ଅଦାନୀ ପ୍ରସଙ୍ଗ,କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : କାଇଲା କାରବାରରେ ଅଦାନୀ ଗ୍ରୁପ୍ କରିଛି ୩୨ ହଜାର କୋଟି ଟଙ୍କାର ଦୁର୍ନୀତି

କନକ ବ୍ୟୁରୋ : ଅଦାନୀ ପ୍ରସଙ୍ଗ ଉଠାଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଦାନୀ ପାଇଁ ଭାରତରେ କୋଇଲା ଏବଂ ବିଦୁତ ଦର ବୃଦ୍ଧି ପାଇଛି । ଅଦାନୀ ଇଣ୍ଡୋନେସିଆରୁ କମ ଦାମରେ କୋଇଲା କିଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କୋଇଲା ଇଣ୍ଡୋନେସିଆରୁ ଭାରତ ଆସି ପହଞ୍ଚିବା ପରେ ଦର ଦୁଇ ଗୁଣା ହୋଇଯାଉଛି । ଅଦାନୀ ଗରିବContinue reading “ଅଦାନୀ ପ୍ରସଙ୍ଗ,କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : କାଇଲା କାରବାରରେ ଅଦାନୀ ଗ୍ରୁପ୍ କରିଛି ୩୨ ହଜାର କୋଟି ଟଙ୍କାର ଦୁର୍ନୀତି”

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ : ଗଜପତିଙ୍କୁ ଦାବି ଜଣାଇଲା ବିଜେପି ଟିମ୍; ଉଠାଇଲେ ପ୍ରଶ୍ନ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି ଗଠନ କରାଯାଇନି କମିଟି ?

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ତତ୍ପରତା ଦେଖାଇଛି ବିଜେପି । ରତ୍ନଭଣ୍ଡାର ଖୋଲିବା ଦାବିରେ ଅଳ୍ପ ସମୟ ପରେ ଗଜପତି ମହାରାଜଙ୍କୁ ଭେଟିବେ ବିଜେପିର ଏକ ପ୍ରତିନିଧି ଦଳ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଟିମ ଗଜପତି ମହାରାଜାଙ୍କୁ ଭେଟିବେ । ଅଗଷ୍ଟ ୪ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଯାଏ କାହିଁକି କମିଟି ଗଠନ ହୋଇନି । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କାହିଁକି ଆରମ୍ଭContinue reading “ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ : ଗଜପତିଙ୍କୁ ଦାବି ଜଣାଇଲା ବିଜେପି ଟିମ୍; ଉଠାଇଲେ ପ୍ରଶ୍ନ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି ଗଠନ କରାଯାଇନି କମିଟି ?”

ଶୁକ୍ରବାରଠୁ ଏକ ନମ୍ବର ହାଟରେ ମିଳିବନି ପରିବା : ବନ୍ଦ ଡାକରା ଦେଇଛି କଞ୍ଚା ପରିବା ବ୍ୟବସାୟୀ ସଂଘ; ବନ୍ଦ ପୂର୍ବରୁ ଲୋକଙ୍କୁ କରାଯାଉଛି ସଚେତନ

କନକ ବ୍ୟୁରୋ : ଆସନ୍ତା ଶୁକ୍ରବାରଠାରୁ ରାଜଧାନୀର ୧ ନମ୍ବର ହାଟରେ ମିଳିବନି କଞ୍ଚା ପରିବ । ପରିବା ବିକ୍ରି ବନ୍ଦ କରିବ ବ୍ୟବସାୟୀ ସଂଘ । ଶୁକ୍ରବାରଠାରୁ ବନ୍ଦ ଡାକରା ଦେଇଛି ଭୁବନେଶ୍ୱର କଂଚା ପରିବା ବ୍ୟବସାୟୀ ସଂଘ । ଏହା ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି । ହାଟରେ ଡାକବାଜ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ରାସ୍ତାରେ ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ନେଇContinue reading “ଶୁକ୍ରବାରଠୁ ଏକ ନମ୍ବର ହାଟରେ ମିଳିବନି ପରିବା : ବନ୍ଦ ଡାକରା ଦେଇଛି କଞ୍ଚା ପରିବା ବ୍ୟବସାୟୀ ସଂଘ; ବନ୍ଦ ପୂର୍ବରୁ ଲୋକଙ୍କୁ କରାଯାଉଛି ସଚେତନ”

ସାପ ସହ ଖେଳ ହେଲା କାଳ : କାବୁ କରି ପ୍ଲାଷ୍ଟିକ୍ ଡବାରେ ପୁରାଇଲା ବେଳେ ଚୋଟ ମାରିଲା ନାଗ

କନକ ବ୍ୟୁରୋ : ସାପ ସହ ଖେଳ ହେଲା କାଳ । ନାଗ ସାପକୁ କାବୁ କରି ପ୍ଲାଷ୍ଟିକ ବୋତଲରେ ପୁରାଇବା ବେଳେ ଘଟିଲା ଅଘଟଣ । ସାପର ବେକକୁ ଧରି ପ୍ଲାଷ୍ଟିକ ବୋତଲରେ ପୁରାଇବା ବେଳେ ଘଟିଲା ଅଘଟଣ । ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରିବା ପାଇଁ ହାତ ହୁଗୁଳା କରିବାରୁ ସାପ ଧରାଳୀକୁ ଚୋଟ ମାରିଛି ନାଗ । ଆଉ ସେହି ସମୟର ଭିଡିଓକୁ ଫେସବୁକରେ ପୋଷ୍ଟ କରିଛନ୍ତି ସାପଧରାଳୀ ସମୀର ପଟ୍ଟନାୟକ ।Continue reading “ସାପ ସହ ଖେଳ ହେଲା କାଳ : କାବୁ କରି ପ୍ଲାଷ୍ଟିକ୍ ଡବାରେ ପୁରାଇଲା ବେଳେ ଚୋଟ ମାରିଲା ନାଗ”

ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ; ଆଜି ବୟାନ ରେକର୍ଡ କରିବ ପୋଲିସ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣର ଦୃଶ୍ୟ । ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିଳମ୍ବିତ ରାତିରେ ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଣ୍ଟରେ ଏହି ଘଟଣା ଘଟିଛି । ପାଣି ମାଗିବା ବାହାନାରେ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କ ପାଖକୁ ଆସିଥିଲେ ଦୁର୍ବୃତ୍ତ । ଏହାContinue reading “ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ; ଆଜି ବୟାନ ରେକର୍ଡ କରିବ ପୋଲିସ”

ଟଙ୍କା ଉଡାଇଲେ ମନ୍ତ୍ରୀ ସାରଦା ନାୟକ । କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ଉଡ଼ାଇଲେ ପୁଳା ପୁଳା ଟଙ୍କା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ ।

କନକ ବ୍ୟୁରୋ : ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାୟକ । କିଛି ଦିନ ତଳେ ଷ୍ଟେଜ ଉପରେ ମେଁ ହୁଁ ଡନ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ । ଏବେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ମନ୍ତ୍ରୀ ସାରଦା ନାୟକ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କେତେ ବେଳେ ମନ୍ତ୍ରୀ ୫ଶହ ଟଙ୍କିଆ ବିଡା ଉଡାଉଥାନ୍ତି, ପୁଣି କେତେ ବେଳେ ବିଡାରୁ ନୋଟ କାଢି ଗୋଟିଏ ପରେ ଗୋଟିଏ ଗାୟକଙ୍କ ହାତକୁ ବଢାଇ ଦେଉଥାନ୍ତିContinue reading “ଟଙ୍କା ଉଡାଇଲେ ମନ୍ତ୍ରୀ ସାରଦା ନାୟକ । କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ଉଡ଼ାଇଲେ ପୁଳା ପୁଳା ଟଙ୍କା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ ।”

ଭିଜିଲାନ୍ସ ଜାଲରେ ପାଲଲହଡ଼ା ବିଇଓ ଅଫିସର ଜେଇ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ, ପ୍ରସନ୍ନ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀ ଚଢାଉ କରୁଛନ୍ତି । ପ୍ରସନ୍ନ ପାଣିଙ୍କ ଅନୁୁଗୁଳ ସ୍ଥିତ ବାସଭବନ, ଭୁବନେଶ୍ୱର ଓ ଖୋର୍ଦ୍ଧା ସମେତ ମୋଟ ୯ଟି ସ୍ଥାନରେ ଚଢାଉ ଚାଲିଛି । ୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ରେଡ କରୁଛନ୍ତିContinue reading “ଭିଜିଲାନ୍ସ ଜାଲରେ ପାଲଲହଡ଼ା ବିଇଓ ଅଫିସର ଜେଇ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ, ପ୍ରସନ୍ନ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍”

ଖାକିରେ ଲାଗିଲା କଳଙ୍କ : ଏଏସଆଇ ଓ ହୋମଗାର୍ଡ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଉଭୟଙ୍କୁ କୋର୍ଟଚାଲାଣ

କନକ ବ୍ୟୁରୋ : ପୁଣି ଖାକିରେ ଲାଗିଲା ଦାଗ । ଜଣେ ପୋଲିସ ଏଏସଆଇ ଓ ଜଣେ ହୋମଗାର୍ଡ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଅଭିଯୋଗ ପରେ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇଥିବା ବେଳେ ଶେଷରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ । ମୟୁରଭଞ୍ଜ ଜାମଦା ଥାନାର ଏଏସଆଇ ଆନନ୍ଦ ମାଝୀ ବ୍ଳକ ହେଡକ୍ୱାର୍ଟରରେ ଏକା ରହୁଥିଲେ ।Continue reading “ଖାକିରେ ଲାଗିଲା କଳଙ୍କ : ଏଏସଆଇ ଓ ହୋମଗାର୍ଡ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଉଭୟଙ୍କୁ କୋର୍ଟଚାଲାଣ”

ଟଙ୍କପାଣି ଦୁର୍ଗା ମଣ୍ଡପରେ ନିଆରା ପରମ୍ପରା : ୩୬ ବର୍ଷ ହେଲା ବିସର୍ଜନ ହୋଇନି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

କନକ ବ୍ୟୁରୋ : ଭୁବନେଶ୍ୱର ଟଙ୍କପାଣି ଦୁର୍ଗାମନ୍ଦିର ପରିସରରେ ରହିଛି ନିଆରା ଦୁର୍ଗା ମଣ୍ଡପ । ଯେଉଁଠି ଦୀର୍ଘ ୩୬ ବର୍ଷ ଧରି ବିସର୍ଜନ ହୋଇନି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି । ପ୍ରତିବର୍ଷ ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ । କିନ୍ତୁ ବିସର୍ଜନ କେବଳ ମାଆଙ୍କ ଘଟକୁ କରାଯାଇଥାଏ । ଅନ୍ୟସ୍ଥାନଗୁଡିକରେ ଯେଉଁଠି ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜା କରାଯାଏ । ଦଶମୀ ପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିବା ବିଧି ଓContinue reading “ଟଙ୍କପାଣି ଦୁର୍ଗା ମଣ୍ଡପରେ ନିଆରା ପରମ୍ପରା : ୩୬ ବର୍ଷ ହେଲା ବିସର୍ଜନ ହୋଇନି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି”

ବାଲେଶ୍ୱରରେ ମଦ ବିରୋଧରେ ବଡ଼ ଧରଣର ରେଡ୍ : ଦିନରେ ଦେଶୀ ପୋଚ ଓ ରାତିରେ ବିଦେଶୀ ମଦ ଜବତ

କନକ ବ୍ୟୁରୋ : ଦିନରେ ଦେଶୀ ପୋଚ, ରାତିରେ ଜବତ ହେଲା ବିଦେଶୀ ମଦ । ବାଲେଶ୍ୱରରେ ଦିନରେ ପୋଲିସ ଚଢାଉ କରି ଦେଶୀ ପୋଚ ଜବତ କରିଥିବା ବେଳେ ରାତିରେ ବିଦେଶୀ ମଦ ଜବତ କରିଛି । ଏହା ପରେ ସତର୍କ ପୋଲିସ । ରାତିରେ ସହର ସାରା ପଇଁତରା ମାରିଛି ପୋଲିସ । ଏସ୍ପି ସାଗରିକ ନାଥଙ୍କ ନିର୍ଦ୍ଦେଶରେ ମହିଳା ପୋଲିସ ରାତିରେ ପଇଁତରା ମାରିଛି । ଏଥିରେ ସିଟି ଡିଏସ୍ପି, ସହଦେବଖୁଂଟା ଆଇଆଇସି,Continue reading “ବାଲେଶ୍ୱରରେ ମଦ ବିରୋଧରେ ବଡ଼ ଧରଣର ରେଡ୍ : ଦିନରେ ଦେଶୀ ପୋଚ ଓ ରାତିରେ ବିଦେଶୀ ମଦ ଜବତ”

Design a site like this with WordPress.com
Get started