ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିବା ଇସମାଇଲ ହନିୟେ କେମିତି ହେଲା ହମାସ ଚିଫ ?

ଅକ୍ଟୋବର ୭ ରେ ଯେତେବେଳେ ହମାସର ଆତଙ୍କବାଦୀମାନେ ଇସ୍ରାଏଲରେ ପଶି ରକ୍ତର ହୋଲି ଖେଳୁଥିଲେ ସେହି ସମୟରେ ଏକ ଭିଡିଓ ସୋସିଆଲ ମେଡ଼ିଆରେ ଖୁବ ଭାଇରାଲ ହେଇଥିଲା । ସେ ଭିଡ଼ିଆରେ ଦେଖା ଯାଇଥିଲା  କତାରର ରାଜଧାନୀ ଦୋହାର ଏକ ବିଳାସପୂର୍ଣ ବଙ୍ଗଳାରେ ନିଜର କିଛି ଘନିଷ୍ଠ ସହଯୋଗୀଙ୍କ ସହ ବସି  ଟିଭିରେ ସେସବୁ ଦେଖି ତାଳି ମାରୁଥିଲା ହମାସର ଚିଫ ଇସମାଇଲ ହନିୟେ । କିଏ ଏହି ଇସମାଇଲ ହନିୟେ ? ଯିଏ ଏକ ଶରଣାର୍ଥୀContinue reading “ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିବା ଇସମାଇଲ ହନିୟେ କେମିତି ହେଲା ହମାସ ଚିଫ ?”

୧୫ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ । ଆମେରିକାରୁ ପହଞ୍ଚିଲା ୪୫ତମ ଯୁଦ୍ଧାସ୍ତ୍ର କାର୍ଗୋ ବିମାନ । ହମାସର ହଜାରେରୁ ଅଧିକ ଆତଙ୍କବାଦୀ ନିପାତ ଦାବି

କନକ ବ୍ୟୁରୋ: ୧୫ଦିନରେ ପହଞ୍ଚିଛିି ହମାସ-ଇସ୍ରାଏଲ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଗାଜା ସ୍ଥିତି ଜଟିଳ ହୋଇପଡିଛି । ଲକ୍ଷ ଲକ୍ଷ ଲୋକ ଘର ଛାଡିଥିବା ବେଳେ ଅନେକ ଏବେବି ଫଶିରହିଛନ୍ତି । ଆମେରିକାର ଚେତାବନୀ ସତ୍ୱେ ଖୁବଶିଘ୍ର ଇସ୍ରାଏଲ ଗାଜା ଷ୍ଟ୍ରିପରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଅନ୍ୟ ପକ୍ଷରେ ଗାଜାରେ ଆକ୍ରମଣ ବନ୍ଦ ନହେଲେ ଇରାନ ଯୁଦ୍ଧରେ ସାମିଲ ହେବ ବୋଲି ଧମକ ଦେଇଛି । ହସ୍ପିଟାଲ ପରେContinue reading “୧୫ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ । ଆମେରିକାରୁ ପହଞ୍ଚିଲା ୪୫ତମ ଯୁଦ୍ଧାସ୍ତ୍ର କାର୍ଗୋ ବିମାନ । ହମାସର ହଜାରେରୁ ଅଧିକ ଆତଙ୍କବାଦୀ ନିପାତ ଦାବି”

ରମାଦେବୀ +୨ କଲେଜରେ ରାଗିଂ ଅଭିଯୋଗ । କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲା ଗଣଶିକ୍ଷା ବିଭାଗ, ଚୁଟି କୁଣ୍ଡାଇବାକୁ ନେଇ ବିବାଦ ।

କନକ ବ୍ୟୁରୋ: ଭୁବନେଶ୍ୱର ରମାଦେବୀ ଯୁକ୍ତ ଦୁଇ କଲେଜରେ ରାଗିଂ ଅଭିଯୋଗ ହୋଇଛି । ହଷ୍ଟେଲରେ ରାଗିଂ କରାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଅଭିଯୋଗ ପରେ ତଦନ୍ତ ନର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ । କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ରାଗିଂ ନେଇ ଅଭିଯୋଗ କରିଥିଲେ ବି କର୍ତ୍ତୃପକ୍ଷ ଏନେଇ ନିଘା ଦେଇନଥିଲେ ।Continue reading “ରମାଦେବୀ +୨ କଲେଜରେ ରାଗିଂ ଅଭିଯୋଗ । କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲା ଗଣଶିକ୍ଷା ବିଭାଗ, ଚୁଟି କୁଣ୍ଡାଇବାକୁ ନେଇ ବିବାଦ ।”

ଲୁଣ ଖାଉଥିଲେ ସତର୍କ ରୁହନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ । ଦେଶରେ ବଢ଼ୁଛି ରକ୍ତଚାପ ରୋଗୀଙ୍କ ସଂଖ୍ୟା ।

କନକ ବ୍ୟୁରୋ: ବିନା ଖାଦ୍ୟରେ ଖାଦ୍ୟ ରୁଚେନା । କିନ୍ତୁ ଏହାକୁ ଅଧିକ ଖାଇଲେ ଖରାପ କମ୍ ବି ଖାଇଲେ ଖରାପ । ଆଜି ବିଶ୍ୱ ଆୟୋଡିନ୍ ଅଭାବ ଦିବସରେ ଲୁଣର ଗୁଣକୁ ନେଇ ଚର୍ଚ୍ଚା ହେଉଛି । ଲୋକଙ୍କୁ ସଚେତନା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ବିଶ୍ୱ ଆୟୋଡିନ ଦିବସ ପାଳନ କରାଯାଏ । ସୁସ୍ଥ ଶରୀର ଓ ଉନ୍ନତ ମସ୍ତିଷ୍କ ପାଇଁ ଶରୀରରେ ଆୟୋଡିନର ମାତ୍ରା ସଠିକ ରହିବା ନିହାତି ଜରୁରୀContinue reading “ଲୁଣ ଖାଉଥିଲେ ସତର୍କ ରୁହନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ । ଦେଶରେ ବଢ଼ୁଛି ରକ୍ତଚାପ ରୋଗୀଙ୍କ ସଂଖ୍ୟା ।”

ନେତା ଘରର କୁକୁର କଳି । ପୋଷା କୁକୁରକୁ ନେଇ ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତଙ୍କ ମଧ୍ୟରେ ବିବାଦ

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ବିବାଦରେ ଘେରି ହୋଇଛନ୍ତି । ଏଭଳି ସ୍ଥିତିରେ ମହୁଆ ଓ ତାଙ୍କ ବନ୍ଧୁ ତଥା ସୁପ୍ରିମ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀଙ୍କ ମଧ୍ୟରେ ପୋଷା କୁକୁରକୁ ନେଇ ବିବାଦ ଦେଖାଦେଇଛି । ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀ ଅଭିଯୋଗ କରିଛନ୍ତି ଯେ, ହେନେରୀ ବଦଳରେ ମହୁଆ ମୋଇତ୍ରାଙ୍କ ପ୍ରଶ୍ନ ପଚାରିବା ପ୍ରସଙ୍ଗରେ ସିବିଆଇକୁ ଦିଆଯାଇଥିବା ଅଭିଯୋଗ ଓContinue reading “ନେତା ଘରର କୁକୁର କଳି । ପୋଷା କୁକୁରକୁ ନେଇ ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତଙ୍କ ମଧ୍ୟରେ ବିବାଦ”

ସାର୍ଦ୍ଦୁଳ ଠାକୁର ରାଜ୍ୟ ଟିମ୍ ପାଇଁ ମଧ୍ୟ ଉପଯୁକ୍ତ ନୁହନ୍ତି, ବିଶ୍ୱକପରେ ସାର୍ଦ୍ଦୁଳଙ୍କ ପ୍ରଦର୍ଶନକୁ ନେଇ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର ।

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ ଜାରି ରଖିଛି । ୪ ମ୍ୟାଚରୁ ୪ଟିରେ ବିଜୟୀ ହେବା ସହ ସେମିଫାଇନାଲ ଆଡକୁ ଅଗ୍ରସର ହୋଇଛି । ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ୫ମ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେନି । ଅନ୍ୟପଟେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ଆସୁଥିବା ସାର୍ଦ୍ଦୁଳ ଠାକୁରଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତିContinue reading “ସାର୍ଦ୍ଦୁଳ ଠାକୁର ରାଜ୍ୟ ଟିମ୍ ପାଇଁ ମଧ୍ୟ ଉପଯୁକ୍ତ ନୁହନ୍ତି, ବିଶ୍ୱକପରେ ସାର୍ଦ୍ଦୁଳଙ୍କ ପ୍ରଦର୍ଶନକୁ ନେଇ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର ।”

ଅଭିନେତ୍ରୀଙ୍କ ପ୍ରେମରେ ଟ୍ରକ୍ ଡ୍ରାଇଭର, କିଡନୀ ଦାନ କରିବାକୁ ମଧ୍ୟ ପ୍ରସ୍ତୁତ ।

କନକ ବ୍ୟୁରା: ବିହାର ଭାଗଲପୁରରେ ରହୁଥିବା ଅଭିନେତ୍ରୀ ସଞ୍ଚିତା ବାସୁ ଙ୍କୁ ହୃଦୟ ଦେଲେ ଜଣେ ଟ୍ରକ୍ ଡ୍ରାଇଭର । ଏବେ ତାଙ୍କ ବିନା ରହିପାରିବେନି ବୋଲି କହିବା ସହ ଅଭିନେତ୍ରୀଙ୍କ ଅସୁସ୍ଥତା ନେଇ ଚିନ୍ତାରେ ଡ୍ରାଇଭର । ତାଙ୍କୁ ବଂଚାଇବାକୁ ନିଜର କିଡନୀ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟ୍ରକ୍ ଡ୍ରାଇଭର । ସଞ୍ଚିତାଙ୍କ ବିନା ସେ ବଞ୍ଚି କିଛି ଲାଭ ନାହିଁ ବୋଲି କହିବା ବେଳେ ତାଙ୍କର ଏହି ଭିଡିଓକୁ ରେକର୍ଡ କରି ସୋସିଆଲContinue reading “ଅଭିନେତ୍ରୀଙ୍କ ପ୍ରେମରେ ଟ୍ରକ୍ ଡ୍ରାଇଭର, କିଡନୀ ଦାନ କରିବାକୁ ମଧ୍ୟ ପ୍ରସ୍ତୁତ ।”

ଗଜପତିରେ ମହାବଳ ଠାବ: କ୍ୟାମେରାରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

କନକ ବ୍ୟୁରୋ: ଗଜପତି ମହେନ୍ଦ୍ର ବନାଂଚଳରେ ବୁଲୁଛି ମହାବଳ ବାଘ । ଟ୍ରାପ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ । ଗାଈକୁ ମାରି ଖାଇବା ପରେ ବାଘକୁ ଠାବ କରିବା ପାଇଁ ଟ୍ରାପ କ୍ୟାମେରା ଲଗେଇଥିଲେ ବନକର୍ମଚାରୀ । ବାଘର ପାଦଚିହ୍ନ ଠାବ ହେବା ପରେ ବନାଂଚଳ ବିଭିନ୍ନ ସ୍ଥାନରେ ନାଇଟ୍ ଭିଜନ୍ କ୍ୟାମେରା ଖଂଜା ଯାଇଥିଲେ । ଗତକାଲି ରାତିରେ ଜଙ୍ଗଲକୁ ବାଘ ଆସିଥିବା ବେଳେ କ୍ୟାମେରାରେ କଏଦ ହୋଇଛି ଫଟୋ । ଅନ୍ୟContinue reading “ଗଜପତିରେ ମହାବଳ ଠାବ: କ୍ୟାମେରାରେ କଏଦ ହେଲା ବୁଲୁଥିବାର ଦୃଶ୍ୟ”

ମିଶନ ଗଗନଯାନର ‘କ୍ରୁ ମଡ୍ୟୁଲ’ର ହେଲା ସଫଳ ପରୀକ୍ଷଣ, ସକାଳେ ବୈଷୟିକ ତ୍ରୁଟି ପାଇଁ ଇସ୍ରୋ ପରୀକ୍ଷଣକୁ କରିଥିଲା ସ୍ଥଗିତ ।

କନକ ବ୍ୟୁରୋ : ଗଗନଯାନ ମିଶନ କ୍ରୁ ମଡ୍ୟୁଲର ହେଲା ପରୀକ୍ଷଣ । ଟିଭି-ଡି୧ର ସଫଳ ପରୀକ୍ଷଣ କଲା ଇସ୍ରୋ । ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । #WATCH | Sriharikota: ISRO launches test flight for Gaganyaan mission ISRO says “Mission going as planned” pic.twitter.com/2mWyLYAVCS — ANI (@ANI) October 21, 2023 https://platform.twitter.com/widgets.jsପୂର୍ବରୁ ଆଜି ସକାଳ ୮ଟା ୪୫ରେ ଏହାର ପରୀକ୍ଷଣ କରିବାକୁContinue reading “ମିଶନ ଗଗନଯାନର ‘କ୍ରୁ ମଡ୍ୟୁଲ’ର ହେଲା ସଫଳ ପରୀକ୍ଷଣ, ସକାଳେ ବୈଷୟିକ ତ୍ରୁଟି ପାଇଁ ଇସ୍ରୋ ପରୀକ୍ଷଣକୁ କରିଥିଲା ସ୍ଥଗିତ ।”

ଯୁଦ୍ଧ ମଝିରେ ଦୁଇ ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କଲା ହମାସ୍ । କତାରର ମଧ୍ୟସ୍ଥତା ପରେ ନିଷ୍ପତ୍ତି ।

କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ଯୁଦ୍ଧକୁ ୧୪ ଦିନ ହେଲାଣି । ହମାସର ଆତଙ୍କବାଦୀମାନେ ଇସ୍ରାଏଲି ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କୁ ମଧ୍ୟ ବନ୍ଧକ କରି ରଖିଛନ୍ତି । ଏଭଳି ସ୍ଥଳେ କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ୫୯ ବର୍ଷୀୟ ଜୁଡିଥ୍‌ ସାଇ ରାନନ୍‌ ଓ ତାଙ୍କ ୧୮ ବର୍ଷୀୟ ଝିଅ ନାଟାଲାଇ ଶୋଶାନା ରାନନ୍‌ ଶୁକ୍ରବାର ରାତିରେ ଇସ୍ରାଏଲ୍‌ ପ୍ରତ୍ୟାବର୍ତ୍ତନContinue reading “ଯୁଦ୍ଧ ମଝିରେ ଦୁଇ ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କଲା ହମାସ୍ । କତାରର ମଧ୍ୟସ୍ଥତା ପରେ ନିଷ୍ପତ୍ତି ।”

Design a site like this with WordPress.com
Get started