କନକ ବ୍ୟୁରୋ : ହାତରେ ଥିଲା ଆଉ ମାତ୍ର ୫ ସେକେଣ୍ଡ । ଗଗନାଯାନ ମିସନ କ୍ରୁ ମଡ୍ୟୁଲ ପ୍ରସ୍ତୁତ ହୋଇ ସାରିଥିଲା ଆକାଶପଥକୁ ଉଡିବା ପାଇଁ । କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ୍ ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ।Continue reading “୫ ସେକେଣ୍ଡ ପୂର୍ବରୁ ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ ହେଲା ସ୍ଥଗିତ, ଇସ୍ରୋ ମୁଖ୍ୟ କହିଲେ ଖୁବଶୀଘ୍ର ପୁଣିଥରେ ହେବ ପରୀକ୍ଷଣ ।”
Tag Archives: News
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ କ୍ଷତିପୂରଣ ୩୦ ଲକ୍ଷ ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଦେଶର ନର୍ଦ୍ଦମା ସୁଡ଼ଙ୍ଗ ଏବଂ ପାଇଖାନା ଟାଙ୍କି ସଫା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସବୋର୍ଚ୍ଚ ନ୍ୟାୟଳୟ । ଏସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ୱପ୍ରୂ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ନର୍ଦ୍ଦମାContinue reading “ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ପାଇଖାନା ଟାଙ୍କି ସଫା ବେଳେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ”
ଘଟଗାଁ ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା: ଆଜି ମା’ ତାରିଣୀଙ୍କ ହେବ ସୁନାବେଶ
କନକ ବ୍ୟୁରୋ: ନବରାତ୍ରୀ ପାଇଁ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ଘଟଗାଁ ମା ତାରିଣୀ ପୀଠରେ ଆଜି ମା’ଙ୍କ ସପ୍ତମୀ ପୂଜା ଚାଲିଛି । ଆଜିଠାରୁ ମା’ଙ୍କ ସୁନାବେଶ ଆରମ୍ଭ ହୋଇଛି । ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା’ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ । ମା’ଙ୍କ ପୂଜାଚ୍ଚର୍ନା ପାଇଁ ବେଶ ଚଳଚଂଚଳ ହୋଇପଡ଼ିଛି ଶକ୍ତିପୀଠ । ମା’ଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଛି ।Continue reading “ଘଟଗାଁ ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା: ଆଜି ମା’ ତାରିଣୀଙ୍କ ହେବ ସୁନାବେଶ”
ଚାଷୀଙ୍କ ପାଇଁ ଜୟ କିଷାନ କ୍ଲିନିକ ଖୋଲିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । ଡାକ୍ତରଖାନା ନୁହେଁ ସିଧା ଚାଷ ଜମିରେ କ୍ଲିନିକ ଖୋଲି କରୁଛନ୍ତି ଚିକିତ୍ସା ।
କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଜୟ କିଷାନ କ୍ଲିନିକ ଖୋଲିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । ପୁଣି ଚର୍ଚ୍ଚାରେ ଭିମସାର ବୁର୍ଲାର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । କୌଣସି ଏସି ରୁମରେ କିମ୍ବା ବଡ ଡାକ୍ତରଖାନାରେ ନୁହେଁ ସାଧାରଣ ଚାଷୀଙ୍କ ପାଇଁ ଚାଷ ଜମିରେ କ୍ଲନିକ ଆରମ୍ଭ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ନିଜର ନିଃସ୍ୱାର୍ଥ ରୋଗୀ ସେବା ଓ ଗରିବଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ଖୋଲି ସାରା ଦେଶରେContinue reading “ଚାଷୀଙ୍କ ପାଇଁ ଜୟ କିଷାନ କ୍ଲିନିକ ଖୋଲିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । ଡାକ୍ତରଖାନା ନୁହେଁ ସିଧା ଚାଷ ଜମିରେ କ୍ଲିନିକ ଖୋଲି କରୁଛନ୍ତି ଚିକିତ୍ସା ।”
ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଚକ୍ଷୁଦାନ ପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ପୂଜା ।
କନକ ବ୍ୟୁରୋ : ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇପଡିଛି ପଲ୍ଲୀଠୁ ସହର । ଶକ୍ତିପୀଠରେ ଆଜି ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଆଜି ସପ୍ତମୀ ପୂଜା କରାଯାଉଛି । ପୂଜକ ବେଳଗଛ ମୂଳେ ପୂଜା କରିବା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରିଛନ୍ତି । ଆଜି ମାଆଙ୍କୁ ଚକ୍ଷୁ ଦାନ ପରେ ପୂଜା ଆରମ୍ଭ ହେବ । ସପ୍ତମୀରେ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠାContinue reading “ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଚକ୍ଷୁଦାନ ପରେ ଆରମ୍ଭ ହେବ ମା’ ଦୁର୍ଗାଙ୍କ ପୂଜା ।”
ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସଙ୍କ ଶତକ, ଆଦାମ ଜାମ୍ପଙ୍କ ଘାତକ ବୋଲିଂ: ପାକିସ୍ତାନକୁ ୬୨ ରନରେ ହରାଇଲା ଅଷ୍ଟ୍ରେଲିଆ
କନକ ବ୍ୟୁରୋ: ବିଶ୍ୱକପରେ ପାକିସ୍ତାନର ଲଗାତର ଦ୍ୱିତୀୟ ପରାଜୟ । ଭାରତ ପରେ ଅଷ୍ଟ୍ରେଲିଆଠୁ ହାରିଛି ପାକିସ୍ତାନ । ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶଙ୍କ ଶତକ, ଆଦମ ଜାମ୍ପଙ୍କ ଘାତକ ବୋଲିଂ ପାକିସ୍ତାନକୁ ୬୨ ରନରେ ହରାଇଛି ଅଷ୍ଟ୍ରେଲିଆ । ପ୍ରଥମ ବ୍ୟାଟିଂ କରି ୩୬୭ ରନ କରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ ୱାର୍ଣ୍ଣରଙ୍କ ୧୬୫ ରନ ଏବଂ ମିଚେଲ ମାର୍ଶଙ୍କ ୧୨୧ ରନ ବଳରେ ଦଳ ଏତେ ରନ କରିବାରେContinue reading “ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସଙ୍କ ଶତକ, ଆଦାମ ଜାମ୍ପଙ୍କ ଘାତକ ବୋଲିଂ: ପାକିସ୍ତାନକୁ ୬୨ ରନରେ ହରାଇଲା ଅଷ୍ଟ୍ରେଲିଆ”
୧୫ ଦିନରେ ପହଞ୍ଚିଲା ହମାସ-ଇସ୍ରାଏଲ ଯୁଦ୍ଧ । ଇରାନର ଚେତାବନୀ, ଗାଜାରେ ଆକ୍ରମଣ ବନ୍ଦ ନହେଲେ ଯୁଦ୍ଧକୁ ଓହ୍ଲାଇବୁ ।
କନକ ବ୍ୟୁରୋ : ୧୫ଦିନରେ ପହଁଚିଛି ହମାସ-ଇସ୍ରାଏଲ ଯୁଦ୍ଧ । ଯୁଦ୍ଧ ଯୋଗୁ ଗାଜା ସ୍ଥିତି ଜଟିଳ ହୋଇପଡିଛି । ଲକ୍ଷ ଲକ୍ଷ ଲୋକ ଘର ଛାଡିଥିବା ବେଳେ ଅନେକ ଏବେ ବି ଫଶିରହିଛନ୍ତି । ଆମେରିକାର ଚେତାବନୀ ସତ୍ୱେ ଖୁବଶୀଘ୍ର ଇସ୍ରାଏଲ ଗାଜା ଷ୍ଟ୍ରିପରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ବନ୍ଦ ନହେଲେ ଇରାନ ଯୁଦ୍ଧରେ ସାମିଲ ହେବ ବୋଲି ଧମକ ଦେଇଛି । ହସ୍ପିଟାଲContinue reading “୧୫ ଦିନରେ ପହଞ୍ଚିଲା ହମାସ-ଇସ୍ରାଏଲ ଯୁଦ୍ଧ । ଇରାନର ଚେତାବନୀ, ଗାଜାରେ ଆକ୍ରମଣ ବନ୍ଦ ନହେଲେ ଯୁଦ୍ଧକୁ ଓହ୍ଲାଇବୁ ।”
ମାନବ ମିସନ ପାଇଁ ଆଜି ଇସ୍ରୋର ବଡ଼ ପରୀକ୍ଷା । ସକାଳ ୮ ଟାରେ ଗଗନଯାନର କ୍ରିଉ ମଡ୍ୟୁଲର ହେବ ପରୀକ୍ଷଣ ।
କନକ ବ୍ୟୁରୋ : ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ବଡ଼ ପରୀକ୍ଷା କରିବ । ଯାହା ଆଗାମୀ ଦିନରେ ଭାରତର ମାନବ ମିଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଚନ୍ଦ୍ର ଅବା ମହାକାଶକୁ ମଣିଷ ପଠାଇବାର ଭାରତ ଯେଉଁ ଯୋଜନା କରୁଛି ତାହା ଏହି ମିଶନ ଉପରେ ନିର୍ଭର କରୁଛି । ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ର ପରୀକ୍ଷା କରାଯିବ । ୮ ମିନିଟ ୮ ସେକେଣ୍ଡରContinue reading “ମାନବ ମିସନ ପାଇଁ ଆଜି ଇସ୍ରୋର ବଡ଼ ପରୀକ୍ଷା । ସକାଳ ୮ ଟାରେ ଗଗନଯାନର କ୍ରିଉ ମଡ୍ୟୁଲର ହେବ ପରୀକ୍ଷଣ ।”
ସ୍ଥଗିତ ରହିଲା ବସ୍ ଧର୍ମଘଟ । ରାଜ୍ୟରେ ଆଜିଠୁ ପୁଣି ଗଡିବ ବସ୍ । ପ୍ରେସମିଟ୍ କରି ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ ।
କନକ ବ୍ୟୁରୋ: ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି । ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ପ୍ରେସମିଟ୍ କରି ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ ଆସନ୍ତାକାଲିଠୁ ସ୍ୱାଭାବିକ ହେବ ବସ୍ ସେବା ୨୬ ତାରିଖରେContinue reading “ସ୍ଥଗିତ ରହିଲା ବସ୍ ଧର୍ମଘଟ । ରାଜ୍ୟରେ ଆଜିଠୁ ପୁଣି ଗଡିବ ବସ୍ । ପ୍ରେସମିଟ୍ କରି ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ ।”
ମହମ୍ମଦ ଆଝାରୁଦ୍ଧିନଙ୍କ ନାଁରେ ମାମଲା । ପାଣ୍ଠି ହେରଫେର ଅଭିଯୋଗରେ ଆଣି ପୁଲିସର ଦ୍ୱାରସ୍ଥ ହେଲେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ
କନକ ବ୍ୟୁରୋ : ପୁଣି ବିବାଦରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ । ସଭାପତି ଥିବା ସମୟରେ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଏଚସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଆଜାରୁଦ୍ଦିନଙ୍କ ସମେତ ଅନେକ ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଜାରୁଦ୍ଦିନ ଏବଂ ଅନ୍ୟ ପୂର୍ବ ଅଧିକାରୀମାନେ ଦାୟିତ୍ୱରେ ଥିବା ସମୟରେ ପାଣ୍ଠିର ଦୁରୂପଯୋଗ କରାଯାଇଥିବା ଅଭିଯୋଗ କରାଯାଇଛିContinue reading “ମହମ୍ମଦ ଆଝାରୁଦ୍ଧିନଙ୍କ ନାଁରେ ମାମଲା । ପାଣ୍ଠି ହେରଫେର ଅଭିଯୋଗରେ ଆଣି ପୁଲିସର ଦ୍ୱାରସ୍ଥ ହେଲେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ”