କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ୍ ଭିତରେ ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । କିନ୍ତୁ ଗାଜା ପଟ୍ଟି ଉପରେ କ୍ରମାଗତ ଆକ୍ରମଣକୁ ନେଇ ଭାରତରେ ଦେଖାଦେଇଛି ରାଜନୈତିକ ଉଷ୍ମତା । ନିକଟରେ ଏନସିପି ମୁଖ୍ୟ ଶରଦ ପୱାର ଏଭଳି କିଛି କହିଲେ ଯାହାକୁ ନେଇ ଟାର୍ଗେଟ କରିବାକୁ ପଛାଇ ନାହିଁ ବିଜେପି । କ’ଣ କହିଲେ ପୱାର? ପୱାର କହିଥିଲେ ଯେ, ‘ପୁରା ଜାଗା ପାଲେଷ୍ଟାଇନର ବରଂ ଇସ୍ରାଏଲ ତାଙ୍କ ଜମି ଉପରେ କବଜା କରିଛିContinue reading “ଗାଜା ଉପରେ ଆକ୍ରମଣକୁ ନେଇ ଭାରତରେ ରାଜନୈତିକ ହଇଚଇ । ପୱାରଙ୍କ ବୟାନକୁ ନେଇ ଟାର୍ଗେଟ କଲେ ଫଡନବିଶ ଓ ବିଶ୍ୱଶର୍ମା”
Tag Archives: News
ପୁଣି ନୟାଗଡ଼ ଭାପୁର ବ୍ଲକ ରାଜନୀତି ସରଗରମ : ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ
କନକ ବ୍ୟୁରୋ : ପୁଣିଥରେ ନୟାଗଡ ରାଜନୀତି ସରଗରମ । ଭାପୁର ବ୍ଲକର ୨ ନେତା ଓ ୨ ନେତ୍ରୀଙ୍କ ବିରୋଧରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ଏହି ଚାରି ଜଣ ହେଲେ ଗୋଟିଏ ପରିବାରର । ବେଣୁଧର ପ୍ରଧାନ କଇଁଫୁଲିଆ ସମିତିସଭ୍ୟ ତଥା ପଂଚାୟତ ସମିତି ଉପାଧ୍ୟକ୍ଷ ହୋଇଥିବା ବେଳେ ବେଣୁଧରଙ୍କ ପତ୍ନୀ ହେଉଛନ୍ତି ପଂଚାୟତ ସମିତି ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ । ସେହିପରି ତାଙ୍କ ଭାଇ କାହ୍ନୁଚରଣ ପ୍ରଧାନContinue reading “ପୁଣି ନୟାଗଡ଼ ଭାପୁର ବ୍ଲକ ରାଜନୀତି ସରଗରମ : ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ”
ଆଜି ଦେଶର ସର୍ବୋଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବେ ଗଡକରୀ, ପାକିସ୍ତାନ ଯାଏଁ ହେବ ଦୃଶ୍ୟମାନ
ଆଜି ଦେଶର ସର୍ବୋଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବେ ଗଡକରୀ, ପାକିସ୍ତାନ ଯାଏଁ ହେବ ଦୃଶ୍ୟମାନ କନକ ବ୍ୟୁରୋ: ଆଜି ଦେଶର ସର୍ବୋଚ୍ଚ ଜାତୀୟ ପତାକା ଉତ୍ତୋଳନ କରିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଅମୃତସରରେ । ଏହି ତ୍ରିରଙ୍ଗାକୁ ଆଇସିପି ଅଟାରି ଠାରେ ସ୍ଥାପନ କରାଯାଇଛି । ତ୍ରିରଙ୍ଗାର ଉଚ୍ଚତା ୪୧୮ ଫୁଟ । ଏହା ପାକିସ୍ତାନକୁ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ପ୍ରଥମେ ଶ୍ରୀ ହରମନ୍ଦିର ସାହିବରେ ଦର୍ଶନ କରିବା ପରେContinue reading “ଆଜି ଦେଶର ସର୍ବୋଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବେ ଗଡକରୀ, ପାକିସ୍ତାନ ଯାଏଁ ହେବ ଦୃଶ୍ୟମାନ”
ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ : ପାଞ୍ଚ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା
କନକ ବ୍ୟୁରୋ : ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ପାଞ୍ଚ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା । କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରରେ ହୋଇଛି ବଡ଼ ଧରଣର ଡକାୟତି । ଟଙ୍କା ସହ ଲୁଟି ନେଇଛନ୍ତି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି । ବନ୍ଧୁକ ମୁନରେ ରାତି ତମାମ ଆତଙ୍କ ଖେଳାଇଥିଲେ ଡକାୟତି ଦଳ । ଘଟଣାସ୍ଥଳରେ ପୋଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ଛାନଭିନContinue reading “ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ : ପାଞ୍ଚ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା”
ପାର୍ବଣରେ ବର୍ଷା ଭୟ : ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ; ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବା ସମ୍ଭାବନା
କନକ ବ୍ୟୁରୋ : ପାର୍ବଣରେ ବର୍ଷା ଭୟ । ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଗରେ ସମାନ୍ୟ ପରିବର୍ତ୍ତନ ଆସିବା ସହ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୩ ଓ ୨୪ ତାରିଖରେ ଗଞ୍ଜାମରୁ ବାଲେଶ୍ବର ଉପକୂଳ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ହାଲୁକା ବର୍ଷାContinue reading “ପାର୍ବଣରେ ବର୍ଷା ଭୟ : ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ; ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବା ସମ୍ଭାବନା”
ମ୍ୟାଚ ପୂର୍ବରୁ ରୋହିତଙ୍କର କଟିଲା ଚାଲାଣ, ମୁମ୍ବାଇରୁ ପୁଣେ କାରରେ ଯିବା ପଡିଲା ମହଙ୍ଗା ।
କନକ ବ୍ୟୁରୋ : ବିସ୍ଫୋରକ ବ୍ୟାଟିଂ ଓ ଦ୍ରୁତ ରନ୍ ସଂଗ୍ରହ ପାଇଁ ଜଣାଶୁଣା ଭାରତୀୟ ଅଧିନାୟକ ରୋହିତ ଶର୍ମା । ମୈଦାନରେ ରୋହିତ ଛକା ଓ ଚୌକା ସହ ଦ୍ରୁତ ରନ୍ ସଂଗ୍ରହ କରିବାରେ ମାହିର । ଏଥିପାଇଁ ରୋହିତଙ୍କ ବ୍ୟାଟିଂଶୈଳୀକୁ ଅଧିକ ପସନ୍ଦ କରନ୍ତି କ୍ରିକେଟପ୍ରେମୀ । କିନ୍ତୁ ମୈଦାନ ବାହାରେ ଏହି ଦ୍ରୁତ ଗତି ରୋହିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାଂଲାଦେଶ ମ୍ୟାଚ୍ ପୂର୍ବରୁ ଦ୍ରୁତ ଗତିରେ ଗାଡି ଚାଳନାContinue reading “ମ୍ୟାଚ ପୂର୍ବରୁ ରୋହିତଙ୍କର କଟିଲା ଚାଲାଣ, ମୁମ୍ବାଇରୁ ପୁଣେ କାରରେ ଯିବା ପଡିଲା ମହଙ୍ଗା ।”
ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁ । ଆକାରରେ ମାଉଣ୍ଟ ଏଭରେଷ୍ଟଠାରୁ ୩ ଗୁଣ ବଡ ।
କନକ ବ୍ୟୁରୋ: ମହାକାଶରେ ଆଉ ଏକ ଏଭଳି ଘଟଣା ଘଟିଛି ଯାହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ମାଉଣ୍ଟ ଏଭରେଷ୍ଟଠାରୁ ତିନି ଗୁଣ ବଡ଼ ଏକ ଧୂମକେତୁ ଚାରି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ହୋଇ ଏବେ ପୃଥିବୀ ଆଡକୁ ଗତି କରୁଛି ବୋଲିି କହିଛନ୍ତି ବ୍ରିଟିଶ୍ ଆଷ୍ଟ୍ରୋନୋମିକାଲ୍ ଆସୋସିଏସନର ବୈଜ୍ଞାନିକ । ‘୧୨ପି’ ଉପରେ ନିରନ୍ତର ଦୃଷ୍ଟି ରଖିଥିବା ‘ବ୍ରିଟିସ୍ ଆଷ୍ଟ୍ରୋନମିକାଲ୍ ଆସୋସିଏସନ୍’ (ବିବିଏ) କହିଛି ଯେ, ଦ୍ବିତୀୟ ଥର ଉଦ୍ଗୀରଣContinue reading “ପୃଥିବୀ ଆଡକୁ ମାଡି ଆସୁଛି ବିଶାଳ ଧୂମକେତୁ । ଆକାରରେ ମାଉଣ୍ଟ ଏଭରେଷ୍ଟଠାରୁ ୩ ଗୁଣ ବଡ ।”
କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ : ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା
କନକ ବ୍ୟୁରୋ : କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଏହାରି ଭିତରେ ଆଜି ପୁଣି ବସିବ ବୈଠକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହେବାର ରହିଛି । ପାର୍ବଣବେଳେ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । ରାଜ୍ୟ ସରକାରଙ୍କ ସହContinue reading “କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ : ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା”
ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା । ସାମ୍ନାକୁ ଆସିଲା ମାଇଁଶାଶୁ ସହ ମିଶି ବୋହୂର ଜଘନ୍ୟ ଷଡଯନ୍ତ୍ର
କନକ ବ୍ୟୁରୋ: ମହାରାଷ୍ଟ୍ର ଗଡଚିରୌଲି ଜିଲ୍ଲା ଅହେରୀ ତହସିଲ ମହାଗାଓଁର ଘଟଣା । ଗୋଟିଏ ପରିବାରର ଜଣଙ୍କ ପରେ ଜଣଙ୍କର ଏପରି ୫ଜଣଙ୍କ ମୃତ୍ୟୁ ପୁରା ଅଞ୍ଚଳରେ ହଇଚଇ ସୃ୍ଷ୍ଟି କରିଛି । ଏହି ଡେଥ୍ ମିଷ୍ଟ୍ରି ଉପରେ ପରଦା ଉଠିବା ପରେ ପୁଲିସ ମଧ୍ୟ ଚିକତ ହୋଇଯାଇଛି । ଘଟଣାଟି ପୁରା ବିଚକ୍ଷଣ ବୁଦ୍ଧି ସହ ରଚାଯାଇଛି । ମହାଗାଓଁରେ ନିଜ ପରିବାର ସହ ରହୁଥିଲେ ଶଙ୍କର ପିରୁ କୁମ୍ଭାରେ । ପରିବାର କହିଲେ ଦୁଇContinue reading “ଗୋଟିଏ ପରିବାରର ୫ଜଣଙ୍କ ହତ୍ୟା । ସାମ୍ନାକୁ ଆସିଲା ମାଇଁଶାଶୁ ସହ ମିଶି ବୋହୂର ଜଘନ୍ୟ ଷଡଯନ୍ତ୍ର”
ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ : ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର
କନକ ବ୍ୟୁରୋ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ପରବର୍ତ୍ତୀ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ । ଗତ ମେ’ ମାସ ୩୦ ତାରିଖରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କାର୍ଯ୍ୟକାଳ ଶେଷ ହୋଇଥିଲେ ବି ଅଧିକ ୫ ମାସ ଧରି ଦାୟିତ୍ୱରେ ଅଛନ୍ତି ପ୍ରଫେସର ଗଣେଶୀ ଲାଲ । ଏବେContinue reading “ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ : ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର”