ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ : ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସପ୍ତମୀ ପୂଜା; ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

କନକ ବ୍ୟୁରୋ : ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଘରୋଇ ବସ୍ ମାଲିକ ସଂଘ ସଫେଇ ରଖିContinue reading “ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ : ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସପ୍ତମୀ ପୂଜା; ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼”

ଆସନ୍ତା ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର : ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ରିଲିଜ ଜାରି

କନକ ବ୍ୟୁରୋ : ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ । ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି । ବୁଧବାର ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଗଜପତି ମହାରାଜଙ୍କୁContinue reading “ଆସନ୍ତା ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର : ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ରିଲିଜ ଜାରି”

ପୁଅ ସହ ୩୦ ଫୁଟ ଉଚ୍ଚ ବ୍ରିଜରୁ ଖସିପଡିଲେ ଗର୍ଭବତୀ… ରାତି ସାରା ମା’ର ଶବ ପାଖରେ କାନ୍ଦୁଥିଲା କୁନି ପୁଅ

କନକ ବ୍ୟୁରୋ: ଘଟଣା ମହାରାଷ୍ଟ ଚନ୍ଦ୍ରପୁର ଅଞ୍ଚଳର । ସୁଷମା ପୱନ କାକଡେ ନାମକ ମହିଳା ନିଜ ୪ ବର୍ଷର ପୁଅକୁ ନେଇ ସ୍କୁଟିରେ ଘରୁ ବାହାରିଥିଲେ । ସେ ୩ ମାସର ଗର୍ଭବତୀ ଥିଲେ । ବାମନୀରୁ ରାଜୁରା ବାଟରେ ପଡୁଥିବା ବର୍ଦ୍ଧା ନଦୀ ବ୍ରିଜ ଉପରେ ସ୍କୁଟିର ସନ୍ତୁଳନ ବିଗିଡିଯାଇଥିଲା । ଫଳରେ ୩୦ ଫୁଟ ଉଚ୍ଚ ବ୍ରିଜ ଉପରୁ ସ୍କୁଟି ସହ ଖସିପଡଲେ ମା’, ପୁଅ । ଘଟଣାସ୍ଥଳରେ ସୁଷମାଙ୍କର ମୃତ୍ୟୁ ହୋଇଥିବାବେଳେContinue reading “ପୁଅ ସହ ୩୦ ଫୁଟ ଉଚ୍ଚ ବ୍ରିଜରୁ ଖସିପଡିଲେ ଗର୍ଭବତୀ… ରାତି ସାରା ମା’ର ଶବ ପାଖରେ କାନ୍ଦୁଥିଲା କୁନି ପୁଅ”

ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ : ୨୩ ବେଳକୁ ନେଇପାରେ ଅବପାତର ରୂପ; ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ । ୨୩ ବେଳକୁ ନେଇପାରେ ଅବପାତର ରୂପ । ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳ ଭାଗରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖ ସକାଳ ବେଳକୁ ଏହାର ପ୍ରଭାବରେ ବଙ୍ଗୋପସାଗରର ମଧ୍ୟ ଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେ‌ଷ ରହିବ ନାହିଁ ।Continue reading “ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ : ୨୩ ବେଳକୁ ନେଇପାରେ ଅବପାତର ରୂପ; ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର”

ଚମକୁଛି ଝାରପଡା ଓ ଷ୍ଟେସନ ବଜାର ପୂଜା ମଣ୍ଡପ : କାରିଗରଙ୍କ କଳାକୃତିରେ ଝଲସୁଛି ତୋରଣ

କନକ ବ୍ୟୁରୋ : ମା’ଙ୍କ ଆଗମନ ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ପୂଜାମଣ୍ଡପ ଓ ତୋରଣକୁ ଭିନ୍ନ ଭିନ୍ନ ଥିମରେ ପ୍ରସ୍ତୁତ କରାଯାଇଛି । ଆଉ କୁଶଳୀ କାରିଗରୀଙ୍କ କଳାକୃତିରେ ଝଲସୁଛି ସୁସଜ୍ଜିତ ତୋରଣ । ଭୁବନେଶ୍ୱର ଝାରପଡା ପୂଜା ମଣ୍ଡପ ଓ ଷ୍ଟେସନ ବଜାର । ପ୍ରତିବର୍ଷ କିଛି ନିଆରା କରିବାକୁ ଚେଷ୍ଟା କରି ଆସୁଥିବା ଷ୍ଟେସନ ବଜାର ପୂଜା କମିଟି,Continue reading “ଚମକୁଛି ଝାରପଡା ଓ ଷ୍ଟେସନ ବଜାର ପୂଜା ମଣ୍ଡପ : କାରିଗରଙ୍କ କଳାକୃତିରେ ଝଲସୁଛି ତୋରଣ”

ମାତ୍ର ୧୨ ମିନିଟରେ ଅତିକ୍ରମ କରିବେ ୧୭ କିଲୋମିଟର । ଆଜି ‘ନମୋ ଭାରତ’କୁ ସବୁଜ ପତାକା ଦେଖାଇବେ ମୋଦୀ ।

କନକ ବ୍ୟୁରୋ: ଦେଶର ପ୍ରଥମ ରାପିଡ୍ ଟ୍ରେନ୍ ପ୍ରଥମ ପର୍ୟ୍ୟାୟକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ପ୍ରଥମ ପର୍ୟ୍ୟାୟରେ ‘ନମୋ ଭାରତ’ ଟ୍ରେନ୍ ଗାଜିଆବାଦର ସାହିବାବାଦରୁ ଦୁହାଇ ଡିପୋକୁ ଯିବ। ରାପିଡ୍ ଏକ୍ସ ଟ୍ରେନର ନାମ ‘ନମୋ ଭାରତ’ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାଜିଆବାଦରେ ଦିଲ୍ଲୀ-ମେରଠ ଆରଆରଟିଏସ ରାପିଡେକ୍ସ ରେଳକୁ ଉଦଘାଟନ କରିବେ । ଏଠାରେ ସେ ଅନଲାଇନରେ ଟିକେଟ କିଣି ଟ୍ରେନରେ ଯାତ୍ରା କରୁଥିବା ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀଙ୍କContinue reading “ମାତ୍ର ୧୨ ମିନିଟରେ ଅତିକ୍ରମ କରିବେ ୧୭ କିଲୋମିଟର । ଆଜି ‘ନମୋ ଭାରତ’କୁ ସବୁଜ ପତାକା ଦେଖାଇବେ ମୋଦୀ ।”

ବିଶ୍ୱକପରେ ଭାରତର କ୍ରମାଗତ ଚତୁର୍ଥ ବିଜୟ : ୭ ୱିକେଟରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ବିଶ୍ୱକପରେ ଲଗାତର ଦମଦାର ପ୍ରଦର୍ଶନ ସହ ପ୍ରଥମ ତିନିଟି ମ୍ୟାଚ୍ ଜିତି ସାରିଥିବା ଟିମ୍ ଇଣ୍ଡିଆ ଯେତେବେଳେ ବାଂଲାଦେଶ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲେ, ଭାରତୀୟ ଦର୍ଶକଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ, ଟିମ୍ ଇଣ୍ଡିଆ ଜିତିବ । ହେଲେ ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ଠାରୁ ଇଂଲଣ୍ଡ ହାରିବା ଓ ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ହରାଇବା ପରେ ବିଶ୍ୱକପରେ ଯେ ପୁଣଇ ଏକ ବଡ଼ ବିପର୍ଯ୍ୟୟ ଯେ ନହେବ, ଏହାର ଭୟ ମଧ୍ୟ ରହିିଥିଲାContinue reading “ବିଶ୍ୱକପରେ ଭାରତର କ୍ରମାଗତ ଚତୁର୍ଥ ବିଜୟ : ୭ ୱିକେଟରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ”

୧୪ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ : ଗାଜାରେ ପ୍ରବେଶ କରିବ ଇସ୍ରାଏଲ ସେନା; ଖୋଜି ଖୋଜି ହମାସ ଆତଙ୍କୀଙ୍କୁ ନିପାତ୍ କରିବ ଆଇଡିଏଫ୍

କନକ ବ୍ୟୁରୋ : ୧୪ ଦିନରେ ପହଞ୍ଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଆଉ ଯୁଦ୍ଧଭୂମି ଗାଜାରେ ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଏବେ କୌଣସି ବି ମୁହୂର୍ତ୍ତରେ ଗାଜା ସହର ଭିତରେ ପ୍ରବେଶ କରି ପାରନ୍ତି ଇସ୍ରାଏଲ ସେନା । ଆଉ ଘର ଘର ବୁଲି ହମାସ ଆତଙ୍କୀଙ୍କୁ ନିପାତ କରିବ । ଏଭଳି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସେ କହିଛନ୍ତି, ଏବେ ବାହାରୁ ଆକ୍ରମଣ କରାଯାଉଥିଲା ।Continue reading “୧୪ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ : ଗାଜାରେ ପ୍ରବେଶ କରିବ ଇସ୍ରାଏଲ ସେନା; ଖୋଜି ଖୋଜି ହମାସ ଆତଙ୍କୀଙ୍କୁ ନିପାତ୍ କରିବ ଆଇଡିଏଫ୍”

ରାଜ୍ୟରେ ଗଡ଼ୁନି ଘରୋଇ ବସ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ; ଏପଟେ ଧର୍ମଘଟରେ ସାମିଲ ହୋଇନି ବାଲେଶ୍ୱର ସଂଘ

କନକ ବ୍ୟୁରୋ : ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଆଜି ରାଜ୍ୟ ବ୍ୟାପି ୧୪ ହଜାର ଘରୋଇContinue reading “ରାଜ୍ୟରେ ଗଡ଼ୁନି ଘରୋଇ ବସ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ; ଏପଟେ ଧର୍ମଘଟରେ ସାମିଲ ହୋଇନି ବାଲେଶ୍ୱର ସଂଘ”

ବଡ଼ ଧରଣର ଆନ୍ତଃରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦ୍ଦାଫାଶ : ୩ ଠକଙ୍କୁ ଗିରଫ କଲା ଏସଟିଏଫ; ବିଭିନ୍ନ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ

କନକ ବ୍ୟୁରୋ : ବଡ଼ ଧରଣର ଆନ୍ତ ରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ଠକେଇର ପର୍ଦ୍ଦାଫାଶ । ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ ଶେଖ ଜାମିରୁଦ୍ଦିନଙ୍କୁ ଗିରଫ କରିଛି ଏସଟିଏଫ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଅନ୍ୟ କିଛି ରାଜ୍ୟକୁ ଲମ୍ବିଛି ଏହି ଠକେଇର ଚେର । ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଏମାନେ ଠକେଇ କରୁଥିଲେContinue reading “ବଡ଼ ଧରଣର ଆନ୍ତଃରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦ୍ଦାଫାଶ : ୩ ଠକଙ୍କୁ ଗିରଫ କଲା ଏସଟିଏଫ; ବିଭିନ୍ନ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ”

Design a site like this with WordPress.com
Get started