ମଶାଣି ଜୁଇରେ ଜଳିଗଲା ପ୍ରେମ: ସାମ୍ନାକୁୁ ଆସିଲା ମୃତ୍ୟୁ ପୂର୍ବର ରିଲ୍ସ, ନାବାଳିକା ଝିଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ

କନକ ବ୍ୟୁରୋ: ବାହା ହେବାର ବୟସ ବି ହୋଇନଥିଲା । ହେଲେ ପ୍ରେମ ପାଇଁ ଘର ଛାଡ଼ିଦେଇଥିଲା ନାବାଳିକା ଝିଅ । ପରିବାର ଲୋକ ଝିଅ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଆଶା କରିଥିଲା ଝିଅ ଘରକୁ ଫେରି ଆସିବ କିନ୍ତୁ ଯେଉଁ ଖବର ସାମ୍ନାକୁ ଆସିଛି ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଶ୍ମଶାନରେ ଜଳିିଯାଇଛି ନାବାଳିକାର ମୃତଦେହ । ଭିଡିଓରେ ନଜର ଆସୁଥିବା ଯୁବକ ଓ ନାବାଳିକା ଝିଅକୁContinue reading “ମଶାଣି ଜୁଇରେ ଜଳିଗଲା ପ୍ରେମ: ସାମ୍ନାକୁୁ ଆସିଲା ମୃତ୍ୟୁ ପୂର୍ବର ରିଲ୍ସ, ନାବାଳିକା ଝିଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ”

ଚର୍ଚ୍ଚାରେ ଯୁବ ଉଦ୍ଭିଦ ବିଜ୍ଞାନୀ ଦିବ୍ୟରାଜ ବେରିହା: କଳାହଳଦୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କଲେ ସାବୁନ୍

କନକ ବ୍ୟୁରୋ: କଳାହଳଦୀରୁ ପ୍ରାକୃତିକ ସାବୁନ୍ ତିଆରୀ କଲେ ଯୁବ ଉଦ୍ଭିଦ ବିଜ୍ଞାନୀ ଦିବ୍ୟରାଜ ବେରିହା । ରାଜ୍ୟରେ ପ୍ରାକୃତିକ ସାମଗ୍ରୀରେ ସାବୁନ୍ ତିଆରି କରିବାରେ ଦିବ୍ୟରାଜ ପ୍ରଥମ ବ୍ୟକ୍ତି ଭାବେ ସଫଳତା ପାଇଛନ୍ତି । ଏହି ସାବୁନକୁ ସମସ୍ତେ ଲଗାଇପାରିବେ । ସାବୁନରେ ରାସାୟନିକ ପ୍ରୟୋଗ ହୋଇନଥିବାରୁ ମଣିଷ ଚର୍ମ ପ୍ରତି କୌଣସି କ୍ଷତିକାରକ ନୁହେଁ । ସାବୁନରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ ବୋଲି କହିଛନ୍ତି ଦିବ୍ୟରାଜ । ଚର୍ଚ୍ଚାରେ ସମ୍ବଲପୁରର ଯୁବContinue reading “ଚର୍ଚ୍ଚାରେ ଯୁବ ଉଦ୍ଭିଦ ବିଜ୍ଞାନୀ ଦିବ୍ୟରାଜ ବେରିହା: କଳାହଳଦୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କଲେ ସାବୁନ୍”

କୋରାପୁଟ କଫିକୁ ‘ଏ ୱାନ୍’ ମାନ୍ୟତା: ବେଙ୍ଗାଳୁରୁରେ ଆୟୋଜିତ କଫି ସମ୍ମିଳନୀରେ ମିଳିଛି ‘ଫ୍ଲେବ ଅଫ ଇଣ୍ଡିଆ’ର ସ୍ୱିକୃତି

କନକ ବ୍ୟୁରୋ: ବିଶ୍ୱ କଫି ସମ୍ମିଳନୀରେ କୋରାପୁଟ ଏ ୱାନ୍ କଫିକୁ ମିଳିଛି ଫ୍ଲେବର ଅଫ ଇଣ୍ଡିଆର ମାନ୍ୟତା । ରାଜ୍ୟର ପଛୁଆ ଜିଲ୍ଲା ରୂପେ ପରିଚିତ କୋରାପୁଟ ଜିଲ୍ଲା ହେବ କଫି ହବ୍ ।ଉପକୃତ ହେବେ କଫି ଚାଷୀ । ବିଦେଶୀଙ୍କୁ ପଛରେ ପକାଇଲା ସ୍ୱଦେଶୀ କଫି । ଚାଷରେ ଆଉ ପାଦେ ଆଗକୁ ବଢ଼ିଲା କୋରାପୁଟ । ବାଙ୍ଗାଲୁରୁରେ ଆୟୋଜିତ ବିଶ୍ୱ କଫି ସମ୍ମିଳନୀରେ କୋରାପୁଟର ଆରବିକା ସେମି ୱାସଡ କଫିକୁ ମିିଳିଛି ‘ଫ୍ଲେବContinue reading “କୋରାପୁଟ କଫିକୁ ‘ଏ ୱାନ୍’ ମାନ୍ୟତା: ବେଙ୍ଗାଳୁରୁରେ ଆୟୋଜିତ କଫି ସମ୍ମିଳନୀରେ ମିଳିଛି ‘ଫ୍ଲେବ ଅଫ ଇଣ୍ଡିଆ’ର ସ୍ୱିକୃତି”

ପୁରୀ ଜିଲ୍ଲା କଣାସ ବ୍ଲକରେ ଧାନ ବିଲରେ ଫୁଟିଛି କଇଁ: ବିଲରୁ ପାଣି ନିଷ୍କାସନ ହେଇପାରୁନଥିବାରୁ ଚାଷୀ ହେଉଛନ୍ତି ହନ୍ତସନ୍ତ

କନକ ବ୍ୟୁରୋ: ଧାନ ବିଲରେ ଫୁଟିଛି କଇଁ । ହଜାର ହଜାର ଏକର ଧାନ ବିଲରେ ଫୁଟିଛି କଇଁଫୁଲ । ପୁରୀ ଜିଲ୍ଲା କଣାସ ବ୍ଲକର ୪ଟି ପଂଚାୟତର ୧୦ରୁ ଅଧିକ ଗାଁର ଲୋକଙ୍କ ଚାଷ ଜମିର ଏହି ଅବସ୍ଥା । ଯେଉଁ ଜମିରେ ଧାନ ଚାଷ କରୁଥିଲା ଚାଷୀ ସେଠାରେ ଏବେ ଫୁଟିଛି କଇଁଫୁଲ । ପାଣି ନିଷ୍କାସନରେ ଅସୁବିଧା ହେବାରୁ ଏଭଳି ସମସ୍ୟାରେ ପଡ଼ିଛନ୍ତି ଚାଷୀ । ଧାନ ବିଲରେ ଫୁଟିଛି କଇଁ ।Continue reading “ପୁରୀ ଜିଲ୍ଲା କଣାସ ବ୍ଲକରେ ଧାନ ବିଲରେ ଫୁଟିଛି କଇଁ: ବିଲରୁ ପାଣି ନିଷ୍କାସନ ହେଇପାରୁନଥିବାରୁ ଚାଷୀ ହେଉଛନ୍ତି ହନ୍ତସନ୍ତ”

କନ୍ଦାଉଛି ଚକଡ଼ା ପୋକ: ଚାଷୀଙ୍କୁ ଘାରିଛି ଚକଡ଼ା ଦାଉରୁ ଧାନ ଫସଲକୁ ବଞ୍ଚାଇବାର ଚିନ୍ତା

କନକ ବ୍ୟୁରୋ: କନ୍ଦାଉଛି ଚକଡ଼ା ରୋଗ । ଚାଷୀଙ୍କୁ ଘାରିଛି ଚକଡ଼ା ଦାଉରୁ ଧାନ ଫସଲକୁ ବଂଚାଇବାର ଚିନ୍ତା । ସାର କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ । ହେଲେ ଚକଡ଼ ପୋକ ଫସଲରୁ ଛାଡ଼ିବା ବଦଳରେ ଦିନକୁ ଦିନ ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ମାଡ଼ିଚାଲିଛି । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁ ଚାଷୀମାନେ ଭଲ ଅମଳ ଆଶା କରିଥିଲେ । ହେଲେ ଧାନକେଣ୍ଡା ବାହାରିବା ବେଳକୁ ଚକଡ଼ା ରୋଗ ଚାଷୀଙ୍କ ପାଇଁContinue reading “କନ୍ଦାଉଛି ଚକଡ଼ା ପୋକ: ଚାଷୀଙ୍କୁ ଘାରିଛି ଚକଡ଼ା ଦାଉରୁ ଧାନ ଫସଲକୁ ବଞ୍ଚାଇବାର ଚିନ୍ତା”

କ୍ୟାପିଟାଲ ହସ୍ପିଟାଲରୁ ଚୋରି । ସୁଇପର ଓ ସିକ୍ୟୁରିଟି ଗାର୍ଡଙ୍କ ମାଧ୍ୟମରେ ଲାବେରୋଟୋରିରୁ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ସୂଚନା

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରୁ ଚୋରି । ହସ୍ପିଟାଲର ଲାବେରୋଟୋରିରୁ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି । ସୁଇପର ଓ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଏହି ଚୋରି ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ରାତିରେ ହୋଇଥିଲା ଚୋରି । ଚୋରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସ୍ୱାସ୍ଥ୍ୟ ସେବାରେ ବ୍ୟବହୃତ ସାମଗ୍ରୀର ଚୋରି ଏକ ସାଂଘାତିକ ଅପରାଧ ବୋଲି ସେ କହିଛନ୍ତି ।Continue reading “କ୍ୟାପିଟାଲ ହସ୍ପିଟାଲରୁ ଚୋରି । ସୁଇପର ଓ ସିକ୍ୟୁରିଟି ଗାର୍ଡଙ୍କ ମାଧ୍ୟମରେ ଲାବେରୋଟୋରିରୁ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ସୂଚନା”

ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସିକ୍ୟୁରିଟିଟି ଗାର୍ଡଙ୍କୁ ଆକ୍ରମଣ ବେଳର ସିସିଟିଭି ଦୃଶ୍ୟ । ପାଣିନେବା ବାହାନାରେ ଆସି ମୋବାଇଲ ଛଡ଼ାଇଥିଲେ ଦୁର୍ବୃତ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣର ଦୃଶ୍ୟ । ଦୁର୍ବୃତମାନେ ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିଳମ୍ବିତ ରାତିରେ ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ । ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଂଟରେ ଏହି ଘଟଣା ଘଟିଛି । ପାଣି ମାଗିବା ବାହାନାରେ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କ ପାଖକୁ ଆସିଥିଲେ ଦୁର୍ବୃତ । ଏହାContinue reading “ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସିକ୍ୟୁରିଟିଟି ଗାର୍ଡଙ୍କୁ ଆକ୍ରମଣ ବେଳର ସିସିଟିଭି ଦୃଶ୍ୟ । ପାଣିନେବା ବାହାନାରେ ଆସି ମୋବାଇଲ ଛଡ଼ାଇଥିଲେ ଦୁର୍ବୃତ”

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି । ଶ୍ରୀଘ୍ର କମିଟି ଗଠନ ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଦାବି

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ତତ୍ପରତା ଦେଖାଇଛି ବିଜେପି । ରତ୍ନଭଣ୍ଡାର ଖୋଲିବା ଦାବିରେ ଗଜପତି ମହାରାଜଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଟିମ ଗଜପତି ମହାରାଜାଙ୍କୁ ଭେଟିଛନ୍ତି । ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏଁ କାହିଁକି କମିଟି ଗଠନ ହୋଇନି । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କାହିଁକି ଆରମ୍ଭ କରାଯାଇ ନାହିଁ ।Continue reading “ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜଙ୍କୁ ଭେଟିଲା ବିଜେପି । ଶ୍ରୀଘ୍ର କମିଟି ଗଠନ ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଦାବି”

ଯୁଦ୍ଧ ଭିତରେ ଇସ୍ରାଏଲରେ ପହଂଚିଲେ ଆମେରିକା ରାଷ୍ଟ୍ରପତି । ହସ୍ପିଟାଲରେ ଆକ୍ରମଣ ଯୋଗୁଁ ଜୋର୍ଡାନ ଗସ୍ତ ବାତିଲ କରିଛନ୍ତି ବାଇଡେନ୍

କନକ ବ୍ୟୁରୋ : ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲର ତେଲ ଅବିବରେ ପହଂଚିଛନ୍ତି ଆମେରିକା ରାଷ୍ଟ୍ରପତି । ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ତେଲ ଅବିବରେ ପହଂଚିଛନ୍ତି । ବାଇଡେନଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ଗାଜା ହସ୍ପିଟାଲରେ ଆକ୍ରମଣ ପାଇଁ ଜୋର୍ଡାନ୍ ଗସ୍ତ ବାତିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଗତକାଲି ଗାଜାର ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲାContinue reading “ଯୁଦ୍ଧ ଭିତରେ ଇସ୍ରାଏଲରେ ପହଂଚିଲେ ଆମେରିକା ରାଷ୍ଟ୍ରପତି । ହସ୍ପିଟାଲରେ ଆକ୍ରମଣ ଯୋଗୁଁ ଜୋର୍ଡାନ ଗସ୍ତ ବାତିଲ କରିଛନ୍ତି ବାଇଡେନ୍”

କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା ପ୍ରସଙ୍ଗ । ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ ସାରଦା ନାୟକ

କନକ ବ୍ୟୁରୋ : ମନ୍ତ୍ରୀଙ୍କ ତିନୋଟି ରୂପ । ତିନୋଟି ଭିଡିଓ ତିନୋଟି କାହାଣୀ । ଗୋଟିଏ ଦୃଶ୍ୟରେ ମନ୍ତ୍ରୀ ଡନ୍ ଗୀତରେ ନାଚୁଛନ୍ତି । ଆଉ ଗୋଟିଏ ଦୃଶ୍ୟରେ ମନ୍ତ୍ରୀ ଟଙ୍କା ଉଡାଉଛନ୍ତି । ଆଉ ତୃତୀୟ ଦୃଶ୍ୟରେ ସ୍ୱାସ୍ଥ୍ୟକର୍ମୀ କରୁଥିବା କାମ କରୁଛନ୍ତି । ମନ୍ତ୍ରୀଙ୍କ ସଉକ୍୍ ସତରେ ମାନିବାକୁ ପଡ଼ିବ । ରକ୍ତ ଦାନ ଶିବିରରେ କେତେବେଳେ ଡାକ୍ତରଙ୍କ ଭଳି ବିପି ଯାଂଚ କରୁଛନ୍ତି । ଆଉ କେତେବେଳେ ରକ୍ତ ପରୀକ୍ଷା ପାଇଁContinue reading “କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା ପ୍ରସଙ୍ଗ । ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ ସାରଦା ନାୟକ”

Design a site like this with WordPress.com
Get started