଚାର କରୁଛନ୍ତି । ୨୦୧୮ରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତିରContinue reading “ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଆଜି ବୈଠକ । ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଲ’ କମିଶନ ରଖିବେ ପ୍ରସ୍ତାବ ।”

ରାବଣର ଅହଙ୍କାରରେ ଲାଗିଲା ନିଆଁ, ବିଜୟା ଦଶମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ରାବଣ ପୋଡ଼ି ଉତ୍ସବ ।ଆତସବାଜିରେ କମ୍ପିଲା ପରିବେଶ ।

କନକ ବ୍ୟୁରୋ: ବିଜୟା ଦଶମୀରେ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ରାବଣ ପୋଡି କାର୍ଯ୍ୟକ୍ରମ । ଦିଲ୍ଲୀର ଦ୍ୱାରକା ସ୍ଥିତ ରାମଲୀଳା ଗ୍ରାଉଣ୍ଡରେ ଆୟୋଜିତ ରାବଣ ପୋଡି ଓ ରାମଲୀଳା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣ ସମେତ ଅନ୍ୟଏକ ରାକ୍ଷସର ପ୍ରତିକୃତି ମଧ୍ୟ ପ୍ରସ୍ତୁତ ହୋଇଥିଲା । ମହିଳା ବିରୋଧୀ ଅପରାଧର ପ୍ରତିକ ଏହି ରାକ୍ଷସ ପ୍ରତିମାକୁ, ଆଜି ବିଜୟା ଦଶମୀରେ ଦହନ କରାଯାଇଛି ।Continue reading “ରାବଣର ଅହଙ୍କାରରେ ଲାଗିଲା ନିଆଁ, ବିଜୟା ଦଶମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ରାବଣ ପୋଡ଼ି ଉତ୍ସବ ।ଆତସବାଜିରେ କମ୍ପିଲା ପରିବେଶ ।”

ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ମହିଳାମାନେ ସଂକଳ୍ପ କରି ଆରମ୍ଭ କଲେ କାର୍ତ୍ତିିକ ବ୍ରତ । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତିକ ନୀତି । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମଧ୍ୟ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି କାର୍ତିକ ବ୍ରତ ଆରମ୍ଭ କରିଛନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇ ଚାଲିଛି ଅନ୍ୟାନ୍ୟ ନୀତି । ଅବକାଶ ନୀତିContinue reading “ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ମହିଳାମାନେ ସଂକଳ୍ପ କରି ଆରମ୍ଭ କଲେ କାର୍ତ୍ତିିକ ବ୍ରତ । ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।”

ମେଲାଣି ନେବେ ମା’ । ଭସାଣୀ ପାଇଁ କଟକ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ, ରାଜଧାନୀରେ ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି

କନକ ବ୍ୟୁରୋ: ମେଲାଣି ନେବେ ମା’ । ଭସାଣି ପାଇଁ ଟୁଇନ୍ ସିଟିରେ ବ୍ୟାପକ ବନ୍ଦୋବସ୍ତ । ଭୁବନେଶ୍ୱରରେ ଭସାଣିକୁ ଦୃଷ୍ଟିରେ ରଖି, ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ରାତି ଗୋଟିଏ କିମ୍ବା ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ । ସହିଦ ନଗର ଭସାଣ ବେଳେContinue reading “ମେଲାଣି ନେବେ ମା’ । ଭସାଣୀ ପାଇଁ କଟକ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ, ରାଜଧାନୀରେ ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି”

ରାଜ ପରିବାରର ନିଆରା ଦୁର୍ଗାପୂଜା । ବିଜୟାଦଶମୀରେ ଅସ୍ତ୍ରଶସ୍ତ୍ର ପୂଜା

କନକ ବ୍ୟୁରୋ : ଦଶହରାରେ ରାଜବାଟୀ ଦୁର୍ଗାପୂଜାର ସ୍ୱତନ୍ତ୍ରତା ଟିକେ ନିଆରା । ଆଧୁନିକତାକୁ ପଛରେ ପକାଇ ଆଳି ରାଜବାଟିରେ ପ୍ରାଚୀନ ପଦ୍ଧତିରେ କରାଯାଇଛି ମା’ଙ୍କ ପୂଜା । ୪୨୯ ବର୍ଷ ଧରି ଉତ୍କଳୀୟ ଓ ବଙ୍ଗୀୟ ପଦ୍ଧତିରେ ଚାଲିଆସିଛି ମା’ଙ୍କ ପୂଜା । ବର୍ଷକ ବାରମାସ କନକଦୁର୍ଗାଙ୍କ ପୂଜା ହେଉଥିବା ବେଳେ ଦୁର୍ଗାଙ୍କ ପୀଠରେ ଦୁର୍ଗା ମା’ଙ୍କ ମୃଣ୍ମୟୀ ମୂର୍ତି ଗଢ଼ା ଯାଇ ପୂଜା କରାଯାଇଛି । ପୂଜାରେ ରାଜ ପରିବାର ଏକତ୍ରିତ ହୋଇ ମା’ଙ୍କContinue reading “ରାଜ ପରିବାରର ନିଆରା ଦୁର୍ଗାପୂଜା । ବିଜୟାଦଶମୀରେ ଅସ୍ତ୍ରଶସ୍ତ୍ର ପୂଜା”

ଓଲିଉଡ ଅଭିନେତାଙ୍କ କଳି । ‘ରାମ୍’ ବନାମ ‘ମାଇଣ୍ଡ ଗେମ୍’

କନକ ବ୍ୟୁରୋ : ଓଡିଆ ସିମେନା ଜଗତର ଚର୍ଚ୍ଚିତ ଚେହେରା ମନୋଜ ମିଶ୍ର ବାସନ୍ଦ । ତାଙ୍କୁ ୨ ବର୍ଷ ପାଇଁ ଓଲିଉରୁ ବାସନ୍ଦ କରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ- ୟୁସିସିସି । ଏପରିକି ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ ରିଲିଜ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ୟୁସିସିସି । ଏନେଇ ଫିଲ୍ମ ପ୍ରଯୋଜକ ସଂଘ ପକ୍ଷରୁ, ଓଡିଶାContinue reading “ଓଲିଉଡ ଅଭିନେତାଙ୍କ କଳି । ‘ରାମ୍’ ବନାମ ‘ମାଇଣ୍ଡ ଗେମ୍’”

Design a site like this with WordPress.com
Get started