ରାଜଧାନୀର ତିନି ମାୟାବିନୀ : ଅର୍ଚ୍ଚନା, ମୁସ୍କାନ, ଇରାନୀ; କେଉଁମାନଙ୍କୁ ଓ କେମିତି ମାୟାଜାଲରେ ଫସାଇ କରୁଥିଲେ ବ୍ଲାକମେଲ ?

କନକ ବ୍ୟୁରୋ : ସୁନ୍ଦର ଚେହେରାରେ ବଶୀଭୂତ କରିବେ । ଲୋକଙ୍କୁ ମାୟାଜାଲରେ ବସାଇ ଲୁଟ୍ କରିବେ । ରାଜଧାନୀ ଭୁବନେଶ୍ୱରରେ ଆସିଛି ଏପରି ତିନି ମାୟାବିନୀଙ୍କ ଚେହେରା । ଅର୍ଚ୍ଚନା, ମୁସ୍କାନ ଓ ଇରାନୀ । ରାଜନେତା, ବିଧାୟକ, ବ୍ୟବସାୟୀ, ଡାକ୍ତର, ଛାତ୍ରଙ୍କୁ ମାୟାଜାଲରେ ଫସାଇ ବ୍ଲାକମେଲ କରୁଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତରେ ଭିଡିଓ କରି ସେମାନଙ୍କଠାରୁ ଟଙ୍କା ଲୁଟ୍ କରୁଥିଲେ । ଏହି ତିନି ଜଣ ମାୟାବିନୀ ଏବେ ଧରାପଡ଼ିବା ପରେ ଲୋକଙ୍କ ମନରେContinue reading “ରାଜଧାନୀର ତିନି ମାୟାବିନୀ : ଅର୍ଚ୍ଚନା, ମୁସ୍କାନ, ଇରାନୀ; କେଉଁମାନଙ୍କୁ ଓ କେମିତି ମାୟାଜାଲରେ ଫସାଇ କରୁଥିଲେ ବ୍ଲାକମେଲ ?”

ଭାରତର C ଟିମ୍ ବି ପାକିସ୍ତାନକୁ ହରାଇଦେବ, ଆର୍ଥରଙ୍କ ମୁହଁ ଚୁପ୍ କରିଦେଲେ ଶ୍ରୀସନ୍ଥ ।

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନ ଟିମ ନିର୍ଦ୍ଦେଶକ ମିକି ଆର୍ଥରଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ମିକି କହିଥିଲେ, ଚଳିତ ବିଶ୍ୱକପ ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ଭଳି ଲାଗୁଛି । ଷ୍ଟାଡିୟମରେ ପାକିସ୍ତାନର କୌଣସି ଗୀତ ବାଜୁନଥିଲା । ଯାହାକୁ ନେଇ ଆପତ୍ତି ଉଠାଇଥିଲେ ମିକି । ଏପରିକି ଫାଇନାଲରେ ଭାରତକୁ ଦେଖିବୁ ବୋଲି କହିଥିଲେ ମିକି । ତେବେContinue reading “ଭାରତର C ଟିମ୍ ବି ପାକିସ୍ତାନକୁ ହରାଇଦେବ, ଆର୍ଥରଙ୍କ ମୁହଁ ଚୁପ୍ କରିଦେଲେ ଶ୍ରୀସନ୍ଥ ।”

ଖଣି ଖନନକୁ ନେଇ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ : ଚୌକି ଟେବୁଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଆଦିବାସୀ; କହିଲେ ମରିବୁ ପଛେ, ଛାଡ଼ିବୁ ନାହିଁ ଜମି, ଜଙ୍ଗଲ ଓ ଭିଟାମାଟି

କନକ ବ୍ୟୁରୋ : ଜନଶୁଣାଣିରେ ବେଦାନ୍ତ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ । କଥା କଟାକଟିରୁ ସଭାସ୍ଥଳରେ ଉତେଜନା ବଢିଥିଲା । ଏହାପରେ ସଭାସ୍ଥଳରେ ଆଦିବାସୀ ଚୌକି, ଟେବୁଲ ଭାଙ୍ଗି ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ନିକଟ କେରପାଇରେ, ତିଜମାଳି ଖଣି ଖନନକୁ ନେଇ ଚାଲିଥିବା ଜନ ଶୁଣାଣିରେ ଦେଖିବାକୁ ମିଳିଛ ଏହି ଦୃଶ୍ୟ । ଅଭିଯୋଗ ହୋଇଛି ବେଦାନ୍ତକୁ ଖଣି ଖନନ ଦେବା ପାଇଁ ମୈତ୍ରୀ କମ୍ପାନୀ ପକ୍ଷରୁ କିଛି ସମର୍ଥକଙ୍କୁ ଆଣିContinue reading “ଖଣି ଖନନକୁ ନେଇ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ : ଚୌକି ଟେବୁଲ ଭାଙ୍ଗିଲେ ଉତ୍ତ୍ୟକ୍ତ ଆଦିବାସୀ; କହିଲେ ମରିବୁ ପଛେ, ଛାଡ଼ିବୁ ନାହିଁ ଜମି, ଜଙ୍ଗଲ ଓ ଭିଟାମାଟି”

ଯୁଦ୍ଧ ଭିତରେ ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି : ବାଇଡେନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

କନକ ବ୍ୟୁରୋ : ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଇସ୍ରାଏଲର ତେଲ ଅବିବ୍ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି । ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ତେଲ ଅବିବରେ ପହଞ୍ଚିଛନ୍ତି । ବାଇଡେନଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ଗାଜା ହସ୍ପିଟାଲରେ ଆକ୍ରମଣ ପାଇଁ ଜୋର୍ଡାନ୍ ଗସ୍ତ ବାତିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଗତକାଲି ଗାଜାର ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲାContinue reading “ଯୁଦ୍ଧ ଭିତରେ ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି : ବାଇଡେନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ”

ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା : ଜାନୁଆରୀ ଶେଷ ସୁଦ୍ଧା ଆସିବ ରିପୋର୍ଟ

କନକ ବ୍ୟୁରୋ : ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର ପାଇଁ ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ରାଜ୍ୟରେ କେତେ ବାଘ ଅଛନ୍ତି ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ତଥ୍ୟ । ରାଜ୍ୟ ସରକାର ଦାବି କରୁଛନ୍ତି କେନ୍ଦ୍ର ତଥ୍ୟ ତୁଳନାରେ ରାଜ୍ୟରେ ଅଧିକ ବାଘ ରହିଛି । କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘContinue reading “ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା : ଜାନୁଆରୀ ଶେଷ ସୁଦ୍ଧା ଆସିବ ରିପୋର୍ଟ”

ଏଣିକି ଟ୍ୱିଟରରେ ଆକାଉଣ୍ଟ୍ ଖୋଲିବାକୁ ହେଲେ ଦେବାକୁ ପଡିବ ଚାର୍ଜ ! ଏଲନ ମସ୍କଙ୍କ ବଡ ଘୋଷଣା

କନକ ବ୍ୟୁରୋ : ଏଣିକି ଟ୍ୱିଟରରେ ନୂଆ ଆକାଉଣ୍ଟ୍ ଖୋଲିବା ପାଇଁ ଲୋକଙ୍କୁ ଦେବାକୁ ପଡିବ ଚାର୍ଜ । ସମସ୍ତ ୟୁଜର୍ସଙ୍କ ପାଇଁ ଏକ ପେଡ୍ ପ୍ଲାଟଫର୍ମ ଆଣିବା ପାଇଁ ଯୋଜନା କରୁଛନ୍ତି ଏଲନ୍ ମସ୍କ । ଦୁଇ ଦେଶ ମଧ୍ୟରେ ଏଲନ ମସ୍କ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ନାଁ ରହିଛି ‘ନଟ୍ ଏ ବଟ୍’ । ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଦୁଇ ଦେଶ ନ୍ୟୁଜିଲାଣ୍ଡ ଓ ଫିଲିପାଇନ୍ସରେ ଆରମ୍ଭ କରାଯାଇଛିContinue reading “ଏଣିକି ଟ୍ୱିଟରରେ ଆକାଉଣ୍ଟ୍ ଖୋଲିବାକୁ ହେଲେ ଦେବାକୁ ପଡିବ ଚାର୍ଜ ! ଏଲନ ମସ୍କଙ୍କ ବଡ ଘୋଷଣା”

ସମ୍ବଲପୁରରେ ସବୁ ପରିବା ଦର ଆକାଶ ଛୁଆଁ : ଜାଣନ୍ତୁ କେଉଁ ପରିବା ଦର କେତେ ?

କନକ ବ୍ୟୁରୋ : ସମ୍ବଲପୁରରେ ସବୁ ପରିବା ମହଙ୍ଗା । ସବୁ ପରିବା ଦର ଆକାଶ ଛୁଆଁ । ୪୦-୫୦ ଟଙ୍କାରୁ କୌଣସି ପରିବା ଦର କମ୍ ନାହିଁ । ଚାହିଦା ଅନୁସାରେ ପରିବା ନଆସିବାରୁ ଦର ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ । ପରିବା ଦର ବୃଦ୍ଧି ପାଉଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ଖାଉଟି ଓ ବ୍ୟବସାୟୀ । ଦର ବୃଦ୍ଧି ଯୋଗୁଁ ଖାଉଟି ମଧ୍ୟ କମ୍ ପରିବା କିଣୁଥିବା କହିଛନ୍ତି ବ୍ୟବସାୟୀ । ଯାହାକୁContinue reading “ସମ୍ବଲପୁରରେ ସବୁ ପରିବା ଦର ଆକାଶ ଛୁଆଁ : ଜାଣନ୍ତୁ କେଉଁ ପରିବା ଦର କେତେ ?”

ଟେସଲାକୁ ବଡ଼ ରିହାତି। ଭାରତରେ ପ୍ରବେଶ କରିବାକୁ ଏହାଠାରୁ ଭଲ ସୁଯୋଗ ମିଳିବନାହିଁ । ୮୫ ପ୍ରତିଶତ ରିହାତି

ଇଲେକ୍ଟ୍ରିକ ଭେହିକିଲ ଉପରେ ଆମଦାନୀ ଶୁଳ୍କକୁ ୧୦୦ ପ୍ରତିଶତରୁ ହ୍ରାସ କରି ୧୫ ପ୍ରତିଶତ କରିବାକୁ ସରକାର ଯୋଜନା କରୁଛନ୍ତି ।  ନୂତନ ଆମଦାନୀ ନୀତି କାର୍ଯ୍ୟକାରୀ ହେବା ପରେ ଦେଶର ଇଭି ବଜାରରେ ଟେସଲା କାରଗୁଡିକର ପ୍ରବେଶ ସହଜ ହେବ । ଆଗାମୀ କିଛି ବର୍ଷ ମଧ୍ୟରେ ଆମ ଦେଶର ରାସ୍ତାରେ ଟେସଲା କାରର ଲମ୍ବା ଲାଇନ ଦେଖିବାକୁ ମିଳିପାରେ । ଏଥିରେ  ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।  ଯଦି ବିଳାସପୂର୍ଣ୍ଣ କାର ଉତ୍ପାଦନକାରୀ କମ୍ପାନୀଗୁଡିକContinue reading “ଟେସଲାକୁ ବଡ଼ ରିହାତି। ଭାରତରେ ପ୍ରବେଶ କରିବାକୁ ଏହାଠାରୁ ଭଲ ସୁଯୋଗ ମିଳିବନାହିଁ । ୮୫ ପ୍ରତିଶତ ରିହାତି”

ଇଣ୍ଡିଆନ ଆଇଡଲରେ ଓଡିଆ ପୁଅଙ୍କ କମାଲ : ଗୀତ ଗାଇ ବିଚାରପତିଙ୍କ ମନ ଜିଣିଲେ ବଲାଙ୍ଗୀରର ଅଜୟ ଅମର ସିଂଦେଓ

କନକ ବ୍ୟୁରୋ : ରିଆଲିଟି ସୋ ଇଣ୍ଡିଆନ ଆଇଡଲରେ ଓଡିଆ ପୁଅଙ୍କ କମାଲ । ଗୀତ ଗାଇ ଇଣ୍ଡିଆନ ଆଇଡଲର ବିଚାରପତିଙ୍କ ମନ ଜିଣିଲେ ବଲାଙ୍ଗୀରର ପୁଅ ଅଜୟ ଅମର ସିଂଦେଓ । ବଲାଙ୍ଗୀରର ମାଲପଡାରେ ଅଜୟ ଅମର ସିଂଦେଓଙ୍କ ଘର । ଇଣ୍ଡିଆନ ଆଇଡଲ କଂଟେଷ୍ଟାଣ୍ଟ ଭାବେ ଗୋଲ୍ଡ କାର୍ଡ ପାଇଛନ୍ତି ଅଜୟ । ନିଜେ ଭାୟୋଲିନ ବଜାଇ ଅଭି ମୁଝ ମେ କହିଁ ଗୀତ ଗାଇ ସମସ୍ତଙ୍କ ମନ ଜିଣିନେଇଥିଲେ । ଆଉ ତାଙ୍କରContinue reading “ଇଣ୍ଡିଆନ ଆଇଡଲରେ ଓଡିଆ ପୁଅଙ୍କ କମାଲ : ଗୀତ ଗାଇ ବିଚାରପତିଙ୍କ ମନ ଜିଣିଲେ ବଲାଙ୍ଗୀରର ଅଜୟ ଅମର ସିଂଦେଓ”

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ଅଡ଼ୁଆ : କଟକ ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା; ଦାଖଲ କଲେ ହାଇକୋର୍ଟରେ ଦାୟର ମାମଲାର କପି

କନକ ବ୍ୟୁରୋ : ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । କଟକ ସବରେଜିଷ୍ଟାର ଅଫିସରେ ସୋମାଲିକା । ହାଇକୋର୍ଟରେ ଦାୟର ମାମଲାର କପି ଦାଖଲ କରିଛନ୍ତି । ବିଜୟଙ୍କ ବୟସ ସମ୍ପର୍କିତ ତଥ୍ୟକୁ ନେଇ ସେ ଅଭିଯୋଗ କରିଛନ୍ତି । ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ସୋମାଲିକା ଦାଶ । ସେ କହିଛନ୍ତି ମାମଲା ବିଚାରଧୀନ ଅଛି । ନ୍ୟାୟContinue reading “ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ଅଡ଼ୁଆ : କଟକ ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା; ଦାଖଲ କଲେ ହାଇକୋର୍ଟରେ ଦାୟର ମାମଲାର କପି”

Design a site like this with WordPress.com
Get started