ରେଲୱେ ଷ୍ଟେସନରେ ମାଙ୍କଡଙ୍କ କଳି । ୨ ଘଣ୍ଟା ଯାଏଁ ଅଟକିଲା ରାଜଧାନୀ ସମେତ ଏକାଧିକ ଟ୍ରେନ୍

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଫିରୋଜାବାଦ୍ ଟୁଣ୍ଡଲା ରେଲୱେ ଷ୍ଟେସନରେ ସେତେବେଳେ ହଇଚଇ ସୃଷ୍ଟି ହେଲା ଯେବେ ଏଠାରେ ଓଏଚଇ ଭାଙ୍ଗିପଡିଲା । ଫଳରେ ରାଜଧାନୀ ଏକ୍ସପ୍ରେସ ସମେତ ଏକାଧିକ ଟ୍ରେନ୍ ଗୁଡିକୁ ପାଖାପାଖି ୨ ଘଣ୍ଟା ଧରି ଅଟକି ରହିବାକୁ ପଡିଲା । ଏହାର କାରଣ ହେଉଛି ମାଙ୍କଡଙ୍କ କଳି । ଷ୍ଟେସନରେ ମାଙ୍କଡ ଦଳ ଏଭଳି ଆତଙ୍କ ସୃଷ୍ଟି କଲେ ଯେ ଷ୍ଟେସନର ଓଏଚଇ ଭାଙ୍ଗିଯିବାରୁ ଟ୍ରେନ୍ ଗୁଡିକୁ ଅଟକିବାକୁ ପଡିଲା । ତଥ୍ୟ ମୁତାବକ,Continue reading “ରେଲୱେ ଷ୍ଟେସନରେ ମାଙ୍କଡଙ୍କ କଳି । ୨ ଘଣ୍ଟା ଯାଏଁ ଅଟକିଲା ରାଜଧାନୀ ସମେତ ଏକାଧିକ ଟ୍ରେନ୍”

ଯବାନଙ୍କ ଆକ୍ରମଣରେ ୨ ପୋଲିସ କର୍ମଚାରୀ ଗୁରୁତର : ପୂର୍ବରୁ ବାଙ୍କୀ ବଜାରରେ ଖଣ୍ଡା ବୁଲାଇ ସୃଷ୍ଟି କରିଥିଲେ ଆତଙ୍କ

କନକ ବ୍ୟୁରୋ : ବାଙ୍କୀରେ ପୁଣି ଆତଙ୍କ । ପୋଲିସ ଏସଆଇଙ୍କୁ ଖଣ୍ଡାରେ ହାଣିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ବାଙ୍କୀ ଆଦିମାତା ଛକରେ ଖଣ୍ଡାରେ ହାଣିଛନ୍ତି ଯବାନ ଜଣକ । ଆକ୍ରମଣରେ ଏସଆଇ ସମ୍ବିତ ବିଶ୍ୱାଳ ଓ ଅନ୍ୟ ଜଣେ ହାବିଲଦାର ଆହତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏସଆଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନନ୍ତର କରାଯାଇଛି । ଆକ୍ରମଣ ଘଟାଇଥିବା ଯୁବକContinue reading “ଯବାନଙ୍କ ଆକ୍ରମଣରେ ୨ ପୋଲିସ କର୍ମଚାରୀ ଗୁରୁତର : ପୂର୍ବରୁ ବାଙ୍କୀ ବଜାରରେ ଖଣ୍ଡା ବୁଲାଇ ସୃଷ୍ଟି କରିଥିଲେ ଆତଙ୍କ”

ମାଳଦୀପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : କେନ୍ଦ୍ରାପଡା ଅଲଇଲୋ ଗାଁରେ ଶୋକର ଛାୟା

କନକ ବ୍ୟୁରୋ : ମାଳଦୀପରେ ପ୍ରବାସୀ ଓଡିଆ ଶ୍ରମିକ ମୃତ । କେନ୍ଦ୍ରାପଡା ଜିଲ୍ଲା ଅଳେଇଲୋ ଗାଁର ସୁଧୀର ସେଠି ମାଲଦୀପରେ ଆଖି ବୁଜିଛନ୍ତି । ମାଲଦୀପର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିବାରୁ ସୁଧୀରଙ୍କ ମୃତ୍ୟୁ ହୋଇଛି । ଏହି ଖବର ମିଳିବା ପରେ ପରିବାରରେ କାନ୍ଦ ବୋବାଳି ପଡିଥିବା ବେଳେ ଅଳେଇଲୋ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ମଧ୍ୟାହ୍ନରେ ସୁଧୀର ପରିବାର ଲୋକଙ୍କ ସହContinue reading “ମାଳଦୀପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : କେନ୍ଦ୍ରାପଡା ଅଲଇଲୋ ଗାଁରେ ଶୋକର ଛାୟା”

ହମାସ ବିରୋଧରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ : ୱେଷ୍ଟ ବ୍ୟାଙ୍କର ଅଲ-ଅନସାର ମସଜିଦ ଉପରେ ବୋମାମାଡ

କନକ ବ୍ୟୁରୋ : ମସଜିଦ ଉପରେ ଇସ୍ରାଏଲର ଆକ୍ରମଣ । ରବିବାର ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଥିବା ଏକ ମସଜିଦ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ହମାସ ଆତଙ୍କବାଦୀମାନେ ଏହି ମସଜିଦରେ ରହିଥିଲେ । ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛି । ଆତଙ୍କବାଦୀମାନେ ମସଜିଦ ଭିତରେ ରହି ସେଠାରୁ ଆକ୍ରମଣ କରୁଥିଲେ । ହମାସ ଆତଙ୍କବାଦୀମାନେ ଏଠାରେ ରହି ଜିହାଦ ପାଇଁ ଯୋଜନା ବନାଉଥିଲେ ବୋଲି ଇସ୍ରାଏଲContinue reading “ହମାସ ବିରୋଧରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ : ୱେଷ୍ଟ ବ୍ୟାଙ୍କର ଅଲ-ଅନସାର ମସଜିଦ ଉପରେ ବୋମାମାଡ”

ତାଳପତ୍ରରେ ମା’ଙ୍କ ଅଭିନବ ପ୍ରତିକୃତି । ବ୍ୟବହାର ହୋଇନି କୌଣସି ରଙ୍ଗ କି ତୁଳୀ

କନକ ବ୍ୟୁରୋ: ତାଳପତ୍ରରେ ନିର୍ମିତ ହୋଇଛି ମା ଦୁର୍ଗାଙ୍କ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି କୋଇଥକୋଲା ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ । ରାସାୟନିକ ରଙ୍ଗ କି ତୁଳୀ ବଦଳରେ ପ୍ରାକୃତିକ ବସ୍ତୁରି ତିଆରି ହୋଇଛି ମା ଦୁର୍ଗାଙ୍କ ମୂର୍ତି । ପଶ୍ଚିମବଙ୍ଗର କାରିଗର ତାଳପତ୍ରରେ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିଛନ୍ତି । ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ପୂଜା ପେଣ୍ଡାଲକୁ ଶ୍ରଦ୍ଧାଳୁଙ୍କୁ ଟାଣି ନେଉଛି । ସେହିପରି ଦୁର୍ଗାପୂଜାରେContinue reading “ତାଳପତ୍ରରେ ମା’ଙ୍କ ଅଭିନବ ପ୍ରତିକୃତି । ବ୍ୟବହାର ହୋଇନି କୌଣସି ରଙ୍ଗ କି ତୁଳୀ”

ନେପାଳ କାଠମାଣ୍ଡୁରେ ଭୂମିକମ୍ପ । ଦିଲ୍ଲୀ ମଧ୍ୟ ଥରିଲା ।

କନକ ବ୍ୟୁରୋ: ଆଜି ସକାଳ ସମୟରେ ଭୂମିକମ୍ପରେ ଥରିଉଠିଛି ନେପାଳ । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଭୂମିକମ୍ପ ୧୩ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପ ଦିଲ୍ଲୀ ଏନସିଆର ଯାଏଁ ମଧ୍ୟ ଅନୁଭୂତ ହୋଇଛି । ତେବେ ଏଯାଏଁ ନେପାଳରେ ହୋଇଥିବାContinue reading “ନେପାଳ କାଠମାଣ୍ଡୁରେ ଭୂମିକମ୍ପ । ଦିଲ୍ଲୀ ମଧ୍ୟ ଥରିଲା ।”

ଧିରେ ଧିରେ ପଡୁଛି ଶୀତ ପ୍ରଭାବ : ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ; ନିଳ ଜଳରାଶିରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ସମାଗମ

କନକ ବ୍ୟୁରୋ : ଶୀତଋତୁ ଆଗମନରେ ଚିଲିକା ନିଳ ଜଳରାଶିରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ ଗଠନ କରାଯାଇଛି । ଏଥିସହ ମୋବାଇଲ ଟିମ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ । ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ । ପକ୍ଷୀContinue reading “ଧିରେ ଧିରେ ପଡୁଛି ଶୀତ ପ୍ରଭାବ : ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ; ନିଳ ଜଳରାଶିରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ସମାଗମ”

ଭାରତ ସହ ଭଲ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତି ଦେଲେ ନୱାଜ ସରିଫ୍ । କହିଲେ କାଶ୍ମୀର ବିବାଦକୁ ଶାନ୍ତିରେ ସମାଧାନ କରିବୁ ।

କନକ ବ୍ୟୁରୋ: ଲଣ୍ଡନରେ ୪ ବର୍ଷ ରହି ଫେରିବା ପରେ ପାକିସ୍ତାନରେ ପ୍ରଥମ ରାଲି କରିଛନ୍ତି ନୱାଜ ସରିଫ୍ । ଏହି ସମୟରେ ଭାରତ ସହ ସମ୍ପର୍କକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ନୱାଜ୍ । ଭାରତ ସହ ତାଙ୍କ ସମ୍ପର୍କ ଏଣିକି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ ଏବଂ କାଶ୍ମୀର ପ୍ରସଙ୍ଗକୁ ଶାନ୍ତିରେ ଆଲୋଚନା କର ସମାଧାନ କରିବାକୁ ଚେଷ୍ଟା କରିବେ । ଏହାସହ ପାକିସ୍ତାନର ଆର୍ଥିକ ଦୂରାବସ୍ଥାକୁ ସୁଧାରିବାକୁ ସମସ୍ତେ ଏକଜୁଟ ହୋଇ କାମ କରିବାକୁContinue reading “ଭାରତ ସହ ଭଲ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତି ଦେଲେ ନୱାଜ ସରିଫ୍ । କହିଲେ କାଶ୍ମୀର ବିବାଦକୁ ଶାନ୍ତିରେ ସମାଧାନ କରିବୁ ।”

ବର୍ଷାରେ ଭିଜିପାରେ ଦଶହରା : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଦଶହରା ବାଧାକ ସାଜିପାରେ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ମୁତବାକ, ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଆହୁରୀ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭବନା ରହିଛି । ଆଜି ମଧ୍ୟାନ ଠାରୁ ତେବେ ଅବପାତ ଉତର-ଉତରପୂର୍ବ ଦିଗରେ ଗତିକି ପଶ୍ଚିମବଙ୍ଗ ସୁନ୍ଦରବନ ଅବା ବାଂଲାଦେଶ ଉପକୂଳContinue reading “ବର୍ଷାରେ ଭିଜିପାରେ ଦଶହରା : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା”

ଖଲ୍ଲିକୋଟ ବଡରାମପଲ୍ଲୀ ଗାଁରେ ବିଭତ୍ସ ହତ୍ୟା : ୨ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଗଲେ ଦୁର୍ବୃତ୍ତ; ଜଣେ ମୃତ, ଜଣେ ଗୁରୁତର

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟ ବ୍ଲକ ବଡରାମପଲ୍ଲୀ ଗାଁ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି କୋମଣ୍ଡ ଗାଁର କେ ପଦ୍ମରେଡି । ସେହିପରି ଗୁରୁତର ଯୁବକ ଜଣଙ୍କ ଗୁଡିଝର ଗାଁର ନୃସିଂହ ନାଥ ପଣ୍ଡା । ସୂଚନା ମୁତାବକ ଦୁହେଁ ଶନିବାର ରାତି ସାଢେ ୧୦ଟା ବେଳେ ଅଟୋ ଯୋଗେ ପୁରୁଷୋତମପୁରରୁ ନିଜ ଗାଁContinue reading “ଖଲ୍ଲିକୋଟ ବଡରାମପଲ୍ଲୀ ଗାଁରେ ବିଭତ୍ସ ହତ୍ୟା : ୨ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଗଲେ ଦୁର୍ବୃତ୍ତ; ଜଣେ ମୃତ, ଜଣେ ଗୁରୁତର”

Design a site like this with WordPress.com
Get started