କନକ ବ୍ୟୁରୋ: ପାର୍ବଣରେ ଅସମ୍ଭାଳ ଭିଡ । ଭିଡରେ ଉଛୁଲିଳା ରାଜଧାନୀ । ଗତକାଲି ମହାଷ୍ଟମୀ ଯୋଗୁ ରାଜଧାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଏମିତି ଲାଗୁଥିଲା, ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଥିଲା । ୮ କିଲୋମିଟର ରାସ୍ତା ଯିବା ପାଇଁ ପାଖାପାଖି ଅଢେଇ ଘଂଟା ସମୟ ଲାଗିଥିଲା । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେContinue reading “ପାର୍ବଣରେ ଅସମ୍ଭାଳ ଭିଡ଼ । ଭିଡ଼ରେ ଉଛୁଳିଲା ରାଜଧାନୀ, ନବମୀ ଓ ଦଶମୀରେ ହୋଇପାରେ ଅଧିକ ଲୋକଙ୍କ ଗହଳି”
Tag Archives: News
ଗାଜାରେ ମୁହାଁମୁହିଁ ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଆତଙ୍କୀ ନିପାତ ଉପରେ ଇସ୍ରାଏଲ ସେନାର ଗୁରୁତ୍ୱ । ନିଜ ସରକାରଙ୍କ ବିରୋଧରେ ଇସ୍ରାଏଲ ନାଗରିକଙ୍କ ବିକ୍ଷୋଭ ।
କନକ ବ୍ୟୁରୋ: ଗାଜାରେ ମୁହାଁମୁହିଁ ହେଲେ ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଏୟାରଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଗୁରୁତ୍ୱ ଦେଉଛି ଇସ୍ରାଏଲ ସେନା । ଯୁଦ୍ଧରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୬ ହଜାର ଛୁଇଁଲାଣି । ଯୁଦ୍ଧ ଉପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଓ ଇସଲାମିକ ଦେଶମାନଙ୍କର ନଜର ରହିଛି । ଏପଟେ ନିଜ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇସ୍ରାଏଲ ନାଗରିକ । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁContinue reading “ଗାଜାରେ ମୁହାଁମୁହିଁ ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଆତଙ୍କୀ ନିପାତ ଉପରେ ଇସ୍ରାଏଲ ସେନାର ଗୁରୁତ୍ୱ । ନିଜ ସରକାରଙ୍କ ବିରୋଧରେ ଇସ୍ରାଏଲ ନାଗରିକଙ୍କ ବିକ୍ଷୋଭ ।”
ବିଶ୍ୱକପରେ ନ୍ୟୁଜିଲାଣ୍ଡର ବିଜୟଧାରାରେ ଲାଗିଲା ବ୍ରେକ । ୪ ୱିକେଟରେ ହରାଇ ୨୦୧୯ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ ।
କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ କ୍ରିକେଟରେ ଟିମ୍ ଇଣ୍ଡିଆର ବିଜୟ ଧାରା ଜାରି । ନ୍ୟୁଜିଲାଣ୍ଡର ବିଜୟ ଧାରାରେ ବ୍ରେକ ଲଗାଇ ପଏଂଟ ଟେବୁଲର ଶୀର୍ଷରେ ରୋହିତ ବାହିନୀ । ଟିମ୍ ଇଣ୍ଡି ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍ରେ ହରାଇ ପଂଚମ ବିଜୟ ହାସଲ କରିଛି ଭାରତ । ଏଥିସହ ଭାରତ ଦୀର୍ଘ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ବିଶ୍ୱକପ ମ୍ୟାଚ ଜିତି ପରାଜୟ ଧାରାକୁ ଭାଂଗିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ମହମ୍ମଦContinue reading “ବିଶ୍ୱକପରେ ନ୍ୟୁଜିଲାଣ୍ଡର ବିଜୟଧାରାରେ ଲାଗିଲା ବ୍ରେକ । ୪ ୱିକେଟରେ ହରାଇ ୨୦୧୯ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ ।”
ଗଣ୍ଡରେ ବୁଡି ଗଲା ଡାକ୍ତରୀ ଛାତ୍ରଙ୍କ ଜୀବନ । ଭୋଜି କରିବାକୁ ଯାଇ ନଦୀରେ ଗାଧୋଇବା ବେଳେ ଅଘଟଣ, ଭଞ୍ଜନଗର ଋଷିକୁଲ୍ୟାର ହୁଳୁହୁଳା ଗଣ୍ଡରେ ଅଘଟଣ ।
କନକ ବ୍ୟୁରୋ: ସାଙ୍ଗଙ୍କ ସହ ପିକନିକ କରିବାକୁ ଆସି ନଦୀରେ ଗାଧୋଇବା ବେଳେ ବୁଡି ଗଲା ଡାକ୍ତରୀ ଛାତ୍ର । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମ ନିକଟ ହୁଳୁହୁଳା ଗଣ୍ଡକୁ ୪ ଜଣ ବୁଲି ଯାଇଥିବା ବେଳେ ସେଠାରେ ଥିବା ଋଷିକୂଲ୍ୟା ନଦୀରେ ଏଭଳି ଏକ ଅଘଟଣ ଘଟିଛି । ମୃତକ ଜଣକ ବ୍ରହ୍ମପୁର ଗୋଶାଣୀନୂଆଗାଁର ବିଜୟ କୁମାର ପାଢୀଙ୍କ ପୁଅ ରାକେଶ କୁମାର ପାଢ଼ୀ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରContinue reading “ଗଣ୍ଡରେ ବୁଡି ଗଲା ଡାକ୍ତରୀ ଛାତ୍ରଙ୍କ ଜୀବନ । ଭୋଜି କରିବାକୁ ଯାଇ ନଦୀରେ ଗାଧୋଇବା ବେଳେ ଅଘଟଣ, ଭଞ୍ଜନଗର ଋଷିକୁଲ୍ୟାର ହୁଳୁହୁଳା ଗଣ୍ଡରେ ଅଘଟଣ ।”
ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ । ଶକ୍ତିପୀଠରେ ଦଶମୀ ପୂଜା । ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର
କନକ ବ୍ୟୁରୋ: ଆଜି ମହାମାୟାଙ୍କ ମହାନବମୀ । ସକାଳୁ ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ମା’ଙ୍କ ମହାନବମୀ ପୂଜା । ଏହି ଅବସରରେ ଅପରାଜିତା ପୂଜା, ଚଣ୍ଡୀପାଠ, କୁମାରୀ ପୂଜା ଆଦି କରାଯିବ । ଅପରାହ୍ନରେ ଚଣ୍ଡୀ ଆହୂତି ଦିଆଯିବ । ଏବେ ରାଜଧାନୀ ସମେତ ବିଭିନ୍ନ ସହରରେ ପୂଜାମଣ୍ଡପ ଶଙ୍ଖନାଦ, ଘଂଟଘଂଟାର ଶବ୍ଦରେ ଗୁଂଜରିତ ହେଉଛି । ସେପଟେ କଟକର ଅନ୍ୟତମ ଆକର୍ଷଣୀୟ ଓ ବିତଶାଳୀ ପୂଜା ମଣ୍ଡପ ହେଉଛି ମଙ୍ଗଳାବାଗ ପୂଜା ମଣ୍ଡପContinue reading “ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ । ଶକ୍ତିପୀଠରେ ଦଶମୀ ପୂଜା । ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବମୁଖର”
ଡ୍ୟୁଟିରେ ଥିବା ବେଳେ ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ । ସିଆଚିନରେ ୨୦ ହଜାର ଫୁଟ ଉପରେ ଅକ୍ଷୟ ଲକ୍ଷ୍ମଣଙ୍କ ପରଲୋକ । ପରିବାରକୁ ୪ ବର୍ଷ ଯାଏଁ ଦରମା ସହ ମିଳିବ ବୀମା, ଅନ୍ୟାନ୍ୟ ସୁବିଧା ।
କନକ ବ୍ୟୁରୋ: ସିଆଚିନରେ ନିୟୋଜିତ ଅଗ୍ନିବୀର ଅକ୍ଷୟ ଲକ୍ଷ୍ମଣ ଏକ ଅପରେସନ୍ ସମୟରେ ପ୍ରାଣ ହରାଇଛନ୍ତି । ଲକ୍ଷ୍ମଣ ହେଉଛନ୍ତି ଦେଶର ପ୍ରଥମ ଅଗ୍ନିବୀର ଯିଏକି ଡ୍ୟୁଟିରେ ଥିବା ସମୟରେ ପ୍ରାଣ ହରାଇଛନ୍ତି । ଭାରତୀୟ ସେନା ମଧ୍ୟ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି ବୋଲି ସୋସିଆଲ ମିଡିଆ ଟ୍ୱିଟରରେ ଟ୍ୱିଟ୍ କରି କହିଛି । ମୃତ ଅଗ୍ନିବୀରଙ୍କ ପରିବାରକୁ ନିୟମ ଅନୁଯାୟୀ ଆର୍ôଥକ ସହାୟତା ଦିଆଯିବ ବୋଲି କୁହାଯାଇଛି । ସେନାର ନିୟମ ଅନୁଯାୟୀ, ଚାକିରିରେ ଯୋଗଦାନରContinue reading “ଡ୍ୟୁଟିରେ ଥିବା ବେଳେ ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ । ସିଆଚିନରେ ୨୦ ହଜାର ଫୁଟ ଉପରେ ଅକ୍ଷୟ ଲକ୍ଷ୍ମଣଙ୍କ ପରଲୋକ । ପରିବାରକୁ ୪ ବର୍ଷ ଯାଏଁ ଦରମା ସହ ମିଳିବ ବୀମା, ଅନ୍ୟାନ୍ୟ ସୁବିଧା ।”
ପଶ୍ଚିମ କେନ୍ଦୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଗଭୀର ଅବପାତର ରୂପ । ସମ୍ଭାବ୍ୟ ବାତ୍ୟାର ନାମ ହମୁନ, ଆଇଏମଡିର ଆକଳନ ଓଡିଶାକୁ ନାହିଁ ବିଶେଷ ପ୍ରଭାବ
କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ୧୮ ଘଂଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଆଡକୁ ଯିବ । ଏହି ବାତ୍ୟାର ନାମ ହମୁନ ରହିଛି । ଇରାନ ଏହି ବତ୍ୟାର ନାମକରଣ କରିଛି । ତେବେ ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ନାହଁ । କେବଳ ତିନି ଦିନ ରାଜ୍ୟରେ ସ୍ୱଳ୍ୁ ବର୍ଷା ହେବା ସମ୍ଭାବନା ।Continue reading “ପଶ୍ଚିମ କେନ୍ଦୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଗଭୀର ଅବପାତର ରୂପ । ସମ୍ଭାବ୍ୟ ବାତ୍ୟାର ନାମ ହମୁନ, ଆଇଏମଡିର ଆକଳନ ଓଡିଶାକୁ ନାହିଁ ବିଶେଷ ପ୍ରଭାବ”
ରାଜସ୍ଥାନ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା, ଛତିଶଗଡରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଦଳ
କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥର ୪୩ ଜଣ ପ୍ରାର୍ଥୀଙ୍କ ନାମ ଜାରି କରାଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ସ୍ଥାନ ପାଇଛି । କଂଗ୍ରେସ ତରଫରୁ ପ୍ରଥମ ପ୍ରାର୍ଥୀ ତାଲିକାରେ ୩୩ ଜଣଙ୍କ ଆଶାୟୀଙ୍କ ନାମ ଘୋଷଣା କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦContinue reading “ରାଜସ୍ଥାନ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା, ଛତିଶଗଡରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଦଳ”
ଆଠଗଡ ଅଞ୍ଚଳର ମହିଳାଙ୍କ ନିଆରା ଉଦ୍ୟମ । ବିରି ବଡ଼ି ତିଆରି କରି କରୁଛନ୍ତି ଭଲ ରୋଜଗାର
କନକ ବ୍ୟୁରୋ : ଓଡ଼ିଆ ଘରର ଏକ ପ୍ରିୟ ଖାଦ୍ୟ ଭାବେ ବଡ଼ିର ସ୍ୱତନ୍ତ୍ରତା ରହିଛି । ପଖାଳ ସାଙ୍ଗକୁ ସାଗ ଭଜା ଓ ବଡ଼ି ଚୁରା ନହେଲେ ଯେମିତି, ପଖାଳ ଖିଆଟା ଜମିନଥାଏ । ସେ ଘରେ ହେଉ ଅବା ହୋଟେଲ କିମ୍ବା ରେଷ୍ଟୁରାଂଟ ସବୁଠି ମେନୁରେ ରହିଥାଏ ବଡ଼ି । ସବୁଆଡ଼େ ଏହାର ଚାହିଦାକୁ ନଜରରେ ରଖି ଆଠଗଡ଼ ଖୁଂଟୁଣୀ ପଂଚାୟତ ରମ୍ପେଇ ଗାଁର ଜୟ ବଜରଙ୍ଗବଲୀ ଗ୍ରୁପର ମହିଳା ମାନେ ବଡ଼ି ବ୍ୟବସାୟContinue reading “ଆଠଗଡ ଅଞ୍ଚଳର ମହିଳାଙ୍କ ନିଆରା ଉଦ୍ୟମ । ବିରି ବଡ଼ି ତିଆରି କରି କରୁଛନ୍ତି ଭଲ ରୋଜଗାର”
ମିଶନ ଶକ୍ତି ଓ ଓରମାସ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ । ଉପକୃତ ହେବେ ଉଭୟ ଏସଏଚଜି ମହିଳା ଓ ହଳଦୀ ଚାଷୀ
କନକ ବ୍ୟୁରୋ : କୋରାପୁଟ କଫି, ଝାଡୁ, ମାଣ୍ଡିଆ, ସୁଆଁ ଓ ହଳଦୀ ଗୁଣ୍ଡ ପରେ ଏବେ ଇ-କମର୍ସ ସାଇଟ୍ରେ ଉପଲବ୍ଧ ହେଉଛି କୋରାପୁଟର ହଳଦୀ ସାବୁନ । ଇ-କମର୍ସ କମ୍ପନୀ ଆମାଜନ ପକ୍ଷରୁ କୋରାପୁଟ ହଳଦୀ ସାବୁନ୍କୁ ନିଜ ୱେବସାଇଟରେ ସ୍ଥାନ ଦିଆଯାଇଥିବା ବେଳେ ଏହାର ଦାମ୍ ରହିଛି ୮୫ ଟଙ୍କା । ପାର୍ବଣ ରୁତୁରେ ଓରମାସ୍ ପକ୍ଷରୁ ଏହି ସାବୁନ୍ ଆମାଜନକୁ ଯୋଗାଇଦିଆଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଗ୍ରାହକ ମାନେ ଏହାକୁContinue reading “ମିଶନ ଶକ୍ତି ଓ ଓରମାସ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ । ଉପକୃତ ହେବେ ଉଭୟ ଏସଏଚଜି ମହିଳା ଓ ହଳଦୀ ଚାଷୀ”