କନକ ବ୍ୟୁରୋ: ବାଲେଶ୍ୱର ମେଡିକାଲରେ ନକଲି ଡାକ୍ତର । ଏହି ଅଭିଯୋଗ ଆସିବା ପରେ ନକଲି ଡାକ୍ତରଙ୍କୁ ଅଟକ ରଖିଛି ପୁଲିସ । ନିଜ ବାପା ମାଆଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ନିଜେ ପ୍ରେସକ୍ରିପସନରେ ବିଭିନ୍ନ ଟେଷ୍ଟ କରିବାକୁ ଲେଖିଥିଲେ । ତେବେ ନିଜ ବାପା ମାଆଙ୍କ ଯନ୍ତ୍ରଣା ସହିନପାରି ଏହିଭଳି କାମ କରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଜୟ ଭଂଜ । ଟିକେଟ କାଉଣ୍ଟରରେ ପ୍ରବଳ ଭିଡ ଥିବାରୁ ସେ ନିଜେ ଆଉଟଡୋରରେ ଟିକେଟContinue reading “ମେଡିକାଲରେ ନକଲି ଡାକ୍ତର । ନିଜେ ଚିକିତ୍ସା ପାଇଁ ଆସି ରୋଗୀଙ୍କ ପାଇଁ ପ୍ରେସକ୍ରିପସନ ଲେଖିଲେ ।”
Tag Archives: News
ପାର୍ବଣରେ ପୁରୀରେ ପ୍ରବଳ ଭିଡ଼ । ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ
କନକ ବ୍ୟୁରୋ: ପାର୍ବଣରେ ପୁରୀରେ ପ୍ରବଳ ଭିଡ଼ । ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନବମୀ ଓ ଦଶମୀ ପ୍ରାୟ ଅନେକ କର୍ମଚାରୀଙ୍କ ଛୁଟି ଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି । ବ୍ୟାରିକେଟ୍ ବାହାରେ ମଧ୍ୟ ବଡ଼ ଦାଣ୍ଡରେ ଛିଡ଼ା ହୋଇଛନ୍ତି ଶହ ଶହ ଭକ୍ତ । ଖାଲିContinue reading “ପାର୍ବଣରେ ପୁରୀରେ ପ୍ରବଳ ଭିଡ଼ । ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ”
ଇସ୍ରାଏଲକୁ ଇରାନର କଡା ଚେତାବନୀ । ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର ହେବ ।
କନକ ବ୍ୟୁରୋ: ଇସ୍ରାଏଲକୁ ଇରାନର କଡା ଚେତାବନୀ । ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର ହେବ ବୋଲି ତେହେରାନ ଚେତାବନୀ ଦେଇଛି । ଏପରରିକି ବାଧ୍ୟ ହୋଇ ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ବୋଲି ଇରାନ କହିଛି । ଏନେଇ ଇରାନର ବୈଦେଶିକ ମନ୍ତ୍ରୀ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । ଏଯାଏଁ ଇସ୍ରାଏଲ-ହମାସ୍ ଯୁଦ୍ଧରେ ଇରାନ ସିଧାସଳଖ ଭାବେ ସାମିଲ ହୋଇ ନାହିଁ । ହେଲେ ଇସ୍ରାଏଲକୁ ବାରମ୍ବାର ଇରାନ ସମାଲୋଚନାContinue reading “ଇସ୍ରାଏଲକୁ ଇରାନର କଡା ଚେତାବନୀ । ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର ହେବ ।”
ବିଦେଶରେ ଦୁର୍ଗା ପୂଜା । କାଲିଫର୍ଣ୍ଣିଆରେ ଧୁମଧାମରେ ଦୂର୍ଗାପୂଜା ପାଳନ କଲେ ପ୍ରବାସୀ ଓଡିଆ
କନକ ବ୍ୟୁରୋ: ବିଦେଶରେ ଦୂର୍ଗାପୂଜାର ଧୁମ୍ । ଆମେରିକାର କାଲିଫର୍ଣ୍ଣିଆରେ ଦୂର୍ଗାପୂଜା ପାଳନ କଲେ ପ୍ରବାସୀ ଓଡ଼ିଆ । କାର୍ଯ୍ୟକ୍ରମରେ ପାଖାପାଖି ଦେଢ଼ ଶହରୁ ଅଧିକ ଓଡ଼ିଆ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ କଳା, ସଂସ୍କୃତିର ଝଲକ୍ ଦେଖିବାକୁ ମିଳିଥିଲା । ଓଡ଼ିଆ ଗୀତ, ନାଚ, ଅନ୍ତାକ୍ଷରୀ, ଓଡ଼ିଆ କୁଇଜ୍ ପ୍ରତିଯାଗୀତା କରିଥିଲେ ପ୍ରବାସୀ ଓଡ଼ିଆ । ଓଡ଼ିଆ ଖାଦ୍ୟ ଖାଇ, ନାଚ ଓ ଗୀତରେ ଝୁମିଥିଲେ ପ୍ରବାସୀ । The post ବିଦେଶରେContinue reading “ବିଦେଶରେ ଦୁର୍ଗା ପୂଜା । କାଲିଫର୍ଣ୍ଣିଆରେ ଧୁମଧାମରେ ଦୂର୍ଗାପୂଜା ପାଳନ କଲେ ପ୍ରବାସୀ ଓଡିଆ”
ବେଆଇନ୍ ଜମି ଦଖଲକାରୀ ବାବା ଗିରଫ । ଜମି ଦଖଲ କରି ଜଙ୍ଗଲରୁ ଗଛ କାଟିନେଉଥିଲେ ବାବା
କନକ ବ୍ୟୁରୋ: ବେଆଇନ୍ ଜମି ଦଖଲକାରୀ ବାବା ଗିରଫ ।। ଧରାକୋଟ ଆଠଘରିଆ ନିକଟ ଜଙ୍ଗଲରେ ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କଲା ବନବିଭାଗ । ବାବା ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ପଠାଇଛି । କିଛି ଦିନ ହେଲା ବାବା ଜଣକ ଜଙ୍ଗଲ ଜମି ଦଖଲ କରି ଜଙ୍ଗଲରୁ ଗଛ ସବୁ କାଟୁଥିଲେ । ଘଟଣା ନେଇ ବନ ବିଭାଗ ପାଖରେContinue reading “ବେଆଇନ୍ ଜମି ଦଖଲକାରୀ ବାବା ଗିରଫ । ଜମି ଦଖଲ କରି ଜଙ୍ଗଲରୁ ଗଛ କାଟିନେଉଥିଲେ ବାବା”
ଜଙ୍ଗଲରେ ଗାତରେ ପଡ଼ି ଗଲା ଛୁଆ ହାତୀର ଜୀବନ । କେନ୍ଦୁଝର ଭେଜିଡିହି ନିକଟ ଜଙ୍ଗଲରୁ ଆସିଲା ଦୃଶ୍ୟ ।
କନକ ବ୍ୟୁରୋ: କେନ୍ଦୁଝର ବାଂଶପାଳ ବ୍ଲକ ଭେଜିଡିହି ନିକଟ ଜଙ୍ଗଲରେ ହାତୀ ଶାବକର ମୃତ୍ୟୁ ହୋଇଛି । ଅସୁସ୍ଥ ହାତୀ ଶବକଟିକୁ ପ୍ରାଣୀ ଚିକିତ୍ସକ ବ୍ରଜରାଜ ଯାଦବଙ୍କ ସହିତ ୨ଜଣିଆ ଟିମ୍ ଓ ବାଂଶପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ମାନେ ଚିକିତ୍ସା କରୁଥିଲେ । ରବିବାର ରାତିରେ ନୟାକୋଟର ଭେଜିଡିହି ଅଞ୍ଚଳରେ ୧୨ ଟିକିଆ ହାତୀପଲ ବୁଲୁଥିବା ବେଳେ ଏକ ଗାତରେ ପଡ଼ି ଅସୁସ୍ଥ ହୋଇପଡ଼ିଥିଲା ହାତୀଛୁଆ । ହାତୀ ଶାବକଟିର ବୟସ ପାଖାପାଖି ଦେଢ଼ରୁ ଦୁଇContinue reading “ଜଙ୍ଗଲରେ ଗାତରେ ପଡ଼ି ଗଲା ଛୁଆ ହାତୀର ଜୀବନ । କେନ୍ଦୁଝର ଭେଜିଡିହି ନିକଟ ଜଙ୍ଗଲରୁ ଆସିଲା ଦୃଶ୍ୟ ।”
ବଙ୍ଗୋପସାଗରରେ ଗଭୀର ଅବପାତ । କିଛି ଘଣ୍ଟା ଭିତରେ ନେଇପାରେ ବାତ୍ୟାର ରୂପ । ବାଂଲାଦେଶ ମୁହାଁଇବା ସମ୍ଭାବନା ।
କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ । ଏହା କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଆଡକୁ ମୁହାଁଇବ । ଗତ ୬ ଘଣ୍ଟା ହେଲା ଏହା ସ୍ଥିର ରହିଛି । ବର୍ତ୍ତମାନ ଗଭୀର ଅବପାତ ପାରାଦୀପଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ସେହିପରି ପଶ୍ଚିମବଙ୍ଗ ଦିଘାଠାରୁ ୫୯୦ ଓ ବାଂଲାଦେଶ ଖେପୁପଡାଠାରୁ ୭୪୦ କିଲୋମିଟର ଦୂରରେ ରହିଛି ।Continue reading “ବଙ୍ଗୋପସାଗରରେ ଗଭୀର ଅବପାତ । କିଛି ଘଣ୍ଟା ଭିତରେ ନେଇପାରେ ବାତ୍ୟାର ରୂପ । ବାଂଲାଦେଶ ମୁହାଁଇବା ସମ୍ଭାବନା ।”
ଅପରାହ୍ନ ସାଢେ ୩ଟା ପରେ ରାଜଧାନୀରେ ଗଡ଼ିନପାରେ ମୋ ବସ । ଭିଡକୁ ଆଖିରେ ରଖି ନିଷ୍ପତ୍ତିି ନିଆଯିବା ନେଇ କ୍ରୁଟର ଟ୍ୱିଟ୍ ।
କନକ ବ୍ୟୁରୋ: ପୂଜା ପାଇଁ ରାଜଧାନୀରେ ଅସମ୍ଭାଳ ଭିଡ଼ ରହୁଛି । ଏସବୁ ଭିତରେ ଅପରାହ୍ନ ୩ଟା ୩୦ରୁ ମୋ ବସ୍ ଚାଲିବ କି ନାହିଁ, ନିଷ୍ପତି ନେବେ କର୍ତୃପକ୍ଷ । ତେବେ ୩ଟା ୩୦ ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ରାଜଧାନୀରେ ହଜାର ହଜାର ଲୋକ ମୋ ବସ୍ ଉପରେContinue reading “ଅପରାହ୍ନ ସାଢେ ୩ଟା ପରେ ରାଜଧାନୀରେ ଗଡ଼ିନପାରେ ମୋ ବସ । ଭିଡକୁ ଆଖିରେ ରଖି ନିଷ୍ପତ୍ତିି ନିଆଯିବା ନେଇ କ୍ରୁଟର ଟ୍ୱିଟ୍ ।”
ମା’ ବିରଜାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ଲାଖବିନ୍ଧା ଯାତ୍ରା । ପରେ ମା’ଙ୍କ ଗୁପ୍ତନୀତି ସମ୍ପନ୍ନ ।
କନକ ବ୍ୟୁରୋ: ନବରାତ୍ରୀ ଅବସରରେ ୧୬ ଦିନ ଧରି ଚାଲିଥିବା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପାର୍ବଣ ଯାତ୍ରା ବା ରଥ ଯାତ୍ରା ଶେଷ ହୋଇଛି । ମା’ଙ୍କ ପୀଠରେ ନବମୀ ଅବସରରେ ସଂଧ୍ୟାରେ ରଥଯାତ୍ରା ଶେଷ ହେବା ପରେ ବିଳମ୍ବିତ ରାତିରେ ମା’ଙ୍କ ଲାଖବିନ୍ଧା ଯାତ୍ରା ଅନୁଷ୍ଠିତ ହୋଇଛି । ୯ ଦିନ ଧରି ରଥରେ ବିଜେ ଥିବା ମା’ଙ୍କ ପ୍ରତିମାଙ୍କୁ ରଥରୁ ଅବତରଣ କରାଯାଇ ସୁସଜ୍ଜିତ ବିମାନରେ ଶୋଭାଯାତ୍ରା ଜରିଆରେ ଲାଖବିନ୍ଧା ପଡ଼ିଆକୁContinue reading “ମା’ ବିରଜାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ଲାଖବିନ୍ଧା ଯାତ୍ରା । ପରେ ମା’ଙ୍କ ଗୁପ୍ତନୀତି ସମ୍ପନ୍ନ ।”
ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ! ରାଜଧାନୀରେ ଲୁଟେରାଙ୍କ ଭୟ । ବମିଖାଲରୁ ୮ ଚେନ ଲୁଟେରା ଗିରଫ ।
କନକ ବ୍ୟୁରୋ: ପୂଜା ବେଳେ ଲୁଟେରାଙ୍କା ଭୟ । ବମିଖାଲ ମଣ୍ଡପରେ ମହିଳାଙ୍କ ବେକରୁ ଚେନ୍ ଲୁଟ ଘଟଣାରେ ୮ରୁ ଅଧିକ ଅଟକ । ଏମାନଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍ । ଏମାନେ ସମସ୍ତେ ରାଜ୍ୟ ବାହାରର ହୋଇଥିବା ଜଣାପଡ଼ିଛି । କାହିଁକି ମଣ୍ଡପରେ ଏମାନେ ଗହଳି କରୁଥିଲେ, ତାକୁ ନେଇ ତଦନ୍ତ କରୁଛି ପୋଲିସ୍ । The post ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ! ରାଜଧାନୀରେ ଲୁଟେରାଙ୍କ ଭୟ । ବମିଖାଲରୁContinue reading “ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ! ରାଜଧାନୀରେ ଲୁଟେରାଙ୍କ ଭୟ । ବମିଖାଲରୁ ୮ ଚେନ ଲୁଟେରା ଗିରଫ ।”