କନକ ବ୍ୟୁରୋ: ଝାଡ଼ଖଣ୍ଡରେ ବିଜୟାଦଶମୀ ଅବସରରେ ଚାରିଆଡେ ଉତ୍ସବମୁଖର ଥିବା ବେଳେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖ ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣା ସେଲଫି ନେବା ହେତୁ ଘଟିଥିବା ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଝାଡ଼ଖଣ୍ଡର ଦେବଘର ଜିଲ୍ଲାରେ ମଙ୍ଗଳବାରContinue reading “ସେଲଫି ନେଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ । ଇଞ୍ଜିନିୟରଙ୍କ ସାମାନ୍ୟ ଅବହେଳା ହେଲା କାଳ”
Tag Archives: News
ପିଲାଙ୍କୁ ଯନ୍ତ୍ରଣା ଦେଇ ଫେସବୁକ କରୁଛି ଲାଭ । ମେଟା ବିରୋଧରେ ଆମେରିକାର ୩୩ ରାଜ୍ୟ ଆଣିଲେ ସାଂଘାତିକ ଅଭିଯୋଗ ।
କନକ ବ୍ୟୁରୋ: ପିଲା ଏବଂ ଯୁବକଙ୍କୁ କ୍ଷତି ପହଞ୍ଚାଇ ମେଟା ରୋଜଗାର କରୁଛି ଅର୍ଥ । ଫେସବୁକ, ଇନଷ୍ଟାଗ୍ରାମ କମ୍ପାନୀର ମୂଳ କମ୍ପାନୀ ହେଉଛି ଏହି ମେଟା । ଆମେରିକାର ମୋଟ୍ ୩୩ଟି ରାଜ୍ୟ ମେଟା ବିରୋଧରେ ଏଭଳି ଏକ ଅଭିଯୋଗ ଆଣି ମାମଲା ଦାୟର କରିଛନ୍ତି । ଫେସବୁକ ଏବଂ ଇନଷ୍ଟାଗ୍ରାମ ଏଭଳି କିଛି ଫିଚର ଆଣିଛନ୍ତି ଯାହା ଆଜିର ଯୁବପିଢି ଏବଂ ଛୋଟ ପିଲାଙ୍କୁ ବାଟବଣା କରୁଛି ବୋଲି ଅଭିଯୋଗ ରହିଛି । –Continue reading “ପିଲାଙ୍କୁ ଯନ୍ତ୍ରଣା ଦେଇ ଫେସବୁକ କରୁଛି ଲାଭ । ମେଟା ବିରୋଧରେ ଆମେରିକାର ୩୩ ରାଜ୍ୟ ଆଣିଲେ ସାଂଘାତିକ ଅଭିଯୋଗ ।”
କୋରାପୁଟ କୁନ୍ଦୁଲି ହାଟରେ ଡବଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ୨ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: କୋରାପୁଟ କୁନ୍ଦୁଲି ହାଟରେ ଡବଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀର ୨ଜଣଙ୍କ ମୃତ୍ୟୁ । ଉତ୍ତେଜନାକୁ ନେଇ ହାଟରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସୂଚନା ମୁତାବକ, କୁନ୍ଦୁଲି ହାଟପଦା ନିକଟ ଟେମା ଗାଁର ପ୍ରାଣ ହରାଇଥିବା ଗୋବର୍ଦ୍ଧନ ପାଣ୍ଡେକା କୁନ୍ଦୁଲି ହାଟପଦାକୁ କୌଣସି କାମରେ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରାଜକୁମାର ରୁଢି ଓContinue reading “କୋରାପୁଟ କୁନ୍ଦୁଲି ହାଟରେ ଡବଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ୨ଜଣଙ୍କ ମୃତ୍ୟୁ”
ଡିଭାଇଡରରେ ପିଟି ହେଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର । ହରିଶଙ୍କ ଛାତିରେ ଲାଗିଛି ଆଘାତ, ଭାଙ୍ଗି ଚୁରମାର ହୋଇଯାଇଛି କାର ।
କନକ ବ୍ୟୁରୋ : ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । କାଶିପୁର ଯାଉଥିବା ବେଳେ ତାଙ୍କ ଗାଡି ରାସ୍ତାର ଡିଭାଇଡରରେ ପିଟି ହୋଇଛି । ଦୁର୍ଘଟଣାରେ ହରିଶଙ୍କ ଛାତିରେ ଆଘାତ ଲାଗିଛି । ଦୁର୍ଘଟଣା ପରେ ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣାର ଖବର ପାଇବା କ୍ଷଣି ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହରିଶଙ୍କୁ ହସ୍ପିଟାଲ ପଠାଇବା ସହ ଘଟଣାର ଯାଞ୍ଚ କରୁଛି । ପ୍ରଥମେContinue reading “ଡିଭାଇଡରରେ ପିଟି ହେଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର । ହରିଶଙ୍କ ଛାତିରେ ଲାଗିଛି ଆଘାତ, ଭାଙ୍ଗି ଚୁରମାର ହୋଇଯାଇଛି କାର ।”
ଆଜି ମା’ଙ୍କ ଭସାଣି । ରାଜଧାନୀରେ ଗାଡି ବାହାର କରୁଥିଲେ ଜାଣି ରଖନ୍ତୁ ଗାଇଡଲାଇନ, ନିୟମ ଭାଙ୍ଗିଲେ ୫୦୦ ଫାଇନ୍ ।
କନକ ବ୍ୟୁରୋ : ଭସାଣି ପାଇଁ ଟ୍ୱିନସିଟିରେ ବ୍ୟାପକ ବନ୍ଦୋବସ୍ତ । ଭୁବନେଶ୍ୱରରେ ଭସାଣିକୁ ଦୃଷ୍ଟିରେ ରଖି, ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ରାତି ଗୋଟିଏ କିମ୍ବା ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ । Public Notice issued i.c.w Durga Puja immersion festivalContinue reading “ଆଜି ମା’ଙ୍କ ଭସାଣି । ରାଜଧାନୀରେ ଗାଡି ବାହାର କରୁଥିଲେ ଜାଣି ରଖନ୍ତୁ ଗାଇଡଲାଇନ, ନିୟମ ଭାଙ୍ଗିଲେ ୫୦୦ ଫାଇନ୍ ।”
ଉପାସରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ , ନୀତିକାନ୍ତିରେ ବିଭ୍ରାଟ । ମଙ୍ଗଳଆଳତି ପରଠାରୁ ବନ୍ଦ ରହିଛି ନୀତି
କନକ ବ୍ୟୁରୋ: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ । ମଙ୍ଗଳଆଳତି ପରେ ହୋଇନାହିଁ ମହାଦେବଙ୍କ ନୀତି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ଜଣାପଡିଛି ।ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ ସେମାନେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ଅନ୍ୟContinue reading “ଉପାସରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ , ନୀତିକାନ୍ତିରେ ବିଭ୍ରାଟ । ମଙ୍ଗଳଆଳତି ପରଠାରୁ ବନ୍ଦ ରହିଛି ନୀତି”
ମା’ଙ୍କ ପାଇଁ ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ । ନିଆରା ବେଶରେ ବିମୁଗ୍ଧ ହେଲେ ସ୍ଥାନୀୟ ବାସିନ୍ଦା
କନକ ବ୍ୟୁରୋ: ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ । ପଦ୍ମପୁର ଉପଖଣ୍ଡ ଘେଁସରେ ଚାଲିଥିବା ଦୁର୍ଗା ପୂଜା ଅବସରରେ ପଦ୍ମଶ୍ରୀ ହଳଧର ନାଗ ଲଙ୍କେଶ୍ୱରୀ ବେଶରେ ସହର ପରିକ୍ରମାର କରିଥିଲେ । ପୂରାଣ ଅନୁସାରେ ରାବଣ ମାତା ସୀତାଙ୍କୁ ଚୋରି କରିଥିଲେ ଓ ମାତା ସୀତାଙ୍କୁ ଠାବ କରିବା ପାଇଁ ଶ୍ରୀରାମ ହନୁମାନଙ୍କୁ ଲଙ୍କା ପଠାଇଥିଲେ । ହନୁମାନ ଲଙ୍କାକୁ ପ୍ରବେଶ କରିବା ସମୟରେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ନିଜେ ପ୍ରକଟ ହୋଇ ହନୁମାନଙ୍କୁContinue reading “ମା’ଙ୍କ ପାଇଁ ଲଙ୍କେଶ୍ୱରୀ ବେଶରେ ପଦ୍ମଶ୍ରୀ ହଳଧର ନାଗ । ନିଆରା ବେଶରେ ବିମୁଗ୍ଧ ହେଲେ ସ୍ଥାନୀୟ ବାସିନ୍ଦା”
ମା’ଙ୍କ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଠେଙ୍ଗା ବାଡ଼ି ଧରି ଥାନା ଭିତରେ ପଶିଲେ ଗାଁ ଲୋକ ।
କନକ ବ୍ୟୁରୋ: ମା’ଙ୍କ ଦୁର୍ଗାଙ୍କ ପୂଜାକୁ ନେଇ ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗୋଟିଏ ଗୋଷ୍ଠୀର କିଛି ପିଲାଙ୍କୁ ଅନ୍ୟ ଗୋଷ୍ଠୀର ପିଲା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଥାନାରେ ଥାନା ଘେରାଉ କରାଯାଇଛି । ପୋଲିସ ଶୁଣୁନଥିବା ଅଭିଯୋଗ କରି ଗେଟ୍ ଖୋଲି ଉତ୍ୟକ୍ତ ଲୋକେ ଥାନା ଭିତରେ ପଶିଛନ୍ତି । ଠେଙ୍ଗା, ବାଡି ଧରି ଗାଁଲୋକେ ଥାନା ଭିତରକୁ ପ୍ରବେଶ କରିଛନ୍ତିContinue reading “ମା’ଙ୍କ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଠେଙ୍ଗା ବାଡ଼ି ଧରି ଥାନା ଭିତରେ ପଶିଲେ ଗାଁ ଲୋକ ।”
ମାଲବାହୀ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ । ରେଳଧାରଣା ପାରିହେବାବେଳେ ହାତୀକୁ ଧକ୍କା ଦେଲା ଟ୍ରେନ୍ ।
କନକ ବ୍ୟୁରୋ: ଟ୍ରେନ୍ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ । କେନ୍ଦୁଝର ଯୋଡା ଚମ୍ପୁଆ ରେଞ୍ଜ ବାମେବାରୀ ବିଟ୍ ପଳାଶ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The post ମାଲବାହୀ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ । ରେଳଧାରଣା ପାରିହେବାବେଳେ ହାତୀକୁ ଧକ୍କା ଦେଲା ଟ୍ରେନ୍ । first appeared on KanakContinue reading “ମାଲବାହୀ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ । ରେଳଧାରଣା ପାରିହେବାବେଳେ ହାତୀକୁ ଧକ୍କା ଦେଲା ଟ୍ରେନ୍ ।”
ବାଂଲାଦେଶ ଉପକୂଳ ଅତିକ୍ରମ କଲା ‘ହାମୁନ୍’ । ଘଣ୍ଟାପ୍ରତି ପବନର ବେଗ ୭୫ରୁ ୮୫ କିଲୋମିଟର । କିଛି ଘଣ୍ଟାରେ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ
କନକ ବ୍ୟୁରୋ: ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ହାମୁନ୍ । ଅତି ଭୀଷଣ ବାତ୍ୟା ହାମୁନ୍ ଦୁର୍ବଳ ହୋଇ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିଛି । ରାତି ଗୋଟାଏ ୩୦ରୁ ୨ଟା ୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ହାମୁନ୍ । ଏହି ସମୟରେ ପବନର ଘଂଟାପ୍ରତି ବେଗ ୭୫ରୁ ୮୫ କିଲୋମିଟର ରହିଥିଲା । କିଛି ଘଂଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତContinue reading “ବାଂଲାଦେଶ ଉପକୂଳ ଅତିକ୍ରମ କଲା ‘ହାମୁନ୍’ । ଘଣ୍ଟାପ୍ରତି ପବନର ବେଗ ୭୫ରୁ ୮୫ କିଲୋମିଟର । କିଛି ଘଣ୍ଟାରେ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ”