କନକ ବ୍ୟୁରୋ: ହିମାଳୟର ଗଙ୍ଗୋତ୍ରୀ ଗ୍ଲାସିୟରରେ ଶୁଭିଲା ଘୁମୁରା ବାଜା । ସମୁଦ୍ର ପତନଠାରୁ ୧୧ ହଜାର ଫୁଟ ଉଚ୍ଚତାରୁ ମା ମାଣିକେଶ୍ୱରୀଙ୍କ ଛତରକୁ ସ୍ୱାଗତ କଲେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଛାତ୍ର । ଆଜି ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଥିବା ବେଳେ ଗଙ୍ଗୋତ୍ରୀ ଗ୍ଲାସିୟରରୁ ଗୁଡହାଣ୍ଡି ଟିମ ଅଫ ମାଉନଟେନର୍ସ ଟିମ ଛତରକୁ ସ୍ୱାଗତ କରିଛନ୍ତି । କଳାହାଣ୍ଡିର ପାରମ୍ପରିକ ବାଦ୍ୟ ଘୁମୁରା ବଜାଇ ମାଆ ମାଣିକେଶ୍ୱରୀଙ୍କ ଜୟ ଜୟକାର ନାରା ଲଗାଇଛନ୍ତି । ସମୁଦ୍ରପତନ ଠାରୁContinue reading “ଗଙ୍ଗୋତ୍ରୀରେ ଶୁଭିଲା ଘୁମୁରା ବାଜା । ସମୁଦ୍ର ପତନଠାରୁ ୧୧ ହଜାର ଫୁଟ ଉଚ୍ଚତାରେ ମା ମାଣିକେଶ୍ୱରୀଙ୍କୁ କଲେ ସ୍ୱାଗତ”
Tag Archives: News
ପରିବାର ପାଇଁ ସମୟ ଦେଇପାରିଲେ ନାହିଁ ବୋଲି.. ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ ।
କନକ ବ୍ୟୁରୋ: ପୁଲିସ ଚାକିରିର ବ୍ୟସ୍ତତା ଯୋଗୁଁ ଘର ପରିବାରକୁ ସମୟ ଦେଇ ପାରୁନଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିବାବେଳେ ଏହି କଳି ଉଗ୍ରରୂପ ନେଇଥିଲା । ରାଗିଯାଇ ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ । ଏପରି ଘଟଣା ଘଟିଛି ପାଟଣା ଜଙ୍କସନର ଏକ ହେଟେଲରେ । ପୁଲିସର ପ୍ରାଥମିକ ତଦନ୍ତ ମୁତାବକ, ଟ୍ରେନିଂରେ ଥିବା ମହିଳା କନଷ୍ଟେବଳ ଶୋଭା କୁମାରୀ ବିବାହ ପୂର୍ବରୁ ସ୍ୱାମୀଙ୍କ ଦ୍ୱାରାContinue reading “ପରିବାର ପାଇଁ ସମୟ ଦେଇପାରିଲେ ନାହିଁ ବୋଲି.. ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ ।”
ମଣ୍ଡପରେ ମାତିଛନ୍ତି ଚେନ୍ ଲୁଟେରା : ବମିଖାଲ ପୂଜାମଣ୍ଡପରେ ୪ ଜଣ ମହିଳା ଲୁଟର ଶିକାର
କନକ ବ୍ୟୁରୋ : ପୂଜା ମଣ୍ଡପରେ ମାତିଲେ ଚେନ ଲୁଟେରା । ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ଚେନ ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରୁ ଥରକରେ ୪ ଜଣ ମହିଳାଙ୍କ ବେକରୁ ଚେନ ଲୁଟି ନେଇଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଭିଜୁଆଲ ଦେଖି ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଚେଷ୍ଟା କରୁଛିContinue reading “ମଣ୍ଡପରେ ମାତିଛନ୍ତି ଚେନ୍ ଲୁଟେରା : ବମିଖାଲ ପୂଜାମଣ୍ଡପରେ ୪ ଜଣ ମହିଳା ଲୁଟର ଶିକାର”
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା : ଅବପାତରୁ ଗଭୀର ଅବପାତର ରୂପ ନେଉଛି ସୃଷ୍ଟ ଲଘୁଚାପ
କନକ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୬୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଆହୁରି ଘନିଭୂତ ହୋଇ ଆଜି ରାତି ସୁଦ୍ଧା ଗଭୀର ଅବପାତର ରୂପ ନେବାର ସମ୍ଭବନା ରହିଛି । ଆସନ୍ତାକାଲି ରାତି ବେଳେକୁ ଏକ ଦୁର୍ବଳ ବାତ୍ୟାର ରୁପ ନେଇପାରେ ବୋଲି ପାଣିପାଗContinue reading “ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା : ଅବପାତରୁ ଗଭୀର ଅବପାତର ରୂପ ନେଉଛି ସୃଷ୍ଟ ଲଘୁଚାପ”
ଭାରତ ବନାମ ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଂ କରିବ ଭାରତ, ବାଦ୍ ପଡ଼ିଲେ ହାର୍ଦ୍ଦିକ ଓ ଶାର୍ଦ୍ଦୁଳ, ସୂର୍ଯ୍ୟକୁମାର ଓ ଶାମି ସାମିଲ ।
କନକ ବ୍ୟୁରୋ: ସୁପର ସଣ୍ଡେର ସୁପର ମୁକାବିଲା । ଟସ୍ ଜିଣି ଭାରତର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ତେବେ ଆଜିର ମ୍ୟାଚରୁ ହାର୍ଦ୍ଦିକ ଓ ଶାର୍ଦ୍ଦୁଳ ବାଦ୍ ପଡ଼ିଥିବାବେଳେ ଚୂଡ଼ାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଓ ମହମ୍ମଦ ଶାମି ସାମିଲ ହୋଇଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ଏକାଦଶରେ ଅପରିବର୍ତ୍ତିତ ରହିଛି । ଚଳିତ ବିଶ୍ୱକପ୍ କ୍ରିକେଟରେ ଆଜି ସବୁଠୁୁ ବଡ଼ ମୁକାବିଲା । ଧର୍ମଶାଳାରେ ଦୁଇ ଅପରାଜେୟContinue reading “ଭାରତ ବନାମ ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଂ କରିବ ଭାରତ, ବାଦ୍ ପଡ଼ିଲେ ହାର୍ଦ୍ଦିକ ଓ ଶାର୍ଦ୍ଦୁଳ, ସୂର୍ଯ୍ୟକୁମାର ଓ ଶାମି ସାମିଲ ।”
ଭାରତ ଦେଖାଇଲା ବଡପଣ, ଯୁଦ୍ଧକୁ ସାମ୍ନା କରୁଥିବା ଗାଜାକୁ ପଠାଇଲା ଖାଦ୍ୟ ଓ ଔଷଧ
କନକ ବ୍ୟୁରୋ: ହମାସ୍ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ପାଲେଷ୍ଟାଇନକୁ ସାହାଯ୍ୟ ପଠାଇଛି ଭାରତ । ଗାଜାରେ ଯୁଦ୍ଧର ଭୟାବହ ପରିଣାମ ଭୋଗି ଅସହାୟ ହୋଇ ରହିଥିବା ଲୋକଙ୍କ ପାଇଁ ବାୟୁସେନର ବିମାନରେ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛନ୍ତି ଭାରତ ସରକାର । ଶନିବାର ଜାତିସଂଘ ପକ୍ଷରୁ ପାଖାପାଖି ୨୦ ଟି ଟ୍ରକ୍ ଗାଜା ଷ୍ଟ୍ରିପକୁ ରିଲିଫ୍ ନେଇ ଯୋଗାଇବା ପରେ ଏବେ ବିଶ୍ୱ ସମୁଦାୟ ଗାଜା ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତିContinue reading “ଭାରତ ଦେଖାଇଲା ବଡପଣ, ଯୁଦ୍ଧକୁ ସାମ୍ନା କରୁଥିବା ଗାଜାକୁ ପଠାଇଲା ଖାଦ୍ୟ ଓ ଔଷଧ”
ପାଲେଷ୍ଟାଇନକୁ ଭାରତର ସହାୟତା : ସ୍ୱତନ୍ତ୍ର ବିମାନ ଯୋଗେ ୪୦ ଟନର ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା
କନକ ବ୍ୟୁରୋ : ପାଲେଷ୍ଟାଇନ -ଇସ୍ରାଇଏଲ ଯୁଦ୍ଧ ଭିତରେ ସହାୟତା ପଠାଇଛି ଭାରତ । ଇସ୍ରାଏଲର ଆକ୍ରମଣ ଯୋଗୁ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ଲକ୍ଷ ଲକ୍ଷ ଲୋକ ଘର ଛାଡିଛନ୍ତି । ଲୋକେ ଖାଇବାକୁ ପାଉନଥିବା ବେଳେ ମେଡିକାଲ ସହାୟତା ମଧ୍ୟ ମିଳି ପାରୁନାହିଁ । ଏପରି ସ୍ଥିତିରେ ମାନବିକତା ଦୃଷ୍ଟି କୋଣରୁ ଭାରତ ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା ପଠାଇଛି । ଆଜି ଉତ୍ତରପ୍ରଦେଶର ଗାଜିଆବାଦ ହିଣ୍ଡନ ଏୟାର ବେସରୁ ବାୟୁସେନାର ବିମାନ ଆଇଏଫ-ସି-୧୭Continue reading “ପାଲେଷ୍ଟାଇନକୁ ଭାରତର ସହାୟତା : ସ୍ୱତନ୍ତ୍ର ବିମାନ ଯୋଗେ ୪୦ ଟନର ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା”
ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ପିନାକୀ ମିଶ୍ର : ପ୍ରେସ୍ ରିଲିଜ ଜାରି କହିଲେ କେବଳ ଅଭିଯୋଗକୁ ଆଧାର କରି କରାଯାଇଛି ସମାଲୋଚନା
କନକ ବ୍ୟୁରୋ : ସଂସଦରେ କୋଶ୍ଚିନ ଫର କ୍ୱେରୀ ପ୍ରସଙ୍ଗକୁ ନେଇ ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ପୁରୀ ସାଂସଦ ପିନାକୀ ମିଶ୍ର । ପ୍ରେସ ରିଲିଜ ଜାରି କରି କହିଛନ୍ତି ତାଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇ ନାହିଁ । କେବଳ ଅଭିଯୋଗ ଆଧାରରେ ବିଜେପି ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ଏଥିସହ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ବିଜେପିକୁ ସେ ଚେତାବନୀ ଦେଇଛନ୍ତି । ସଂସଦରେ କୋଶ୍ଚିନ ଫର କ୍ୱେରୀContinue reading “ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ପିନାକୀ ମିଶ୍ର : ପ୍ରେସ୍ ରିଲିଜ ଜାରି କହିଲେ କେବଳ ଅଭିଯୋଗକୁ ଆଧାର କରି କରାଯାଇଛି ସମାଲୋଚନା”
‘କେବଳ ହିନ୍ଦୁ ହିଁ ଏପରି ଏକ ଧର୍ମ…’ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଏଭଳି କହିଲେ ମୋହନ୍ ଭାଗବତ୍ ।
କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଉପରେ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତଙ୍କ ମତ ମଧ୍ୟ ସାମନାକୁ ଆସିଛି । ଅକ୍ଟୋବର ୨୧ ରେ ନାଗପୁରର ଏକ ବିଦ୍ୟାଳରେ ଛତ୍ରପତି ଶିବାଜୀଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା କ୍ରମରେ ଭାଗବତ୍ କହିଛନ୍ତି ଯେ, ବିଶ୍ୱରେ କେବଳ ହିନ୍ଦୁ ହିଁ ଏକମାତ୍ର ଏଭଳି ଧର୍ମ ଯାହା ସବୁ ଧର୍ମ ଓ ସମ୍ପ୍ରଦାୟକୁ ସମ୍ମାନ କରେ । ତେଣୁ ଭାରତରେContinue reading “‘କେବଳ ହିନ୍ଦୁ ହିଁ ଏପରି ଏକ ଧର୍ମ…’ ଇସ୍ରାଏଲ ଓ ହମାସ ଯୁଦ୍ଧ ଉପରେ ଏଭଳି କହିଲେ ମୋହନ୍ ଭାଗବତ୍ ।”
ପାର୍ବଣରେ ସୁନା ମହଙ୍ଗା : ୧୦ ଗ୍ରାମ ସୁନାର ଦାମ ଟପିଲାଣି ୬୧ ହଜାର ଟଙ୍କା
କନକ ବ୍ୟୁରୋ : ପାର୍ବଣରେ ମହଙ୍ଗା ହୋଇଛି ସୁନା ଦର । ଯୁଦ୍ଧର ପ୍ରଭାବ ଓ ପାର୍ବଣରେ ସୁନାର ଚାହିଦା ଯୋଗୁଁ ଦର ବଢି ଚାଲିଛି । ନବରାତ୍ରୀ ଆରମ୍ଭ ହୋଇଥିବାରୁ ଶୁଭ ମୁହୂର୍ତ୍ତ ଦେଖି ଲୋକେ ନିବେଶ ଓ ସପିଂ ପାଇଁ ସୁନା କିଣୁଛନ୍ତି । ତେଣୁ ସୁନା ଦର ବଢିବାରେ ଲାଗିଛି । ରାଜଧାନୀରେ ୧୦ ଗ୍ରାମ ପିଛା ସୁନାର ଦର ଏବେ ୬୧ ହଜାର ଟପିଲାଣି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାContinue reading “ପାର୍ବଣରେ ସୁନା ମହଙ୍ଗା : ୧୦ ଗ୍ରାମ ସୁନାର ଦାମ ଟପିଲାଣି ୬୧ ହଜାର ଟଙ୍କା”