ବିଶ୍ୱକପ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

କନକ ବ୍ୟୁରୋ : ବଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ପାଣ୍ଡ୍ୟା ଆଉଟ୍ । ଗୁରୁବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଅଧାରୁ ପଡିଆ ଛାଡିଥିଲେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହତ ସମସ୍ୟା ବଢିବା କାରଣରୁ ପରବର୍ତୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ହାର୍ଦ୍ଦିକଙ୍କୁ ବାଦ ଦିଆଯାଇଛି । ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ ସୁଦ୍ଧା ସେ ଠିକ ହେବା ସହିତ ଦଳ ସହିତ ସାମିଲContinue reading “ବିଶ୍ୱକପ ଧର୍ମଶାଳା ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା”

ଟ୍ରାକରେ ଦୌଡିଲା ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ୍ । ‘ନମୋ ଭାରତ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ

କନକ ବ୍ୟୁରୋ : ଦେଶକୁ ମିଳିଲା ପ୍ରଥମ ର୍ୟାପିଡ୍ଏକ୍ସ ଟ୍ରେନ୍ ‘ନମୋ ଭାରତ’ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତର ପ୍ରଦେଶ, ସାହିବାବାଦ ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମିରଟ କରିଡରରେ ରାପିଡଏକ୍ସ ଟ୍ରେନ ଗଡିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥିରେ ଯାତ୍ରା କରି ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିଛନ୍ତି । ‘ନମୋ ଭାରତ’ ଟ୍ରେନରେ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ନୂଆ ରେଳସେବାରେ ନିୟୋଜିତ ସମସ୍ତ କର୍ମଚାରୀContinue reading “ଟ୍ରାକରେ ଦୌଡିଲା ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ୍ । ‘ନମୋ ଭାରତ’କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ”

ପୁଣି ବିକ୍ରି ହେଲାଣି ଟଙ୍କତୋରାଣି । ନିଷେଧାଦେଶକୁ ମାନୁନାହାନ୍ତି ଅସାଧୁ ବ୍ୟବସାୟୀ

କନକ ବ୍ୟୁରୋ: ତେଜିଲା ଶ୍ରୀମନ୍ଦିର ବାହାର ବେଢ଼ାରେ ବିକ୍ରି ବାହାର ବେଢ଼ାରେ ବିକ୍ରି ହେଉଥିବା ଟଙ୍କତୋରାଣି ପ୍ରସଙ୍ଗ । ଦୀର୍ଘ ବର୍ଷ ହେବ ଆନନ୍ଦ ବଜାରରେ ଟଙ୍କତୋରାଣି ବିକ୍ରି ନିଷେଧ ଥିବାବେଳେ ପୁଣି ଥରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଟଙ୍କ ତୋରାଣି ବନ୍ଦ ପାଇଁ ନିର୍ଦ୍ଦେଶନାମା ରହିଛି । କିନ୍ତୁ ଟଙ୍କ ତୋରାଣି ବିକ୍ରି ନିଷେଧାଦେଶ ସତ୍ୱେ ବିକ୍ରି ହେଉଥିବା ଅଭିଯୋଗ ଆସିଛିContinue reading “ପୁଣି ବିକ୍ରି ହେଲାଣି ଟଙ୍କତୋରାଣି । ନିଷେଧାଦେଶକୁ ମାନୁନାହାନ୍ତି ଅସାଧୁ ବ୍ୟବସାୟୀ”

ଦର୍ଶନ ହୀରାନନ୍ଦାନୀଙ୍କ ୟୁଟର୍ଣ୍ଣ ପରେ ଜବାବ ରଖିଲେ ମହୁଆ ମୋଇତ୍ରା । କହିଲେ ଭୟଭୀତ କରାଇ ତାଙ୍କଠୁ ସତ୍ୟପାଠରେ ନିଆଯାଇଛି ଦସ୍ତଖତ

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ପଇସା ବିବାଦରେ ବଢ଼ୁଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ୟୁଟର୍ଣ୍ଣ ନେବା ସହ ମୋଇତ୍ରାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଟିଏମସି ସାଂସଦ, ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ହୀରାନନ୍ଦାନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି   । ଏଥିସହ ସଂସଦ ଆକାଉଁଟର ଲଗଇନ ଓ ପାସୱାର୍ଡ ମଧ୍ୟ ମୋହୁଆ ତାଙ୍କ ସହ ସେୟାରContinue reading “ଦର୍ଶନ ହୀରାନନ୍ଦାନୀଙ୍କ ୟୁଟର୍ଣ୍ଣ ପରେ ଜବାବ ରଖିଲେ ମହୁଆ ମୋଇତ୍ରା । କହିଲେ ଭୟଭୀତ କରାଇ ତାଙ୍କଠୁ ସତ୍ୟପାଠରେ ନିଆଯାଇଛି ଦସ୍ତଖତ”

ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା ଓ ରୂପା ଦର

କନକ ବ୍ୟୁରୋ : ଇସ୍ରାଏଲ ସେନାର ମନୋବଳ ବୃଦ୍ଧି କରୁଛନ୍ତି ଇସ୍ରାଏଲ ନାଗରିକ । କେବଳ ଖ।।ଦ୍ୟପାନୀୟ ଯୋଗାଉନାହାଁନ୍ତି ବଂର ସେମାନଙ୍କ କେଶ ବିନ୍ୟାଶ ମଧ୍ୟ କରୁଛନ୍ତି । ସେନା ନିକଟରେ ଶହ ଶହ ଲୋକ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ସେନାର ଯବାନଙ୍କୁ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଗାଜାରେ ପ୍ରାୟ ୧୧ହଜାର ସେନା ମୃତୟନ ଅଛନ୍ତି । ଗୋଟେ ପଟେ ଯୁଦ୍ଧ ଚାଲିଛି ଅନ୍ୟପଟେ ନିଜ ସେନାକୁ ମନୋବଳ ବୃଦ୍ଧି କରିବାକୁContinue reading “ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା ଓ ରୂପା ଦର”

ତେଲେଙ୍ଗାନାରେ ରାହୁଲ ଓ ରାଜସ୍ଥାନରେ ପ୍ରିୟଙ୍କା କଲେ ବିଜେପିକୁ ଟାର୍ଗେଟ । ଛତିଶଗଡରେ କଂଗ୍ରେସକୁ ଶାଣିତ ଆକ୍ରମଣ କଲେ ଅମିତ୍ ଶାହା

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛିି ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳୁଛି । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ ନିର୍ବାଚନ ରାଲିରେ ବିଜେପି ଉପରେ ହମଲା କରିଛନ୍ତି । କେନ୍ଦ୍ରର ବିଜେପି ସରକାର କେବଳ ବଡ଼ ବଡ଼ ଶିଳ୍ପପତିଙ୍କ ସ୍ୱାର୍ଥରେ କାମ କରୁଥିବା ବେଳେ ଚାଷୀଙ୍କ ସ୍ୱାର୍ଥକୁContinue reading “ତେଲେଙ୍ଗାନାରେ ରାହୁଲ ଓ ରାଜସ୍ଥାନରେ ପ୍ରିୟଙ୍କା କଲେ ବିଜେପିକୁ ଟାର୍ଗେଟ । ଛତିଶଗଡରେ କଂଗ୍ରେସକୁ ଶାଣିତ ଆକ୍ରମଣ କଲେ ଅମିତ୍ ଶାହା”

କିଏ ହେବ ଆଗାମୀ ପୁଲିସ ମୁଖିଆ? ବଦଳିବେ ଡିଜିପି ଓ ପୋଲିସ କମିସନର

କନକ ବ୍ୟୁରୋ: ଆଗକୁ ନୂଆ ବର୍ଷ ଆସୁଛି, ସାଧାରଣ ନିର୍ବାଚନ ମଧ୍ୟ ରହିଛି । ଏହାରି ଭିତରେ ରାଜ୍ୟ ସରକାର ପୋଲିସ ମହାନର୍ଦ୍ଦେଶକ ବଦଳ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । କାରଣ ଆସନ୍ତା ଡିସେମ୍ବର ୩୧ରେ ଡିଜି ସୁନୀଲ ବଂଶଲ ଅବସର ନେବେ । ତେଣୁ ତାଙ୍କ ପରେ ରାଜ୍ୟର ଆଗାମୀ ପୋଲିସ ଡିଜି କିଏ ହେବେ ତାକୁ ନେଇ ପୋଲିସ ମହଲରେ ଚର୍ଚ୍ଚା ବଢିଛି । ବରିଷ୍ଠ ଓ ଅଭିଜ୍ଞତା ଭିତରେ କେନ୍ଦ୍ରକୁ ଯାହାଙ୍କ ନାମContinue reading “କିଏ ହେବ ଆଗାମୀ ପୁଲିସ ମୁଖିଆ? ବଦଳିବେ ଡିଜିପି ଓ ପୋଲିସ କମିସନର”

 ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନ । କହିଲେ, ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନଦେଉ ବିଜେପି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବର୍ତ୍ତମାନ ଏଭଳି କିଛି କଥା କହିଛନ୍ତି ଯାହା କେବଳ ରାଜସ୍ଥାନ ରାଜ୍ୟ ରାଜନୀତି ନୁହେଁ ବଂର ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି । ଆଉ କାହା ପାଇଁ ନୁହେଁ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବିଜେପି ବସୁନ୍ଧରାଙ୍କ ସହ ପକ୍ଷପାତିତା କରୁଥିବା ରାଜସ୍ଥାନ ରାଜନୀତି ଗଳିର ଅନ୍ୟତମContinue reading ” ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନ । କହିଲେ, ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନଦେଉ ବିଜେପି”

ହସ୍ପିଟାଲ ପରେ ଚର୍ଚ୍ଚ ଉପରେ ଘାତକ ଆକ୍ରମଣ । ଶରଣାର୍ଥୀଙ୍କ ପ୍ରାଣହାନି, ଆକ୍ରମଣକୁ ନିନ୍ଦା

କନକ ବ୍ୟୁରୋ : ଗାଜାରେ ପ୍ରତିକ୍ଷଣରେ ଯାଉଛି ଜୀବନ । ଯେଉଁ ସ୍ଥାନକୁ ସବୁଠୁ ସୁରକ୍ଷିତ ମଣି ଲୋକମାନେ ଜୀବନ ବଂଚାଇବା ପାଇଁ ଆଶ୍ରୟ ନେଉଛନ୍ତି, ସେହି ସବୁ ସ୍ଥାନ ମଧ୍ୟ ଯୁଦ୍ଧରୁ ବାଦ ପଡୁନି । ଦୁଇ ଦିନ ପୂର୍ବରୁ ହସ୍ପିଟାଲ ଆକ୍ରମଣରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଗାଜାରେ ଥିବା ଗ୍ରୀକ ଅର୍ଥଡକ୍ସ ଚର୍ଚ୍ଚ ଉପରେ ବୋମା ମାଡ଼ ଘଟଣାରେ ଯାଇଛି ମହିଳା, ଶିଶୁଙ୍କ ଜୀବନ । ଇସ୍ରାଏଲ ସେନାକୁ ଏନେଇContinue reading “ହସ୍ପିଟାଲ ପରେ ଚର୍ଚ୍ଚ ଉପରେ ଘାତକ ଆକ୍ରମଣ । ଶରଣାର୍ଥୀଙ୍କ ପ୍ରାଣହାନି, ଆକ୍ରମଣକୁ ନିନ୍ଦା”

ପାର୍ବଣରେ ଘର ଜଗିବ ପୁଲିସ । ଘରଛାଡ଼ି ପୂଜା ବୁଲିବାକୁ ଗଲେ କରିବେ କଣ? ପରାମର୍ଶ ଦେଲା କମିସନରେଟ୍ ପୁଲିସ

କନକ ବ୍ୟୁରୋ: ଆପଣ ପୂଜା ପେଣ୍ଡାଲ ବୁଲିବାକୁ ବାହାରୁଛନ୍ତି କି? ପୂଜା ମଣ୍ଡପରେ ବୁଲିଲା ବେଳେ ଆପଣ ଯେତିକି ସତର୍କ ରହୁଛନ୍ତି, ନିଜ ଘର ସୁରକ୍ଷା ବାବଦରେ ଆପଣଙ୍କୁ ଠିକ୍ ସେତିକି ସତର୍କ ରହିବାକୁ ପଡ଼ିବ । ନହେଲେ ହୁଏତ ଆପଣଙ୍କ ଘର ଥାଇପାରେ ଦୁବୃର୍ତଙ୍କ ଟାର୍ଗେଟରେ । ପାର୍ବଣର ଫାଇଦା ଉଠାଇ ଡକାୟତ ଗ୍ୟାଙ୍ଗମାନେ ଏଥର ପୂଜାରେ ଏକୁଟିଆ ଘରଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି । ଯଦି ଆପଣମାନେ ପୂରା ପରିବାର ସହିତ ମେଢ଼ ଦେଖିବା ପାଇଁContinue reading “ପାର୍ବଣରେ ଘର ଜଗିବ ପୁଲିସ । ଘରଛାଡ଼ି ପୂଜା ବୁଲିବାକୁ ଗଲେ କରିବେ କଣ? ପରାମର୍ଶ ଦେଲା କମିସନରେଟ୍ ପୁଲିସ”

Design a site like this with WordPress.com
Get started