କନକ ବ୍ୟୁରୋ : ଯୁଗ ଯାଇ କେଉଁଠି ପହଞ୍ଚିଲାଣି । ହେଲେ ଏବେବି ଏମିତି କିଛି ଘଟଣା ଘଟିଯାଏ, ଯାହା ଭାବିବାକୁ ବାଧ୍ୟ କରେ । ଜାତିର ଦ୍ୱାହି ଦେଇ କିଛି ଲୋକ ମଣିଷ ପଣିଆକୁ ଭୁଲିଯାଉଛନ୍ତି, ତାର ଏକ ଅଭାବନୀୟ ଦୃଶ୍ୟ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଳକ ମାଲିମୁଣ୍ଡା ଗାଁରୁ । ଜାତିଗତ ବସନ୍ଦ ପାଇଁ ଶବକୁ ଛୁଇଁଲେନି ଜାତି ଭାଇ । ଫଳରେ ୧୮ ଘଣ୍ଟା ପଡ଼ି ରହିଲା ଶବ । ମାଲିମୁଣ୍ଡାContinue reading “ଜାତିଭେଦ ଆଗରେ ହାରିଗଲା ମଣିଷପଣିଆ : ଅନ୍ୟ ଜାତିରେ ବାହା ହୋଇଥିବାରୁ ଶବକୁ ଛୁଇଁଲେନି ସାଇଭାଇ; ୧୮ ଘଣ୍ଟା ପଡ଼ି ରହିଲା ମୃତଦେହ”
Tag Archives: News
ବିଶ୍ୱକପରେ ଆଜି ବାଂଲାଦେଶକୁ ଭେଟିବ ଭାରତ : ପ୍ରଥମ ୩ଟି ଯାକ ମ୍ୟାଚ୍ ଜିତି ରୋହିତ ବାହିନୀର ମନୋବଳ ଦୃଢ଼
କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଆଜି ବାଂଲାଦେଶକୁ ଭେଟିବ ଭାରତ । ଏଯାଏଁ ଚଳିତ ବିଶ୍ୱକପରେ ଭାରତ ଖେଳିଥିବା ୩ଟି ଯାକ ମ୍ୟାଚ୍ ଜିତି ସାରିଛି । ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ ବିରୋଧରେ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ରହିଥିଲା । ବୋଲିଂ, ବ୍ୟାଟିଂ ଓ ଫିଲ୍ଡରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେଣୁ ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆ ନିଜର ଏହି ଚମତ୍କାର ଫର୍ମକୁ ଜାରି ରଖିବାକୁ ଭରପୁର ପ୍ରୟାସ କରିବContinue reading “ବିଶ୍ୱକପରେ ଆଜି ବାଂଲାଦେଶକୁ ଭେଟିବ ଭାରତ : ପ୍ରଥମ ୩ଟି ଯାକ ମ୍ୟାଚ୍ ଜିତି ରୋହିତ ବାହିନୀର ମନୋବଳ ଦୃଢ଼”
ଗାଜା ହସ୍ପିଟାଲ ବମିଂ ଘଟଣା : ଇସ୍ରାଏଲକୁ କ୍ଲିନ ଚିଟ୍ ଦେଲା ଆମେରିକା; ସେପଟେ ଗାଜାରେ ଆରମ୍ଭ ହୋଇଗଲାଣି ଖାଦ୍ୟାଭାବରୁ ମୃତ୍ୟୁ
କନକ ବ୍ୟୁରୋ : ଯୁଦ୍ଧ ଭିତରେ ଇସ୍ରାଏଲ ତେଲ ଅବିବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ଦୁଇ ନେତାଙ୍କ ଭିତରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଛି । ଗାଜା ହସ୍ପିଟାଲ ଆକ୍ରମଣ ନେଇ ଇସ୍ରାଏଲକୁ କ୍ଲିନ ଚିଟ୍ ଦେଇଛି ଆମେରିକା । ହସ୍ପିଟାଲ ଉପରେ ଆକ୍ରମଣକୁ ବାଇଡେନ୍ ନିନ୍ଦା କରିବା ସହ ଏହି ଘଟଣାରେ ଇସ୍ରାଏଲର ହାତ ନଥିବା କହିଛନ୍ତି । ଆକ୍ରମଣ ପଛରେ ଅନ୍ୟ ଟିମ୍ ଥିବା କହିଛନ୍ତି ବାଇଡେନContinue reading “ଗାଜା ହସ୍ପିଟାଲ ବମିଂ ଘଟଣା : ଇସ୍ରାଏଲକୁ କ୍ଲିନ ଚିଟ୍ ଦେଲା ଆମେରିକା; ସେପଟେ ଗାଜାରେ ଆରମ୍ଭ ହୋଇଗଲାଣି ଖାଦ୍ୟାଭାବରୁ ମୃତ୍ୟୁ”
ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ: ଝାଡଖଣ୍ଡର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା । ରଘୁବର ଦାସ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ସେହିପରି ତ୍ରିପୁରାର ରାଜ୍ୟପାଳ ହେବେ ଇନ୍ଦ୍ରସେନ ରେଡ୍ଡୀ । ବର୍ତ୍ତମାନ ରଘୁବର ଦାସ ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ରହିଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରହିଥିଲେ । The post ଓଡିଶାରContinue reading “ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ: ଝାଡଖଣ୍ଡର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ”
ଖାଦ୍ୟ ସଙ୍କଟ ସହ ଇନ୍ଧନ ଅଭାବକୁ ନେଇ ପାକିସ୍ତାନରେ ହାହାକାର । ୪୮ ବିମାନ ଉଡାଣ ବାତିଲ, ଆଶଂକା ଭିତରେ ଯାତ୍ରୀ
କନକ ବ୍ୟୁରୋ : ପାକିସ୍ଥାନରେ ଇନ୍ଧନ ସଙ୍କଟ । ପିଆଇଏର ୪୮ବିମାନ ବାତିଲ । ସୀମିତ ପରିମାଣର ଇନ୍ଧନ ଓ ପରିଚାଳନା ସମସ୍ୟା ଯୋଗୁ ବିମାନ ସବୁ ବାତିଲ କରାଯାଇଛି । ପାକିସ୍ଥାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି । ଖାଦ୍ୟ ସାମଗ୍ରୀ ପରେ ଏବେ ପାକିସ୍ଥାନରେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଁଚଛି । ବିମାନ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛିContinue reading “ଖାଦ୍ୟ ସଙ୍କଟ ସହ ଇନ୍ଧନ ଅଭାବକୁ ନେଇ ପାକିସ୍ତାନରେ ହାହାକାର । ୪୮ ବିମାନ ଉଡାଣ ବାତିଲ, ଆଶଂକା ଭିତରେ ଯାତ୍ରୀ”
ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟି ନେତା ଆଜମ ଖାନ । ପୁଅ, ସ୍ତ୍ରୀ ସହ ଦୋଷୀ ସାବ୍ୟସ୍ତ ପରେ ପରିବାରକୁ ୭ବର୍ଷର ଜେଲ ଦଣ୍ଡ
କନକ ବ୍ୟୁରୋ : ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟିର ବରିଷ୍ଠ ନେତା ଆଜମ ଖାନ । ଆଜମ ଖାନ, ପୁଅ ଅବଦୁଲ୍ଲା ଆଜମ, ପତ୍ନୀ ତଂଜିମ ଫାତିମା ଦୋଷୀ ପ୍ରମାଣିତ ହେବା ପରେ ୩ଜଣଙ୍କୁ ୭ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଜେପି ନେତା ଆକାଶ ସକସେନା ପ୍ରମାଣ ଆଧାରରେ ଆଜମ ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି କରି ସ୍ୱତନ୍ତ୍ରContinue reading “ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟି ନେତା ଆଜମ ଖାନ । ପୁଅ, ସ୍ତ୍ରୀ ସହ ଦୋଷୀ ସାବ୍ୟସ୍ତ ପରେ ପରିବାରକୁ ୭ବର୍ଷର ଜେଲ ଦଣ୍ଡ”
୫ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ଦରବାରରେ କଂଗ୍ରେସର ମାନସମନ୍ଥନ । କଂଗ୍ରେସ ନିର୍ବାଚନ କମିଟି ବୈଠକରେ ଆସନ ଭାଗବଂଟା ଉପରେ ଚର୍ଚ୍ଚା
କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ନିବାର୍ଚନ ପାଇଁ କଂଗ୍ରେସର କସରତ ଆରମ୍ଭ । ନୂଆଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ । ମିଜୋରମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ଫେକସରେ ରାଜସ୍ଥାନ । ମଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ରାହୁଲ ଗାନ୍ଧୀଙ୍କ ସମେତ ତିନି ରାଜ୍ୟର ବରିଷ୍ଠ ନେତୃତ୍ୱ ଯୋଗ ଦେଇଥିଲେ । ବୈଠକରେ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ରଣନୀତି ନେଇ ଚର୍ଚ୍ଚା ଆଲୋଚନାContinue reading “୫ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ଦରବାରରେ କଂଗ୍ରେସର ମାନସମନ୍ଥନ । କଂଗ୍ରେସ ନିର୍ବାଚନ କମିଟି ବୈଠକରେ ଆସନ ଭାଗବଂଟା ଉପରେ ଚର୍ଚ୍ଚା”
ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ଅପରାଧୀ: ସ୍କୁଟିରେ ଆସିଲେ ଚୋଟ ପରେ ଚୋଟ ପକାଇ ଚାଲିିଗଲେ
କନକ ବ୍ୟୁରୋ: ପାର୍ବଣ ସମୟରେ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ସାମନାକୁ ଆସୁଛି ଅପରାଧର କାହାଣୀ । ସୋମବାର ଇନଫୋସିଟି ଥାନା ଅଂଚଳର ଏକ ଆପାର୍ଟାମେଂଟରେ ପଶି ଲୁଟେରାମାନେ କଳାକନା ବୁଲାଇଥିବାବେଳେ ଆଜି କଟକ-ପୁରୀ ବାଇପାସ ରୋଡରୁ ଆସିଛି ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ଆକ୍ରମଣ ବେଳର ସିସିଟିଭି ଫୁଟେଜ୍ । ପୂଜା ସମୟରେ ଏଭଳି ଅପରାଧ କାହାଣୀ କମିଶନରେଟ୍ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ସିକ୍ୟୁରିଟି ଗାର୍ଡଙ୍କୁ ଚୋଟ ଉପରେ ଚୋଟContinue reading “ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ଅପରାଧୀ: ସ୍କୁଟିରେ ଆସିଲେ ଚୋଟ ପରେ ଚୋଟ ପକାଇ ଚାଲିିଗଲେ”
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ଆଦାନୀ ଲୁଟୁଛି ଦେଶବାସୀ ଭରଣା କରୁଛନ୍ତି
କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗ ଉଠାଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଦାନୀ ପାଇଁ ଭାରତରେ କୋଇଲା ଏବଂ ବିଦ୍ୟୁତ ଦର ବୃଦ୍ଧି ପାଇଛି । ଆଦାନୀ ଇଣ୍ଡୋନେସିଆରୁ କମ ଦାମରେ କୋଇଲା କିଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କୋଇଲା ଇଣ୍ଡୋନେସିଆରୁ ଭାରତ ଆସି ପହଂଚିବା ପରେ ଦର ଦୁଇ ଗୁଣା ହୋଇଯାଉଛି । ଆଦାନୀ ଗରିବContinue reading “କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ଆଦାନୀ ଲୁଟୁଛି ଦେଶବାସୀ ଭରଣା କରୁଛନ୍ତି”
ବଢୁଛି ବିଜୟ ଶଙ୍କରଙ୍କ ଅଡୁଆ: ଟେନସନ ବଢାଉଛନ୍ତି ପୂର୍ବତନ ବାନ୍ଧବୀ
କନକ ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟଶଙ୍କର ଦାଶଙ୍କ ବିବାଦ ପିଛା ଛାଡୁନି । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଇକୋର୍ଟରେ ଦାୟର ମାମଲାର କପି ଦାଖଲ କରିଛନ୍ତି ବିଧାୟକଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ଏଥିରେ ବିଧାୟକଙ୍କ ବିବାହ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି । ମଙ୍ଗଳବାରଦିନ ବିଧାୟକଙ୍କ ବାହାଘର ବନ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ସେ ମିସ କେଶ ଦାୟର କରିଥିଲେ । ଆଉ ମାମଲାର କପିକୁContinue reading “ବଢୁଛି ବିଜୟ ଶଙ୍କରଙ୍କ ଅଡୁଆ: ଟେନସନ ବଢାଉଛନ୍ତି ପୂର୍ବତନ ବାନ୍ଧବୀ”