ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ । ସାତ ବର୍ଷର ଅନୁସନ୍ଧାନ ପରେ ଆଇସିଏମଆରକୁ ସଫଳତା

କନକ ବ୍ୟୁରୋ: ପୁରୁଷଙ୍କ ପାଇଁ ଆସିବ ଗର୍ଭ ନିରୋଧକ । ସାତ ବର୍ଷ ଧରି ଚାଲିଥିବା ଅନୁସନ୍ଧାନ ପରେ ଆଇସିଏମଆରକୁ ଏହି ସଫଳତା ମିଳିଛି । ଆଉ ପୁରୁଷ ଗର୍ଭନିରୋଧକ ରିସଗକୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଥିବା କହିଛି ଆଇସିଏମ୍ଆର । ରିସଗ ଏକ ନନ୍-ହର୍ମୋନାଲ ଇଞ୍ଜେକ୍ଟେବଲ୍ ଗର୍ଭନିରୋଧକ, ଯାହା ଗର୍ଭଧାରଣାକୁ ରୋକିବାରେ ସଫଳ ହୋଇଥାଏ । ରିପୋର୍ଟ ଅନୁସାରେ, ଆଇସିଏମଆରର ଏହି ଅନୁସନ୍ଧାନରେ ୩୦୩ ଜଣ ପୁରୁଷ ସାମିଲ ହୋଇଥିଲେ । ଆଉ ଏହା ପୁରୁଷଙ୍କContinue reading “ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ । ସାତ ବର୍ଷର ଅନୁସନ୍ଧାନ ପରେ ଆଇସିଏମଆରକୁ ସଫଳତା”

ପ୍ରେମରେ ହାରିଗଲେ ଗଣିତ ଶିକ୍ଷୟିତ୍ରୀ । ପ୍ରେମିକ ଘର ଆଗରେ ଧାରଣାରେ ବସି ମାଗୁଛନ୍ତି ନ୍ୟାୟ ।

କନକ ବ୍ୟୁରୋ: ପ୍ରେମରେ ହାରିଗଲେ ଗଣିତ ଶିକ୍ଷୟତ୍ରୀ । ପ୍ରେମିକ ଘର ଆଗରେ ଧାରଣାରେ ବସି ନ୍ୟାୟ ମାଗୁଛନ୍ତି ମହିଳା । ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ବି ପୁୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଜଣେ ୟୁଟ୍ୟୁବର । ସେ ତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି କହିଛନ୍ତି । ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ପ୍ରେମିକ ଘର ଆଗରେ ବସି ରହିବେ ବୋଲିContinue reading “ପ୍ରେମରେ ହାରିଗଲେ ଗଣିତ ଶିକ୍ଷୟିତ୍ରୀ । ପ୍ରେମିକ ଘର ଆଗରେ ଧାରଣାରେ ବସି ମାଗୁଛନ୍ତି ନ୍ୟାୟ ।”

ନା ଫୁଲ ନା ଫଳ । ଜାଣନ୍ତୁ ମିଠାର ନାମ କାହିଁକି ରହିଛି ଗୋଲାପ ଜାମୁନ

କନକ ବ୍ୟୁରୋ : ନାନା ପ୍ରକାରର ସୁସ୍ୱାଦୁ ମିଠାର ଗନ୍ତାଘର ହେଉଛି ଭାରତ । ପର୍ବ ପର୍ବାଣୀ ଆସିଲେ ଗାଁ ଠାରୁ ସହର ସବୁ ଉତ୍ସବ ମୁଖର ହୋଇପଡେ ଓ ଦୋକାନ ବଜାରରେ ସଜେଇ ହୋଇଯାଏ ଭଳି ଭଳିକି ମିଠା । ଭାରତର କୋଣ ଅନୁକୋଣରେ କେତେ ପ୍ରକାରର ମିଠା ତିଆରି ହୁଏ ତାର ଗଣନା ନାହିଁ । କେବଳ ଭାରତରେ ନୁହେଁ ବାହାର ଦେଶରେ ମଧ୍ୟ ଭାରତ ମିଠାର ଅନେକ ଚାହିଦା ରହିଛି । ମିଠାContinue reading “ନା ଫୁଲ ନା ଫଳ । ଜାଣନ୍ତୁ ମିଠାର ନାମ କାହିଁକି ରହିଛି ଗୋଲାପ ଜାମୁନ”

ଟିମ୍ ଇଣ୍ଡିଆର ଚିନ୍ତା ବଢିଲା । ମ୍ୟାଚ୍ ମଝିରେ ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । ବୋଲିଂ ଛାଡି ଫେରିଲେ ପ୍ୟାଭିଲିୟନ୍ ।

କନକ ବ୍ୟୁରୋ: ବିଶ୍ୱକପ୍ ମଝିରେ ଟିମ୍ ଇଣ୍ଡିଆର ଚିନ୍ତା ବଢିଲା । ବାଂଲାଦେଶ ବିପକ୍ଷ ମ୍ୟାଚ୍ ମଝିରେ ଆହତ ହେଇ ପଡିଆରୁ ବାହାରକୁ ଗଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗୁରୁବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଛନ୍ତି ପାଣ୍ଡ୍ୟା । ଯାହାପରେ ସେ ଠିକ୍ ସେ ଚାଲି ବି ପାରୁନାହାଁନ୍ତି । ଏହାପରେ ତାଙ୍କ ସ୍ଥାନରେ ବିରାଟ କୋହଲି ବୋଲିଂ କରିବା ସହ ପଡିଆ ଛାଡିଛନ୍ତି ପାଣ୍ଡ୍ୟା । ତେବେContinue reading “ଟିମ୍ ଇଣ୍ଡିଆର ଚିନ୍ତା ବଢିଲା । ମ୍ୟାଚ୍ ମଝିରେ ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । ବୋଲିଂ ଛାଡି ଫେରିଲେ ପ୍ୟାଭିଲିୟନ୍ ।”

ମହିଳାଙ୍କୁ ଜୀବନ୍ତ ପୋଡିଦେଲେ ଦୁର୍ବୃତ୍ତ । ବଞ୍ଚାଇବାକୁ ଚିତ୍କାର କରୁଥିଲେ, କିନ୍ତୁ ଲୋକେ ଭିଡିଓ ବନାଉଥିଲେ

କନକ ବ୍ୟୁରୋ: ଝାରଖଣ୍ଡ ଷ୍ଟିଲ ସିଟିରେ ଘଟିଛି ଅମାନବୀୟ ଘଟଣା । ଜମି ବିବାଦକୁ ନେଇ ୨୦ ଜଣ ଦୁର୍ବୃତ୍ତ ବିଚ୍ ରାସ୍ତାରେ ମହିଳାଙ୍କୁ ଜୀଅନ୍ତା ପୋଡି ଦେଲେ । ଜୀବନ ବଞ୍ଚାଇବକୁ ଚିତ୍କାର କରୁଥିଲେ ମହିଳା କିନ୍ତୁ ତାଙ୍କୁ ବଞ୍ଚାଇବା ବଦଳରେ ଭିଡିଓ କରୁଥିଲେ ଲୋକେ । ଆଉ ମହିଳା ଜଣକ ପୋଡି ଯିବା ପରେ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ କିଛି ବ୍ୟକ୍ତି । ତାଙ୍କୁ ସଦର ହସ୍ପିଟାଲକୁ ପଠାଇଥିଲେ । ଏହି ଘଟଣାContinue reading “ମହିଳାଙ୍କୁ ଜୀବନ୍ତ ପୋଡିଦେଲେ ଦୁର୍ବୃତ୍ତ । ବଞ୍ଚାଇବାକୁ ଚିତ୍କାର କରୁଥିଲେ, କିନ୍ତୁ ଲୋକେ ଭିଡିଓ ବନାଉଥିଲେ”

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ୨୦୧୬ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ ଦେଲେ ପସ୍କୋ କୋର୍ଟ ।

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ସୁନ୍ଦରଗଡ଼ ପକସୋ କୋର୍ଟ ଶୁଣାଇଲେ ଐତିହାସିକ ରାୟ । ୨୦୧୬ ଅକ୍ଟୋବରରେ ସୁନ୍ଦରଗଡ଼ ଟାଉନ୍ ଥାନା ଅଞ୍ଚଳର ଜଣେ ୪ ବର୍ଷିୟା ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ ପରେ ହତ୍ୟା ମାମଲାରେ ଦୋଷୀକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟର ଜଜ୍ ମହେନ୍ଦ୍ର କୁମାର ସୂତ୍ରଧାର । ଶିଶୁକନ୍ୟାଟି ମା’ ପାଖରେ ଶୋଇଥିବା ବେଳେ ତାକୁ ଅପହରଣ କରିଥିଲା ଅଭିଯୁକ୍ତ ସଞ୍ଜୀବ କେର୍କେଟା । ପରବର୍ତ୍ତୀContinue reading “ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ୨୦୧୬ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ ଦେଲେ ପସ୍କୋ କୋର୍ଟ ।”

ଆପଣଙ୍କୁ ଶୁଭେଚ୍ଛା, ଆପଣ ଲଟେରୀରେ କାର ଜିତିଛନ୍ତି । ଆସିଲା ଫୋନ, ସଫା ହୋଇଗଲା ପୋଲିସ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ : ସାଧାରଣ ଜନତାଙ୍କ କଥା କିଏ ପଚାରେ । ଏବେ ସାଇବର ଠକାମୀରେ ଶିକ୍ଷିତ ଲୋକମାନେ ମଧ୍ୟ ପଡିଯାଉଛନ୍ତି । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦରେ ଥିବା ଅଫିସରମାନେ ମଧ୍ୟ ଏହି ସାଇବର ଠକଙ୍କ ଜାଲରେ ପଡିଯାଉଛନ୍ତି । ଏହାସହ ଆପଣଙ୍କୁ ଦୈନିକ ସାଇବର ଠକମୀ ବାବଦରେ ସଚେତନ କରାଉଥିବା ପୋଲିସ ବାବୁ ମଧ୍ୟ ଏହି ଜାଲରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ପୁଣି ଏଭଳି ଏକ ମାମଲାContinue reading “ଆପଣଙ୍କୁ ଶୁଭେଚ୍ଛା, ଆପଣ ଲଟେରୀରେ କାର ଜିତିଛନ୍ତି । ଆସିଲା ଫୋନ, ସଫା ହୋଇଗଲା ପୋଲିସ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ”

ବସ୍ ଧର୍ମଘଟ ପ୍ରସଙ୍ଗ : ଘରୋଇ ବସ ମାଲିକ ସଂଘର ବୈଠକ ଶେଷ, ବାହାରି ପାରିଲାନି ନିଷ୍କର୍ସ

କନକ ବ୍ୟୁରୋ : ବସ ଧର୍ମଘଟ ପ୍ରସଙ୍ଗ । ବୈଠକ ସରିଲା , ଆସିଲାନି ନିଷ୍କର୍ସ । ଘରୋଇ ବସ ମାଲିକ ସଂଘର ବୈଠକ ଶେଷ ହୋଇଛି । ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନି ।ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ କହିଛି, ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତିContinue reading “ବସ୍ ଧର୍ମଘଟ ପ୍ରସଙ୍ଗ : ଘରୋଇ ବସ ମାଲିକ ସଂଘର ବୈଠକ ଶେଷ, ବାହାରି ପାରିଲାନି ନିଷ୍କର୍ସ”

ରଘୁବରଙ୍କୁ ଓଡିଶା ରାଜ୍ୟପାଳ ଦାୟିତ୍ୱ ମିଳିବା ପରେ ରାଜନୀତି : ପ୍ରତ୍ୟକ୍ଷ ରାଜନୀତିରୁ ଆସିଥିବାରୁ ବଦଳିବ କି ଆଭିମୁଖ୍ୟ ?

କନକ ବ୍ୟୁରୋ : ଓଡ଼ିଶାକୁ ମିଳିଛି ନୂଆ ରାଜ୍ୟପାଳ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଓଡିଶାର ପରବର୍ତୀ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ । ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ମେ’ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି । କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଅଧିକ ୫ ମାସ ଧରି ଦାୟିତ୍ୱରେ ଅଛନ୍ତି ପ୍ରଫେସର ଗଣେଶୀ ଲାଲ । ଏବେ ସେ କାର୍ଯ୍ୟକାରୀContinue reading “ରଘୁବରଙ୍କୁ ଓଡିଶା ରାଜ୍ୟପାଳ ଦାୟିତ୍ୱ ମିଳିବା ପରେ ରାଜନୀତି : ପ୍ରତ୍ୟକ୍ଷ ରାଜନୀତିରୁ ଆସିଥିବାରୁ ବଦଳିବ କି ଆଭିମୁଖ୍ୟ ?”

ଆମେରିକାର କ୍ୟାପିଟଲ ହିଲରେ ପ୍ରବେଶ କଲେ ୟହୁଦୀ ଓ ପାଲେଷ୍ଟାଇନ ନାଗରିକ, ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ଦାବି

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୩ ଦିନରେ ପହଂଚିଛି । ଯୁଦ୍ଧର ୧୨ ଦିନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପହଂଚିଛନ୍ତି । ସେପଟେ ଯୁଦ୍ଧ ସଂଘର୍ଷ ଉପରେ ବିରାମ ଦାବି କରି ଶହଶହ ପ୍ରଦର୍ଶନକାରୀ ବୁଧବାର ଦିନ ୱାସିଂଟନର ସଂସଦ ଭବନ ନିକଟରେ ପହଂଚିଥିଲେ । ଏହାପରେ ପାଖାପାଖି ୩୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି । ପ୍ରଦର୍ଶନକାରୀମାନେ ୱାସିଂଟନ ସଂସଦ ନିକଟରେ ପହଂଚିବା ପରେ ସେମାନଙ୍କୁ କ୍ୟାପିଟଲContinue reading “ଆମେରିକାର କ୍ୟାପିଟଲ ହିଲରେ ପ୍ରବେଶ କଲେ ୟହୁଦୀ ଓ ପାଲେଷ୍ଟାଇନ ନାଗରିକ, ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ ଦାବି”

Design a site like this with WordPress.com
Get started