ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । ଆଗକୁ କେଉଁ ଭୂମିକା?

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ ଅଫିସର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ଏବେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି । କାହିଁକି ସ୍ୱେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ? ଆଗକୁ କ’ଣ ରହିବ ଭି.କେ ପାଣ୍ଡିଆନଙ୍କ ପଦକ୍ଷେପ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ଏବେ କେଉଁ ଭୂମିକାରେ ନଜର ଆସିବେ ପାଣ୍ଡିଆନ? ଅବସର ପରେ ଏହି ଅଭିଜ୍ଞତାକୁ କେଉଁ ଦିଗରେ ବିନିଯୋଗ କରିବେ? ଏବେ ଏମିତିContinue reading “ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । ଆଗକୁ କେଉଁ ଭୂମିକା?”

ବଡ଼ ଖବର: ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍, ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

କନକ ବ୍ୟୁରୋ: ଅବସର ନେଲେ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି .କେ ପାଣ୍ଡିଆନ । ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ । କେନ୍ଦ୍ର ସରକାରଙ୍କୁ ଅବସର ପାଇଁ କରିଥିଲେ ଆବେଦନ । ଏବଂ କେନ୍ଦ୍ର ସରକାର ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଏନେଇ ଚିଠି ଜରିଆରେ ଅବଗତ କରିଛନ୍ତି କେନ୍ଦ୍ର ସରକାର । The post ବଡ଼ ଖବର: ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍, ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତିContinue reading “ବଡ଼ ଖବର: ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍, ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।”

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ହେଲେ ଓଡିଶା ଉପକୂଳରୁ ୨ଶହ କିଲୋମିଟର ଦୂରରେ କରିବ ଅତିକ୍ରମ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ୧୨ ଘଂଟାରେ ଏହା ଭୀଷଣ ବାତ୍ୟାର ରୂପ ନେବ । ଏହି ବାତ୍ୟାକୁ କୁହାଯାଉଛି ‘ହାମୁନ’ । ୨୫ ତାରିଖରେ ଏହା ବାଂଲାଦେଶ ଉପକୂଳ ଛୁଇଁବ । ଓଡିଶା ଉପରେ ଏହାର କିଛି ବିଶେଷ ପ୍ରଭାବ ନାହିଁ । ଉପକୂଳରେ କେବଳ କାଁ ଭାଁ ବର୍ଷା ହେବ । ଉତ୍ତର ଓଡିଶାରେ କାଁ ଭାଁ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେContinue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ହେଲେ ଓଡିଶା ଉପକୂଳରୁ ୨ଶହ କିଲୋମିଟର ଦୂରରେ କରିବ ଅତିକ୍ରମ ।”

ରାଜନୀତିରେ ରାବଣ ପୋଡି । ପତିଆରା ଲଢେଇ ପାଇଁ ଝାରସୁଗୁଡାରେ ବନ୍ଦ ହେଲା କି ରାବଣପୋଡି ?

କନକ ବ୍ୟୁରୋ: ରାବଣ ପୋଡିକୁ ନେଇ ଝାରସୁଗୁଡାରେ ରାଜନୀତି । କୌଣସି ଗୋଷ୍ଠୀକୁ ବି ମିଳିଲାନି ଅନୁମତି । ଏଥର ଦଶହାରରେ ଝାରୁସୁଗୁଡାରେ ରାବଣପୋଡି ବନ୍ଦ ରହିବ । ବିବାଦ ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଝାରୁସୁଗୁଡା ସହରରେ ଦୁଇଟି ରାବଣପୋଡି ହୋଇଥାଏ । ମନମୋହନ ଏମଇ ସ୍କୁଲ ପଡ଼ିଆରେ ହେଉଥିବା ରାବଣ ପୋଡ଼ି ଭିନ୍ନଭିନ୍ନ କାରଣରୁ ଚର୍ଚ୍ଚାର ଶୀର୍ଷରେ ରହିଛି । ପୂର୍ବରୁ ଏହାକୁ ନେଇ ପୋଷ୍ଟର, ହୋର୍ଡିଂ ୱାରରେ କଥାContinue reading “ରାଜନୀତିରେ ରାବଣ ପୋଡି । ପତିଆରା ଲଢେଇ ପାଇଁ ଝାରସୁଗୁଡାରେ ବନ୍ଦ ହେଲା କି ରାବଣପୋଡି ?”

ପାର୍ବଣରେ ପୋଷ୍ଟର ୱାର । ରାଜଧାନୀରେ ଛାଇଯାଇଛି ନେତାଙ୍କ ପୋଷ୍ଟର । ରାଜନୈତିକ ପ୍ରଚାର ପାଇଁ ସହର ସାରା ଲାଗିଛି ହୋର୍ଡିଂ, କାନ୍ଥରେ ଲେଖା ହୋଇଛି ନାରା ।

କନକ ବ୍ୟୁରୋ: ରାଜଧାନୀରେ ପୋଷ୍ଟର ୱାର । ମୁହାଁମୁହିଁ ବିଜେପି-ବିଜେଡି । କାନ୍ଥବାଡ଼ରେ ପୋଷ୍ଟର ଲଗାଇ ଚାଲିଛି ରାଜନୈତିକ ପ୍ରତିଦ୍ୱନ୍ଦିତା । ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା । ଯେଉଁଠି ବିଜେପିର ଦଳୀୟ ଚିହ୍ନ ରହିଛି ସେଠି ଲେଖା ଯାଇଛି- ଆଉ ଥରେ ଅପରାଜିତା । ଆଉ ଯେଉଁଠି ବିଜେଡିର ଦଳୀୟ ଚିହ୍ନ ରହିଛି ସେଠି ଲେଖା ରହିଛି- ଆମ ଚିହ୍ନ ଶଙ୍ଖ ଚିହ୍ନ । ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥକContinue reading “ପାର୍ବଣରେ ପୋଷ୍ଟର ୱାର । ରାଜଧାନୀରେ ଛାଇଯାଇଛି ନେତାଙ୍କ ପୋଷ୍ଟର । ରାଜନୈତିକ ପ୍ରଚାର ପାଇଁ ସହର ସାରା ଲାଗିଛି ହୋର୍ଡିଂ, କାନ୍ଥରେ ଲେଖା ହୋଇଛି ନାରା ।”

ଭିଡର ସୁଯୋଗ ନେଇ କରୁଛନ୍ତି ଲୁଟ୍ । ଅଭିଯୋଗ ପରେ ଆକ୍ସନରେ କମିଶନରେଟ୍ ପୋଲିସ୍, ୬ମହିଳା ସମେତ ୨୬ଜଣଙ୍କୁ ଧରି ଚଳାଇଛି ତଦନ୍ତ ।

କନକ ବ୍ୟୁରୋ: ପାର୍ବଣ ଋତୁରେ ମାତିଛନ୍ତି ଲୁଟେରା । ଅସାବଧାନ ହେଲେ ଆଖିପିଛୁଳାକେ ଲୁଟର ଶିକାର ହେବାର ଭୟ ରହିଛି । ତେବେ ଭୁବନେଶ୍ୱର ପୂଜା ପେଣ୍ଡାଲରୁ ଲୁଟ୍ ଘଟଣାରେ ୨୬ ଜଣଙ୍କୁ ଉଠାଇ ନେଇଛି ପୋଲିସ । ସେମାନଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ମହିଳା । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସିଛନ୍ତି । ଛୋଟ ଛୁଆ ଓ ମହିଳାଙ୍କୁ ଆଣି ଲୁଟେରାମାନେ ମଣ୍ଡପରେ ଚୋରିର ଅପରେସନ୍ କରୁଥିଲେ । ଖୋଲା ଦେହରେ କ୍ୟାମେରା ଆଗରେContinue reading “ଭିଡର ସୁଯୋଗ ନେଇ କରୁଛନ୍ତି ଲୁଟ୍ । ଅଭିଯୋଗ ପରେ ଆକ୍ସନରେ କମିଶନରେଟ୍ ପୋଲିସ୍, ୬ମହିଳା ସମେତ ୨୬ଜଣଙ୍କୁ ଧରି ଚଳାଇଛି ତଦନ୍ତ ।”

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର । ମଣ୍ଡପରେ ମହାମାୟାଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି ଭକ୍ତର ।

କନକ ବ୍ୟୁରୋ: ଦଶହରା କାହା ପାଇଁ କେମିତି । ମାଆଙ୍କ ଆଗମନରେ କିଏ ମାଗୁଛି କଣ । ମଣ୍ଡପରେ ବିରାଜିତ ମହାମାୟାଙ୍କ ଦର୍ଶନ କରି କିଏ ଆଶୀର୍ବାଦ ଭିକ୍ଷା କରୁଛନ୍ତି ତ ଆଉ କିଏ ଜୀବନ ଜଞ୍ଜାଳରୁ ମୁକ୍ତି ପାଇଁ ମାଆଙ୍କୁ ପ୍ରାର୍ଥନା କରିଛନ୍ତି । ଏସବୁ ଭିତରେ ପୂଜା ବୁଲା ବେଳେ ଲୋକଙ୍କୁ ଆକୃଷ୍ଟ କରୁଛି ପୂଜା କମିଟି ପକ୍ଷରୁ କରାଯାଇଥିବା ବିଭିନ୍ନ ଥିମ୍ ଥିବା ତୋରଣ । ଦେବୀ ମା’ଙ୍କ ପାଖରେ ବୁଢ଼ି ମା’ଟିଏContinue reading “ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର । ମଣ୍ଡପରେ ମହାମାୟାଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି ଭକ୍ତର ।”

ପୂଜା ପାଇଁ ଅସମ୍ଭାଳ ଭିଡ଼ । ଫସିଲା ଆମ୍ବୁଲାନ୍ସ, ପୋଲିସ ଗାଡ଼ି । ଅଳ୍ପ କିଛି ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ ।

କନକ ବ୍ୟୁରୋ: ପାର୍ବଣରେ ଅସମ୍ଭାଳ ଭିଡ । ଭୁବନେଶ୍ୱରରେ ଲାଗୁଛି ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଛି । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଜାମ ଦେଖିବାକୁ ମିଳିଛି । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଭିଡ଼ ନିୟନ୍ତ୍ରଣ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୂଜା ଭିଡ଼ରେ ଫସିଗଲାContinue reading “ପୂଜା ପାଇଁ ଅସମ୍ଭାଳ ଭିଡ଼ । ଫସିଲା ଆମ୍ବୁଲାନ୍ସ, ପୋଲିସ ଗାଡ଼ି । ଅଳ୍ପ କିଛି ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ ।”

ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର । ମଣ୍ଡପରେ ମହାମାୟାଙ୍କ ମହାନବମୀ, ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ।

କନକ ବ୍ୟୁରୋ: ଆଜି ମହାମାୟାଙ୍କ ମହାନବମୀ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ରାତି ବଢୁଥିବାରୁ ଲୋକଙ୍କ ଭିଡ ବି ବଢିବାରେ ଲାଗିଛି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ , ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ମଣ୍ଡପରେ ମହାନବମୀ । ଆଉ ମାଆଙ୍କ ଦର୍ଶନ କରିବାକୁ ଲାଗିଛି ଭିଡ । ଉତ୍ସବମୁଖର ହୋଇଛି ଗାଁରୁContinue reading “ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର । ମଣ୍ଡପରେ ମହାମାୟାଙ୍କ ମହାନବମୀ, ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ।”

ଆସୁଛି ବାତ୍ୟା, ଉପକୂଳରେ ବର୍ଷା । ପଡିବନି ପ୍ରଭାବ, ତଥାପି ଭୟ । ଚାଷୀଠୁ ସାଧାରଣ ଲୋକ, ସଭିଙ୍କ ଛାତିରେ ଛନକା ।

କନକ ବ୍ୟୁରୋ: ଓଡିଶା ଉପରେ ବାତ୍ୟାର ପ୍ରଭାବ ସିଧାସଳଖ ପଡିବନି ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ବି ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି ବର୍ଷା । କଟକ, ଭୁବନେଶ୍ୱର, କେନ୍ଦ୍ରାପଡା, ବାଲେଶ୍ୱର ଭଳି ଉପକୂଳବର୍ତ୍ତି ଜିଲ୍ଲାରେ ଝିପିଝିପି ବର୍ଷା ହୋଇଛି । ପାଗ ମେଘୁଆ ରହିଛି । ଆକାଶକୁ କଳା ବାଦଲ ଢ଼ାଙ୍କି ରଖିଛି । ଏହାକୁ ଦେଖି ସାଧାରଣ ଲୋକଙ୍କ ଛାତିରେ ଛନକା ପଶିଛି । ବିଶେଷ କରି ଧାନ ଚାଷ କରିଥିବା ଚାଷୀContinue reading “ଆସୁଛି ବାତ୍ୟା, ଉପକୂଳରେ ବର୍ଷା । ପଡିବନି ପ୍ରଭାବ, ତଥାପି ଭୟ । ଚାଷୀଠୁ ସାଧାରଣ ଲୋକ, ସଭିଙ୍କ ଛାତିରେ ଛନକା ।”

Design a site like this with WordPress.com
Get started