କନକ ବ୍ୟୁରୋ : ଶେଷରେ ଆନ୍ଦୋଳନରୁ ଓହରିଲା ୟୁନିଟ୍ -୧ ପରିବା ବ୍ୟବସାୟୀ ସଂଘ । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଥିଲା । ଏହା ପରେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ୟୁନିଟ୍ -୧ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତିContinue reading “ଆନ୍ଦୋଳନରୁ ଓହରିଲା ୟୁନିଟ୍-୧ ପରିବା ବ୍ୟବସାୟୀ ସଂଘ : ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବସିବ ବୈଠକ”
Tag Archives: News
ପ୍ରଫେସର ଗଣେଶୀ ଲାଲ୍, ୫ ବର୍ଷ ୫ ମାସ : ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ସାରାରାଜ୍ୟକୁ କରିନେଇଥିଲେ ଅତି ଆପଣାର
କନକ ବ୍ୟୁରୋ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ସାରା ରାଜ୍ୟକୁ ଅତି ଆପଣାର କରି ନେଇଥିଲେ । କେବଳ ରାଜଭବନ ଭିତରେ ନିଜକୁ ସୀମିତ ନରଖି ଉପକୂଳଠୁ ଆରମ୍ଭ କରି ଉପାନ୍ତ ଅଂଚଳ ଗସ୍ତ କରିଥିଲେ । ଏହି ସମୟରେ ଲୋକଙ୍କ ସହ ସିଧାସଳଖ ମିଶିଥିଲେ । ଏପରିକି ରାସ୍ତାରେ ଯିବା ବେଳେ ମିଠା ଦୋକାନରେ ଓହ୍ଲାଇ ମିଠା, ଛେନାପୋଡ ଖାଇବା ସହିତ ପଇଡ ପିଇବାକୁ ଯାଇContinue reading “ପ୍ରଫେସର ଗଣେଶୀ ଲାଲ୍, ୫ ବର୍ଷ ୫ ମାସ : ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ସାରାରାଜ୍ୟକୁ କରିନେଇଥିଲେ ଅତି ଆପଣାର”
ଫୁଟପାଥରେ ଯାଉଥିବା ୫ଜଣଙ୍କ ଉପରେ ଚଢିଗଲା କାର୍ । ଜଣେ ମୃତ, ୪ ଯୁବତୀ ଗୁରୁତର
କନକ ବ୍ୟୁରୋ: ଫୁଟପାଥରେ ଯାଉଥିଲେ ୫ ଜଣ ଯୁବତୀ । ହେଲେ ହଠାତ୍ ପଛପଟୁ ଦ୍ରୁତଗତିରେ ମାଡିଆସିଲା କାର ଏବଂ ସେମାନଙ୍କ ଉପରେ ଚଢିଗଲା । ଫଳରେ ସେମାନଙ୍କ ମଧ୍ୟରୁ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମାଙ୍ଗାଲୋର ସିଟି କର୍ପୋରେସନ୍ ସ୍ୱିମିଙ୍ଗ ପୁଲ ନିକଟରେ । ମୃତ ଯୁବତୀ ହେଉଛନ୍ତି ୨୩ ବର୍ଷୀୟ ରୂପଶ୍ରୀ। ଆହତମାନେ ହେଉଛନ୍ତି, ୨୬ ବର୍ଷୀୟContinue reading “ଫୁଟପାଥରେ ଯାଉଥିବା ୫ଜଣଙ୍କ ଉପରେ ଚଢିଗଲା କାର୍ । ଜଣେ ମୃତ, ୪ ଯୁବତୀ ଗୁରୁତର”
ପିପିଲି ଟୋଲ୍ ଗେଟରେ ଗୁଳିମାଡ଼ : କାର ସହ ୩ଜଣଙ୍କୁ କାବୁ କଲା ପୁରୀ ପୋଲିସ
କନକ ବ୍ୟୁରୋ : ପିପିଲି ଟୋଲ ଗେଟ୍ ନିକଟରେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ପାଇଁ ନାକେଦମ୍ ହୋଇଛି ପୋଲିସ । କାର ସହ ୩ଜଣ ଡକାୟତଙ୍କୁ ଅଟକ ରଖିଛି ପୋଲିସ । ନିମାପଡ଼ାର ଏକ ବିଲରୁ ୩ ଜଣଙ୍କୁ କାବୁ କରିଛି ପୋଲିସ । The post ପିପିଲି ଟୋଲ୍ ଗେଟରେ ଗୁଳିମାଡ଼ : କାର ସହ ୩ଜଣଙ୍କୁ କାବୁ କଲା ପୁରୀ ପୋଲିସ first appeared on Kanak News. from Kanak NewsContinue reading “ପିପିଲି ଟୋଲ୍ ଗେଟରେ ଗୁଳିମାଡ଼ : କାର ସହ ୩ଜଣଙ୍କୁ କାବୁ କଲା ପୁରୀ ପୋଲିସ”
ଯୁଦ୍ଧ ଭିତରେ ଆଜି ଇସ୍ରାଏଲ ଯିବେ ରିଷି ସୁନକ : ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା
କନକ ବ୍ୟୁରୋ : ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଆଜି ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଆଜି ତେଲ ଅବିବରେ ପହଞ୍ଚିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲରେ ପହଞ୍ଚିଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ବାଇଡେନଙ୍କ ଗସ୍ତ ପରେ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଇସ୍ରାଏଲରେ ପହଞ୍ଚିବେ ।Continue reading “ଯୁଦ୍ଧ ଭିତରେ ଆଜି ଇସ୍ରାଏଲ ଯିବେ ରିଷି ସୁନକ : ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା”
IAS ପାଇଁ ପ୍ରସ୍ତୁତି କରିବା ସହ ଆଇନ ପଢୁଥିଲେ । ହେଲେ ଗୋଟିଏ ଘଟଣା ଯୋଗୁଁ ବନିଗଲେ ଅଣ୍ଡରୱାର୍ଲ୍ଡ ଡନ୍
କନକ ବ୍ୟୁରୋ: ପିଲାବେଳୁ ସମାଜ ତଥା ଲୋକ ସେବା କରିବାକୁ ଇଚ୍ଛା ଥିଲା । ତେଣୁ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଗୋଟିଏ ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା । ଆଇ ଏଏସ୍ ହେବାର ଲକ୍ଷ୍ୟରୁ ଓହରିଯାଇ ବନିଗଲେ ଅଣ୍ଡରୱାର୍ଲ୍ଡର ମୋଷ୍ଟ ୱାଣ୍ଟେଡ୍ ଡନ୍ । ପ୍ରକୃତ ନାଁ ଥିଲା ଓମ୍ ପ୍ରକାଶ ଶ୍ରୀବାସ୍ତବ । ଉତ୍ତରପ୍ରଦେଶ ଗାଜିପୁର ଆମ୍ ଘାଟ କଲେନୀରେ ପରିବାର ସହ ଖୁସରେ ବିତୁଥିଲା ଜୀବନ ।Continue reading “IAS ପାଇଁ ପ୍ରସ୍ତୁତି କରିବା ସହ ଆଇନ ପଢୁଥିଲେ । ହେଲେ ଗୋଟିଏ ଘଟଣା ଯୋଗୁଁ ବନିଗଲେ ଅଣ୍ଡରୱାର୍ଲ୍ଡ ଡନ୍”
ଲକ୍ଷ୍ମୀ ଯୋଜନାକୁ ବିରୋଧ, ଗଡ଼ିବନି ବସ୍ : ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି; କାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ
କନକ ବ୍ୟୁରୋ : କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ କହିଛି, ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବିContinue reading “ଲକ୍ଷ୍ମୀ ଯୋଜନାକୁ ବିରୋଧ, ଗଡ଼ିବନି ବସ୍ : ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି; କାଲିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ”
ଲକ୍ଷ୍ମୀ ବସ୍ ଚଢ଼ିବାକୁ ଡହଳବିହକଳ : ବଣ୍ଡା ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା; ଝରକା ବାଟେ ବିପଦପୂର୍ଣ୍ଣ ଭାବେ ଚଢ଼ୁଛନ୍ତି ଯାତ୍ରୀ
କନକ ବ୍ୟୁରୋ : ବସ୍ ଚଢ଼ିବାକୁ ଡହଳବିହକଳ । କିଏ ଝରକା ବାଟେ ବିପଦପୂର୍ଣ୍ଣ ଭବେ ବସରେ ଚଢ଼ୁଛି, ଆଉ କିଏ ଠେଲାପେଲା କରି ଯେମିତି ହେଉ ବସରେ ଚଢ଼ିବାକୁ ଲାଗି ପଡ଼ିଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ସଦରରୁ ଆସିଛି ଏହି ଦୃଶ୍ୟ । ଲକ୍ଷ୍ମୀ ବସରେ ବସିବା ଲାଗି ଯାତ୍ରୀଙ୍କ ମଧ୍ୟରେ ରୀତିମତ ପ୍ରତିଯୋଗିତା ଲାଗିଯାଇଛି । ଖଇରପୁଟ ସଦରରୁ ବଣ୍ଡାଘାଟିକୁ ଯାଉଥିବା ଏହି ବସ୍ରେ ବଣ୍ଡା ଯାତ୍ରୀମାନେ ଚଢ଼ିବା ଲାଗି କସରତContinue reading “ଲକ୍ଷ୍ମୀ ବସ୍ ଚଢ଼ିବାକୁ ଡହଳବିହକଳ : ବଣ୍ଡା ଯାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା; ଝରକା ବାଟେ ବିପଦପୂର୍ଣ୍ଣ ଭାବେ ଚଢ଼ୁଛନ୍ତି ଯାତ୍ରୀ”
ବଲାଙ୍ଗୀର ପାଇଁ ଆଣିଥିବା ପ୍ରକଳ୍ପର ବାହାବା ନେଉଛନ୍ତି ବିଜେଡି ନେତା, କେନ୍ଦ୍ରୀୟ ଯୋଜନାକୁ ନିଜର କହି ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର; ନରସିଂହଙ୍କ ଅଭିଯୋଗ, ବିଜେଡିର ଜବାବ
କନକ ବ୍ୟୁରୋ : ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ନରସିଂହ ମିଶ୍ର । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ , ୨୦୧୪ ପରଠାରୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପକୁ ସେ ଲଢ଼େଇ କରି ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ଲୋକଙ୍କ ହିତ ପାଇଁ ଅଣାଯାଉଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଜଳସେଚନ, ଗମନାଗମନ ପ୍ରତ୍ୟେକ କ୍ଷେତ୍ର ପାଇଁ ସେ ସଂଘର୍ଷ କରି ଅନୁଦାନ ଆଣିଛନ୍ତି, ହେଲେ ଶାସକ ଦଳର ନେତାମାନେ ସେହି ପ୍ରକଳ୍ପ ଗୁଡ଼ିକୁ ସେମାନଙ୍କରContinue reading “ବଲାଙ୍ଗୀର ପାଇଁ ଆଣିଥିବା ପ୍ରକଳ୍ପର ବାହାବା ନେଉଛନ୍ତି ବିଜେଡି ନେତା, କେନ୍ଦ୍ରୀୟ ଯୋଜନାକୁ ନିଜର କହି ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର; ନରସିଂହଙ୍କ ଅଭିଯୋଗ, ବିଜେଡିର ଜବାବ”
କଟର ଆରଏମଏସ ଷ୍ଟୋର ମ୍ୟାନେଜର ଗିରଫ : ଲାଞ୍ଚ ନେବାବେଳେ ପ୍ରିୟରଞ୍ଜନ ବେହେରାଙ୍କୁ ବାନ୍ଧିଲା ସିବିଆଇ
କନକ ବ୍ୟୁରୋ : କଟକ ଆରଏମଏସ୍ ଷ୍ଟୋର ମ୍ୟାନେଜର ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କଲା ସିବିଆଇ ଟିମ୍ । କଟକ ବାଲିଯାତ୍ରା ପଡ଼ିଆ ପାଖରେ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କର ବ୍ୟବସାୟ ରହିଛି । ସେ ପୋଷ୍ଟାଲ ଆରଏମଏସକୁ କିଛି ଷ୍ଟେସନାରୀ ଜିନିଷ ଯୋଗାଇଥାନ୍ତି । ଆଉ ଏହାର ବିଲ୍ ପାସ୍ କରାଇବା ପାଇଁ ଷ୍ଟୋର ମ୍ୟାନେଜର ତାଙ୍କୁ ବାରମ୍ବାର ଟଙ୍କାContinue reading “କଟର ଆରଏମଏସ ଷ୍ଟୋର ମ୍ୟାନେଜର ଗିରଫ : ଲାଞ୍ଚ ନେବାବେଳେ ପ୍ରିୟରଞ୍ଜନ ବେହେରାଙ୍କୁ ବାନ୍ଧିଲା ସିବିଆଇ”