କନକ ବ୍ୟୁରୋ : ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ମ୍ୟାଚରେ ବାଂଲାଦେଶ ମଧ୍ୟମ ଧରଣର ପ୍ରଦର୍ଶନ କରିଛି । ଟସ୍ ଜିତି ପ୍ରଥମେ ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଥିଲେ ବି ୧୦ ଓଭର ପରେ ବାଂଲାଦେଶ ଟିମ୍ ଭାରତୀୟ ବୋଲରଙ୍କ ଆଗରେ ଏକ ପ୍ରକାର ହାର ମାନିଥିଲେ । ବ୍ୟାଟିଂ ବିପର୍ଯ୍ୟସ୍ତ ସତ୍ୱେ ବାଂଲାଦେଶ ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ ୮ ୱିକେଟ ହରାଇ କରିContinue reading “ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା । ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୨୫୭ ରନର ଟାର୍ଗେଟ ଦେଲା ବାଂଲାଦେଶ”
Tag Archives: News
ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା । ବସ ବନ୍ଦ ଖବର ଶୁଣି ଛାନିଆ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ବସ୍ ଧର୍ମଘଟରେ ପ୍ରଭାବିତ ହେବେ ଛାତ୍ରଛାତ୍ରୀ । କାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ସଂଘର ଧର୍ମଘଟ ଖବର ପ୍ରକଟ ହେବା ପରେ ଆଜି ବ୍ରହ୍ମପୁର ସିଟି ବସଷ୍ଟାଣ୍ଡ ଠାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯାତ୍ରୀମାନେ ଘରୋଇ ବସ୍ କାଉଁଟର ନିକଟରେ ଧାଡିରେ ଠିଆ ହୋଇ ଟିକଟ ସଂଗ୍ରହ କରିବା ସହ ବସ୍ ଭିତରେ ଠିଆ ହୋଇ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆସନ୍ତାକାଲି ଠାରୁContinue reading “ଆସନ୍ତାକାଲି ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା । ବସ ବନ୍ଦ ଖବର ଶୁଣି ଛାନିଆ ଛାତ୍ରଛାତ୍ରୀ”
ଗଜପତିରେ ଆସନ୍ତାକାଲି ଲକ୍ଷ୍ମୀ ବସ୍ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଉଦଘାଟନ ଦିନ ବିରୋଧ ପାଇଁ ଗଜପତି ଘରୋଇ ବସ୍ ମାଲିକ ସଂଘର ପ୍ରସ୍ତୁତି
କନକ ବ୍ୟୁରୋ : ଏପଟେ ପ୍ରସ୍ତୁତି,ସେପଟେ ବିରୋଧ । ଗଜପତି ଜିଲ୍ଲା ସଦରମହୁକମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ୍ରେ ଆସନ୍ତାକାଲି ଲକ୍ଷ୍ମୀ ବସ୍ ଯୋଜନାର ଉଦଘାଟନ କରାଯିବ । ଅନଲାଇନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଷ୍ଟାଡିୟମରେ ବସ ଗୁଡିକ ପହଂଚି ସାରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସ୍ଥାନୀୟ ବସ ମାଲିକ ସଂଘ ପକ୍ଷରୁ ବିରୋଧContinue reading “ଗଜପତିରେ ଆସନ୍ତାକାଲି ଲକ୍ଷ୍ମୀ ବସ୍ ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଉଦଘାଟନ ଦିନ ବିରୋଧ ପାଇଁ ଗଜପତି ଘରୋଇ ବସ୍ ମାଲିକ ସଂଘର ପ୍ରସ୍ତୁତି”
ଭଦ୍ରକ-ଆଗରପଡ଼ା ରାସ୍ତାରେ ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ । ୧୫ରୁ ଅଧିକ ଯାତ୍ରୀ ଆହାତ
କନକ ବ୍ୟୁରୋ : ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍ ସହ ଆମ୍ବୁଲାନ୍ସ । ଅରଞ୍ଜି ଛକ ନିକଟ ରାଇମଣିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ରୁ ଅଧିିକ ଯାତ୍ରୀ ଆହତ ହୋଇଛନ୍ତି । କ୍ରୀଷ୍ଣା ଯାତ୍ରୀବାହୀ ବସ୍ ଭଦ୍ରକରୁ ଅଗରପଡ଼ା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ରୋଗୀ ନେଇ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆସୁଥିଲା ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା ବସ୍୍- ଆମ୍ବୁଲାନ୍ସ । ଦୁର୍ଘଟଣା ପରେContinue reading “ଭଦ୍ରକ-ଆଗରପଡ଼ା ରାସ୍ତାରେ ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ । ୧୫ରୁ ଅଧିକ ଯାତ୍ରୀ ଆହାତ”
୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ନୋକିଆ । ଜାଣନ୍ତୁ କାରଣ
କନକ ବ୍ୟୁରୋ : ମୋବାଇଲ ଉପକରଣ ସହ ବିଭିନ୍ନ ଦୂର ସଂଚାର ଉପକରଣ ପ୍ରସ୍ତୁତ କରୁଥିବା ନୋକିଆ ଗ୍ରୁପ ୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ । ନୋକିଆ ତରଫରୁ କୁହାଯାଇଛି ଯେ ଆମେରିକା ଭଳି ବଜାରରେ ୫ଜି ଉପକରଣ ବିକ୍ରି ହ୍ରାସ ପାଉଛି । ଗତ ୩ ମାସ ମଧ୍ୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଉପକରଣ ବିକ୍ରି କମ୍ ହୋଇଛି । ଏହି କାରଣରୁ କମ୍ପାନୀ ବିନିଯୋଗ କମ୍ କରିବା ଉର୍ଦ୍ଦେଶ୍ୟରେ ୧୪ ହଜାର କର୍ମଚାରୀଙ୍କୁContinue reading “୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ନୋକିଆ । ଜାଣନ୍ତୁ କାରଣ”
୩ ବର୍ଷରେ ବଦଳିଗଲା ଭାଗ୍ୟ: ଫୁଡ୍ ଡେଲିଭରି ବଏ ବିଶ୍ୱକପର ଷ୍ଟାର ବୋଲର
କନକ ବ୍ୟୁରୋ: ଚଳିତ ଦିନିକିଆ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ନେଦରଲାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି । ଏମିତି ଘଟଣା ଏହି ବିଶ୍ୱକପରେ ଦ୍ୱିତୀୟ । ଏହାପୂର୍ବରୁ ଆଫଗାନିସ୍ତାନ ଗତ ବିଶ୍ୱ ବିଜେତା ଇଂଲଣ୍ଡକୁ ହରାଇଥିଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହିରୋ ସାଜିଥିବା ନେଦରଲାଣ୍ଡର ବୋଲର ପଲ୍ ଭାନ ମିକେରେନଙ୍କୁ ନେଇ ଏବେ ଚର୍ଚ୍ଚା । ନେଦରଲାଣ୍ଡର ଏହି ବୋଲର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ ଓଭରରେ ୪୦ ରନ ଦେଇ ୨ ୱିକେଟContinue reading “୩ ବର୍ଷରେ ବଦଳିଗଲା ଭାଗ୍ୟ: ଫୁଡ୍ ଡେଲିଭରି ବଏ ବିଶ୍ୱକପର ଷ୍ଟାର ବୋଲର”
କ୍ୟାପିଟାଲ ହସ୍ପିଟାଲରୁ ମେସିନ୍ ଚୋରି ଘଟଣା । ୫ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ ।
କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରୁ ମେସିନ୍ ଚୋରି ଘଟଣା । ୫ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଏଥିରେ ୪ଜଣ ହାଉସ କିପିଂ ଷ୍ଟାଫ, ଜଣେ ବ୍ୟବସାୟୀ ଅଛନ୍ତି । କ୍ୟାପିଟାଲ ହସ୍ପିଟାଲର ପାଥୋଲୋଜି ମେସିନ ନେଇ ୟୁନିଟ ୩ରେ ଏମାନେ ବିକ୍ରି କରୁଥିଲେ । ୫୦ ଲକ୍ଷ ଟଙ୍କାର ମେସିନକୁ ଶାଗ ମାଛ ଦରରେ ଲୁହା ଓଜନରେ ଏମାନେ ବିକ୍ରି କରୁଥିବା ସୂଚନା ମିଳିଛି । ୪ଜଣ ହାଉସ କିପିଂ ଷ୍ଟାଫContinue reading “କ୍ୟାପିଟାଲ ହସ୍ପିଟାଲରୁ ମେସିନ୍ ଚୋରି ଘଟଣା । ୫ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ ।”
୬ ବର୍ଷ ପରେ କୋହଲି କଲେ ବୋଲିଂ, ଝୁମି ଉଠିଲେ ଦର୍ଶକ, କମ୍ପିଲା ପୂରା ଷ୍ଟାଡିୟମ । ହଠାତ୍ କାହିଁକି କୋହଲିଙ୍କ ହାତରେ ବଲ ଧରାଇଦେଲେ ରୋହିତ?
କନକ ବ୍ୟୁରୋ : କୋହଲି ନିଜର ଦମଦାର ବ୍ୟାଟିଂ ପାଇଁ ଜଣାଶୁଣା । କିନ୍ତୁ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲିଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ବର୍ଷ ପରେ କୋହଲିଙ୍କୁ ବୋଲିଂ କରୁଥିବାର ଦେଖିବାକୁ ପାଇଥିଲେ କ୍ରିକେଟପ୍ରେମୀ । କୋହଲିଙ୍କୁ ବୋଲର ରୂପେ ଦେଖି ଝୁମି ଉଠିଥିଲା ପୂରା ଷ୍ଟାଡିୟମ । କୋହଲି କୋହଲି ନାରାରେ ପ୍ରକମ୍ପିତ ହୋଇଥିଲା ପୁଣେର ମୈଦାନ । ତେବେ କୋହଲିଙ୍କୁ ହଠାତ୍ କାହିଁକି ବୋଲିଂ କରାଇଥିଲେContinue reading “୬ ବର୍ଷ ପରେ କୋହଲି କଲେ ବୋଲିଂ, ଝୁମି ଉଠିଲେ ଦର୍ଶକ, କମ୍ପିଲା ପୂରା ଷ୍ଟାଡିୟମ । ହଠାତ୍ କାହିଁକି କୋହଲିଙ୍କ ହାତରେ ବଲ ଧରାଇଦେଲେ ରୋହିତ?”
ଜଣେ ସୈନିକ ବଦଳରେ ୧୦୦୦ କଏଦୀ । ଇସ୍ରାଏଲର କଣ ଏହି ଦୁର୍ବଳତା ? ଯାହାର ଫାଇଦା ନେଉଛି ହମାସ
ଗୋଟେ ସମୟ ଏମିତି ଥିଲା ଯେତେବେଳେ ଇସ୍ରାଏଲ୍ ନିଜର ଜଣେ ସୈନିକର ମୁକ୍ତି ବଦଳରେ ୧୦୦୦ ରୁ ଉର୍ଦ୍ଧ କଏଦୀଙ୍କୁ ଛାଡିବାକୁ ବାଧ୍ୟ ହେଇଥିଲା । ଏବେ କିନ୍ତୁ ହମାସ ୨୦୦ ପାଖାପାଖି ଲୋକଙ୍କୁ ବନ୍ଦୀ କରି ରଖିଛି । ଏହାର କାରଣ କଣ ହେଇପାରେ ? ଇସ୍ରାଏଲ୍ ହୋଷ୍ଟେଜ୍ ଏକ୍ସଚେଞ୍ଜ: ଅକ୍ଟୋବର ୭ ରେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ୍ ଉପରେ ଏକକାଳୀନ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲା । ଏହା ପରେContinue reading “ଜଣେ ସୈନିକ ବଦଳରେ ୧୦୦୦ କଏଦୀ । ଇସ୍ରାଏଲର କଣ ଏହି ଦୁର୍ବଳତା ? ଯାହାର ଫାଇଦା ନେଉଛି ହମାସ”
ଓଏସଏସସି ଅଫିସ୍ ଘେରାଉ କଲେ ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ । ନିଯୁକ୍ତିରେ ଅନିୟମିତତା ହେଉଥିବା ଅଭିଯୋଗ ।
କନକ ବ୍ୟୁରୋ: ଓଏସଏସସି ଅଫିସ ଘେରାଉ କଲେ ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ । ନିଯୁକ୍ତିରେ ଅନିୟମିତତା ନେଇ ଏହି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ଅଭିଯୋଗ ହେଲା ଯେ ଯେଉଁମାନେ ଯୁକ୍ତ ଦୁଇ ପରେ ବି-ଟେକ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳୁଛି । କିନ୍ତୁ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ଭାବେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିବା ପାଇଁ ନିୟମ ଥିଲେ ବି ରାଜ୍ୟରେ କିନ୍ତୁ ଭିନ୍ନ ନିୟମ ରହିଛିContinue reading “ଓଏସଏସସି ଅଫିସ୍ ଘେରାଉ କଲେ ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ । ନିଯୁକ୍ତିରେ ଅନିୟମିତତା ହେଉଥିବା ଅଭିଯୋଗ ।”