ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତରଯାତ୍ରା : ଜେନା ଖାଲରୁ ପୀଠକୁ ଫେରୁଛି ମାଆଙ୍କ ଛତର

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି । ପ୍ରଶାସନର ବାରଣ ସତ୍ୱେ ହଜାର ହଜାର ସଂଖ୍ୟାରେ ବଳି ପକାଉଛନ୍ତି ମାନସିକଧାରୀ । ମା’ ମାଣିକେଶ୍ୱରୀଙ୍କ ଛତର ଦର୍ଶନ କରିବା ସହ ଆଶୀର୍ବାଦ ନେବାକୁContinue reading “ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତରଯାତ୍ରା : ଜେନା ଖାଲରୁ ପୀଠକୁ ଫେରୁଛି ମାଆଙ୍କ ଛତର”

ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ଅଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

କନକ ବ୍ୟୁରୋ : ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଜଗତଜନନୀ । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ଅଷ୍ଟମୀ ପୁଜା । ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଞ୍ଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡପରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଆଜି ମଣ୍ଡପରେ ଅଷ୍ଟମୀ ପୂଜା ଓ ଶକ୍ତିପୀଠରେ ନବମୀ ପୂଜା କରାଯାଉଛି । ମା’ ଦୁର୍ଗାଙ୍କContinue reading “ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ଅଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା”

ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା : ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଆହତ; କିଏ ଖେଳିବ ତାକୁ ନେଇ ଦ୍ୱନ୍ଦ୍ୱ

କନକ ବ୍ୟୁରୋ : ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଶନିବାର ଅଭ୍ୟାସ ସମୟରେ ଏହି ଦୁଇ ବ୍ୟାଟରContinue reading “ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା : ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଆହତ; କିଏ ଖେଳିବ ତାକୁ ନେଇ ଦ୍ୱନ୍ଦ୍ୱ”

ଆଜି ବିଶ୍ୱକପରେ ବଡ଼ ମୁକାବିଲା : ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ; ୪ଟି ଲେଖାଏଁ ମ୍ୟାଚ ଜିତିସାରିଛନ୍ତି ଉଭୟ ଦଳ

କନକ ବ୍ୟୁରୋ : ଆଜି ବିଶ୍ୱକପରେ ସବୁଠୁୁ ବଡ଼ ମୁକାବିଲା । ଧର୍ମଶାଳାରେ ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ । ଉଭୟ ୪ଟି ଲେଖାଏଁ ମ୍ୟାଚ ଜିତି ସାରିଥିବାଥିବା ବେଳେ ଆଜି ପଏଂଟ ଟେବୁଲରେ ଶୀର୍ଷରେ କିଏ ତାହା ପାଇଁ ଲଢେଇ ହେବ । ଉଭୟ ଟିମ ଫର୍ମରେ ଥିବା ବେଳେ ବଡ଼ ସ୍କୋର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ଧର୍ମଶାଳା ଷ୍ଟାଡିୟମରେ ଟସ୍Continue reading “ଆଜି ବିଶ୍ୱକପରେ ବଡ଼ ମୁକାବିଲା : ଦୁଇ ଅପରାଜେୟ ଟିମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଲଢେଇ; ୪ଟି ଲେଖାଏଁ ମ୍ୟାଚ ଜିତିସାରିଛନ୍ତି ଉଭୟ ଦଳ”

ପୂଜା ବଜାରରେ ସରଗରମ ବଜାରଠୁ ପେଣ୍ଡାଲ । ବିଭିନ୍ନ ରାଜ୍ୟରେ ଭଳିକି ଭଳି ଆକର୍ଷଣୀୟ ପୂଜା ମଣ୍ଡପରେ ଶୋଭା ପାଉଛି ମା ଦୁର୍ଗାଙ୍କ ମୃଣ୍ମମୟୀ ମୂର୍ତ୍ତି

କନକ ବ୍ୟୁରୋ : ସାରା ଦେଶରେ ଦୁର୍ଗାପୂଜାର ମାହୋଲ । ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟି । ନେତାଙ୍କଠୁ ନେଇ ବିଦେଶୀ ଅତିଥି । ସମସ୍ତଙ୍କ ମନରେ ମା ଦୁର୍ଗାଙ୍କ ପୁଜା ପାଇଁ ଭରି ରହିଛି ଆନନ୍ଦ, ଉତ୍ସାହ ଓ ଖୁସି । ଦେଶର ବିଭିନ୍ନ ରାଜ୍ୟରେ ଭଳିକି ଭଳି ଦୁର୍ଗା ପେଣ୍ଡାଲ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ନିର୍ମର୍ିତ ପେଣ୍ଡାଲ ଦେଖଣାହାରୀଙ୍କ ଧ୍ୟାନ ଆକର୍ଷଣ କରୁଛି । ଏହା ଭିତରେ କୋଲକାତାରେContinue reading “ପୂଜା ବଜାରରେ ସରଗରମ ବଜାରଠୁ ପେଣ୍ଡାଲ । ବିଭିନ୍ନ ରାଜ୍ୟରେ ଭଳିକି ଭଳି ଆକର୍ଷଣୀୟ ପୂଜା ମଣ୍ଡପରେ ଶୋଭା ପାଉଛି ମା ଦୁର୍ଗାଙ୍କ ମୃଣ୍ମମୟୀ ମୂର୍ତ୍ତି”

୪ବର୍ଷ ପରେ ପାକିସ୍ତାନ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୨୦୧୯ରୁ ଚାଲିଯାଇଥିଲେ ଦୁବାଇ

କନକ ବ୍ୟୁରୋ : ୪ବର୍ଷ ପରେ ସ୍ୱଦେଶ ଫେରିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଇସଲାମାବାଦରେ ପହଁଚିବା ପରେ ସମର୍ଥକ ମାନେ ଜୋରଦାର ସ୍ୱାଗତ କରିଛନ୍ତି । ପରେ ଲାହୋରରେ ବିରାଟ ରାଲି କରିବା ସହିତ ନିଜ ସମର୍ଥକ ମାନଙ୍କୁ ସମ୍ବୋଧନ କରିଛନ୍ତି । ପାକିସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଙ୍କଟକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି । ଆସନ୍ତାବର୍ଷ ଜାନୁଆରୀରେ ପାକିସ୍ଥାନ ସାଧାରଣContinue reading “୪ବର୍ଷ ପରେ ପାକିସ୍ତାନ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୨୦୧୯ରୁ ଚାଲିଯାଇଥିଲେ ଦୁବାଇ”

ପୋଷା କୁକୁର, ସାଂସଦ ଓ ଆଇନଜୀବୀଙ୍କ କାହାଣୀ । ମହୁଆ, ଜୟଅନନ୍ତ, ହେନରୀଙ୍କ ରୋଚକ କାହାଣୀ

କନକ ବ୍ୟୁରୋ : ଯଦି ତୁମେ ସିବିଆଇ ନିକଟରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିବ ତେବେ ମୁଁ ତୁମକୁ ପୋଷା କୁକୁର ହେନରୀ ଫେରାଇଦେବି । ଏହି କଥା ନିଜରର ପୂର୍ବତନ ପୁୁରୁଷ ବନ୍ଧୁ ତଥା ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋଇଙ୍କୁ କୁଆଡେ କହିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରୋଇ ଏହି ଅଭିଯୋଗ କରିଛନ୍ତି । ଏଥିସହ ସେ କହିଛନ୍ତିContinue reading “ପୋଷା କୁକୁର, ସାଂସଦ ଓ ଆଇନଜୀବୀଙ୍କ କାହାଣୀ । ମହୁଆ, ଜୟଅନନ୍ତ, ହେନରୀଙ୍କ ରୋଚକ କାହାଣୀ”

ଇସ୍ରୋ ରଚିଲା ଇତିହାସ । ‘ଗଗନଯାନ’ର ପ୍ରଥମ ଟ୍ରାଏଲ ସଫଳ

କନକ ବ୍ୟୁରୋ : ଗଗନଯାନ ମିଶନ ସହ ଆଉ ପାଦେ ଆଗକୁ ବଢିଲା ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଂଟରରୁ ଉତକ୍ଷେପଣ ହେଲା ଟେଷ୍ଟ ଭେହିକିଲ ଟିଭି-ଡି ୱାନ୍ । ବୈଷୟିକ ତ୍ରୁଟି କାରଣରୁ ଦୁଇ ଦୁଇଥର ସ୍ଥଗିତ ପରେ ଇସ୍ରୋ ବୈଜ୍ଞାନିକ ମିଶନକୁ ସଫଳ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବାହ୍ନ ୧୦ଟାରେ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷଣ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଂଚ ହୋଇଥିଲା ।Continue reading “ଇସ୍ରୋ ରଚିଲା ଇତିହାସ । ‘ଗଗନଯାନ’ର ପ୍ରଥମ ଟ୍ରାଏଲ ସଫଳ”

ଡାବର ଇଣ୍ଡିଆର ତିନ ସହଯୋଗୀ କମ୍ପାନୀ ନାଁରେ ୟୁଏସ ଓ କାନାଡ଼ାରେ ମାମଲା ରୁଜୁ । ଉତ୍ପାଦକରେ କର୍କଟରୋଗ ସୃଷ୍ଟିକାରୀ ତତ୍ୱ ଥିବା ଅଭିଯୋଗ

କନକ ବ୍ୟୁରୋ : ଡାବର ଉତ୍ପାଦକ ବ୍ୟବହାର ଶରୀର ଉପରେ ପକାଉଛିି କୁପ୍ରଭାବ, ସୃଷ୍ଟି ହେଉଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଆମେରିକା ଓ କାନାଡ଼ାରୁ କିଛି ଗ୍ରାହକ ଏଭଳି ଅଭିଯୋଗ ଆଣିବା ସହ କମ୍ପାନୀ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ଡାବରର ସହାୟକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବ୍ୟବହାର କଲେ ଏଥିରେ ବ୍ୟବହୃତ କେମିକାଲ ଯୋଗୁ କ୍ୟାନସର ହେଉଥିବା ଅଭିଯୋଗ କରାଯାଇଛି । ଉଭୟ କାନାଡା ଏବଂ ଆମେରିକାରେ ଡାବରରContinue reading “ଡାବର ଇଣ୍ଡିଆର ତିନ ସହଯୋଗୀ କମ୍ପାନୀ ନାଁରେ ୟୁଏସ ଓ କାନାଡ଼ାରେ ମାମଲା ରୁଜୁ । ଉତ୍ପାଦକରେ କର୍କଟରୋଗ ସୃଷ୍ଟିକାରୀ ତତ୍ୱ ଥିବା ଅଭିଯୋଗ”

ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟପ୍ରଦେଶ କଂଗ୍ରେସର କନ୍ଦଳ । ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

କନକ ବ୍ୟୁରୋ : ପଦାରେ ପଡିଲା ମଧ୍ୟପ୍ରଦେଶ କଂଗ୍ରେସରେ କନ୍ଦଳ । ଦଳ ଜାରି କରିଥିବା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କିଛି ଆଶାୟୀଙ୍କୁ ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଟିକେଟ ଭାଗବଂଟାରେ ପାତରଅନ୍ତର ହୋଇଥିବା ଅଭିଯୋଗ କରି ଦଳୀୟ କର୍ମୀ ତୁମୁଳାକାଣ୍ଡ କରିଛନ୍ତି । କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ପୋଡାଜଳା କରିବା ସହ ପ୍ରଦେଶ ଅଧ୍ୟକ୍ଷକଙ୍କ ବାସଭବନ ଉପରକୁ ଗୋବର ପାଣି ଫିଙ୍ଗିଛନ୍ତି । କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି କମଲନାଥ, ଦିଗବିଜୟContinue reading “ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟପ୍ରଦେଶ କଂଗ୍ରେସର କନ୍ଦଳ । ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା”

Design a site like this with WordPress.com
Get started