କନକ ବ୍ୟୁରୋ: ଆଗାମୀ ୩ ଘଣ୍ଟାରେ ସାମୁଦ୍ରିକ ଝଡ଼ । ୩ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ସକ୍ରିୟ । ଘଣ୍ଟାକୁ ୧୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ତେବେ ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଛି । ଏବେ ପାରାଦୀପଠୁ ୨୭୦ କିମି ଦୂରରେ ରହିଛି ଗଭୀର ଅବପାତ । ଆଉContinue reading “ବାତ୍ୟା ଅପଡେଟ୍: ଆଗାମୀ ୩ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ ।”
Tag Archives: News
ଆସୁଛି ବାତ୍ୟା… ବାଙ୍ଗଲାଦେଶ ଉପକୂଳରେ ଛୁଇଁବ ସ୍ଥଳଭାଗ । ଓଡିଶା ଉପରେ ପଡିବନି ସିଧାସଳଖ ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ।
କନକ ବ୍ୟୁରୋ: ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ, ସମୁଦ୍ର ଭିତରେ ଆହୁରି ବଳ ଗୋଟାଇ ଧିରେ ଧିରେ ଉପକୂଳ ଆଡକୁ ଆଗଉଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏକାଧିକ ଥର ଦିଗ ପରିବର୍ତ୍ତନ କରି ସମୁଦ୍ର ଭିତରେ ଗତି କରିବ । ଆଉ ଗତି ପଥ ଏମିତି ରହିବ । ପ୍ରଥମେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗରେContinue reading “ଆସୁଛି ବାତ୍ୟା… ବାଙ୍ଗଲାଦେଶ ଉପକୂଳରେ ଛୁଇଁବ ସ୍ଥଳଭାଗ । ଓଡିଶା ଉପରେ ପଡିବନି ସିଧାସଳଖ ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ।”
ପାକିସ୍ତାନରେ ଭାଙ୍ଗିଦେଲେ ଟିଭି! ବାବର ଆଜମଙ୍କୁ କଲେ ଟ୍ରୋଲ…
କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ପାକିସ୍ତାନର ସାଥ୍ ଦେଉନି ଭାଗ୍ୟ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତଠୁ ମ୍ୟାଚ୍ ହାରିବା ପରେ ବେଙ୍ଗାଲୁରୁରେ ବି ପାକିସ୍ତାନକୁ ମାଟି କାମୁଡ଼ାଇଦେଲା କଙ୍ଗାରୁ ଟିମ୍ । ଆଉ ଏହା ପରେ ସତେ ଯେମିତି ପାକ୍ ଟିମ ସହ ଦଳର କିଛି ଷ୍ଟାର ଖେଳାଳିଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରୁଛନ୍ତି ପାକିସ୍ତାନୀ ଫ୍ୟାନ୍ସ । ଗତ ଶୁକ୍ରବାର ଦିନ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପାକିସ୍ତାନ ଟିମ୍ ୫ ଥରର ବିଶ୍ୱକପ୍ ବିଜୟୀContinue reading “ପାକିସ୍ତାନରେ ଭାଙ୍ଗିଦେଲେ ଟିଭି! ବାବର ଆଜମଙ୍କୁ କଲେ ଟ୍ରୋଲ…”
ଲକ୍ଷ୍ମୀବସକୁ ଅପେକ୍ଷା କରି ହଟହଟା ହେଲେ ଉପାନ୍ତ ଅଞ୍ଚଳର ଯାତ୍ରୀ ।
କନକ ବ୍ୟୁରୋ: ଲକ୍ଷ୍ମୀବସକୁ ଅପେକ୍ଷା କରି ହଟହଟା ହେଲେ ଯାତ୍ରୀ । ମାଲକାନଗିରି ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳର ଯାତ୍ରୀମାନେ ହଟହଟା ହେଇଛନ୍ତି । ଲକ୍ଷ୍ମୀ ବସ୍ ଦିନକୁ ତିନି ଥର କୁରୁର୍ମାନୁର ପଞ୍ଚାୟତକୁ ଯିବା ଅସିବା କରେ । ସକାଳେ ଚିତ୍ରକୋଣ୍ଡାରୁ କୁରୁର୍ମାନୁର ଯାଇ ଯାତ୍ରୀଙ୍କୁ ଚିତ୍ରକୋଣ୍ଡା ଆଣିଥିଲା । କିନ୍ତୁ ଏହାପରେ ବସର ଆଉ ଦେଖା ମିଳିଲା ନାହିଁ । ଯାତ୍ରୀଙ୍କୁ ନେଇ ୧୨ଟା ସମୟରେ ଦ୍ୱିତୀୟ ଥର ପାଇଁ କୁରୁର୍ମାନୁର ଗଲା ନାହିଁ ।Continue reading “ଲକ୍ଷ୍ମୀବସକୁ ଅପେକ୍ଷା କରି ହଟହଟା ହେଲେ ଉପାନ୍ତ ଅଞ୍ଚଳର ଯାତ୍ରୀ ।”
ଆନନ୍ଦପୁର ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ବିଧାୟକଙ୍କ ସପକ୍ଷ ଓ ବିପକ୍ଷବାଦୀ ସମର୍ଥକ କଲେ ଭିନ୍ନ ଭିନ୍ନ ସମାବେଶ ।
କନକ ବ୍ୟୁରୋ: ଆନନ୍ଦପୁର ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ପାର୍ବଣରେ ଭିନ୍ନଭିନ୍ନ ସମାବେଶ କଲେ ବିଧାୟକଙ୍କ ସପକ୍ଷ ଓ ବିପକ୍ଷବାଦୀ । କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକରେ ଗୋଟିଏ ଦିନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ସମାବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଛେନାପଦି ଛକରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସମାବେଶରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ ସଭାପତିତ୍ୱ କରିଥିଲେContinue reading “ଆନନ୍ଦପୁର ବିଜେଡିରେ ତେଜିଲା ଗୋଷ୍ଠୀ କନ୍ଦଳ । ବିଧାୟକଙ୍କ ସପକ୍ଷ ଓ ବିପକ୍ଷବାଦୀ ସମର୍ଥକ କଲେ ଭିନ୍ନ ଭିନ୍ନ ସମାବେଶ ।”
ଝାରସୁଗୁଡାରେ ହେବନି ରାବଣ ପୋଡି । ରାଜନୈତିକ ବିବାଦ ଯୋଗୁଁ ରାବଣ ପୋଡି ପାଇଁ ଅନୁମତି ଦେଲାନି ଜିଲ୍ଲା ପ୍ରଶାସନ ।
କନକ ବ୍ୟୁରୋ: ଚଳିତ ବର୍ଷ ଝାରସୁଗୁଡାରେ ହେବ ନାହିଁ ରାବଣ ପୋଡି । ରାବଣ ପୋଡିକୁ ନେଇ ବିବାଦ ଉପୁଜିବା ପରେ ଥାନାରେ ପହଞ୍ଚିଥିଲା ମାମଲା । ଥାନା ଓ ଜିଲ୍ଲା ପ୍ରଶାସନ ପାଖରେ ରାବଣପାଡି ବିବାଦ ପହଞ୍ଚିବା ପରେ ରାବଣ ପୋଡି ପାଇଁ କୌଣସି ପୂଜାକମିଟିକୁ ଅନୁମତି ଦେଲାନାହିଁ ପ୍ରଶାସନ । ଝାରସୁଗୁଡ଼ା ସହରାଞ୍ଚଳରେ ମୁଖ୍ୟତଃ ଦୁଇଟି ସ୍ଥାନରେ ରାବଣ ପୋଡି ହୋଇଥାଏ । ମନମୋହନ ଏମଇ ସ୍କୁଲ ପଡ଼ିଆରେ ହେଉଥିବା ରାବଣ ପୋଡ଼ି ଭିନ୍ନଭିନ୍ନContinue reading “ଝାରସୁଗୁଡାରେ ହେବନି ରାବଣ ପୋଡି । ରାଜନୈତିକ ବିବାଦ ଯୋଗୁଁ ରାବଣ ପୋଡି ପାଇଁ ଅନୁମତି ଦେଲାନି ଜିଲ୍ଲା ପ୍ରଶାସନ ।”
ଶକ୍ତିପୀଠରେ ମା’ଙ୍କ ବିଶ୍ରାମ ଦିବସ । ଦେବୀ ସରସ୍ୱତୀଙ୍କ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା’ ମଙ୍ଗଳା ।
କନକ ବ୍ୟୁରୋ: ମଣ୍ଡପରେ ଚାଲିଛି ନବମୀ ପୂଜା. କିନ୍ତୁ ଶକ୍ତି ପୀଠରେ ଆଜି ବିଶ୍ରାମର ଦିବସ. କାକଟପୁର ବାସିନୀମା ମଙ୍ଗଳାଙ୍କ ପୀଠରେ ଆଜି ବିଶ୍ରାମ ଦିବସ । ଆଜି ମା’ଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି. ପନ୍ଦର ଦିନ ଧରି ଉଗ୍ର ରୂପରେ ମହିଷାସୁର ରୁପି ରାକ୍ଷସକୁ ବଦ୍ଧ କରିବା ପରେ ଆଜି ମା’ ଶାନ୍ତ ପଡିଛନ୍ତି । ମାଙ୍କ ବିଶ୍ରାମରେ ଶାନ୍ତି ରୂପ ବା ଦେବୀ ସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜିର ଦିନରେContinue reading “ଶକ୍ତିପୀଠରେ ମା’ଙ୍କ ବିଶ୍ରାମ ଦିବସ । ଦେବୀ ସରସ୍ୱତୀଙ୍କ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା’ ମଙ୍ଗଳା ।”
ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳରୁ ଆସିଲା ଲଜ୍ଜାଜନକ ଘଟଣା ।
କନକ ବ୍ୟୁରୋ: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ପ୍ରତିବାଦ କରିବାରୁ ସ୍ୱାମୀକୁ ମାଡ । ଏନେଇ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସର ତଦନ୍ତ ଆରମ୍ଭ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ବାରୁଆଁ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ । ଅଭିଯୋଗ ମୁତାବକ ଯାଜପୁର ଜିଲ୍ଲା କଲରଙ୍ଗିଅତା ଗ୍ରାମର ଜୈନିକ ସ୍ୱାମୀ ସ୍ତ୍ରୀ ଗତ ଶୁକ୍ରବାର ଦିନ ବାଇକରେ ଭୂବନକୁ ଆସି ସଂଧ୍ୟାରେContinue reading “ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳରୁ ଆସିଲା ଲଜ୍ଜାଜନକ ଘଟଣା । “
ପୂଜା ଭିଡ଼ରେ ଫସିଲା ଆମ୍ବୁଲାନ୍ସ । ବାଣୀବିହାରରୁ ରସୁଲଗଡ଼ ଅତିକ୍ରମ କରିବାକୁ ନାକେଦମ୍ ଆମ୍ବୁଲାନ୍ସ କର୍ମଚାରୀ ।
କନକ ବ୍ୟୁରୋ: ପୂଜା ଭିଡରେ ଫସିଲା ଆମ୍ବୁଲାନ୍ସ । ପୂଜାପାଇଁ ସବୁଠି ଖଚାଖଚ ଗହଳି ଲାଗିଥିବା ବେଳେ ଭିଡ ଭିତରେ ଯବା ଆସିବା ବି ମୁସ୍କିଲ ହୋଇପଡିଛି । ଆଉ ଏହି ଭିଡ ଭିତରେ ଅଟକି ରହିଛି ଆମ୍ବୁଲାନ୍ସ । ରୋଗୀଙ୍କୁ ନେଇ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଅଧା ରାସ୍ତାରେ ଆମ୍ବୁଲାନ୍ସ ଭିଡ ଭିତରେ ଫସିଯାଇଥିବା ଦେଖିବାକୁ ମିଳିଥିଲା । ବାଣୀବିହାରରୁ ଶହଶହ ଗାଡିି ଟ୍ରାଫିକ୍ ଜାମ୍ କରୁଥିବାରୁ ଆମ୍ବୁଲାନ୍ସ ବି ଅଟକି ଯାଉଛି ।Continue reading “ପୂଜା ଭିଡ଼ରେ ଫସିଲା ଆମ୍ବୁଲାନ୍ସ । ବାଣୀବିହାରରୁ ରସୁଲଗଡ଼ ଅତିକ୍ରମ କରିବାକୁ ନାକେଦମ୍ ଆମ୍ବୁଲାନ୍ସ କର୍ମଚାରୀ ।”
ଆରପାରିରେ ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀ । ୭୭ ବର୍ଷ ବୟସରେ ପରଲୋକ ।
କନକ ବ୍ୟୁରୋ: ଆରପାରିରେ ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀ । ସୋମବାର ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିିଛି । ୧୯୭୦ ଦଶକରେ ଭାରତୀୟ ଟିମରେ ଖେଳୁଥିବା ଏହି ସ୍ପିନ ବୋଲର ନିଜ ସ୍ପିନର ବୋଲିଂରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନମାନଙ୍କୁ ଅଡୁଆରେ ପକାଉଥିଲେ । ହେଲେ ଆଜି କିନ୍ତୁ ସେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି । ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବିଶନ ସିଂହContinue reading “ଆରପାରିରେ ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀ । ୭୭ ବର୍ଷ ବୟସରେ ପରଲୋକ ।”