କନକ ବ୍ୟୁରୋ : ମାଲଦ୍ୱୀପର ନବ ନିଯୁକ୍ତ ରାଷ୍ଟ୍ରପତି ମହମ୍ମଦ ମିଇଜ୍ଜୁ ରାଷ୍ଟ୍ରପତି ପଦଭାର ସମ୍ଭାଳିବାର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ବିରୋଧୀ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ‘ଅଲ୍ ଜଜ୍ଜିରା’ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି କି, ଯେଉଁଦିନ ସେ ପଦଭାର ସମ୍ଭାଳିବେ ତାର ଗୋଟିଏ ସପ୍ତାହ ମଧ୍ୟରେ ଭାରତୀୟ ସେନାକୁ ମାଲଦ୍ୱୀପ ଛାଡିବାକୁ ଅନୁରୋଧ କରିବେ । କହିରଖୁ କି ମହମ୍ମଦ ମିଇଜ୍ଜୁଙ୍କୁ ବିଶେଷ ଭାବେ ଚୀନ ସମର୍ଥକ ବୋଲି ଗଣାନାContinue reading “ମାଲଦ୍ୱୀପର ନବ ନିଯୁକ୍ତ ରାଷ୍ଟ୍ରପତିଙ୍କ ବିବାଦୀୟ ବୟାନ । କହିଲେ, ଗୋଟିଏ ସପ୍ତାହରେ ଭାରତୀୟ ସେନାକୁ ଦେଶରୁ ବିଦା କରିବୁ”
Tag Archives: News
ଇସ୍ରାଏଲ-ହମାସ ଯୁଦ୍ଧ : ବାପାଙ୍କ ତିଆରି ସୁଡ଼ଙ୍ଗରେ ଦୁଇବର୍ଷ ତାପରେ ଭୟଙ୍କର ମୃତ୍ଯୁ : ନେତାନ୍ୟାହୁ ବଖାଣିଲେ ଆନୀ ଫ୍ରାଙ୍କର କାହାଣୀ
ଆନୀ ଫ୍ରାଙ୍କ ଡାଏରୀ: ଯେତେବେଳେ ଆନୀ ଫ୍ରାଙ୍କଙ୍କ ଡାଏରୀ ପ୍ରକାଶିତ ହେଲା ସେତେବେଳେ ତାହା ଦୁନିଆର ଗୁରୁତ୍ୱପୂର୍ଣ୍ଣ ପୁସ୍ତକଗୁଡ଼ିକ ମଧ୍ୟରେ ସ୍ଥାନ ପାଇଲା । ଏହାକୁ ୭୦ ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି । ଆନୀ ଫ୍ରାଙ୍କଙ୍କ କାହାଣୀ: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବିଶ୍ୱ ପ୍ରସିଦ୍ଧ ପୁସ୍ତକ ‘ଡାଏରୀ ଅଫ୍ ୟଙ୍ଗ ଗାର୍ଲ’ର ଲେଖକ ଆନୀ ଫ୍ରାଙ୍କଙ୍କୁ ମନେ ପକାଇ କହିଛନ୍ତି, ‘ଲାଗୁଛି ଯେପରି ଆନୀ ଫ୍ରାଙ୍କ କାହାଣୀ ପୁଣିContinue reading “ଇସ୍ରାଏଲ-ହମାସ ଯୁଦ୍ଧ : ବାପାଙ୍କ ତିଆରି ସୁଡ଼ଙ୍ଗରେ ଦୁଇବର୍ଷ ତାପରେ ଭୟଙ୍କର ମୃତ୍ଯୁ : ନେତାନ୍ୟାହୁ ବଖାଣିଲେ ଆନୀ ଫ୍ରାଙ୍କର କାହାଣୀ”
ବଢିବ କୃଷକଙ୍କ ଆୟ ! ଗହମ, ମସୁର ଡାଲି ସମେତ ୬ଟି ରବି ଫସଲ ଉପରେ ସରକାର ବଢାଇଲେ ସର୍ବନିମ୍ନ ସହାୟକ ଦର
କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର କୃଷକଙ୍କ ରୋଜଗାର ବୃଦ୍ଧି କରିବା ନେଇ ରବି ଋତୁରେ ୬ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୟାବିନେଟ ତରଫରୁ ୨ ପ୍ରତିଶତରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସହାୟକ ମୂଲ୍ୟ ବୃଦ୍ଧି ଉପରେ ମ୍ରୁରୀ ପ୍ରଦାନ କରିଛନ୍ତି । କ୍ୟାବିନେଟ ବୈଠକରେ ସରକାର ଏହା ଉପରେ ମୋହର ମାରିଛନ୍ତି । ସରକାରଙ୍କ ତରଫରୁ ଗହମ ଓ ସୋରିଶ ସମେତContinue reading “ବଢିବ କୃଷକଙ୍କ ଆୟ ! ଗହମ, ମସୁର ଡାଲି ସମେତ ୬ଟି ରବି ଫସଲ ଉପରେ ସରକାର ବଢାଇଲେ ସର୍ବନିମ୍ନ ସହାୟକ ଦର”
କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା ପ୍ରସଙ୍ଗରେ ସଫେଇ ରଖିଲେ ମନ୍ତ୍ରୀ ସାରଦା ନାୟକ । ଟଙ୍କା ଉଡ଼ାଇବା କଥାକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ
କନକ ବ୍ୟୁରୋ: କୱାଲୀ ଗୀତରେ ଟଙ୍କା ଉଡ଼ାଇବା ଘଟଣାରେ ସଫେଇ ରଖିଛନ୍ତି ମନ୍ତ୍ରୀ ଶାରଦା ନାୟକ । କହିଛନ୍ତି, କୱାଲୀ ଗାୟକଙ୍କୁ ସମ୍ମାନିତ କରିବା ପାଇଁ ଜଣେ ଦର୍ଶକ ଭାବେ ମୁଁ ସେଠାକୁ ଯାଇଥିଲି । ସେଠାରେ କୱାଲି ଗାୟକ ଜଣକ, ଭାରତକୁ ବିଶ୍ୱକପ୍ ଜିତିବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଯେଉଁ ଟଙ୍କା ଉଡ଼ିଛି, ତାହା ମୋ ପକେଟରୁ ଯାଇନାହିଁ କି ତାହା କଳାଧନ ନୁହେଁ । ତେଣୁ ଯେଉଁମାନେ ଏହାକୁ ଟଙ୍କା ଉଡ଼ାଇବା କଥାContinue reading “କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇବା ପ୍ରସଙ୍ଗରେ ସଫେଇ ରଖିଲେ ମନ୍ତ୍ରୀ ସାରଦା ନାୟକ । ଟଙ୍କା ଉଡ଼ାଇବା କଥାକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ”
ହମାସ ରକେଟକୁ ଧ୍ୱଂସ କରିବାରେ ବିଫଳ ହେଲା ଇସ୍ରାଏଲର ରକ୍ଷା କବଚ ଆଇରନ ଡ୍ରୋମ, ଜାଣନ୍ତୁ କାରଣ
କନକ ବ୍ୟୁରୋ : ରାଡାର ସବୁ ବେଳେ ସଜାଗ ଥିବ, ରକେଟ୍ ଆସିବାର ଆଭାସ ମିଳିଲେ ଆପେ ନିଜ ମିସାଇଲ ଦ୍ୱାରା ସାମ୍ନା ରକେଟକୁ ଅଲ୍ପ ସମୟରେ ନଷ୍ଟ କରି ଦେବ । ଏହା ହେଉଛି ଇସ୍ରାଏଲର ଆଇରନ ଡୋମ୍ । ଇସ୍ରାଏଲ ଦ୍ୱାରା ହାଲୁକା ତଥା ନୂତନ ବିଜ୍ଞାନ କୌଶଳରେ ନିର୍ମିତ ଏହି ଆଇରନ ଡୋମ୍ ଇସ୍ରାଏଲ ସାମରିକ ସୁରକ୍ଷା ବାହିନୀ ଆଇଡିଏଫର ସବୁଠାରୁ ଭରସାଯୋଗ୍ୟ ମିସାଇଲ ଅପରେଟର । ନିଜ ସମସାମୟିକ ସବୁ ଅସ୍ତ୍ରContinue reading “ହମାସ ରକେଟକୁ ଧ୍ୱଂସ କରିବାରେ ବିଫଳ ହେଲା ଇସ୍ରାଏଲର ରକ୍ଷା କବଚ ଆଇରନ ଡ୍ରୋମ, ଜାଣନ୍ତୁ କାରଣ”
ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ । ୫-ଟି ସଚିବ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଜମି ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତା । ସିକିମ୍ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତମାନଙ୍କ ଜମି ସମସ୍ୟାରContinue reading “ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ । ୫-ଟି ସଚିବ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଜମି ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତା । ସିକିମ୍ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି”
ପ୍ରଦୂଷିତ ହେଉଛି ରାଜଧାନୀର ପବନ । ବିଷାକ୍ତ ବାୟୁ ଯୋଗୁଁ ଅସ୍ୱାସ୍ଥ୍ୟକର ହେଉଛି ପରିବେଶ । ବ୍ୟାପୁଛି ଥଣ୍ଡା, କାଶ, ଛିଙ୍କ ଭଳି ରୋଗ
କନକ ବ୍ୟୁରୋ: ପ୍ରଦୂଷିତ ହେଉଛି ଭୁବନେଶ୍ୱର ବାୟୁମଣ୍ଡଳ । ବାୟୁ ଦୂଷିତ ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି ପରିବେଶ । ଭୁବନେଶ୍ୱର ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି, ତା’ଠାରୁ ଅଧିକ ସଲଫର ଡାଇଅକସାଇଡ୍, ନାଇଟ୍ରୋଜେନ୍ ଡାଇଅକସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ଦୂଷିତ ଧୂଳିକଣା ନେଉଛନ୍ତି । ଯାହା କମ୍ ଦିନରେ ହୃଦରୋଗ, ଶ୍ୱାସକ୍ରିୟାଜନିତ ରୋଗ, ଯକ୍ଷ୍ମା ଭଳି ରୋଗ ସୃଷ୍ଟି କରିପାରେ । ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛିContinue reading “ପ୍ରଦୂଷିତ ହେଉଛି ରାଜଧାନୀର ପବନ । ବିଷାକ୍ତ ବାୟୁ ଯୋଗୁଁ ଅସ୍ୱାସ୍ଥ୍ୟକର ହେଉଛି ପରିବେଶ । ବ୍ୟାପୁଛି ଥଣ୍ଡା, କାଶ, ଛିଙ୍କ ଭଳି ରୋଗ”
ତେଲେଙ୍ଗାନାରେ ମାୟାବତୀଙ୍କ ଦଳ ବିଏସପି ଜାରିକଲା ନିର୍ବାଚନୀ ଇସ୍ତାହାର । କହିଲା ସରକାର ଗଠନ କଲେ ବାଣ୍ଟିବୁ ମୋବାଇଲ ଫୋନ ଓ ୱାସିଂ ମେସିନ୍
କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ଶାସକ ବିଆରଏସ ପୁଣିଥରେ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିିଡିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ କଂଗ୍ରେସ ନେତୃତ୍ୱରେ ତେଲେଙ୍ଗାନାରେ ନିର୍ବାଚନ ଲଢିବାକୁ ଯାଉଛି । ସେପଟେ ଏନଡିଏ ମଧ୍ୟ ତେଲେଙ୍ଗାନା ଦଖଲ କରିବାକୁ ଚେଷ୍ଟା ଚଳାଇଛି । ହେଲେ ବହୁଜନ ସମାଜବାଦୀ ପାର୍ଟି ତେଲେଙ୍ଗାନାରେ ଏକାକୀ ନିର୍ବାଚନ ଲଢୁଥିବା ବେଳେ ତାରContinue reading “ତେଲେଙ୍ଗାନାରେ ମାୟାବତୀଙ୍କ ଦଳ ବିଏସପି ଜାରିକଲା ନିର୍ବାଚନୀ ଇସ୍ତାହାର । କହିଲା ସରକାର ଗଠନ କଲେ ବାଣ୍ଟିବୁ ମୋବାଇଲ ଫୋନ ଓ ୱାସିଂ ମେସିନ୍”
ହମାସକୁ ନିପାତ କରି ଦମ ନେବୁ , ଇସ୍ରାଏଲ ସହ ଛିଡା ହୋଇଥିବାରୁ ଆମେରିକାକୁ ଧନ୍ୟବାଦ । ବାଇଡେନକୁ କିଛି ଏମିତି କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।
କନକ ବ୍ୟୁରୋ : ହମାସ ବିପକ୍ଷ ଲଢେଇରେ ଆମେରିକା ଇସ୍ରାଏଲ ସହ ରହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ କିଛି ଏଭଳି ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣରେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ଆମେରିକା ପାଇଁ ଦୁଃଖଦ ମୁହୂର୍ତ୍ତ । ହମାସ ଇସ୍ରାଏଲର ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରିଛି । ହମାସ ପାଲେଷ୍ଟାଇନର ପ୍ରତିନିଧିତ୍ୱ କରୁନାହିଁ ବୋଲି କହିଛନ୍ତି ବାଇଡେନContinue reading “ହମାସକୁ ନିପାତ କରି ଦମ ନେବୁ , ଇସ୍ରାଏଲ ସହ ଛିଡା ହୋଇଥିବାରୁ ଆମେରିକାକୁ ଧନ୍ୟବାଦ । ବାଇଡେନକୁ କିଛି ଏମିତି କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ।”
ସଫଳତା ଆଣିଦେଲା ଖେଳଣା ବ୍ୟବସାୟ । ଲ୍ୟାଣ୍ଡମାର୍କ ଗ୍ରୁପର ବିଶ୍ୱରେ ରହିଛି ୨୨୦୦ ଷ୍ଟୋର, ହୋଟେଲ ବ୍ୟବସାୟରୁ ଲାଭ ହେଉଛି ଶହ ଶହ କୋଟି ଟଙ୍କା
କନକ ବ୍ୟୁରୋ : ଯାହା ବାସ୍ତବରେ ଅଦୃଶ୍ୟ ରହିଥାଏ ତାହା ସ୍ୱପ୍ନ । ଯାହାକୁ ଅନୁଭବ କରାଯାଇପାରେ ନାହିଁ ତାହା ଇଚ୍ଛା । ଯାହାକୁ ପାଇବାକୁ ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଦିଆଯାଏ ତାହା ହେଉଛି ସଫଳତା । ସଫଳତା କାହାକୁ ପରିବାର ସତ୍ତାରୁ ମିଳିଛି ତ କାହାକୁ ଲଟେରୀ ଉଠାଣରୁ ମିଳିଛି । ହେଲେ ବାସ୍ତବ ସଫଳତା ସେହିମାନଙ୍କୁ ମିଳିଛି ଯେଉଁମାନେ ଜୀବନର ସଜ୍ଞାକୁ କେବଳ ସଂଘର୍ଷ ବୋଲି ଧରିନେଇଛନ୍ତି । ଦେଶର ମହିଳାମାନଙ୍କୁ ରାଜନୀତିରେContinue reading “ସଫଳତା ଆଣିଦେଲା ଖେଳଣା ବ୍ୟବସାୟ । ଲ୍ୟାଣ୍ଡମାର୍କ ଗ୍ରୁପର ବିଶ୍ୱରେ ରହିଛି ୨୨୦୦ ଷ୍ଟୋର, ହୋଟେଲ ବ୍ୟବସାୟରୁ ଲାଭ ହେଉଛି ଶହ ଶହ କୋଟି ଟଙ୍କା”