କନକ ବ୍ୟୁରୋ : ଧର୍ମଘଟରୁ ଓହରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆନ୍ଦୋଳନ ନୁହେଁ ଆଲୋଚନା ଜରିଆରେ ସମାଧାନ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ପାର୍ବଣରେ ବସ ଚଳାଚଳ ବନ୍ଦ ରହିଲେ ସାଧାରଣ ଯାତ୍ରୀ ହଇରାଣ ହେବେ । ତେଣୁ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ବସ ଧର୍ମଘଟରୁ ଓହରିବାକୁ କହିଛନ୍ତି ଟୁକୁନି ସାହୁ । ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହୋଇପାରିବ । ପୂର୍ବରୁContinue reading “ବସ୍ ଧର୍ମଘଟରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ନିବେଦନ : କହିଲେ ଆଲୋଚନା କଲେ ବାହାରିବ ସମାଧାନର ବାଟ; ପାର୍ବଣରେ ଲୋକେ ହଇରାଣ ନହୁଅନ୍ତୁ”
Tag Archives: News
ଆଜି ରାଜ୍ୟରେ ଗଡୁନି ଘରୋଇ ବସ୍ : ଜିଦରେ ଅଟଳ ବସ୍ ମାଲିକ ସଂଘ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା
କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ଗଡୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଛି । ଆଜି ରାଜ୍ୟବ୍ୟାପୀ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ । ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇContinue reading “ଆଜି ରାଜ୍ୟରେ ଗଡୁନି ଘରୋଇ ବସ୍ : ଜିଦରେ ଅଟଳ ବସ୍ ମାଲିକ ସଂଘ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା”
ବିରାଟ କୋହଲିଙ୍କ ଶତକ । ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ।
କନକ ବ୍ୟୁରୋ: ବିରାଟ କୋହଲିଙ୍କ ଦମଦାର ଶତକ । ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ଗୁରୁବାର ବିଶ୍ୱକପରେ ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ରୋହିତ ବାହିନୀ । ବିରାଟ କୋହଲିଙ୍କ ଶତକ ସହ ୪ଟି ମ୍ୟାଚରୁ ୪ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଜି ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ କ୍ୟାପଟେନ୍ । ଏହାପରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୋହିତ୍Continue reading “ବିରାଟ କୋହଲିଙ୍କ ଶତକ । ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ।”
ଗାଜା ହସ୍ପିଟାଲ ଆକ୍ରମଣର ଭୟଙ୍କର ଚିତ୍ର । ଆକ୍ରମଣ ପଛରେ ‘ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ୍’ର ହାତ
କନକ ବ୍ୟୁରୋ : ଗାଜା ହସ୍ପିଟାଲର ଭୟଙ୍କର ଚିତ୍ର ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାର ଅଲ ଅହଲି ଅରବ ଡାକ୍ତରଖାନା ଉପରେ ଆକ୍ରମଣରେ ୫ଶହରୁ ଅଧିକ ମୃତ୍ୟୁ ହୋଇଛି । ଏଭଳି ବୀଭତ୍ସକାଣ୍ଡକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ଆତଙ୍କୀ ସଂଗଠନ ହମାସ ଘଟଣାକୁ ନେଇ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଇସ୍ରାଏଲ କିନ୍ତୁ ଘଟଣା ପାଇଁ ଦାୟୀ କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ସଂଗଠନକୁ । ଇସ୍ରାଏଲ ସେନାContinue reading “ଗାଜା ହସ୍ପିଟାଲ ଆକ୍ରମଣର ଭୟଙ୍କର ଚିତ୍ର । ଆକ୍ରମଣ ପଛରେ ‘ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ୍’ର ହାତ”
ଫ୍ଲୋରକୁ ଆସିଲା ବିଜୟ ଥଲାପତିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ । ଯୱାନ ଓ ଜେଲରକୁ ପଛରେ ପକାଇଲା ‘ଲିଓ’
କନକ ବ୍ୟୁରୋ : ପ୍ରଥମ ଦିନ କଲେକ୍ସନ୍ରେ ଶାହରୁଖ ଖାନ୍ ଓ ରଜନୀକାନ୍ତଙ୍କ ଫିଲ୍ମକୁ ପଛରେ ପକାଇଲା ବିଜୟ ଥଲାପତିଙ୍କ ଆକ୍ସନ୍, ଥ୍ରୀଲର ସିନେମା ଲିଓ । ଫିଲ୍ମଟି ବକ୍ସ ଅଫିସରେ ଧୁମ ମଚାଇବା ସହ ଭଲ ରୋଜଗାର କରିଛି । ତାମିଲ, ହିନ୍ଦି ସମେତ ବିଭିନ୍ନ ଭାଷାରେ ଏହି ସିନେମା ଦେଶର ଅଧିକାଂଶ ସିନେମା ଘରରେ ରିଲିଜ ହୋଇଛି । ଆଉ ପ୍ରଥମ ଦିନରେ ୮୦କୋଟି ଟଙ୍କା କଲେକ୍ସନ କରିିଛି ସିନେମାଟି । ୱାର୍ଲଡ ୱାଇଡContinue reading “ଫ୍ଲୋରକୁ ଆସିଲା ବିଜୟ ଥଲାପତିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ । ଯୱାନ ଓ ଜେଲରକୁ ପଛରେ ପକାଇଲା ‘ଲିଓ’”
ସାତ ବର୍ଷର ଅନୁସନ୍ଧାନ ପରେ ଆଇସିଏମ୍ଆରକୁ ସଫଳତା । ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ
କନକ ବ୍ୟୁରୋ : ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ । ସାତ ବର୍ଷ ଧରି ଚାଲିଥିବା ଗବେଷଣା ପରେ ଆଇସିଏମଆରକୁ ଏହି ସଫଳତା ମିଳିଛି । ଗବେଷଣା ପରେ ପୁରୁଷ ଗର୍ଭନିରୋଧକ ‘ରିସଗ’କୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଥିବା କହିଛି ଆଇସିଏମ୍ଆର । ରିସଗ ଏକ ନନ୍-ହର୍ମୋନାଲ ଇଞ୍ଜେକ୍ଟେବଲ୍ ଗର୍ଭନିରୋଧକ, ଯାହା ଗର୍ଭଧାରଣାକୁ ରୋକିବାରେ ସଫଳ ହୋଇଥାଏ । ରିପୋର୍ଟ ଅନୁସାରେ, ଆଇସିଏମ୍ଆରର ଏହି ଗବେଷଣାରେ ୩୦୩ ଜଣ ପୁରୁଷ ସାମିଲ ହୋଇଥିଲେ । ଆଉ ଏହାContinue reading “ସାତ ବର୍ଷର ଅନୁସନ୍ଧାନ ପରେ ଆଇସିଏମ୍ଆରକୁ ସଫଳତା । ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ”
କ୍ୟାସ୍ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । କିଏ ଏହି ସାଂସଦ?
କନକ ବ୍ୟୁରୋ: କ୍ୟାସ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । ତେବେ ଏହି ମାମଲାରେ ସଂପୃକ୍ତ ଓଡିଶାର ସାଂସଦ କିଏ ଜଣାପଡିନଥିବା ବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଥିବା ଏହି ପ୍ରସଙ୍ଗକୁ ଉଠାଇ ବର୍ଷିଛି ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି, ସଂସଦୀୟ ପରମ୍ପରାରେ ପ୍ରଶ୍ନ ପଚାରିବାକୁContinue reading “କ୍ୟାସ୍ ଫର କୋଶ୍ଚିନ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଓଡିଶା ସାଂସଦଙ୍କ ସଂପୃକ୍ତି । କିଏ ଏହି ସାଂସଦ?”
ଆସାମ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି । ସୁପ୍ରିୟା ସୁଲେ କହିଲେ, କଂଗ୍ରେସରୁ ବିଜେପିକୁ ଯିବା ପରେ ବଦଳିଯାଇଛି ମାନସିକତା
କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଦେଶରେ ନେତାମାନଙ୍କ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି । କଂଗ୍ରେସ ପାଲେଷ୍ଟାଇନ୍କୁ ସମର୍ଥନ କରୁଥିବାବେଳେ ଏନ୍ସିପି ମୁଖ୍ୟ ଶରଦ ପୱାର ଇସ୍ରାଏଲ ସମର୍ଥନରେ ବାହାରିଛନ୍ତି । ଆଉ ପୱାରଙ୍କ ଏଭଳି ମନ୍ତବ୍ୟକୁ ନେଇ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦେଇଛନ୍ତି ଏକ ବିବାଦୀୟ ବୟାନ । ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି – ମତେ ଲାଗୁଛି ଶରଦ ପୱାର ନିଜ ଝିଅ ସୁପ୍ରିଆContinue reading “ଆସାମ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି । ସୁପ୍ରିୟା ସୁଲେ କହିଲେ, କଂଗ୍ରେସରୁ ବିଜେପିକୁ ଯିବା ପରେ ବଦଳିଯାଇଛି ମାନସିକତା”
ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ଛତିଶଗଡ଼ରେ ଦମ୍ ଦେଖାଇଲେ ଅମିତ ଶାହା, ତେଲେଙ୍ଗାନାରେ ରାହୁଲଙ୍କ ବିଶାଳ ରାଲି
କନକ ବ୍ୟୁରୋ : ଏଥର ଛତିଶଗଡରେ ତିନିଥର ପାଳନ ହେବ ଦୀପାବଳି । ଗୁରୁବାର ଛତିଶଗଡରେ ପହଁଚି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ନିର୍ବାଚନୀ ସଭାରେ ଅମିତ ଶାହା କହିଛନ୍ତି, ଆମେ ଛତିଶଗଡ଼ ତିନିଥର ଦୀପାବଳି ପାଳିବା । ପ୍ରଥମ ଦୀପାବଳିର ଉତ୍ସବ, ଦ୍ୱିତୀୟ ୩ ଡିସେମ୍ବରରେ ଯେତେବେଳେ ପଦ୍ମ ସରକାର ଗଢ଼ିବ, ଆଉ ତୃତୀୟ ଦୀପାବଳି ଯେତେବେଳେ ଜାନୁଆରୀରେ ଶ୍ରୀରାମଙ୍କ ମନ୍ଦିର ଉନ୍ମୋଚନ ହେବ । ଛତିଶଗଡରContinue reading “ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର । ଛତିଶଗଡ଼ରେ ଦମ୍ ଦେଖାଇଲେ ଅମିତ ଶାହା, ତେଲେଙ୍ଗାନାରେ ରାହୁଲଙ୍କ ବିଶାଳ ରାଲି”
ତୁଟିଲା କି ଗେହଲଟ୍-ପାଇଲଟ୍ କଳି ! ଚର୍ଚ୍ଚାରେ ଗେହଲଟଙ୍କ ବୟାନ, କହିଲେ, ‘ମୁଁ ମୁଖ୍ୟମନ୍ତ୍ରୀ ଆସନ ଛାଡି଼ବାକୁ ପ୍ରସ୍ତୁତ’
କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନକୁ ନେଇ ରାଜ୍ୟରେ ବଢିବାରେ ଲାଗିଛି ତାତି । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ ବାଜି ମାରିବାକୁ ପ୍ରସ୍ତୁତ ହେଉଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ରାଜନୈତିକ ଉଷ୍ମତାକୁ ଆହୁରି ବଢାଇ ଦେଇଛି । ସଚିନ୍ ପାଇଲଟଙ୍କ ସହ ସମ୍ପର୍କକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି – ଆମ ଭିତରେ ସବୁ ମତାନ୍ତର, ମନାନ୍ତର ଦୂରContinue reading “ତୁଟିଲା କି ଗେହଲଟ୍-ପାଇଲଟ୍ କଳି ! ଚର୍ଚ୍ଚାରେ ଗେହଲଟଙ୍କ ବୟାନ, କହିଲେ, ‘ମୁଁ ମୁଖ୍ୟମନ୍ତ୍ରୀ ଆସନ ଛାଡି଼ବାକୁ ପ୍ରସ୍ତୁତ’”