ଯୁଦ୍ଧଭୂମିରେ ଜଣ ପରେ ଜଣେ ବିଶ୍ୱ ନେତା । ବାଇଡେନଙ୍କ ପରେ ପହଞ୍ଚିଲେ ସୁନକ୍

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲରେ ପହଞ୍ଚିଛନ୍ତି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ହମାସ ଓ ଇସ୍ରାଏଲ ଯୁଦ୍ଧର ଘନଘଟା ଭିତରେ ଗୁରୁବାର ଇସ୍ରାଏଲ ମାଟିରେ ପାଦ ଥାପିଥିବା ସୁନକ କହିଛନ୍ତି,‘ଆତଙ୍କବାଦ ବିରୋଧରେ ଆମେ ଆପଣଙ୍କ ସହ ଛିଡ଼ା ହୋଇଛୁ । ଏଭଳି ଭୟଙ୍କର ସ୍ଥିତିରେ ଇସ୍ରାଏଲ ନାଗରିକଙ୍କ ସହ ରହିଛି ବ୍ରିଟେନ୍ । ଗାଜାରେ ଯାହା ପରିସ୍ଥିତି ରହିଛି, ଏଥିପାଇଁ ହମାସ ଦାୟୀ । ସେଠାରେ ଥିବା ପାଲେଷ୍ଟାଇନ୍ ନାଗରିକContinue reading “ଯୁଦ୍ଧଭୂମିରେ ଜଣ ପରେ ଜଣେ ବିଶ୍ୱ ନେତା । ବାଇଡେନଙ୍କ ପରେ ପହଞ୍ଚିଲେ ସୁନକ୍”

ବାଇଡେନଙ୍କ ପରେ ଇସ୍ରାଏଲରେ ସୁନକ୍ । ବଢ଼ାଇଲେ ନେତାନ୍ୟାହୁଙ୍କ ମନୋବଳ

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ୧୩ ଦିନରେ ପହଁଚିଲାଣି । ତଥାପି ସ୍ୱାଭାବିକ୍ ହେଉନାହିଁ ସ୍ଥିତି । ବରଂ ଦିନକୁ ଦିନ ଗାଜାରେ ବଢିବାରେ ଲାଗିଛି ସମସ୍ୟା । ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁ ହମାସ୍ । ଇସ୍ରାଏଲ ସେନା ବିରୋଧରେ ଜାରି ରଖିଛି ଯୁଦ୍ଧ । ତେଲ ଅବିବ୍ ଓ ଜେରୁଜେଲମ୍ ଉପରକୁ ବାରମ୍ବାର ମିଜାଇଲ୍ ଓ ରକେଟ୍ ମାଡ କରୁଛି ହମାସ ଆତଙ୍କୀ ସଙ୍ଗଠନ । ଆଉContinue reading “ବାଇଡେନଙ୍କ ପରେ ଇସ୍ରାଏଲରେ ସୁନକ୍ । ବଢ଼ାଇଲେ ନେତାନ୍ୟାହୁଙ୍କ ମନୋବଳ”

ଗୁଳି ଫୁଟାଇ ଖସିଯାଉଥିଲେ ଦୁର୍ବୃତ । ଗୋଡାଇ ଗୋଡାଇ ଧରିଲା ପୋଲିସ । ଟୋଲ ଫି’ ଆଦାୟକୁ ନେଇ ପିପିଲି ଟୋଲ୍ ଗେଟରେ କରିଥିଲେ ଫାଙ୍କା ଗୁଳିମାଡ଼ ।

କନକ ବ୍ୟୁରୋ: ପାର୍ବଣ ପୂର୍ବରୁ ଅପରାଧୀଙ୍କ ଉପରେ କଡା ନଜର ରଖିଛି ପୋଲିସ । ହେଲେ ପୁଲିସ ପ୍ରଶାସନ ସକ୍ରିୟ ଓ କଡା ସୁରକ୍ଷା ସତ୍ୱେ ଅପରାଧୀ କାହାରିକୁ ଭୟ କରୁନାହାନ୍ତି । ପିପିଲି ଟୋଲଗେଟରେ ଟୋଲ ଫି ଆଦାୟକୁ ନେଇ ଗଣ୍ଡଗୋଳ ପରେ ଗୁଳି ଫୁଟାଇଛନ୍ତି ଦୁର୍ବୃତ । ଫାଙ୍କା ଗୁଳିମାଡ କରି ଖସିଯିବା ବେଳେ ପୁରୀ ପୋଲିସ ତାଙ୍କୁ ଗୋଡେଇ ଗୋଡେଇ ଗହିରରୁ ଅଭିଯୁକ୍ତଙ୍କୁ ବାନ୍ଧିଛି । ସେପଟେ କେନ୍ଦୁଝରରେ ଏକ ପେଟ୍ରୋଲ ପମ୍ପରୁContinue reading “ଗୁଳି ଫୁଟାଇ ଖସିଯାଉଥିଲେ ଦୁର୍ବୃତ । ଗୋଡାଇ ଗୋଡାଇ ଧରିଲା ପୋଲିସ । ଟୋଲ ଫି’ ଆଦାୟକୁ ନେଇ ପିପିଲି ଟୋଲ୍ ଗେଟରେ କରିଥିଲେ ଫାଙ୍କା ଗୁଳିମାଡ଼ ।”

ବର୍ଷାରେ ଭିଜିପାରେ ବିଜୟା ଦଶମୀ । ୨୧ରେ ବଙ୍ଗୋପସାଗରରେ ଲଘୁଚାପ, ୨୩ ବେଳକୁ ନେଇପାରେ ଅବପାତର ରୂପ

କନକ ବ୍ୟୁରୋ: ପୂର୍ବବର୍ଷ ଭଳି ଦଶହରାକୁ ଫିକା କରିପାରେ ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାର ରୂପରେଖ ଜଣାପଡିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ୨୧ରେ ଲଘୁଚାପ କ୍ଷେତ୍ରContinue reading “ବର୍ଷାରେ ଭିଜିପାରେ ବିଜୟା ଦଶମୀ । ୨୧ରେ ବଙ୍ଗୋପସାଗରରେ ଲଘୁଚାପ, ୨୩ ବେଳକୁ ନେଇପାରେ ଅବପାତର ରୂପ”

ଦାବି ମାନିଲେନି ସରକାର, ଜିଦରେ ଅଟଳ ରହିଲା ବସ୍ ମାଲିକ ସଂଘ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ନିଷ୍ପତି । କାଲି ସକାଳ ୬ଟାରୁ ଗଡ଼ିବନି ୧୪ ହଜାର ଘରୋଇ ବସ୍

କନକ ବ୍ୟୁରୋ: ପୂଜାରେ ଗଡିବ ନାହିଁ ଘରୋଇ ବସ । ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏଭଳି ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତକାଲି ସକାଳରୁ ରାଜ୍ୟବ୍ୟାପୀ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରାଯାଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ପରିବହନ ଉପରେ ଗମ୍ଭୀର ପ୍ରଭାବ ପକାଇବ । ପୂଜା ସମୟରେ ବସ୍Continue reading “ଦାବି ମାନିଲେନି ସରକାର, ଜିଦରେ ଅଟଳ ରହିଲା ବସ୍ ମାଲିକ ସଂଘ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ନିଷ୍ପତି । କାଲି ସକାଳ ୬ଟାରୁ ଗଡ଼ିବନି ୧୪ ହଜାର ଘରୋଇ ବସ୍”

ଶକ୍ତିପୀଠରେ ଚାଲିଛି ଶାରଦୀୟ ପୂଜା । ରାୟଗଡାର ମଝିଘରିଆଣୀ ପୀଠରେ ନବରାତ୍ରୀ ପୂଜା ପାଇଁ ଲାଗୁଛି ଭିଡ ପୂଜା

କନକ ବ୍ୟୁରୋ : ଆରମ୍ଭ ହୋଇଛି ପାର୍ବଣର ରୁତୁ । ଚାଲିଛି ନବରାତ୍ର ପୂଜା । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ସୁନାବେଶରେ ଦର୍ଶନ ଦେଉଛନ୍ତି । ଏହି ଅର୍ମୂଲ୍ୟ ସୁନା ବେଶକୁ ଦର୍ଶନ କରିବା ସହ ପୂଜାର୍ଚନା କରି ମଆଙ୍କ ଆଶିଷ ଲାଭ କରିବା ପାଇଁ ମାଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିୁ । ମାଙ୍କୁ ସୁନାବେଶରେContinue reading “ଶକ୍ତିପୀଠରେ ଚାଲିଛି ଶାରଦୀୟ ପୂଜା । ରାୟଗଡାର ମଝିଘରିଆଣୀ ପୀଠରେ ନବରାତ୍ରୀ ପୂଜା ପାଇଁ ଲାଗୁଛି ଭିଡ ପୂଜା”

ପଦ୍ମପୁର ବିକ୍ରି ଅପେକ୍ଷାରେ ଅମଳ ଧାନ । ମଣ୍ଡି ଖୋଲି ନଥିବାରୁ ଖଳାରେ କ୍ୱିଂଟାଲ କ୍ୱିଂଟାଲ ଧାନ ରଖି ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ବିଲରେ ଲହଡି ମାରୁଛି ପାଚିଲା ଧାନ, ଖଳାରେ ପଡି ରହିଛି ଅମଳ ଧାନ । ଯୁଆଡେ ଦେଖିଲେ ସିଆଡେ ଚାଷୀଙ୍କ ପରିଶ୍ରମ ଗଦା ହୋଇଛି । ଅମଳ ଧାନକୁ ଖଳାରେ ଜଗି ରହୁଛନ୍ତି ଚାଷୀ । ଖରା ବର୍ଷା ଶୀତକୁ ସହି, ରୋଗ ପୋକ ଓ ପ୍ରାକୃତକି ଦୁର୍ବିପାକରୁ ଚାଷକୁ ବଂଚାଇ ଧାନ ଅମଳ କରିଛନ୍ତି ପଦ୍ମପୁର ଚାଷୀ । ଆଉ ଏବେ ସେହି ଅମଳ ଧାନକୁ ବିକ୍ରି କରିବାକୁ ନେଇ ଚିନ୍ତାରେContinue reading “ପଦ୍ମପୁର ବିକ୍ରି ଅପେକ୍ଷାରେ ଅମଳ ଧାନ । ମଣ୍ଡି ଖୋଲି ନଥିବାରୁ ଖଳାରେ କ୍ୱିଂଟାଲ କ୍ୱିଂଟାଲ ଧାନ ରଖି ଚିନ୍ତାରେ ଚାଷୀ”

ପଂଚାୟତକୁ ନାହିଁ ପକ୍କା ରାସ୍ତା । ବାରମ୍ବାର ଦାବି ପରେ ଶୁଣିଲାନି ପ୍ରଶାସନ, ଜମନକିରାରେ ରାସ୍ତା ତିଆରି କଲେ ଗ୍ରାମବାସୀ

କନକ ବ୍ୟୁରୋ : ଏବେ ଗାଁକୁ ଆସି ପାରିବ ଆମ୍ବୁଲାନ୍ସ, ସୁଗମ ହେବ ଗମନାଗମନ ବ୍ୟବସ୍ଥା । କାହିଁକି ନାଁ, ଗାଁ ରାସ୍ତା ମରାମତି କରିଛନ୍ତି ପଂଚାୟତବାସୀ । ହାତରେ କୋଡି, କୋଦାଳ, ଗଇଁତି, ମୁଣ୍ଡରେ ଗାମଲା, ଆଉ କାନ୍ଧରେ ଭାର ଧରି ରାସ୍ତା ମରାମତିରେ ଲାଗିଛନ୍ତି ୫ଟି ଗାଁର ଶହ ଶହ ପୁରୁଷ ଓ ମହିଳା । ସମ୍ବଲପୁର ଜମନକିରା ଛକରୁ ଜଙ୍ଗଲ ଦେଇ ଦୀର୍ଘ ୧୦ କିଲୋମିଟର ରାସ୍ତା ଗଲେ ସର୍ଡା ଗାଁ ପଡେContinue reading “ପଂଚାୟତକୁ ନାହିଁ ପକ୍କା ରାସ୍ତା । ବାରମ୍ବାର ଦାବି ପରେ ଶୁଣିଲାନି ପ୍ରଶାସନ, ଜମନକିରାରେ ରାସ୍ତା ତିଆରି କଲେ ଗ୍ରାମବାସୀ”

ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ବିଦ୍ୟାଳୟ ଅଛି, ଛାତ୍ରଛାତ୍ରୀ ଅଛନ୍ତି, ହେଲେ ପାଠ ପଢାଇବା ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟରେ ଛାତ୍ର ଉପସ୍ଥାନ କମିଲେ, ସ୍କୁଲରେ ତାଲା ପକାଇ ଦେଉଛନ୍ତି ସରକାର । ହେଲେ ଯେଉଁ ସ୍କୁଲରେ ଶିକ୍ଷକ ଅଭାବ, ସେଠି କରୁଛନ୍ତି କଣ ? କଟକ ଜିଲ୍ଲା ନରସିଂହପୁର ବ୍ଲକର ଜିଲିଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିବା ପରେ ଏହି ପ୍ରଶ୍ନ ଉଠିଛି । ଶିକ୍ଷକ ଅଭାବରୁ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ସରକାରୀ ବିଦ୍ୟାଳୟକୁ ଭରସା କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଜିଲିଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେContinue reading “ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ବିଦ୍ୟାଳୟ ଅଛି, ଛାତ୍ରଛାତ୍ରୀ ଅଛନ୍ତି, ହେଲେ ପାଠ ପଢାଇବା ପାଇଁ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ”

ଆସନ୍ତାକାଲି ସକାଳ ୬ଟାରୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ପ୍ରେସମିଟରେ ଘରୋଇ ବସ୍ ମାଲିକ ସଂଘର ସୂଚନା ।

କନକ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ରାସ୍ତାରେ ଦେଖିବାକୁ ମିଳିବନି କୌଣସି ଘରୋଇ ବସ୍ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଘରୋଇ ବସ୍ ମାଲିକ ସଂଘ ପ୍ରେସମିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି । ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରହିବ । ଆସନ୍ତାକାଲିContinue reading “ଆସନ୍ତାକାଲି ସକାଳ ୬ଟାରୁ ରାଜ୍ୟରେ ଗଡିବନି ଘରୋଇ ବସ୍ । ପ୍ରେସମିଟରେ ଘରୋଇ ବସ୍ ମାଲିକ ସଂଘର ସୂଚନା ।”

Design a site like this with WordPress.com
Get started