ସୋସିଆଲ ମିଡିଆ ପୋଷ୍ଟ ପରେ ବଢୁଛି ଚର୍ଚ୍ଚା । ଶିଳ୍ପା ସେଟ୍ଟୀଙ୍କୁ ଛାଡପତ୍ର ଦେଇପାରନ୍ତି ରାଜକୁନ୍ଦ୍ରା !

କନକ ବ୍ୟୁରୋ : ରାଜ କୁନ୍ଦ୍ରାଙ୍କର ସୋସିଆଲ ମିଡିଆରେ ଟୁଇଟ୍ ଦେଖି ଆର୍ଶଯ୍ୟ ହୋଯାଇଛନ୍ତି ଲୋକ । ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମାଧ୍ୟମରେ କୁନ୍ଦ୍ରା କହିଛନ୍ତି ଆମେ ଦୁହେଁ ଅଲଗା ହେବାକୁ ଯାଉଛୁ, ଦୟା କରି ଆମ ଦୁଇଜଣଙ୍କୁ କିଛି ସମୟ ଦିଅନ୍ତୁ । ଏହିଭଳି ଟୁଇଟ୍ ଦେଖି ଲୋକମାନେ ଭାବୁଛନ୍ତି ଶିଲ୍ପା ଓ ରାଜ କୁନ୍ଦ୍ରାଙ୍କର ବିହାହ ସଂର୍ପକରେ ଫାଟ ସୃଷ୍ଟି ହୋଇଛି । ଦୁହିଁଙ୍କର ସୁନ୍ଦର ଯୋଡି ବିଷୟରେ ବୁଲିଉଡରେ ସବୁବେଳେ ଚର୍ଚ୍ଚା ଚାଲେContinue reading “ସୋସିଆଲ ମିଡିଆ ପୋଷ୍ଟ ପରେ ବଢୁଛି ଚର୍ଚ୍ଚା । ଶିଳ୍ପା ସେଟ୍ଟୀଙ୍କୁ ଛାଡପତ୍ର ଦେଇପାରନ୍ତି ରାଜକୁନ୍ଦ୍ରା !”

ମତାନ୍ତର ସାଜୁଛି ମୃତ୍ୟୁ କାରଣ । କେବେ ସରିବ ଏ ଯୁଦ୍ଧର ବିଭୀଷିକା ? କୁଢ କୁଢ ଶବ ଦେଖି ସ୍ତବ୍ଦ ସାରା ପୃଥିବୀ

କନକ ବ୍ୟୁରୋ : ଯେତେବେଳେ ଦେଶ ମାନଙ୍କ ସମ୍ପର୍କରେ ଆସେ ତିକ୍ତତା ଏହା କେତେ ଭୟଙ୍କର ହୋଇପାରେ ଏହାର ଜ୍ୱଳନ୍ତ ଉଦାହରଣ ହେଇଛି ଇସ୍ରାଏଲ ଓ ପାଲେଷ୍ଟାଇନ । ଐତିହାସିକ ଶତୃତା, ମେଳ ଖାଉନଥିବା ଚିନ୍ତାଧାରା ଓ ରାଜନୈତିକା ସ୍ୱାର୍ଥର ଜାଲରେ ଫସିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ । ଲଗାତାର ୧୬ ଦିନ ହେଲାଣି ଚାଲିଛି ଇସ୍ରାଏଲ ଓ ହମାସର ଯୁଦ୍ଧ । ଇତି ମଧ୍ୟରେ ଗାଜା ଷ୍ଟ୍ରିପର ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ପରଠାରୁContinue reading “ମତାନ୍ତର ସାଜୁଛି ମୃତ୍ୟୁ କାରଣ । କେବେ ସରିବ ଏ ଯୁଦ୍ଧର ବିଭୀଷିକା ? କୁଢ କୁଢ ଶବ ଦେଖି ସ୍ତବ୍ଦ ସାରା ପୃଥିବୀ”

କାରକୁ ପିଟିଲା ଟ୍ରକ୍ । ୨ ମୃତ, ୫ ଗୁରୁତର

କନକ ବ୍ୟୁରୋ: ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍, ଫଳରେ କାରରେ ଯାଉଥିବା ୭ ଯାତ୍ରୀଙ୍କ ମଧ୍ୟରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇଜଣ ମହିଳା ବୋଲି ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ବାଙ୍ଗିରିପୋଷି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । The post କାରକୁ ପିଟିଲା ଟ୍ରକ୍ । ୨Continue reading “କାରକୁ ପିଟିଲା ଟ୍ରକ୍ । ୨ ମୃତ, ୫ ଗୁରୁତର”

ଛତିଶଗଡରେ ୨ ମାଓବାଦୀ ନିହତ । ଛତିଶଗଡ ଗୋମେ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍ ମଧ୍ୟରେ ହୋଇଥିଲା ଏନକାଉଣ୍ଟର ।

କନକ ବ୍ୟୁରୋ: ୨ ମାଓବାଦୀଙ୍କ ମୃତ୍ୟୁ । ଛତିଶଗଡ କାଂକେର ଜିଲ୍ଲାରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୂଚନା ମିଳିଥିଲା । ଏହାପରେ ଖବର ପାଇ କୋଏଲାବାଡି ଥାନା ଅନ୍ତର୍ଗତ ଗୋମେ ଜଂଗଲରେ ଡିଆରଜି, ବସ୍ତର ଟାଇଗର୍ସ ଓ ବିଏସଏଫ ଯବାନ ଅପରେସନ କରିଥିଲେ । ଗୁଳିବିନିମୟ ବେଳେ ଘଟଣାସ୍ଥଳରୁ ଦୁଇ ପୁରୁଷ ମାଓବାଦୀଙ୍କ ମର ଶରୀର ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଇନସାସ ରାଇଫଲ ଓ ଦେଶୀContinue reading “ଛତିଶଗଡରେ ୨ ମାଓବାଦୀ ନିହତ । ଛତିଶଗଡ ଗୋମେ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍ ମଧ୍ୟରେ ହୋଇଥିଲା ଏନକାଉଣ୍ଟର ।”

୪ବର୍ଷ ପରେ ଇସଲାମାବାଦ ବିମାନ ବନ୍ଦରରେ ପହଂଚିଲେ ନୱାଜ ସରିଫ୍ । ଲାହୋରରେ କହିବେ ପାକିସ୍ତାନକୁ ରକ୍ଷା କରିବାର ଯୋଜନା

କନକ ବ୍ୟୁରୋ : ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ ପହଂଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ସେ ଆଜି ମଧ୍ୟାହ୍ନ ୨.୦୫ ମନିଟରେ ଲାହୋର ବିମାନ ବନ୍ଦରରେ ପହଂଚିଛନ୍ତି । ଏହି କ୍ରମରେ ନୱାଜଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଇଶାକ ଡାର ଓ ଲିଗାଲ ଟିମ୍ ଉପସ୍ଥିତ ଥିଲେ । ଏବେ ନୱାଜ ସରିଫ ନିଜ ପରିବାର ସହ ଲାହୋର ଗସ୍ତ କରିବେ । ଲାହୋରରୁ ସେ ସନ୍ଧ୍ୟାବେଳେ ମୀନାର ଏ-ପାକିସ୍ତାନ ଯିବେ ।Continue reading “୪ବର୍ଷ ପରେ ଇସଲାମାବାଦ ବିମାନ ବନ୍ଦରରେ ପହଂଚିଲେ ନୱାଜ ସରିଫ୍ । ଲାହୋରରେ କହିବେ ପାକିସ୍ତାନକୁ ରକ୍ଷା କରିବାର ଯୋଜନା”

ଘମାଘୋଟ ଲଢ଼େଇ ଭିତରେ ସହାୟତା ପାଇଁ ଗାଜାରେ ପ୍ରବେଶ କଲା ଟ୍ରକ । ମିଳିତ ଜାତିସଂଘର ହସ୍ତକ୍ଷେପ ପରେ ଯୁଦ୍ଧ ପ୍ରଭାବିତଙ୍କୁ ସହାୟତା ।

କନକ ବ୍ୟୁରୋ: ଯୁଦ୍ଧତ୍ରସ୍ତ ଗାଜାରେ ପହଂଚିଲା ସହାୟତା । ଇସ୍ରାଏଲ୍- ହମାସ ଲଢ଼େଇର ୧୫ ଦିନ ପରେ ମାନବୀୟ ସହାୟତା ନେଇ ଗାଜାରେ ପ୍ରବେଶ କରିଛି ଟ୍ରକ୍ । ଇଜିପ୍ଟ ସୀମା ଦେଇ  ଏହି ସହାୟତାର ଟ୍ରକ୍ ଯାଇଥିବା ସୂଚନା ମିଳିଛି । ଇଜିପ୍ଟର ଗଣମାଧ୍ୟମ ଗୁଡ଼ିକରେ ଆସିଥିବା ଚିତ୍ର ଅନୁସାରେ ଏକାଧିକ ଟ୍ରକ୍ ଲାଇନ୍ ହୋଇ ଗାଜାରେ ପ୍ରବେଶ କରୁଛି । ଏହି ଟ୍ରକ୍ ଗୁଡ଼ିକରେ ଯୁଦ୍ଧରେ ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକୀୟ ସହାୟତା ପଠାଇଛିContinue reading “ଘମାଘୋଟ ଲଢ଼େଇ ଭିତରେ ସହାୟତା ପାଇଁ ଗାଜାରେ ପ୍ରବେଶ କଲା ଟ୍ରକ । ମିଳିତ ଜାତିସଂଘର ହସ୍ତକ୍ଷେପ ପରେ ଯୁଦ୍ଧ ପ୍ରଭାବିତଙ୍କୁ ସହାୟତା ।”

ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ୍

କନକ ବ୍ୟୁରୋ : ହାଇଭୋଲଟେଜ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଜେପି ଓ କଂଗ୍ରେସ କାହାକୁ ଟିକେଟ ଦେବ ତାହାକୁ ନେଇ ଆଲୋଚନା ଜୋର ଧରିଥିଲା । ଏସବୁ ଭିତରେ ବିଜେପି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ସିଇସି କମିଟିର ନିଷ୍ପତ୍ତି କ୍ରମେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ତରଫରୁ ପ୍ରଥମ ପର୍ଯ୍ୟାୟରେ ୩୩ଟି ଆସନContinue reading “ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ୍”

ଜନ ସମ୍ପର୍କ ଅଭିଯାନ ପରେ ବିଜେଡି କରିବ ପରିବାର ସମ୍ପର୍କ ଅଭିଯାନ । ଶେଷ ହୋଇଛି ବ୍ଲୁ ପ୍ରିଣ୍ଟ ।

କନକ ବ୍ୟୁରୋ: ଜନ ସମ୍ପର୍କ ଅଭିଯାନ ପରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ । ଏଥିପାଇଁ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଡିସେମ୍ବର ୨୬ଅର୍ଥାତ ଦଳର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ପରିବାର ସମ୍ପର୍କ ଅଭିଯାନ କରିବ ବିଜେଡି । ଏହି ସମୟରେ ରାଜ୍ୟର ସମସ୍ତ ପରିବାରକୁ ଭେଟିବା ପାଇଁ ତୃଣମୂଳ ସ୍ତରର ନେତୃତ୍ୱଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ୱାର୍ଡରେ ଥିବା କମିଟି ପରିବାର ଗୁଡିକ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ତାକୁ ଆହୁରୀ ଅଧିକContinue reading “ଜନ ସମ୍ପର୍କ ଅଭିଯାନ ପରେ ବିଜେଡି କରିବ ପରିବାର ସମ୍ପର୍କ ଅଭିଯାନ । ଶେଷ ହୋଇଛି ବ୍ଲୁ ପ୍ରିଣ୍ଟ ।”

ମାଡ ନୁହଁ ଅସୁସ୍ଥତା ଯୋଗୁଁ ହୋଇଛି ରାଉରକେଲା ଏଏସଆଇ ଲୁଗୁନଙ୍କ ମୃତ୍ୟୁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଏମ୍ସ ରିପୋର୍ଟ ଦେଇଥିବା କହିଲେ ଏସପି

କନକ ବ୍ୟୁରୋ: ରାଉରକେଲା ଏଏସଆଇ ଲୁଗୁନ ମୃତ୍ୟୁଙ୍କ ମାଡରୁ ନୁହଁ ବରଂ ରୋଗରୁ ହୋଇଛି । ଭୁବନଶ୍ୱର ଏମ୍ସରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା କହିଛନ୍ତି ଏସପି ମିତ୍ରଭାନୁ ମହାପାତ୍ର । ଲୁୂବୁନଙ୍କ ଶରୀରରେ କୌଣସି ପ୍ରକାର ଦାଗ କିମ୍ବା ମାଡର ଚିହ୍ନ ନାହିଁ ବୋଲି କୁହାଯାଇଛି । ଲୁଗୁୁନ ଏକ ରୋଗରେ ପୀଡିତ ଥିଲେ । ଏଥିରେ ମଣିଷ ହଠାତ ପ୍ରତିକ୍ରିୟାଶୀଳ ହୋଇଯାଏ ବୋଲି ଜଣାପଡିଛି । ଏହି ଘଟଣାରେ ଦୁଇ ଜଣContinue reading “ମାଡ ନୁହଁ ଅସୁସ୍ଥତା ଯୋଗୁଁ ହୋଇଛି ରାଉରକେଲା ଏଏସଆଇ ଲୁଗୁନଙ୍କ ମୃତ୍ୟୁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଏମ୍ସ ରିପୋର୍ଟ ଦେଇଥିବା କହିଲେ ଏସପି”

ବହୁ ଚର୍ଚ୍ଚିତ କ୍ୟାସ୍ ଫର୍ କ୍ୱେରି ପ୍ରସଙ୍ଗ । ମହୁଆ ମୋଇତ୍ରାଙ୍କ କୁକୁର ହେନରୀର କଷ୍ଟେଡିକୁ ନେଇ ବିବାଦ ।

କନକ ବ୍ୟୁରୋ: ଟିଏମ୍ସି ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୋଇଙ୍କ ମଧ୍ୟରେ ଏବେ ଏକ ତିନି ବର୍ଷର କୁକୁରକୁ ନେଇ ବିବାଦ । ମହୁଆ ମୋଇତ୍ରାଙ୍କ ପୂର୍ବତନ ପୁରୁଷ ବନ୍ଧୁ ହେଉଛନ୍ତି ଜୟଅନନ୍ତ ଦେହାଦ୍ରୋଇ । ଯାହାଙ୍କ ଚିଠି ଆଧାରରେ ମହୁଆଙ୍କ ବିରୋଧରେ କ୍ୟାସ୍ ଫର୍ କ୍ୱେରୀ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ରୋଟୱେଲର ପ୍ରଜାତିର ଏହି କୁକୁରର ନାଁ ହେଉଛି ହେନରୀ, ଯାହାର କଷ୍ଟଡି ଅର୍ଥାତContinue reading “ବହୁ ଚର୍ଚ୍ଚିତ କ୍ୟାସ୍ ଫର୍ କ୍ୱେରି ପ୍ରସଙ୍ଗ । ମହୁଆ ମୋଇତ୍ରାଙ୍କ କୁକୁର ହେନରୀର କଷ୍ଟେଡିକୁ ନେଇ ବିବାଦ ।”

Design a site like this with WordPress.com
Get started