ସମ୍ପର୍କ ତିଆରି କଲା ଆଉ ଟଙ୍କା ଲୁଟିନେଲା । ଅନଲାଇନ ଗେମିଂରେ ବାୟୁସେନା ଅଧିକାରୀଙ୍କୁ ଠକିନେଲା ଡିପ୍ଲୋମା ଛାତ୍ର ।

କନକ ବ୍ୟୁରା: ସମ୍ପର୍କ ତିଆରି କଲା ଆଉ ଟଙ୍କା ଲୁଟିନେଲା । ବାୟୁସେନାର ପୂର୍ବତନ ଅଧିକାରୀଙ୍କୁ ଚୂନା ଲଗାଇଛି ଡିପ୍ଲୋମା ଛାତ୍ର । ଅନଲାଇନ ଗେମିଂ ଜରିଆରେ ବୟସ୍କ ମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଠକ ହାବୁଡରେ ପଡିଥିଲେ ବାୟୁସେନାର ପୂର୍ବତନ ଅଧିକାରୀ କିଶୋର ଗନ୍ତାୟତ  । ମେଡିକାଲରେ ସାହାଯ୍ୟ କରିବା ବାହାନାରେ ତାଙ୍କ ସହ ସମ୍ପର୍କ ବାନ୍ଧିଥିଲା ଅଭିଯୁକ୍ତ ସନ୍ତୋଷ ସାହୁ । ପରେ ଗେମିଂ ଲୋନ୍ ଆପ୍ ଜରିଆରେ ଲୁଟପାଟ ଆରମ୍ଭ କରିଥିଲା ।Continue reading “ସମ୍ପର୍କ ତିଆରି କଲା ଆଉ ଟଙ୍କା ଲୁଟିନେଲା । ଅନଲାଇନ ଗେମିଂରେ ବାୟୁସେନା ଅଧିକାରୀଙ୍କୁ ଠକିନେଲା ଡିପ୍ଲୋମା ଛାତ୍ର ।”

ମଣ୍ଡପରେ ମହାମାୟାଙ୍କ ମହାନବମୀ । ଶକ୍ତିପୀଠରେ ଦଶମୀ ପୂଜା ରାଜଧାନୀରେ ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

କନକ ବ୍ୟୁରୋ: ମହାମାୟାଙ୍କ ମହାନବମୀ । ଶଙ୍ଖନାଦ, ଘଂଟଘଂଟାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ମନ୍ତ୍ର ଧ୍ୱନିରେ ଗୁଞ୍ଜରିତ ହେଉଛି ପୂରା ପରିବେଶ । ସକାଳ ୭ଟା ୩୦ରୁ ମା’ଙ୍କ ମହାନବମୀ ପୂଜା ଆରମ୍ଭ ହୋଇଛି । ଆଜି ମହାନବମୀରେ ଅପରାଜିତା ପୂଜା, ଚଣ୍ଡୀପାଠ, କୁମାରୀ ପୂଜା ଆଦି କରାଯିବ । ଅପରାହ୍ଣରେ ଚଣ୍ଡୀ ଆହୁତି ଦିଆଯିବ । ପୂଜା ପାଇଁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମଣ୍ଡପରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ମଣ୍ଡପContinue reading “ମଣ୍ଡପରେ ମହାମାୟାଙ୍କ ମହାନବମୀ । ଶକ୍ତିପୀଠରେ ଦଶମୀ ପୂଜା ରାଜଧାନୀରେ ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ”

ପାର୍ବଣ ବେଳେ ରାଜଧାନୀରେ ପୋଷ୍ଟର ୱାର । ଶୁଭେଚ୍ଛା ଜଣାଇବାକୁ ନେତାଙ୍କ ଭିତରେ ପ୍ରତିଯୋଗୀତା, ସହର ସାରା ଲାଗିଛି ହୋର୍ଡିଂ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୋଷ୍ଟର ୱାର । ପ୍ରମୁଖ ରାଜନୈତିକ ଦଳ ନେତାଙ୍କ ମଧ୍ୟରେ ଛକାପଞ୍ଜା । ସହରର ବିଭିନ୍ନ ସ୍ଥାନରେ ଲାଗିଛି ବିଜେପି-ବିଜେଡି ପୋଷ୍ଟର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥକ ପୋଷ୍ଟର ରାଜଧାନୀର ବିଭିନ୍ନ କାନ୍ଥରେ ‘ପୁଣି ଅପରାଜିତା’ ଲେଖୁଥିଲେ । ଏବେ ବିଜେଡି ମଧ୍ୟ କାନ୍ଥରେ ପୋଷ୍ଟର ମାରିବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନେ ‘ଶଙ୍ଖ ବିକାଶର ଚିହ୍ନ’ ଓ ‘ଆମ ଚିହ୍ନ ଶଙ୍ଖ ଚିହ୍ନ’Continue reading “ପାର୍ବଣ ବେଳେ ରାଜଧାନୀରେ ପୋଷ୍ଟର ୱାର । ଶୁଭେଚ୍ଛା ଜଣାଇବାକୁ ନେତାଙ୍କ ଭିତରେ ପ୍ରତିଯୋଗୀତା, ସହର ସାରା ଲାଗିଛି ହୋର୍ଡିଂ”

ଓଡିଶାକୁ ନାହିଁ ବାତ୍ୟା ‘ହମୁନ୍’ର ବିପଦ । ଆଉ କିଛି ଘଣ୍ଟା ପରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ବାଂଲାଦେଶ ଆଡ଼େ ମୁହାଁଇବା ସମ୍ଭାବନା ।

କନକ ବ୍ୟୁରୋ: ସଂଧ୍ୟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଗତ ୬ ଘଂଟାରେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତର-ପୂର୍ବ ଦିଗରେ ଗତି କରୁଛି । ବର୍ତମାନ ଗଭୀର ଅବପାତ ପାରାଦୀପଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ସେହିପରି ପଶ୍ଚିମବଙ୍ଗ ଦିଘାଠାରୁ ୫୫୦ ଓ ବାଂଲାଦେଶ ଖେପୁପଡାଠାରୁ ୬୯୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଆସନ୍ତା ୨୫ ତାରିଖ ସଂଧ୍ୟାContinue reading “ଓଡିଶାକୁ ନାହିଁ ବାତ୍ୟା ‘ହମୁନ୍’ର ବିପଦ । ଆଉ କିଛି ଘଣ୍ଟା ପରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ବାଂଲାଦେଶ ଆଡ଼େ ମୁହାଁଇବା ସମ୍ଭାବନା ।”

ମା’ଙ୍କୁ ଲାଗିହେଲା ଦହିପଖାଳ । ପୂଜା ପରେ ଭକ୍ତଙ୍କୁ ପରଷିଲେ ପୂଜା କମିଟି ସଦସ୍ୟ ।

କନକ ବ୍ୟୁରୋ: ଦେବୀ ଦୂର୍ଗାଙ୍କୁ ଲାଗିହେଲା ଦହି ପଖାଳ । ଏହାସହ ଶାଗ ମୁଗ ମଧ୍ୟ ଭୋଗ କରାଯାଇଛି । ଭୁବନେଶ୍ୱର ଡ଼ିଷ୍ଟ୍ରିଟ ସେଂଟର ଦୂର୍ଗା ପୂଜା କମିଟିରେ ହୋଇଛି ଏଭଳି ଆୟୋଜନ । ମହାନବମୀ ପୂଜାରେ ଦେବୀଙ୍କୁ ଭୋଗ ଲାଗି ହେବା ପରେ ଭକ୍ତଙ୍କୁ ଭୋଗ ଦିଆଯାଇଛି । The post ମା’ଙ୍କୁ ଲାଗିହେଲା ଦହିପଖାଳ । ପୂଜା ପରେ ଭକ୍ତଙ୍କୁ ପରଷିଲେ ପୂଜା କମିଟି ସଦସ୍ୟ । first appeared on Kanak News.Continue reading “ମା’ଙ୍କୁ ଲାଗିହେଲା ଦହିପଖାଳ । ପୂଜା ପରେ ଭକ୍ତଙ୍କୁ ପରଷିଲେ ପୂଜା କମିଟି ସଦସ୍ୟ ।”

ପୂଜା ପେଣ୍ଡାଲରେ ବୁଲୁଛନ୍ତି ଲୁଟେରା । ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପରୁ ୬ ମହିଳାଙ୍କ ସମେତ ୨୬ ଜଣଙ୍କୁ ଉଠାଇ ନେଲା ପୋଲିସ୍

କନକ ବ୍ୟୁରୋ: ପୂଜା ମଣ୍ଡପ ବୁଲିଲା ବେଳେ ସାବଧାନ ରୁହନ୍ତୁ । କାରଣ ମାତିଛନ୍ତି ଲୁଟେରା । ଅସାବଧାନ ହେଲେ ଆଖିପିଛୁଳାକେ ଲୁଟର ଶିକାର ହେବାର ଭୟ ରହିଛି । ତେବେ ଭୁବନେଶ୍ୱର ପୂଜା ପେଣ୍ଡାଲରୁ ଲୁଟ୍ ଘଟଣାରେ ୨୬ ଜଣଙ୍କୁ ଉଠାଇ ନେଇଛି ପୋଲିସ । ସେମାନଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ମହିଳା । ଏମାନେ ସମସ୍ତେ ବାହାର ରାଜ୍ୟର ବୋଲି ଜଣାପଡ଼ିଛନ୍ତି । ଯେପରି ସନ୍ଦେହ ନହେବ ସେଥିପାଇଁ ସାଙ୍ଗରେ ଛୋଟ ଛୁଆ ଓContinue reading “ପୂଜା ପେଣ୍ଡାଲରେ ବୁଲୁଛନ୍ତି ଲୁଟେରା । ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପରୁ ୬ ମହିଳାଙ୍କ ସମେତ ୨୬ ଜଣଙ୍କୁ ଉଠାଇ ନେଲା ପୋଲିସ୍”

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବାଂଲାଦେଶ ଆଡ଼େ ମୁହାଁଇବା ସମ୍ଭାବନା । ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ

କନକ ବ୍ୟୁରୋ: ଆଗାମୀ ୬ ଘଂଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଗତ ୬ ଘଂଟାରେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତର-ପୂର୍ବ ଦିଗରେ ଗତି କରୁଛି । ବର୍ତମାନ ଗଭୀର ଅବପାତ ପାରାଦୀପଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ସେହିପରି ପଶ୍ଚିମବଙ୍ଗ ଦିଘାଠାରୁ ୫୫୦ ଓ ବାଂଲାଦେଶ ଖେପୁପଡାଠାରୁ ୬୯୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଆସନ୍ତା ୨୫Continue reading “ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବାଂଲାଦେଶ ଆଡ଼େ ମୁହାଁଇବା ସମ୍ଭାବନା । ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ”

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ । ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ବଙ୍ଗୋପସାଗରେ ଗଭୀର ଅବପାତ ସପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ପାଗ ମେଘୁଆ ରହିଛି । ଆକାଶରେ ଢାଙ୍କି ରହିଛି କଳା ବାଦଲ । କେନ୍ଦ୍ରାପଡ଼ାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଛି । ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ଜଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ଉପକୂଳରେ ବର୍ଷା ବଢ଼ିପାରେContinue reading “ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ । ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା”

ମହାନବମୀରେ ବିଭିନ୍ନ ମଣ୍ଡପରେ ଚାଲିଛି କୁମାରୀ ପୂଜା । ଦେବୀ ରୂପରେ ସଜେଇ ହୋଇଛନ୍ତି କୁନି କୁନି ଝିଅ ।

କନକ ବ୍ୟୁରୋ: ଦେବୀ ଦୁର୍ଗାଙ୍କ ପାଖରେ କୁମାରୀ ପୂଜା । ଦେବୀ ରୂପରେ ସଜେଇ ହୋଇଛନ୍ତି କୁନି କୁନି ଝିଅ । ମୁଣ୍ଡରେ ଓଢଣୀ ପକାଇ, କପାଳରେ କୁମକୁମ ଓ ପାଦରେ ଅଳତା ଲଗାଇଛନ୍ତି କୁମାରୀମାନେ । ନବମୀ ତିଥିରେ ଦେବୀଙ୍କ ପାଖରେ କୁମାରୀମାନଙ୍କୁ ପୂଜା କରିବାର ପରମ୍ପରା ରହିଛି । ଏହି ପରମ୍ପରାକୁ ଆଧାର କରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି କୁମାରୀ । ଭୁବନେଶ୍ୱର ଅଟଳାରେ ମଧ୍ୟ ପାରମ୍ପରିକ ରୀତିନୀତିରେ କୁମାରୀ ପୂଜାContinue reading “ମହାନବମୀରେ ବିଭିନ୍ନ ମଣ୍ଡପରେ ଚାଲିଛି କୁମାରୀ ପୂଜା । ଦେବୀ ରୂପରେ ସଜେଇ ହୋଇଛନ୍ତି କୁନି କୁନି ଝିଅ ।”

ଆଗାମୀ ୬ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ନେଇ ସତର୍କ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ଓସ୍ଡମା ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ବାତ୍ୟା ପ୍ରଭାବରେ ହେବାକୁ ଥିବା ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରସ୍ତୁତି ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତିContinue reading “ଆଗାମୀ ୬ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ପାରାଦୀପ ଠାରୁ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ।”

Design a site like this with WordPress.com
Get started